• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Captivating Creations from Clay
 Special Story: କଞ୍ଚା ମାଟିରୁ ତିଆରି ହେଉଛି ଘରକରଣା ଜିନିଷ...

କଞ୍ଚା ମାଟିରୁ ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କ’ଣ ସାମଗ୍ରୀ ଅତି ଯତ୍ନର ସହ ତିଆରି ହେଉଛି । 

 First Subhadra Yojana Recipient
ଜୀବନ ଯୁଦ୍ଧରେ ହାରି ନାହାନ୍ତି ଅଞ୍ଜଳି

ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ କେବେ ଜୀବନ ଯୁଦ୍ଧରେ ହାରି ନାହାନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ବେ ସ୍ବାବଲମ୍ବୀ ହୋଇଛନ୍ତି। ଟେଲର ଦୋକାନ କରି ଚଳାଉଛନ୍ତି ପରିବାର।

kidnaping
ଅପହରଣର ପ୍ରତିଶୋଧ ! ଓକିଲ ହେଲେ, ୧୭ ବର୍ଷ ପରେ ଦୋଷୀଙ୍କୁ ଜେଲ୍ ପଠାଇଲେ

୧୭ବର୍ଷ ତଳେ ଅପହୃତ ହୋଇଥିବା ପିଲା ଏବେ ନିଜ କିଡନାପ କେସ୍ ଲଢି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ଅପରାଧ ପଛରେ ଥିବା କାହାଣୀ ଏବଂ ଏହା ପରେ ସେହି ପିଲାର ଓକିଲ ହେବା ନିଷ୍ପତ୍ତି ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ।

handicapped Girl
ସୁନା ଝିଅ ଅଞ୍ଜଳି; ଶାରୀରିକ ଅକ୍ଷମତା ସତ୍ତ୍ୱେ ହୋଇଛନ୍ତି ସ୍ୱାବଲମ୍ବୀ, ସାଜିଛନ୍ତି ପ୍ରେରଣା

ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ କେବେ ଜୀବନ ଯୁଦ୍ଧରେ ହାରି ନାହାନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ବେ ସ୍ବାବଲମ୍ବୀ ହୋଇଛନ୍ତି।

Divyang
ମୋ ପାଇଁ ଅପହଞ୍ଚ ନୁହେଁ ୨୨ ପାହାଚ

ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ । ଏଇ ବାଡ଼ି ଖଣ୍ଡକ ଯୁବତୀଙ୍କ ପାଇଁ ସାଜିଛି ସାହାରା... ଧୀରେ ଧୀରେ ବଡ଼ଦାଣ୍ଡ ଅତିକ୍ରମ କରି ସିଂହ ଦ୍ୱାର ଦେଇ ଚଢ଼ି ଚାଲିଛନ୍ତି ୨୨ ପାହାଚ ।

 elderly couple From Old Age Home
ପୁଅ, ବୋହୂଙ୍କ ଅକଥନୀୟ ନିର୍ଯାତନା; ପରିଣତ ବୟସରେ ବୃଦ୍ଧ ଦମ୍ପତି ଖୋଜୁଛନ୍ତି ବୃଦ୍ଧାଶ୍ରମ...

ବାରିପଦାରେ ପୁଣି ଲଜ୍ଜା। ପରିଣତ ବୟସରେ କରୁଣ କାହାଣୀ । ବୟସର ଅପରାହ୍ନରେ ବୃଦ୍ଧ ଦମ୍ପତି ଖୋଜୁଛନ୍ତି ଆଶ୍ରୟ । 

Social Service
ଯେଉଁଠି ଆଶା ମରିଯାଏ, ସେଇଠି ଛିଡ଼ା ହୁଏ ଉମିଦେଁ

ଚର୍ଚ୍ଚାରେ କ୍ୟାନସର ପୀଡ଼ିତ ଶିଶୁଙ୍କ ସେବା ପାଇଁ ସମର୍ପିତ ସଂସ୍ଥା । ଭୁବନେଶ୍ୱର ଏମସ ନିକଟରେ ଅଛି ସେବା ହୋମ୍ ।

Meet India’s youngest female IAS officer
Success Story: ମାତ୍ର ୨୩ ବର୍ଷରେ ବନିଥିଲେ IAS, ଏବେ ଲୋକଙ୍କ ଅଫିସର

ଭାରତର ସର୍ବକନିଷ୍ଠ ମହିଳା ଆଇଏଏସ୍ ଅଧିକାରୀ ସ୍ମିତା ସଭରୱାଲ । UPSC ପରୀକ୍ଷାରେ କରିଥିଲେ କମାଲ୍ ।

 White Pig Farming
କୋଟିପତି କଲା ଘୁଷୁରୀ ଚାଷ

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ। ଦେଖନ୍ତୁ ଏହି ରିପୋର୍ଟ ।

Fine Art Artist
ଟଙ୍କା ନଥିଲା ବୋଲି ପଢ଼ିପାରିଲେନି, ହେଲେ ଫାଇନ୍‌ ଆର୍ଟରେ ସିଦ୍ଧ ହସ୍ତ !

ହଁ ଏମିିତି ଜଣେ ନିଆରା ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳରୀର ଫାଇନ୍ ଆର୍ଟ ଆଟିଷ୍ଟ ପ୍ରତାପ ବାଡ଼ତ୍ୟା । ନିକଟରେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ନିଜର ଜାଦୁଗରି ଦ୍ୱାରା ମହାମହିମଙ୍କୁ ପ୍ରଭାବିତ କରିପାରେ ସଫଳ ହୋଇଛନ୍ତି ।

  • Sunday, 15 September 2024
  • Talent
Loyal dog chases ambulance carrying owner
ଭାଇରାଲ ହେଉଛି ଏହି ହୃଦୟସ୍ପର୍ଶୀ ଭିଡିଓ; ଆମ୍ୱୁଲାନ୍ସକୁ ପିଛା କରୁଛି କୁକୁର

କୁକୁରଟିର ଅସୁସ୍ଥ ମାଲିକଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଉଛି । ହେଲେ ବିଶ୍ୱସ୍ତ କୁକୁରଟି ମାଲିକଙ୍କୁ ପାଖରୁ ଛାଡ଼ିବାକୁ ନାରାଜ ।

return 6 odia
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲେ ୬ ଓଡ଼ିଆ

ସାଉଦି ଆରବରୁ ଫେରିଲେ ଫସିଥିବା ୬ ଓଡ଼ିଆ । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲେ । କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଖୋର୍ଦ୍ଧାରୁ ୬ ଜଣ ଓଡ଼ିଆ ଫେରିଛନ୍ତି ।

success man
ଡାକ୍ତର ହେବେ କଳାକାର...ଆଦିବାସୀ ଯୁବକଙ୍କ ସଫଳତାର କାହାଣୀ

ଦେଶୀ ବଡି ସାଙ୍ଗକୁ ସିକ୍ସ ପ୍ୟାକ୍... ଆଦିବାସୀ ଗାଁର ଯୁବକଟିଏ... ସକାଳୁ ସକାଳୁ ବ୍ୟାୟାମ କରନ୍ତି... ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ୍‌ ଯତ୍ନବାନ ଏହି ଯୁବକ । ଚାଲନ୍ତୁ  ଜାଣିବା ଏହି ଯୁବକଙ୍କ ସଫଳତାର କାହାଣୀ

Lord Ganesh Idol Treats Mouse
ଡାକ୍ତର ସାଜିଲେ ଗଣପତି

ଡାକ୍ତର ବେଶରେ ବିଘ୍ନହର୍ତ୍ତା ଶ୍ରୀଗଣେଶ। ପାଖରେ ଔଷଧ ଓ ଅନ୍ୟାନ ଉପକରଣ ଧରି ଛିଡା ହୋଇଛନ୍ତି ମୂଷକ ମହାରାଜ। ଏପଟେ ହାତରେ ସ୍ତେଥୋଷ୍କୋପ ଧରି ଅସୁସ୍ଥ ମୂଷକର ଚିକିତ୍ସା କରୁଛନ୍ତି ବିଘ୍ନବିନାଶକ। ତେବେ ସବୁଠାରୁ ରୋଚକର କଥା ହେଉଛି ସେଠାରେ ଲେଖାଯାଇଥିବା ସୁନ୍ଦର ବାର୍ତ୍ତା ।

Doctor
ଭରା ପାଣି, ଟ୍ରାକ୍ଟରରେ ଆସିଲେ...ସବୁ ବିପଦକୁ ଏଡ଼ାଇ ରୋଗୀ ଦେଖିଲେ...

ଟ୍ରାକ୍ଟରରେ ଯାଇ ରୋଗୀ ସେବା କଲେ ଡାକ୍ତର। ମାଲକାନଗିରିର ଜଳ ପ୍ରଳୟ ଭିତରୁ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି।

artist
କଥା କହୁଛି ଇପ୍ସିତାଙ୍କ ଚିତ୍ର

ହାତରେ ପେନସିଲ୍‌ ଧରି ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି । ତାଙ୍କ ହାତର ସ୍ପର୍ଶରେ ଯେମିତି ଏହି ସବୁ ଫଟୋଚିତ୍ର ଜୀବନ୍ତ ହୋଇଉଠୁଛି । ଶ୍ରୀ ମନ୍ଦିର, ପ୍ରଭୁ ଜଗନ୍ନାଥ, ଦେବୀ କାଳୀ ଓ ଅଗ୍ରପୁଜ୍ୟ ଗଜାନନଙ୍କ ଭଳି ଅନେକ ଛବି ଆଙ୍କି ଏବେ ଚର୍ଚ୍ଚାରେ ଇପ୍ସିତା ।

Abandon Education
ଇଟାଭାଟିରେ ପୋଡି ହୋଇଯାଉଥିଲା ଭବିଷ୍ୟତ,ଶିକ୍ଷାର ଆଲୋକ ଦେଖାଇଲେ ଗାନ୍ଧିବାଦୀ

ଦିନେ ଧୂଳି ଧୂସର ହୋଇ, କଳା ଧୂଆଁ ଆକାଶ ତଳେସୁନେଲି ଭବିଷ୍ୟତକୁ ଜଳାଞ୍ଜଳି ଦେଉଥିଲେ ଏହି ପିଲାମାନେ। ସିଲଟ ଖଡ଼ିର ଅର୍ଥ ମଧ୍ୟ ଜାଣି ନଥିଲେ। ଇଟା ଭାଟିରେ ସତେ ଯେମିତି ପୋଡି ହୋଇଯାଉଥିଲା ସେମାନଙ୍କ ଭବିଷ୍ୟତ। ହେଲେ ଦେବଦୂତ ସାଜିଲେ ଗାନ୍ଧିବାଦୀ।

Inspiring Teachers
ଏଭଳି ମହାନ୍ ଗୁରୁଙ୍କୁ ଶତ ନମନ; ଶିକ୍ଷାର ବିକାଶ ପାଇଁ ନେଇଛନ୍ତି ବଳିଷ୍ଠ ପଦକ୍ଷେପ...

ଆଜି ଗୁରୁଦିବସ ଅବସରରେ ବାଲେଶ୍ବର ଏବଂ ବଡମ୍ବାରୁ ଦେଖିବା ଯୋଡିଏ କାହାଣୀ, ଯେଉଁଠି ଶିକ୍ଷାର ବିକାଶ ପାଇଁ ଗୁରୁ ନେଇଛନ୍ତି ବଳିଷ୍ଠ ପଦକ୍ଷେପ।

International Day of Charity 2024
International Day of Charity 2024: ଭାରତର ୫ ମହାନ ଦାନୀ; ଜାଣନ୍ତୁ କିଏ ଆଗରେ, କିଏ ଦେଇଛନ୍ତି କେତେ କୋଟି

ଦାନ ମାଧ୍ୟମରେ ଦୁନିଆରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବିସ୍ତାର କରିହୁଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ଏବଂ ଭାଇଚାରା ମଧ୍ୟ ବୃଦ୍ଧି କରିହୁଏ। ଆଜି ‘ଅନ୍ତର୍ଜାତୀୟ ଚ୍ୟାରିଟି ଦିବସ’ ଅବସରରେ ଆସନ୍ତୁ ଭାରତର ୫ ମହାନ ଦାନୀଙ୍କୁ ଜାଣିବା।

  • Thursday, 05 September 2024
  • Charity
Divorced couple surprises daughter
ଝିଅର ଖୁସି ପାଇଁ ସବୁ ଭୁଲିଗଲେ; ଏକାଠି ପହଞ୍ଚିଲେ ଛାଡ଼ପତ୍ର ନେଇଥିବା ଦମ୍ପତି, କନ୍ଦାଇବ ଏହି ଭିଡିଓ

୨୫ବର୍ଷିୟା ମାୟା ମୌରୀଙ୍କ ବାପା –ମା’ ଛାଡପତ୍ର ପରେ ଅଲଗା ରହୁଛନ୍ତି। ହେଲେ ଝିଅ ମାୟା ସେମାନଙ୍କୁ ଏକାଠି ଦେଖିବାକୁ ଚାହୁଁଥିଲେ। ସ୍ନାତକ ସମାରୋହରେ ଯୋଗ ଦେବାପାଇଁ ସେ ଫ୍ରାନ୍ସରୁ ଆମେରିକା ଯାଇଥିବା ବେଳେ ବାପା-ମା’ଙ୍କୁ ମଧ୍ୟ ନିମନ୍ତ୍ରିତ କରିଥିଲେ।

Tribal Boy Clears NEET
Success Story: ନେଟ୍‌ୱର୍କ ନଥିବାରୁ ପାହାଡ ଉପରେ ପଢ଼ୁଥିଲେ, ପ୍ରଥମ ପ୍ରୟାସରେ NEET କ୍ଳିଅର୍

ଡାକ୍ତର ହେବେ ଆଦିବାସୀ ଗରିବ ଘରର ପୁଅ । ପ୍ରଥମ ପ୍ରଚେଷ୍ଟାରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ।

 Khandapara Wooden Crafts
Special Story: ଦିବ୍ୟାଙ୍ଗ ହେଲେବି ସ୍ୱାବଲମ୍ବୀ; ପ୍ରଶାନ୍ତଙ୍କ ହାତର ସ୍ପର୍ଶରେ କଥା କହୁଛି ନିର୍ଜୀବ କାଠଖଣ୍ଡ...

ନିଜର ଦୃଢ଼ ଇଚ୍ଛା ଶକ୍ତି । ଆଉ ଶାରୀରିକ ଅକ୍ଷମତା । ଏଠି ଯେମିତି ହାର୍ ମାନିଛି । ଦିବ୍ୟାଙ୍ଗ ହେଲେବି ସେ ହୋଇପାରିଛନ୍ତି ସ୍ୱାବଲମ୍ବୀ । ତାଙ୍କ ହାତର ଯାଦୁ ଆଜି ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । 

 Khandapara's Wooden Crafts
କାଠ ଏଠି କଥା କହେ

ତାଙ୍କ ସ୍ପର୍ଶରେ କଥାକୁହେ ଏ ନିର୍ଜୀବ କାଠଖଣ୍ଡ । ମାତ୍ର କିଛି ସମୟରେ ତିଆରି କରିନ୍ତି ଭଳିକି ଭଳି ସୁନ୍ଦର ସୁନ୍ଦର ଜିନିଷ । ନିଜର ଦୃଢ଼ ଇଚ୍ଛା ଶକ୍ତି... ଆଉ ଶାରୀରିକ ଅକ୍ଷମତା... ଏଠି ଯେମିତି ହାର୍‌ ମାନିଛି ।

  • Tuesday, 03 September 2024
Tribal Student Clears NEET
ଡାକ୍ତର ହେବେ ପୁଣି ଜଣେ ଆଦିବାସୀ ଛାତ୍ର, ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ

ଇଶାକଙ୍କ ଏହି ସଫଳତା ପରେ ଘରେ ଖୁସିର ଲହରି । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲରେ ନାଁ ଲେଖିଛନ୍ତି ।

Handicapped Artists
ଫ୍ୟାସନ୍‌ ସୋ’ରେ ଦିବ୍ୟାଙ୍ଗ

କିଏ ଟ୍ରାଏ ସାଇକେଲରେ ଆସୁଛି...କିଏ ଚାଲି ଚାଲି ଅ।ସୁଛି....କିଏ ଆରବିଆନ ସେଠ୍ ତ କିଏ ଦାଦା କଷ୍ଟୁମରେ । ସମସ୍ତଙ୍କ ମୁହଁରେ ଦମ୍ଭ ଓ ଦୃଢ଼ତା । ମ୍ୟୁଜିକ ସହ ଜଣଙ୍କ ପରେ ଜଣେ ଆସି ଦେଖାଉଛନ୍ତି ଫେସନ୍ସ ଜଲୱା । ଆପଣମାନେ ଦେଖୁଥିବା ଏହି ମଡେଲମାନେ ହେଉଛନ୍ତି ଭିନ୍ନକ୍ଷମ ।