ଅଗଷ୍ଟ ୨୨ରେ ଥାନାରେ ହାଜର ପାଇଁ ନିର୍ଦ୍ଦେଶ । ମୁମ୍ବାଇ ଘରକୁ ଯାଇ ନୋଟିସ୍ ଦେଲା ପୋଲିସ୍ ।
ପ୍ରତାରଣା କଲା ପ୍ରେମିକ। ପ୍ରତିଶୋଧ ନେବାକୁ ଏକ ଖବରକାଗଜର ପୂରା ପୃଷ୍ଠାକୁ କିଣିନେଲେ ଯୁବତୀ। ବିରୋଧରେ ଦେଲେ ବିଜ୍ଞାପନ। ଜାଣନ୍ତୁ ଲୋଜେ କ’ଣ କହିଲେ।
ପାଠ ପଢିବା ନେଇ ତାଙ୍କର ବହୁତ ଇଛା। ତାଙ୍କ ପାଖରେ ଅଭାବ ଅଛି ସତ ହେଲେ ମରିଯାଇଛି ଲକ୍ଷ। ନିଜ ପଢାକୁ ଜାରି ରଖିବା ନେଇ ଝିଅ ହେଇ ମଧ୍ୟ ସେ ରାସ୍ତାକଡରେ ବିକୁଛନ୍ତି ଗୁପ୍ଚୁପ୍।
ବିବାଦରେ ବଡି ବିଲ୍ଡର୍ ବବି କଟାରିଆ। ବିମାନରେ ସିଗାରେଟ୍ ଟାଣି ବିବାଦକୁ ଆସିଛନ୍ତି। ବିମାନକୁ ସିଗାରେଟ୍ ଓ ଲାଇଟର କିପରି ଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଲୋକେ।
୧୯୯୯ ମସିହାରେ ତୁଙ୍ଗନାଥ ଚତୁର୍ବେଦୀ, ଯିଏ କି ଜଣେ ଆଇନଜୀବୀ । ସେ ମଥୁରାରୁ ମୋରାଦାବାଦ ଯିବା ପାଇଁ ଦୁଇଟି ରେଳ ଟିକେଟ୍ କାଟିଲେ । ପ୍ରତି ଟିକେଟ୍ର ଦାମ ଥିଲା ୩୫ ଟଙ୍କା । ହେଲେ ତାଙ୍କଠାରୁ ୭୦ ବଦଳରେ ରଖାଯାଇଥିଲା ୯୦ ଟଙ୍କା ।
SSC ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସରେ ୪ ହଜାରରୁ ଅଧିକ ସବ୍-ଇନ୍ସପେକ୍ଟର ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୪୩୦୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
ଭକ୍ତମାନେ ଯେଉଁ ସ୍ଥାନରୁ ଜଳ ଉଠାଇଥିଲେ ତାହାର ନାମ ହେଉଛି ରୋମାନ୍ ବାଥ୍ । ଏହା ଏକ ଉଷ୍ମ ପ୍ରସ୍ରବଣ ।
ଉକ୍ତ ବ୍ୟକ୍ତିଙ୍କର ଏକ ଜରୁରୀ ଡକ୍ୟୁମେଣ୍ଟ ହଜିଯାଇଥିଲା । ତାକୁ ପୁଣି ଥରେ ପାଇବା ପାଇଁ ସେ ଥାନାକୁ ଯାଇଥିଲେ, FIR ଦେବାକୁ ।
ମଡେଲ ତଥା ଅଭିନେତ୍ରୀ ଦିଶା ପଟାନୀ ଫିଲ୍ମ 'ଏମ୍ଏସ୍ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ'ରୁ ନିଜ ପରିଚୟ ସାଉଁଟିଥିଲେ। ମନୋରଞ୍ଜନ ଜଗତରେ କୌଣସି ପାରିବାରିକ ସଂପର୍କ ନଥିବାରୁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି। ଆସନ୍ତୁ ନଜର ପକେଇବା ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ।
ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ନଜରରେ ରଖି ୧ ଜୁନ୍ ୨୦୧୫ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପେନସନ୍ ଯୋଜନା ଲାଗୁ କରିଥିଲେ ।
ହୃଦଘାତରେ ପିଡୀତ ରାଜୁ ଶ୍ରୀବାସ୍ତବ ଏବେ AIIMS (ICU) ରେ ଭେଣ୍ଟିଲେଟରରେ। ସ୍ୱାସ୍ଥ୍ୟାବସ୍ଥାରେ ଆସିନି କୌଣସି ସୁଧାର। ସମସ୍ତେ ଦୁଃଖରେ। ଏତିକି ବେଳେ ଆସିଛି ତାଙ୍କ ଝିଅଙ୍କ ଠାରୁ ଏମିତି ଖବର।
୨୦୨୨ ମସିହାର ଅନେକ ବଲିଉଡ୍ ଫିଲ୍ମ ଫ୍ଲପ୍ ହୋଇଛି ଯାହାର ପୂର୍ବାନୁମାନ KRK କରିଛନ୍ତି। ଆଗକୁ ଆସୁଛି କରଣ ଜୋହରଙ୍କ 'ବ୍ରହ୍ମାସ୍ତ୍ର'। ଏହାକୁ ନେଇ କ’ଣ କହିଛନ୍ତି KRK ଆସନ୍ତୁ ଜାଣିବା।
ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୨,୦୯୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୮,୫୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୫୦ ଟଙ୍କା ରହିଛି।
ମଧ୍ୟରାତ୍ରରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼ ! ଆଗାମୀ ଦିନରେ ଏହି ଝଡ଼ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଏହା ପୃଥିବୀପୃଷ୍ଠରେ ଧକ୍କା ହୁଏ, ତା’ହେଲେ ସାରା ବିଶ୍ୱରେ ବ୍ଲାକ୍ଆଉଟ୍ ହେବାର ବିପଦ ରହିଛି।
ଏମ୍ସରେ ଚାକିରି କରିବା ପାଇଁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏକ ପ୍ରୋଜେକ୍ଟ ପାଇଁ ଭୁବନେଶ୍ୱର ଏମ୍ସ(All India Institute of Medical Sciences) ୱାକ୍-ଇନ୍-ଇଣ୍ଟରଭିୟୁWalk-In-Interview) ଆୟୋଜନ କରିବାକୁ ଯାଉଛି।
ଗାଁର କିଛି ଲୋକ ଗୁପ୍ଚୁପ୍ ଖାଇବା ପରେ ଝାଡ଼ାବାନ୍ତି ହେବାସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜଣକ ପରେ ଜଣେ ଏପରି ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ।
୨୦୨୪ରେ ଯେମିତି ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ ହୁଏ କିମ୍ବା ଅତିକମ୍ରେ ସେହି ସଫଳତା ଦୋହରାଇବାରେ ସଫଳ ହୁଏ, ତାକୁ ଲକ୍ଷ୍ୟ ରଖି ବିଜେପି ୩ ହେଭିୱେଟ୍ଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି।
ପୁଣି ବିବାଦରେ ନୀତିନ ଗଡକରୀ। କହିଲେ, ମନ୍ତ୍ରୀ ଚାହିଁଲେ ଆଇନ ଭାଙ୍ଗିବେ ଆଉ ଅଫିସର ଖାଲି ହଁ ମାରିବେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏଇ ଭିଡ଼ିଓ
ନିଜକୁ ଫିଟ୍ ରଖିବା ପାଇଁ ଆବଶ୍ୟକତାରୁ ଅଧିକ ଏକ୍ସରସାଇଜ୍ ବି ହାର୍ଟ ଆଟାକ୍ର ପ୍ରମୁଖ କାରଣ ପାଲଟୁଛି କିି? କାହିଁକି ନା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ୍ ଜିମ୍ରେ ବ୍ୟାୟାମ କରିବା ସମୟରେ ହିଁ ହୃଦ୍ଘାତର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ।
ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି। ଦଳୀୟ ନେତା ଓ ମନ୍ତ୍ରୀଙ୍କ ଉପରେ ଥିବା ଏଇ ସବୁ ମାମଲା ହେବ ପ୍ରତ୍ୟାହାର। ସ୍କ୍ରିନିଂ କମିଟି ରିପୋର୍ଟକୁ ଅପେକ୍ଷା ରହିଛି ।
ଭାରତ ପାକିସ୍ତାନର ଲୋକମାନେ ମଧ୍ୟ ପରସ୍ପର ସହ ବନ୍ଧୁ ହୋଇପାରିବେ, ଏହାର ଏକ ଉଦାହରଣ ହାଭାର୍ଡ ବିଜନେସ୍ ସ୍କୁଲରେ ଦେଖିବାକୁ ମିଳିଛି ।
ଗଣିତ ଶିକ୍ଷକ ନିଯୁକ୍ତି ଲାଗି ଶିକ୍ଷା ବିଭାଗକୁ ଲେଖିଲେ ଚିଠି