/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691760482.jpg)
new ray of hope in breast cancer treatment
ସ୍ତନ କର୍କଟ ବଢ଼ାଉଥିବା ନୂଆ ମଲିକୁଲ GPR 141କୁ ଚିହ୍ନଟ କରିଛି lLS ଭୁବନେଶ୍ୱର। ଏହାକୁ ନ୍ୟୁଟ୍ରାଲାଇଜ୍ କରି ଅର୍ଥାତ ନିୟନ୍ତ୍ରଣ କରି ସ୍ତନ କର୍କଟ ରୋଗ ଭଲ କରାଯାଇପାରିବ। ଭୁବନେଶ୍ୱର ସ୍ଥିତ ILSର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସନ୍ଦୀପ କେ ମିଶ୍ର। ଗବେଷଣା ପରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି।
Advertisment
ଅନ୍ୟପଟେ ଡିଜିନେପ୍-A ଇନିହିବିଟର ବ୍ୟବହାର କରି ସ୍ତନ କର୍କଟ ରୋଗ ଲାଗି ଔଷଧ ପ୍ରସ୍ତୁତି ଦିଗରେ ପ୍ରି କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି ILS। ଯଦି, ଏହା ସଫଳ ହୁଏ ତାହେଲେ ସ୍ତନ କର୍କଟ ଚିକିତ୍ସା ଦିଗରେ ଏକ ବଡ଼ ବିପ୍ଲବ ଆସିବା ସହ ଔଷଧ ବାହାରିବା ନେଇ ବି ଆଶା ଦେଖାଦେଇଛିା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)