ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ୨୩ ମାସର ଛୁଆ ଚିକିତ୍ସିତ ହେଉଥିଲା । ତାର ସ୍ୱାସ୍ଥ୍ୟ ଭଲ କରିବା ପାଇଁ ଆବଶ୍ୟକ ପଡ଼ିଥିଲା କୋଟି କୋଟି ଟଙ୍କାର ଔଷଧ ।
ବିବାହ ଉତ୍ସବରେ ଯେଉଁ ଅତିଥିମାନେ ଆସନ୍ତି ସେମାନେ ଉପହାର ଯାହା ବି ଦିଅନ୍ତୁ, କିନ୍ତୁ ସେମାନଙ୍କ ପାଇଁ ଭଲ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥାଏ । ଏମିତି ବ୍ୟବସ୍ଥା ନଥାଏ ଯେ, ଯିଏ ଭଲ ଉପହାର ଦେବ ତାଙ୍କୁ ଭଲ ଖାଇବା, ଆଉ ଯିଏ କମ୍ ଉପହାର ଦେବ ତାଙ୍କୁ ସାଧା ସିଧା ଖାଇବା ।
ମେଣ୍ଟ ନେତା ନିର୍ବାଚିତ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି । ବିଜେପି କହିଲା ଧୋକା, ବୁଦ୍ଧି ଶିଖାଇବେ ଜନତା ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିହାରରେ ବିଜେପିକୁ କାହିଁକି ଝଟ୍କା ଦେଲେ ରାଜନୀତି ଧୂରନ୍ଦର ନୀତିଶ କୁମାର ? ରାଜନୀତି ବିଶ୍ଲେଷକଙ୍କ ମତରେ ବିଜେପିଠାରୁ ଜେଡିୟୁ ହଠାତ ଦୂରେଇ ଯିବା ପଛରେ ଏକାଧିକ କାରଣ ଦାୟୀ..
ଲତା ମଙ୍ଗେସ୍କରଙ୍କ ଚର୍ଚ୍ଚିତ ଗୀତ ‘ପୀୟା ତୋସେ ନେନା ଲାଗେ ରେ’ ଗୀତ ଗାଇବା ବେଳେ କାନ୍ଦି ପକାଇଲେ ଯୁବତୀ ।
RCFL ରେ ଟ୍ରେଡ୍, ଟେକ୍ନିସିଆନ୍ ଏବଂ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପଦ ପାଇଁ ନିଯୁକ୍ତି ବାହାରିଛି। ଏନେଇ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଏହାର ଶେଷ ତାରିଖ ବହୁତ କମ ଦିନ ଅଛି। ତୁରନ୍ତ ଆବେଦନ କରନ୍ତୁ।
ବର୍ଷ ବର୍ଷ ଦୂରେଇ ରହିଲେ ସୁଦ୍ଧା ସ୍ନେହ, ପ୍ରେମର ବନ୍ଧନ ସେମିତି ଅତୁଟ ରହିଛି ।
ସ୍ୱାମୀ ସୂରଜ ନାମ୍ବିଆରଙ୍କ ଜନ୍ମଦିନ ଥିବାରୁ ମୌନୀ ବିଶେଷ ଢଙ୍ଗରେ ତାଙ୍କୁ ୱିସ୍ କରିଛନ୍ତି। ଏହା ସହିତ ସେ ସୋସିଆଲ ମିଡିଆରେ ଅନେକ ରୋମାଣ୍ଟିକ ଫଟୋ ମଧ୍ୟ ଶେୟାର କରିଛନ୍ତି।
ଆମୀର ଖାନ ଯେତେବେଳେ ଚେନ୍ନାଇରେ ତାଙ୍କ ଫିଲ୍ମର ପ୍ରମୋସନ କରୁଥିଲେ, ତାଙ୍କୁ କାଲିଉଡ୍ର ଦୁଇ ଅଭିନେତା ଅଜିତ ଏବଂ ବିଜୟଙ୍କ ବିଷୟରେ ପଚରାଯାଇଥିଲା। ତାଙ୍କୁ ନେଇ ସେ ଚମତ୍କାର କଥା କହିଛନ୍ତି।
ସେପଟେ ନୂଆ ସରକାର ଗଠନ ପୂର୍ବରୁ ଆରମ୍ଭ ହୋଇଯାଇଛି ମୂଲଚାଲ ରାଜନୀତି। ଅନ୍ୟପକ୍ଷେ, ନୀତିଶଙ୍କୁ ଅକଳରେ ପକାଇ ପାରନ୍ତି ବିଜେପି ମନ୍ତ୍ରୀ।
ମହିଳାଙ୍କର କୌଣସି ସନ୍ତାନ ହେଉ ନଥିବାର ସେ ବାବାଙ୍କ ପାଖକୁ ଯାଇଥିଲେ। ହେଲେ ମିର୍ଚି ବାବା ଏହାର ଫାଇଦା ଉଠାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି କଥା କାହାକୁ ନକହିବା ପାଇଁ ବାବା ସମ୍ପୃକ୍ତ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲେ।
ନୀତିଶଙ୍କ ସହ ମିଶି ସରକାର ଗଢ଼ିବା ପାଇଁ ତେଜସ୍ୱୀ ଯାଦବ ସର୍ତ୍ତ ରଖିଥିବା ସୂଚନା ମିଳିଛି ।
କ୍ଷୀର ପ୍ୟାକେଟ୍ ଦିଅନ୍ତୁ, ପେଟ୍ରୋଲରେ ରିହାତିରେ ପାଆନ୍ତୁ । ପ୍ଲାଷ୍ଟିକ ଜରି ଦେଲେ ମିଳୁଛି ରିହାତି । ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା?
ଆହୁରି ସୁରକ୍ଷତ ରହିବ ୟୁଜର୍ସଙ୍କ ତଥ୍ୟ। ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ଆହୁରି ସୁରକ୍ଷିତ ରଖିବା ଲାଗି ମେସେଜିଂ ଆପ୍ ହ୍ୱାଟ୍ସଆପ୍ରେ ଏହିସବୁ ଫିଚର ସାମିଲ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।
ନୂଆ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ
ବିଜେପିର ୯, ଶିବସେନାର ୯ ମନ୍ତ୍ରୀ କ୍ୟାବିନେଟରେ ସାମିଲ୍
ଏହି ସପ୍ତାହରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି । ବ୍ୟବସାୟରେ ସାମାନ୍ୟ ଲାଭ ରହିବ । ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ଫଳାଫଳ ପାଇବେ ।
ମହିଳାଙ୍କୁ ଗାଳିଗୁଲଜ କରିଥିବା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କଲା ପୁଲିସ।
ତେଜସ୍ୱୀଙ୍କ ସହ ମିଶି ସରକାର ଗଢ଼ିବାକୁ ସଜବାଜ
ବିଜେପି ନେତା ଗଣାନେନ୍ଦ୍ର ପ୍ରସାଦଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ୍ ତାଙ୍କ ବାସଭବନରେ ପହଞ୍ଚି ସୋମବାର ଦିନ ମୃତଦେହ ଉଦ୍ଧାର କରିଥିଲା।
କେନ୍ଦ୍ର ସରକାର ୭୦ ଲକ୍ଷ ରାସନ କାର୍ଡଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖିଛନ୍ତି।
ପୁଣି ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୬୫୦ ଟଙ୍କା ରହିଛି ।
ନୂଆ କ୍ୟାବିନେଟର ଶପଥ ଗ୍ରହଣ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି