• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

What are prebiotics and probiotics?
ପ୍ରିବାୟୋଟିକ୍ ଏବଂ ପ୍ରୋବାୟୋଟିକ୍ କ'ଣ

ଆମ ଶରୀରରେ ଥିବା ମାଇକ୍ରୋବାୟୋମ୍ ଆମ ପାଚନ ନଳୀରେ ରହି ଶରୀରକୁ ଅନ୍ୟ ହାନିକାରକ ଜୀବାଣୁ ଏବଂ ଫଙ୍ଗସ୍ ସ°କ୍ରମଣରୁ ରକ୍ଷା କରନ୍ତି। କିନ୍ତୁ ଏମିତି ଅନେକ ଖାଦ୍ୟ ଅଛି ଯାହା ଏହି ମାଇକ୍ରୋବାୟୋମ୍କୁ ନଷ୍ଟ କରିଥାଏ। ସେସବୁ କ’ଣ ଆସନ୍ତୁ ଜାଣିବା।

What is thyroid cancer; Its symptoms and remedies
ଥାଇରଏଡ୍‌ କ୍ୟାନ୍‌ସର୍‌ କ’ଣ; ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

ଏହା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତସ୍ରାବୀ ଗ୍ରନ୍ଥି, ଯାହା ମୁଖ୍ୟତଃ ଶରୀରର ବୃଦ୍ଧି ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଥାଇରଏଡ୍ ଗ୍ରନ୍ଥିର କୋଷିକାର ଅନିୟନ୍ତ୍ରିତ ଅଭିବୃଦ୍ଧି ଦେଖାଦେଲେ ବେଳେବେଳେ ଏହା କ୍ୟାନସରକୁ ରୂପାନ୍ତରିତ ହୋଇଥାଏ।

Amazing herbs can cure many problems
Health Tips: ଶୀତ ଦିନରେ ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା ପାଇବା ପାଇଁ ଏହି ୪ ଜିନିଷ ସେବନ କରନ୍ତୁ

ଆମ ପ୍ରତ୍ୟେକଙ୍କ ଘରେ ଏମିତି ଅନେକ ଜିନିଷ ଅଛି ଯାହା ଆଣ୍ଟି-ଭାଇରାଲ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗଲ୍‌ରେ ଭରପୂର। ଏସବୁ ଅନେକ ସଂକ୍ରମଣ ରୋଗରୁ ରକ୍ଷାକରେ। ଆସନ୍ତୁ ଜାଣିବା ଆଉ ଆପଣେଇବା।

Fear of allergies from pets
Health Tips: ପୋଷା ଜୀବଜନ୍ତୁଙ୍କ ଠାରୁ ଆଲର୍ଜିର ଡର

ଶରୀରର ଇମ୍ୟୁନ୍ ସିଷ୍ଟମ ଯେତେବେଳେ କୌଣସି ବାହ୍ୟ ବସ୍ତୁ ଯେମିତିକି ଧୂଳି, ପରାଗ, ପୋଷାଜନ୍ତୁଙ୍କ ଲୋମ ଏବଂ ଚମଡା, କିମ୍ବା ଅନ୍ୟ କୌଣସି ଆନିମଲ୍ ପ୍ରୋଟିନ ସ°ସ୍ପର୍ଶରେ ଆସି ରିଆକ୍ଟ ବା କାର୍ଯ୍ୟକ୍ଷମ ହୁଏ ତାହେଲେ ଆଲର୍ଜିକ୍ ରିଆକସନ୍ ବା ଆଲର୍ଜି ସୃଷ୍ଟି ହୁଏ।

Why is crying important and how emotion release
Health Tips: ମାନସିକ ଓ ଶାରିରୀକ ଚାପରୁ ମୁକ୍ତି ଦିଏ କାନ୍ଦ

କାନ୍ଦିବା ଦ୍ୱାରା ଅନେକ ଲାଭ ହୋଇଥାଏ। ଏହା ଏକ ପ୍ରାକୃତିକ ମାନବୀୟ ପ୍ରତିକ୍ରିୟା। କାନ୍ଦିବା ପ୍ରକୃତରେ କଷ୍ଟସାଧ୍ୟ ଭାବନାରୁ ମୁକ୍ତି ପାଇବା ଏବଂ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ।

MKCG
ଏମରଜେନ୍ସି ଡ୍ୟୁଟିରେ ଅଛନ୍ତି...ଅଚିନ୍ତା ନିଦରେ ଘୁଙ୍ଗୁଡି ମାରୁଛନ୍ତି

ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ। ଦକ୍ଷିଣ ଓଡିଶାର ବଡ ମେଡିକାଲ। ଚିକିତ୍ସା ପାଇଁ ନିଇତି ଏଠାକୁ ହଜାର ହଜାର ରୋଗୀ ଆସନ୍ତି। ହେଲେ ନିଜ ଦାୟିତ୍ୱକୁ କେମିତି ସରକାରୀ ବାବୁମାନେ ସଂପାଦନ କରୁଛନ୍ତି ତାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

Eating tomatoes
ଖାଲି ପେଟରେ ଟମାଟୋ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

ଟମାଟୋ, ଏହା ଏକ ଏଭଳି ପରିବା ଯାହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । ଏଥିରେ କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଛି । ତେବେ ଆସନ୍ତୁ ଜାଣିବା ଟମାଟୋକୁ ଖାଲିପେଟରେ ଖାଇବା ଦ୍ୱାରା ଏହା ଆମକୁ କଣ ଫାଇଦା ଦେଇଥାଏ ।

Why sleeping with socks is bad for body
ରାତିସାରା ମୋଜା ପିନ୍ଧି ଶୋଉଛନ୍ତି କି ? ସାବଧାନ !

ଯଦି ଆପଣ ଜୋତା ପିନ୍ଧି ଶୋଇଯାନ୍ତି, ତେବେ ଏହା ପାଦର ଶିରା ଉପରେ ଚାପ ପକାଇପାରେ ଏବଂ ହୃଦୟରେ ରକ୍ତ ପହଞ୍ଚ ପହଞ୍ଚିବାରେ ସମସ୍ୟା ହୋଇପାରେ। ଏଭଳି ପରିସ୍ଥିତିରେ ହୃତପିଣ୍ଡକୁ ପମ୍ପ୍ କରିବାରେ ଅଧିକ ଜୋର ଦେବାକୁ ପଡିବ, ଯାହା ହୃତପିଣ୍ଡକୁ କ୍ଷତି ପହଞ୍ଚାଇପାରେ।

Intelligent Surgical Knife Can Detect Cancer Within Seconds
ଆସିଲା ‘ବୁଦ୍ଧିମାନ ଛୁରୀ’: ଏଣିକି ମୁହୂର୍ତ୍ତକେ ଚିହ୍ନଟ ହୋଇପାରିବ କ୍ୟାନ୍ସର...

କ୍ୟାନ୍ସର ଚିହ୍ନଟ ପାଇଁ ଏକ ନୂତନ ଆବିଷ୍କାର କରାଯାଇଛି। ଫଳରେ ଏହାଦ୍ୱାରା ଗର୍ଭ କ୍ୟାନ୍ସରକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଚିହ୍ନଟ କରାଯାଇପାରିବ ବୋଲି ଜଣାପଡ଼ିଛି। 

  • Sunday, 08 January 2023
  • Cancer
Treatment of black Spot on face after acne
Health Tips: ଆକନି ହାଇପର-ପିଗମେଣ୍ଟେସନ୍: ମୁଖବ୍ରଣ ପର କଳାଦାଗର ଚିକିତ୍ସା

ମୁହଁରେ ବ୍ରଣ ହେବା ଓ ଏହା ଭଲ ହେବା ପରେ କଳାଦାଗ ହେବା ଏକ ସାଧାରଣ କଥା। ସାଧାରଣତଃ କେତେକ କ୍ଷେତ୍ରରେ ଏହି ଦାଗ ୬ -୧୨ ମାସ ମଧ୍ୟରେ ଆପେଆପେ କମିଯାଉଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହା ୪-୫ ବର୍ଷ ମଧ୍ୟ ରହିଯାଏ। କାହିଁକି ଏପରି ହୁଏ, କ’ଣ ଏହାର ଚିକିତ୍ସା ଆସନ୍ତୁ ଜାଣିବା।

Woman With Autoimmune Disease Told She Did Not Deserve Promotion
‘ମୋର ପ୍ରମୋସନ ହେଉନି, କାରଣ ମୋର ମୃତ୍ୟୁ ସମୟ ପାଖେଇ ଆସୁଛି...’

ସେ ଜଣେ କାର୍ଯ୍ୟନିର୍ବାହୀ ସହାୟକ ଥିଲେ ଏବଂ ଅତୀତରେ ସେ କାମ କରିଥିବା ବିଭିନ୍ନ କମ୍ପାନୀରେ ଖରାପ ବ୍ୟବହରର ଶିକାର ହେଉଥିଲେ। କର୍ମଚାରୀମାନେ ତାଙ୍କ ଡେସ୍କରେ ଅଳିଆ ଫିଙ୍ଗୁଥିଲେ, ତାଙ୍କୁ “ଖରାପ” ବାର୍ତ୍ତା ଦେଉଥିଲେ ଏବଂ କିଛି ଲୋକ ତାଙ୍କ ମୁହଁରେ କାଶୁଥିଲେ ମଧ୍ୟ। ଶେଷରେ କ’ଣ କଲେ ମହିଳା…

Doctory Jayant Panda
'ଓଡ଼ିଶା ପାଇଁ କୋଭିଡ୍ ବିପଦ ଆଉ ନାହି'

ଦୁଃସାଧ୍ୟ ରୋଗାକ୍ରାନ୍ତଙ୍କୁ ୨ୟ ଡୋଜ୍ ଦରକାର ହୋଇପାରେ।

corona virus
ମାର୍ଚ୍ଚରେ ଆସିପାରେ କରୋନାର ଚତୁର୍ଥ ଲହର ! ସ୍ୱତନ୍ତ୍ର ସଚିବ କହିଲେ . .

କରୋନା ବଢ଼ିଲେ ଆମେ ପ୍ରସ୍ତୁତ: ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ

Attention seeking is a symptom of mental Disorder
Health Tips: ଦୃଷ୍ଟି ଆକର୍ଷଣର ଇଚ୍ଛା, ମାନସିକ ରୋଗର ଲକ୍ଷଣ ନୁହେଁ ତ?

ନିଜ ଚାରିପାଖର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ବା ଆଟେନସନ୍ ପାଇବାର ଇଚ୍ଛାଟା ମଣିଷର ସହଜାତ। ବିଶେଷଜ୍ଞଙ୍କ ମତରେ କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ ନ କରି ପାରୁଥିବା ମଣିଷ, ସବୁଦିନ ଏବଂ ବାରମ୍ବାର ଗାଳି ବା ତାଚ୍ଛଲ୍ୟ ସହୁଥିବା ମଣିଷଠାରୁ ମଧ୍ୟ ଅଧିକ ମାନସିକ ଯନ୍ତ୍ରଣା ଭୋଗିଥାଏ।

IIT Kanpur
କୃତ୍ରିମ ହୃଦୟ ତିଆରି କଲେ ବୈଜ୍ଞାନିକ : ହାର୍ଟଫେଲ୍‌ ହେବା ପରେ ବି ଯିବନି ଜୀବନ !

ଆଇଆଇଟି ବୈଜ୍ଞାନିକମାନେ ଦେଶର ବଡ଼ ବଡ଼ ହୃଦଡାକ୍ତର ଏବଂ ଅନ୍ୟାନ୍ୟ ବୈଜ୍ଞାନିକଙ୍କ ସହିତ ପରାମର୍ଶ କ୍ରମେ କୃତ୍ରିମ ହୃଦୟ ତିଆରି କରିଛନ୍ତି

What are the benefits of the DASH diet?
Nutrients: ଆପଣ ଉଚ୍ଚ ରକ୍ତଚାପରେ ପୀଡିତ କି; ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ହାଇ ବ୍ଲଡ୍ ପ୍ରେସର ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହା ପଛରେ ରହିଛି ଏକ ବିଶୃଙ୍ଖଳିତ ଜୀବନଶୈଳୀ, ଯେଉଁଥିରେ ଖାଦ୍ୟ ଏକ ମୁଖ୍ୟ ଉପାଦାନ। ଏଥିରେ ଲଗାମ୍ ଦେବା ପାଇଁ ‘ଦାସ୍ ଡାଏଟ୍’ ହେଉଛି ଏକ ଉତ୍ତମ ମାଧ୍ୟମ। ଏହା କ’ଣ ଆସନ୍ତୁ ଜାଣିବା।

Odisha may make wearing of face masks mandatory
ରାଜ୍ୟରେ ମାସ୍କ ପାଇଁ ଆଜି ଆସିପାରେ ନିୟମ

ଆବଶ୍ୟକୀୟ ସଂଖ୍ୟକ ବେଡ଼, ଅକ୍ସିଜେନ, ପିପିଇ କିଟ୍, ଔଷଧ ମହଜୁଦ ରଖାଯାଉଥିବା ମଧ୍ୟ କହିଛନ୍ତି ଏସସିବିର ପ୍ରାଶାସନିକ ଅଧିକାରୀ। 

Immunity booster yoga for covid-19
ଫେରୁଛି କୋଭିଡ୍: ଏହି ସବୁ ଯୋଗ କରି ବଢାନ୍ତୁ ଇମ୍ୟୁନିଟି

ବିଶ୍ୱର ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣର ଆଶଙ୍କା ପୁଣି ବଢିଛି। ଭାରତରେ ମଧ୍ୟ ଏହାର ବିପଦକୁ ଧ୍ୟାନରେ ରଖି ଲୋକଙ୍କୁ ସତର୍କ କରାଯାଉଛି। ଏହି ନୂଆ ଭାରିଆଣ୍ଟ କେବଳ ସେହିମାନଙ୍କ ପାଇଁ କ୍ଷତିର କାରଣ ହେବ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ। ତେବେ ଆସନ୍ତୁ ଜାଣିବା, କିପରି ବଢେଇବା ଇମ୍ୟୁନିଟି।

Get rid of itching ringworm and scabies problems make cream in home
Health Tips: ଯାଦୁ-କାଛୁ-କୁଣ୍ଡିଆରୁ ମୁକ୍ତି ପାଇଁ ଘରେ ତିଆରି କରନ୍ତୁ ଏମିତି କ୍ରିମ୍

ଶୀତର ପ୍ରଭାବରେ ଆପଣ ଯାଦୁ-କାଛୁ-କୁଣ୍ଡିଆ ଭଳି ସମସ୍ୟା ଭୋଗୁଛନ୍ତି କି? ବଜାରରୁ ଅନେକ ପ୍ରକାର କ୍ରିମ ଆଣି ବ୍ୟବହାର କରି ଏଥିରୁ ମୁକ୍ତି ପାଉ ନାହାନ୍ତି? ତେବେ ଘରେ ବନାନ୍ତୁ ଏମିତି କ୍ରିମ୍, ମିଳିବ ଉପଷମ।

Corona
କୋଭିଡ୍ ମୁକାବିଲାକୁ ବଡ଼ ବଳ: COWINରେ ସାମିଲ ନାଜାଲ ଭ୍ୟାକ୍ସିନ ଇନକୋଭ୍ୟାକ୍

କୋଭିଡ୍ ମୁକାବିଲା କ୍ଷେତ୍ରରେ କେନ୍ଦ୍ରର ସତର୍କତା ପରେ ରାଜ୍ୟରେ ବି ତତ୍ପରତା।

Snoring: A Serious Health Problem
Health Tips: ଘୁଙ୍ଗୁଡ଼ି: ଜଟିଳ ସ୍ୱାସ୍ଥ୍ୟ ସମସ୍ୟା କି?

ପ୍ରାୟ ସବୁ ଲୋକ ବେଳେ ବେଳେ ଟିକେଟିକେ ଘୁଙ୍ଗୁଡ଼ି ମାରନ୍ତି, କିନ୍ତୁ କିଛି ଲୋକଙ୍କ ପାଇଁ ଏହା ନିୟମିତ ଏବଂ ଅନିୟନ୍ତ୍ରିତ ହୋଇଥାଏ। ପ୍ରାୟତଃ ଘୁଙ୍ଗୁଡ଼ି ମାରୁଥିବା ମଣିଷଟି ଅପେକ୍ଷା ପାଖରେ ଶୋଇଥିବା ମଣିଷ ଅଧିକ ସମସ୍ୟା ଭୋଗିଥାଏ। ପରବର୍ତ୍ତି ସମୟରେ ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ମଧ୍ୟ ଅନେକ ଜଟିଳ ସମସ୍ୟାର ସମ୍ମୁଖିନ ହୋଇପାରେ।

corona
କରୋନା ପାଇଁ ସରକାରୀ ଆଲର୍ଟ : ଅକ୍ସିଜେନ୍, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଏବେ ଦେଶରେ କୋଭିଡ଼ ସଂକ୍ରମଣ କମ୍ ଥିଲେ ବି ପ୍ରସ୍ତୁତ ରହିବାକୁ ପଡ଼ିବ

COVID19 Guidelines
ଫିକା ପଡ଼ିବ କି ନୂଆବର୍ଷ ? ଆସିବ କୋଭିଡ୍‌ ଗାଇଡଲାଇନ୍‌ !

ନୂଆବର୍ଷ ଓ ଆସନ୍ତା ପର୍ବପର୍ବାଣୀ ପାଇଁ ଆସିବ ନୂଆ ଗାଇଡ୍‌ଲାଇନ୍

Rare surgery at aiims
ଯୋଡ଼ାହେଲା କଟା ହାତ: ନୂଆ ଜୀବନ ପାଇଲେ ବର୍ଷା

ଉଭୟ ଡାକ୍ତରଖାନାରେ ନିରାଶ ହେବାପରେ ଶେଷରେ ଭୁବନେଶ୍ୱର ଏମ୍ସକୁ ୬ ଘଣ୍ଟା ବିଳମ୍ବରେ ଆସିଥିଲେ ବର୍ଷା। 

New Covid Varriant Found In Odisha
ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ଟେଷ୍ଟିଂ ବେଳେ କୌଣସି ଲକ୍ଷଣ ନଥିଲା, ପରେ ଜଣାପଡ଼ିଲା ଆକ୍ରାନ୍ତ...

ଓଡ଼ିଶାରେ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା।