ସିବିଏସ୍ଇ ଯୁଗ୍ମ ସଚିବ ଏବଂ ଅନ୍ୟାନ୍ୟ ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୫ ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂରେ ଭାରତକୁ ମିଳିଲା ଦୁଇଟି ସ୍ୱର୍ଣ୍ଣ। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରିପଲ୍ ଜମ୍ପରେ ଭାରତକୁ ସ୍ୱର୍ଣ୍ଣ ଜିତିଛି।
ଭାରତୀୟ ପୁରାଣରେ ଅନେକ ବନ୍ଧୁତାର କାହାଣୀ ଅଛି ଯାହାକୁ ଅନେକ ସମୟରେ ଉଦାହରଣ ଭାବେ ନିଆଯାଏ। ଏହିସବୁ ଉଦାହରଣ ବନ୍ଧୁତାରେ ଦେଖାଦେଇଥିବା ଫାଟକୁ ମଧ୍ୟ ଭରଣ କରିଦିଏ। ତେବେ ଆସନ୍ତୁ ସେମିତି କିଛି ଉଦାହରଣ ଉପରେ ନଜର ପକେଇ ନେବା।
ଆଜି ହେଉଛି ବନ୍ଧୁତ୍ୱର ଦିବସ। ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ଏହି ଦିବସ ପାଳନ କରାଯାଏ। ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଖାସ୍ ବନ୍ଧୁ ମଧ୍ୟ ଅଛନ୍ତି। ତେବେ ଆସନ୍ତୁ ସେମାନଙ୍କୁ ଜାଣିନେବା।
ଶାଶୁ ଘର ଲୋକେ ନିର୍ଯାତନା ଦେବା ସହ ସ୍ୱାମୀ ମଦ ପିଇ ମାଡ଼ ମାରିବା ସହ ଘରେ ଭିତରେ ବନ୍ଦ କରି ରଖୁଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣିଥିଲେ। ଶେଷରେ ନିର୍ଯାତନା ଏତେ ଅତିଷ୍ଠ ହୋଇ ଯାଇଥିଲା ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ।
ସାଙ୍ଗକୁ ନେଇ ବଲିଉଡ୍ରେ ତିଆରି ହୋଇଛି ଅନେକ ଫିଲ୍ମ। କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯେଉଁଥିରେ ବନ୍ଧୁତାକୁ ଖୁବ୍ ଚମତ୍କାର ଭାବେ ଚିତ୍ରିତ କରାଯାଇଛି। ଆସନ୍ତୁ ଏମିତି ୫ ଫିଲ୍ମ ଉପରେ ନଜର ପକେଇ ନେବା।
ଲଗାତାର ଭାବେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ରାଷ୍ଟ୍ରୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହୋଇପାରେ।ଯଦି ଅଶୌଧିତ ତୈଳ ଦାମ୍ ୧୦୦ ଡଲାର ପାଖାପାଖି ରହିବ ତା’ହେଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି।
ସ୍ୱାଧୀନତାର ଅମୃତ ମହୋତ୍ସବରେ ISRO ଇତିହାସ ରଚିଛି। ଇସ୍ରୋ ପକ୍ଷରୁ ଆଜାଦୀ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଛି।
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଏବେ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୪ କୋଟି ୩୪ ଲକ୍ଷ ୮୪ ହଜାର ୧୧୦ ଜଣ ।
୫ ଟିକିଆ ଟି-୨୦ ସିରିଜ୍ରେ ୩ଟି ମ୍ୟାଚ୍ ଜିତି ସିରିଜ୍ କବ୍ଜା । ଚତୁର୍ଥ ମ୍ୟାଚ୍ରେ ୱେଣ୍ଟଇଣ୍ଡିଜ୍କୁ ୫୯ ରନ୍ରେ ହରାଇଲା ଭାରତ ।
୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ, ୭ଟି ବ୍ରୋଞ୍ଜ ସହ ମିଳିଲା ମୋଟ ୧୪ ପଦକ । କୁସ୍ତିରେ ୩ଟି ଏବଂ ଟେବୁଲ ଟେନିସ୍ରେ ଗୋଟିଏ ସ୍ୱର୍ଣ୍ଣ । ୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟଙ୍କୁ ସ୍ୱର୍ଣ୍ଣ ।
ଭାରତରେ ଏମିତି ଏକ ସଂପ୍ରଦାୟର ଲୋକେ ବାସ କରନ୍ତି ଯେଉଁମାନଙ୍କ ସଂସ୍କୃତିରେ ରହିଛି ଏକ ନିଆରା ବିବାହ ଉତ୍ସବ। ଏଠାକାର ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ବିବାହ କରନ୍ତି। ତେବେ ଏହା ପଛରେ କି କାରଣ ରହିଛି ଆସନ୍ତୁ ଜାଣିବା।
ଭାରତର ଏହି ବଜାରରେ ବିକ୍ରିହୁଏ ବର। ଝିଅମାନେ ବଜାରକୁ ଯାଆନ୍ତି, ସେମାନଙ୍କ ବର ବାଛନ୍ତି। ଦାମ ଯେତେ ଅଧିକ ହେବ ସେତେ ଭଳ ବର ମିଳିବ।
ଆଜିକାଲି ଯୁବପିଢି ନିଶା ଆଡକୁ ଗତି କରୁଥିବା ଦେଖାଯାଏ। ସେମାନକୁ ଏ ଦିଗରୁ ଓହରେଇବା ନେଇ ବାପା-ମାଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆସନ୍ତୁ ଜାଣିବା କ’ଣ କରିବା ଉଚିତ।
ଝିଅ ପିଲା କ’ଣ କ୍ରିକେଟ୍ ଖେଳିବ; କ୍ରିକେଟ୍ ଖେଳିଲେ କଳା ପଡ଼ିଯିବ, କେହି ବାହା ହେବେନି ଭଳି ବାର କଥାକୁ ଖାତିର ନ କରି ସେ ଉପରକୁ ଉଠିଥିଲେ। ତାଙ୍କ ଭିତରର ଅଦମନୀୟ ଇଚ୍ଛାଶକ୍ତି ଆଗରେ ନାକ ଟେକୁଥିବା ଲୋକମାନେ କାହିଁ କୁଆଡ଼େ ହଜିଗଲେ; ଅଥଚ ଅର୍ଜୁନ ପୁରସ୍କାରରେ ସମ୍ମାନିତ ସ୍ମୃତି ଆଜି ବିଶ୍ୱ କ୍ରିକେଟ୍ରେ ଏକ ଚର୍ଚ୍ଚିତ ନାଁ। ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।
ଏସ୍ଏସ୍ସି ଅଧୀନରେ ଅଧିକାରୀ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ଆବେଦନ ଜାରି କରିଛି। ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୫ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେତେ ପଦବୀ ଖାଲି ଆଉ ଆବେଦନର ଶେଷ ତାରିଖ।
ଖରାପ୍ କାମ କରୁଥିବା ବ୍ୟକ୍ତିଙ୍କୁ ପାନେ ଦେଲା ବାଛୁରୀ, ଦେଖନ୍ତୁ ଭିଡ଼ିଓ...
ହଲିଉଡ୍ରେ ସାଉଥ୍ ସୁପର୍ଷ୍ଟାର୍ ଧନୁଷ। ତାଙ୍କୁ ଏକ ହତ୍ୟାକାରୀ ଭାବେ ଦେଖିବାକୁ ମିଳେ। ଏହାର ସିକ୍ୱେଲକୁ ନେଇ କ’ଣ କହୁଛନ୍ତି ଏହି ଅଭିନେତା ଆସନ୍ତୁ ଜାଣିବା।
ଲୋକଙ୍କ ପରି ଟ୍ରେନରେ ଯାତ୍ରା କଲା ଷଣ୍ଢ । ହେଲେ କିଏ ତାକୁ ଟ୍ରେନ୍ରେ ପଠାଇଲା ?
ମାଙ୍କଡ଼ ଦେଖୁଛି ଯାଦୁ... ମ୍ୟାଜିକ୍ ଦେଖି ହସି ହସି ଗଡ଼ିଲା ମାଙ୍କଡ଼...ଦେଖନ୍ତୁ ଏହି ଅଜବ ଭିଡ଼ିଓ...
‘ଲାଲ୍ ସିଂହ ଚଡ୍ଢା’କୁ ନେଇ ଆମୀରଙ୍କ ଫ୍ୟାନ ଉତ୍ସାହର ସହ ଚାହିଁ ବସିଛନ୍ତି। ଖୁବ୍ ଶୀଘ୍ର ଏହା ରିଲିଜ୍ ହେବ। ହେଲେ ଏହାକୁ ନେଇ ଆମୀର ଯେତିକି ଉତ୍ସାହିତ ଅଛନ୍ତି ସେତିକି ଭୟଭୀତ ମଧ୍ୟ। ହେଲେ କାହିଁକି…
ଚୀନ୍ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ସହ ଦେଶବାସୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ତାଇଓ୍ୱାନ ଅଭିଯୋଗ କରିଛି। ଚୀନ୍ ପକ୍ଷରୁ ତାଇଓ୍ୱାନ ଚାରିପଟେ ଦକ୍ଷିଣ ଚୀନ୍ ସାଗରରେ ସମରାଭ୍ୟାସ ସହ ଘନ ଘନ ରକେଟ୍ ମାଡ଼ କରାଯାଉଛି।