• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Food & Recipes Updates

tips and tricks how to make roti in pressure cooker
Roti In Pressure Cooker: ରୁଟି କରିବାର ନୂଆ ଉପାୟ; ପ୍ରେସର କୁକରରେ ତିଆରି ହେଉଛି ଟେଷ୍ଟି ରୁଟି

ଖରାଦିନେ ରୁଟି ସେକିବା ନିହାତି ଏକ କଷ୍ଟକର କାମ ହୋଇଥାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଏମିତି କିଛି ଟିପ୍ସ ଆପଣାନ୍ତି ଯାହା ଦ୍ୱାରା ରୁଟି ତିଆରି କରିବା ପାଇଁ ସବୁଠାରୁ କମ ସମୟ ଲାଗେ। ତେବେ ଆସନ୍ତୁ ରୁଟି ତିଆରି କରିବାର ସବୁଠାରୁ ସହଜ ଆଉ କମ ସମୟରେ ହୋଇଯାଉଥିବା ଏକ ଟିପ୍ସ ବିଷୟରେ ଜାଣିନେବା।

prawn chingudi do pyaza
ଶୁକ୍ରବାର ରାନ୍ଧଣାରେ ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ‘ଚିଙ୍ଗୁଡ଼ି ଦୋପିଆଜା’

ଘରେ ଘରେ ଚିଙ୍ଗଡିକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ, ଆଜି ଆମେ ବନେଇବା ‘ଚିଙ୍ଗୁଡ଼ି ଦୋପିଆଜା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

Food and Recipe
କେବେ ଖାଇଛନ୍ତି ମାଛ ସାକରା, ଆଜି ହିଁ ଘରେ ବନାନ୍ତୁ...

ଆମ ଓଡିଆ ଘରେ ଦେଶୀ ରୋଷେଇ ଖାଇବାର ମଜା ଟିକେ ନିଆରା । ସେ ଆମ ପାଖାଳ ହେଉ କି ଶାଗ ଭଜା । ଏହି ଖାଦ୍ୟର ମଜା କେବଳ ଜଣେ ଓଡ଼ିଆ ହିଁ ଜାଣିପାରିବ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ଆମିଷ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନା ହେଉଛି ‘ମାଛ ସାକରା’ ।

mutton mughlai
ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ ‘ମଟନ୍ ମୋଗଲାଇ’

ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ମଟନ୍ ମୋଗଲାଇ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Banana lassi
ନବରାତ୍ରୀ ପାଇଁ ଘରେ ବନାନ୍ତୁ 'ବାନାନା ଲସି'

ଡହ ଡହ ଗରମରେ ପାଟିରେ ଥଣ୍ଡା ପାନୀୟ ପଡିଗଲେ ମନରେ ଶାନ୍ତି ମିଳିଯାଏ । ସେଥିପାଇଁ ଆମେ ଘରେ ହେଉ କି ବାହାରେ ଥଣ୍ଡା ପନୀୟ ଯଥା ଲସି ଓ ସରବତ ପିଇଥାଉ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ‘ବନାନା ଲସି’ । ଆପଣମାନେ ରେସିପିଟିକୁ ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ ।

fish kofta
ଘରେ ବନାନ୍ତୁ ‘ମାଛ ମଞ୍ଜି କୋଫ୍ତା’

ଆପଣ ମାନେ ଆଗରୁ ମାଛର ବିଭିନ୍ନ ରେସିପି ଖାଇଥିବେ । କିନ୍ତୁ ମାଛର ମଞ୍ଚିରେ ତିଆରି ରେସିପି ଖାଇଛନ୍ତି କି ? ଆଜି ଆମେ ଏହି ମାଛ ମଞ୍ଜିକୁ ନେଇ ଏକ ସ୍ବାଦିଷ୍ଟ ରେସିପି ତିଆରି କରିବୁ । ଏହି ରେସିପିର ନା ହେଉଛି ‘ମାଛ ମଞ୍ଜି କୋଫ୍ତା’

paneer cutlet
ଘରେ ବନାନ୍ତୁ ଚଟ୍‌ପଟା ପନିର କଟ୍‌ଲେଟ୍

ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଚଟପଟା ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।

Dal Meat Recipe
ଘରେ ବନାନ୍ତୁ ସୁଆଦିଆ ଡାଲ୍ ମିଟ୍‌

ଆପଣ ଘରେ ମଟନ୍‌ର ବିଭିନ୍ନ ରେସିପି ବନେଇ ଖାଇଥିବେ । କିନ୍ତୁ ଆଜି ଆମେ ମଟନ୍‌ର ଏକ ନିଆରା ଓ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

delhi court summons zomato
୫୦୦ କିମି ଦୂରରେ ଥିବା ରେଷ୍ଟୁରାଣ୍ଟରୁ ଅର୍ଡ଼ର କଲେ ଖାଦ୍ୟ, ପହଞ୍ଚିଲା ୩୦ ମିନଟ୍‌ରେ !

୩୦ ମିନିଟ୍‌ରେ ଲକ୍ଷ୍ନୌରୁ ଦିଲ୍ଳୀ ପହଞ୍ଚିଲା ଖାଇବା ! ଜୋମାଟୋକୁ ନୋଟିସ୍ କଲେ କୋର୍ଟ...କଥାଟା ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏଭଳି ଘଟଣା ସାମ୍ନାକୁ ଆସିଛି । 

Gobi Manchurian
ବ୍ୟାନ୍‌ ହେଲା କୋବି ମଞ୍ଚୁରିଆନ୍‌; ଏଠି ଆଉ ମିଳିବନି ଏହି ଡିସ୍‌ର ମଜା

କୋବି ମଞ୍ଚୁରିଆନ୍‌ର ରଙ୍ଗ ଓ ସ୍ୱଚ୍ଛତାକୁ ନେଇ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଭୋଜି ହେଉ କି ଅନ୍ୟ କିଛି ସବୁଠି ଏହା ଉପରେ ରୋକ୍‌ ଲଗାଯାଇଛି !

  • Monday, 05 February 2024
Food Delivery Report
ଭାରତୀୟଙ୍କ ପ୍ରଥମ ପସନ୍ଦ ବିରିୟାନୀ, ପଛରେ ପିଜ୍ଜା ବର୍ଗର

ଭାରତୀୟମାନେ ଖାଦ୍ୟ ପ୍ରେମୀ । ଚଟପଟା ଓ ମସାଲାଦାର ଖାଦ୍ୟ ଭାରତୀୟମାନଙ୍କର ବେଶି ପସନ୍ଦ । ଯୁଗ ସହ ତାଳ ଦେଇ ବର୍ତ୍ତମାନ ଅନଲାଇନରେ ମଧ୍ୟ ଖାଦ୍ୟ ଡେଲିଭରୀ ହେଲାଣି ।

  • Friday, 15 December 2023
  • Swiggy
King of Mushrooms!
କୋରାପୁଟର ଶ୍ରାବଣ ଛତୁ: କିଲୋ ପିଛା ଦୁଇ ହଜାର ଛୁଇଁ ଥିଲେ ବି ପ୍ରବଳ ଚାହିଦା

ଶ୍ରାବଣ ମାସରୁ ଆରମ୍ଭ ହୋଇ ମାତ୍ର କିଛି ଦିନ ବଜାରରେ ମିଳୁଥିବାରୁ ଏହାର ଚାହିଦା ବି ଢେର ଅଧିକା। ବାଲି ଛତୁ କିଲୋ ୪ ଶହରୁ ୬ ଶହ ଥିଲା ବେଳେ ବଡ଼ା ଛତୁ କିଲୋ ପିଛା ହଜାରେ ଟଙ୍କା ଯାଏଁ ବିକ୍ରି ହେଉଛି।

food and recipe
ରଥଯାତ୍ରାରେ ଘରେ ବନାନ୍ତୁ ଜଗନ୍ନାଥଙ୍କ ପ୍ରିୟ ଭୋଗ ‘ଖଜା’

ଆଜି ପବିତ୍ର ରଥଯାତ୍ରା । ଜଗନ୍ନାଥ ମନ୍ଦିରରେ ପ୍ରସାଦ ଓ ଭୋଗରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଇତିହାସର ଝଲକ ମିଳିଥାଏ । ସେଥିପାଇଁ ଆଜି ଆମେ ଘରେ ବନେଇବା ଜଗନ୍ନାଥଙ୍କର ପ୍ରିୟ ଭୋଗ ‘ଖଜା’

Viral Video Shows How Salted Green Matar Is Made
ଆପଣ ଗ୍ରୀନ୍‌ ମଟର ଖାଉଛନ୍ତି କି ? ଦେଖନ୍ତୁ କିପରି ପ୍ରସ୍ତୁତ ହୁଏ, ଭିଡିଓ ଭାଇରାଲ୍‌...

ବଜାରରେ ମିଳୁଥିବା ଅଧିକାଂଶ ଖାଇବା ପାଟିକୁ ସୁଆଦିଆ ଲାଗିଲେ ମଧ୍ୟ ଏହା ଶରୀର ପାଇଁ କ୍ଷତିକାରକ। କାରଣ ଏଥିରେ ରଙ୍ଗ ମିଶିବା ସହ ତେଲ, ମସଲା ଅଧିକ ଥାଏ।

paneer corn cutlet
ସଂଧ୍ୟା ଜଳଖିଆରେ ବନାନ୍ତୁ ‘ପନିର କର୍ଣ୍ଣ କଟ୍‌ଲେଟ୍’

ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ପନିର କର୍ଣ୍ଣ କଟ୍‌ଲେଟ୍ ।' ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Dancing Bhel Puri
ଡ୍ୟାନ୍ସ କରି କରି ପ୍ରସ୍ତୁତ କରୁଛନ୍ତି ‘ଭେଲ୍‌ ପୁରୀ’, ଭାଇରାଲ୍‌ ହେଉଛି ଭିଡିଓ...

ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି। ଯାହାକି ଖାଦ୍ୟପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଛି ଓ ଏହାକୁ ‘ଡ୍ୟାନ୍ସିଂ ଭେଲ୍‌ ପୁରୀ’ ବୋଲି କୁହାଯାଉଛି। 

Taste Of Odisha
ବନାନ୍ତୁ ଅଟାରେ ସୁଆଦିଆ ଆଇଟମ୍ ଅଟାର ବର୍ଫି

ବନାନ୍ତୁ ଅଟାରେ ସୁଆଦିଆ ଆଇଟମ୍ ଅଟାର ବର୍ଫି

Taste Of Odisha | Know recipe of Kadalimanja Chatupoda
ଆଜି ଶିଖିବା କଦଳୀମଞ୍ଜା ଛତୁ ପୋଡ଼ା

କଖାରୁ ପତ୍ର ଆଉ କଦଳୀମଞ୍ଜା ଛତୁକୁ ନେଇଆସନ୍ତୁ.. ଆଜି ଗୋଟେ ନୂଆ ଆଇଟମ୍ ଶିଖିବା..

chicken kebab
ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ‘ଚିକେନ କବାବ’

ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ରବିବାର ରାନ୍ଧଣାରେ ଆମେ ଚିକେନର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିକେନ କବାବ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

mutton boti masala recipe
ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ‘ମଟନ ବୋଟି ମସାଲା’

ଆପଣ ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମଟନ ବୋଟି ମସାଲା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

'Sweet and Sour Shrimp'
କେବେ ଖାଇଛନ୍ତି ‘ଖଟାମିଠା ଚିଙ୍ଗୁଡ଼ି କଷା’

ଆପଣ ଅନେକ ପ୍ରକାର ଚିଙ୍ଗୁଡ଼ିର ସୁଆଦିଆ ରେସିପି ଖାଇଥିବେ କିନ୍ତୁ କେବେ ‘ଖଟାମିଠା ଚିଙ୍ଗୁଡ଼ି କଷା’ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଚିଙ୍ଗୁଡ଼ିର ଏହି ସୁଆଦିଆ ରେସିପି ।

millet festival organized in bhubaneswar
ନୂଆ ରୂପରେ ଫାଷ୍ଟଫୁଡ୍‌: ଖାଆନ୍ତୁ ମାଣ୍ଡିଆରୁ ତିଆରି ସୁଆଦିଆ ସୁପ୍, ନୁଡୁଲ୍ସ ଓ ଗୁପ୍‌ଚୁପ୍‌

ମାଣ୍ଡିଆ ନାଁ ଶୁଣିଲେ, ମନକୁ ଆସେ, ଏହା ଆଦିବାସୀ ତଥା ଦେଶିଆ ଖାଦ୍ୟ। ହେଲେ ବଦଳିଛି ମାଣ୍ଡିଆ ପରଷିବାର ଢାଞ୍ଚା । ଦେଶୀ ମାଣ୍ଡିଆରେ ଲାଗିଛି ଆଧୁନିକତାର ଛାପ। ରୂପ ନୂଆ, ନାଁ ବି ନୂଆ। ସବୁ ବର୍ଗର ଖାଦ୍ୟପ୍ରେମୀଙ୍କୁ ଆଖି ଆଗରେ ରଖି ମାଣ୍ଡିଆଜାତ ଉତ୍ପାଦରେ ପ୍ରସ୍ତୁତ ହେଉଛି ଫାଷ୍ଟଫୁଡ୍।

malai matar mushroom
କେବେ ଖାଇଛନ୍ତି ମସରୁମ୍‌ର ଏହି ସୁଆଦିଆ ରେସିପି ?

ଖରାବେଳେ ଖାଦ୍ୟରେ କଣ ଖାଦ୍ୟ ପ୍ରସ୍ତୁତ କରିବେ ସେଥିପାଇଁ ଚିନ୍ତିତ କି ? ବିଲ୍‌କୁଲ୍‌ ଚିନ୍ତା କରନ୍ତୁ ନାହିଁ, କାରଣ ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବନେଇବୁ । ଆଜି ଗୁରୁବାର ରାନ୍ଧଣାରେ ଘରେ ବନାନ୍ତୁ ‘ମଲାଇ ମଟର ମସ୍‌ରୁମ୍’

Eating Dahi Every Day Stop Pairing It With These Foods Right Now
ଦହି ସହ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ଉପୁଜିପାରେ ସ୍ୱାସ୍ଥ୍ୟ ସମସ୍ୟା

ଦହି ସହ ଖାଲି ଘିଅ ପରଟା ଖାଇଲେ ସମସ୍ୟା ଦେଖାଯାଏ ତାହା ନୁହେଁ, ଦହି ସହ ପିଆଜ ଆମ୍ବ ଭଳି ଖାଦ୍ୟ ଖାଇଲେ ମଧ୍ୟ ତାହା ସମସ୍ୟା ସୃଷ୍ଟି କରିଥାଏ ।

  • Monday, 24 April 2023
Make 'chena jhili' at home
ଅକ୍ଷୟ ତୃତୀୟରେ ଘରେ ବନାନ୍ତୁ ସୁଆଦିଆ ମିଠା 'ଛେନା ଝିଲି'

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ଅକ୍ଷୟ ତୃତୀୟାରେ ଆଜି ଆମେ ବନେଇବା ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଛେନା ଝିଲି’ ।