ଆପଣ ବି ରାତିସାରା ପଙ୍ଖା ଦେଇ ଶୋଉଛନ୍ତି କି? ତେବେ ଏବେଠାରୁ ହୋଇଯାଆନ୍ତୁ ସାବଧାନ। ଆଉ କରନ୍ତୁ ନାହିଁ ଏହି ଭୁଲ୍। ଯଦି ଏହାକୁ ବନ୍ଦ ନ କରିବେ ତେବେ ସାମ୍ନା କରିବାକୁ ହେବ ଏହିସବୁ ସମସ୍ୟା…
ଏ ଦୁନିଆରେ ଏମିତି ବି ଗାଁ ଅଛି ଯେଉଁଠି ଲୋକେ ବିଚିତ୍ର ପରମ୍ପରାକୁ ନେଇ ଜୀବନଯାପନ କରନ୍ତି। ଏହି ଗାଁର ଲୋକେ ବିନା ପୋଷାକରେ ରୁହନ୍ତି। ଅନେକ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଥିବା ବେଳେ ଏବେ ବି ଏହାକୁ ପାଳନ କରାଯାଉଛି।
ନାରୀ ଆଜି ପଛରେ ନୁହେଁ। ନିଜ ଉଦ୍ୟମରେ କିଏ ପ୍ରଶାସିକା ବନିଥାଏ ତ ଆଉ କିଏ ଉଦ୍ୟୋଗ ଆରମ୍ଭ କରି ନିଜକୁ ସ୍ୱାବଲମ୍ବୀ କରିବା ସହିତ ଅନ୍ୟକୁ ବି ସ୍ୱାବଲମ୍ବୀ କରାଇଥାଏ। ପୁଣି କିଏ ନିଜର ପ୍ରତିଭାର ବିକାଶ କରିବା ସହିତ ଅଭିଜ୍ଞତାକୁ କାମରେ ଲଗାଇଥାଏ। ସେଭଳି ଜଣେ ନାରୀ ହେଲେ ରୀତା ଦାଶ। ଆସନ୍ତୁ ଜାଣିନେବା ତାଙ୍କ ସଂଘର୍ଷର କାହାଣୀ।
ତ୍ରିରଙ୍ଗା ଯାତ୍ରା ସମୟରେ ଏକ ଗାଈ ହଠାତ ପସି ଯାଇ ଗୁଜୁରାଟ୍ ପୂର୍ବ ଉପମୁଖ୍ୟମନ୍ତ୍ରୀଙ୍କୁ ଧକ୍କା ମାରିଥିଲା ।
ଯଦି ଆମୀରଙ୍କ ସହ ସମସ୍ୟା ତେବେ ତାଙ୍କୁ ବିରୋଧ ହେଉ, ତାଙ୍କ ସିନେମାକୁ ନୁହେଁ...
ପ୍ରଥମ ଘଣ୍ଟା ଦେଖୁ ଦେଖୁ ହି ବିତିଯିବ। ଏହାପରେ ହଠାତ୍ ଆପଣଙ୍କୁ ଇମୋସନାଲ୍ କରିଦେବ କାହାଣୀ।
ଟେନିସ୍ ଜଗତରେ ଏବେ ଆମେରିକୀୟ ତାରକା ସେରେନା ଓ୍ୱିଲିଅମ୍ସଙ୍କୁ ନେଇ ଚର୍ଚ୍ଚା। ଦୁଇ ଦଶନ୍ଧିର ଦୀର୍ଘ ଆଧିପତ୍ୟ ପରେ ଅବସର ନେବାକୁ ଯାଉଛନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି। ୟୁଏସ୍ ଓପନ୍ ହେବ ତାଙ୍କର ଶେଷ ଗ୍ରାଣ୍ଡ୍ସ୍ଲାମ୍ ଓ ଶେଷ ଟୁର୍ଣ୍ଣାମେଣ୍ଟ। ଏଥି ସହିତ ଅଧୁରା ରହିଯିବ ତାଙ୍କର ସର୍ବାଧିକ ଗ୍ରାଣ୍ଡ୍ସ୍ଲାମ୍ ଏକକ ମୁକୁଟ ଜିତିବାର ଅଭିଳାଷ।
ଭାଇ ସିନା ନାହିଁ..ହେଲେ ଭଉଣୀ ମନ ମାନୁନି। ସୀମାରେ ସହିଦ ହୋଇଯାଇଥବା ଭାଇର ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିବା ପରେ ଏମିତି ଭୋ ଭୋ କାନ୍ଦିଲା ଭଉଣୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ। ୟୁଜର୍ସ କହୁଛନ୍ତି..ସବୁ ଭାଇଙ୍କୁ ମିଳୁ ଏମିତି ଭଉଣୀ..
SSC ଜୁନିୟର ଇଞ୍ଜିନିୟର ପଦବୀ ପୂରଣ କରିବାକୁ ଆବେଦନକୁ ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ଅନେକ ପୋଷ୍ଟ୍ ପୂରଣ ହେବ।
‘ଲାଲ୍ ସିଂହ ଚଡ୍ଢା'କୁ ନେଇ ଏବେ ଚାରିଆଡେ ବିବାଦ। ଅନେକ ଏହାକୁ ବୟକଟ୍ କରିଛନ୍ତି। ଏହାରି ଭିତରେ ଆମିର ଖାନ୍ଙ୍କୁ ମିଳିଛି ଆଶ୍ୱସ୍ତି। ଓସ୍କାର୍ ତରଫରୁ ଏହାକୁ ମିଳିଛି ସପୋର୍ଟ।
ବଢିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୪ ହଜାର ୦୦୦ ଟଙ୍କା ରହିଛି ।
ନିଜ ଫିଲ୍ମକୁ ନେଇ ବିବାଦରେ ଫଶିଥିବା ଆମିର 'ହର ଘର ତ୍ରିରଙ୍ଗା ଅଭିଯାନ'ରେ ସାମିଲ୍ ହୋଇ ତାଙ୍କ ମୁମ୍ବାଇସ୍ଥିତ ଘରେ ତ୍ରିରଙ୍ଗା ଉଡାଇଛନ୍ତି। ‘ଆଜାଦୀ କା ଅମୃତ ମହୋତ୍ସବ’ ସାରା ଦେଶରେ ପାଳନ କରାଯାଉଛି। ବଲିଉଡ୍ ଅଭିନେତା ଆମିର ଖାନ ମଧ୍ୟ ଏହାର ଏକ ଅଂଶ ହୋଇଛନ୍ତି।
Jio Fiber Independence Offerରେ ୟୁଜର୍ସଙ୍କୁ ୧୫ ଦିନ ପର୍ଯ୍ୟନ୍ତ ମାଗଣା ସେବା ମିଳିବ। ଅର୍ଥାତ୍ ଆପଣ ମାଗଣାରେ ଜିଓ ଫାଇବର ସେବା ପାଇପାରିବେ। ତେବେ ଏହି ପ୍ଲାନ୍ ନୂଆ ଗ୍ରାହକଙ୍କ ପାଇଁ କେବଳ ଉପଲ୍ଲବ୍ଧ।
ପ୍ରବଳ ବର୍ଷା ପରେ ଧରମପୁରୀ ତହସିଲ ଅଞ୍ଚଳ କୋଠିଦାରେ କାରମ ନଦୀ ଉପରେ ଥିବା ଡ୍ୟାମ୍ରୁ ଘଳିଆ ପଡ଼ିଥିଲା ।
ପ୍ରଥମ ଦିନ ୧୨ କୋଟି ଓ ଦ୍ୱିତୀୟ ଦିନ ପ୍ରାୟ ୮ କୋଟି ଟଙ୍କା ବେପାର ହୋଇଛି ଏହି ଫିଲ୍ମ । ଆମୀରଙ୍କ ପୂର୍ବ ସିନେମା ଅପେକ୍ଷା ଏହା ବହୁତ କମ୍ । ଏପରିକି ୨୦୦୮ର ଗଜନୀ ପରେ ଏହା ସବୁଠୁ କମ୍ ଆୟ କରିଛି ବୋଲି କୁହାଯାଉଛି ।
ଘର ଭଡ଼ାରେ ଲାଗିବ ୧୮ ପ୍ରତିଶତ ଜିଏସଟି।
ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖି ବଦଳାଇଛନ୍ତି ନାଆ
ଘରର ସେ ଏକମାତ୍ର ରୋଜଗାରିଆ ହୋଇଥିବା କାରଣରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ବୁଲି ବୁଲି କରୁଛନ୍ତି ପାମ୍ପଡ ବେପାର ।
ନିଜ ଦେଢ଼ ମାସର ପୁଅକୁ ମାରିଦେଲା ବାପା । କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଶିଶୁ କାନ୍ଦଣା ଶୁଣି ଅଭିଯୁକ୍ତର ନିଦରେ ବ୍ୟାଘାତ ସୃଷ୍ଟି ହେଉଥିଲା, ଏଥିପାଇଁ ସେ ପୁଅକୁ ହିଁ ମାରି ପକାଇଲା ।
ସଲମାନ ରୁସ୍ଦି ଅସ୍ତ୍ରୋପଚାର ପରେ ଗୋଟିଏ ଆଖି ହରାଇବାର ଆଶଙ୍କା ରହିଛି ।
ତେଲୁଗୁ ହରର୍ ଫିଲ୍ମ ‘ଅରୁନ୍ଧତୀ’ ଦେଖି ଜଣେ ଯୁବକ ଏତେ ମାତ୍ରାରେ ପ୍ରେରିତ ହୋଇଥିଲେ ଯେ ସେ ନିଜ ଦେହରେ ନିଆଁ ଲଗାଇବାକୁ ପଛାଇଲେ ନାହିଁ। ନିଜକୁ ଜାଳି ମୁକ୍ତି ଦେବା ପାଇଁ ଯୁବକ ଜଣକ ଶରୀରରେ ୨୦ ଲିଟର ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ପ୍ରୟାସ କରିଥିଲେ।
୨୦୦୧ ପୂର୍ବର ସରକାର ଭଳି ନକରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ବି, ତାଲିବାନ ପୁଣି ନିଜ ପୂର୍ବ କଟକଣା ଲାଗୁ କରିବାରେ ଲାଗିଛି ।
ପ୍ରଥମେ ଆକ୍ରମଣକାରୀ ମଞ୍ଚ ଉପରକୁ ଚଢ଼ିଥିଲା। ଯେଉଁଠି ରୁସ୍ଦିଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। ଏହାପରେ ସେ ରୁସ୍ଦିଙ୍କୁ କାବୁ କରିବା ଲାଗି ଚେଷ୍ଟା କରିଥିଲେ। କେହି କିଛି ବୁଝିବା ଆଗରୁ ଆକ୍ରମଣକାରୀ ରୁସ୍ଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।
ଏ ବର୍ଷ ମାତ୍ର ୩୫ ପ୍ରତିଶତ ବର୍ଷା ହୋଇଛି ଇଂଲଣ୍ଡରେ । ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳକୁ ମରୁଡ଼ି ଘୋଷଣା ।