ଆପଣମାନେ ଜାଣନ୍ତି କି ଆମ ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପୋଡ଼ପିଠା ଖାଇବାକୁ ଭଲ ପାଆନ୍ତି। ରଥଯାତ୍ରା ସାରି ବଡ଼ଦେଉଳକୁ ଫେରିବା ସମୟରେ ବାଟରେ ମହାପ୍ରଭୁ ନିଜ ମାଉସୀଙ୍କ ହାତରୁ ପୋଡ଼ପିଠା ଖାଆନ୍ତି। ବଳଗଣ୍ଡିରେ ଥିବା ମାଉସୀ ମା ମନ୍ଦିରରେ ମା ଅର୍ଦ୍ଧଶୋଷିଣୀ ଦେବୀଙ୍କ ପିଠରେ ତାଙ୍କ ମୁଖ୍ୟ ସେବକ ପ୍ତସ୍ତୁତ କରନ୍ତି ପୋଡ଼ପିଠା।
ରାତି ପାହିଲେ ଓଡ଼ିଆ ଘରେ ଏହା ସବୁଠାରୁ ଲୋକପ୍ରିୟ ଜଳଖିଆ। ବାହାରକୁ ଗଲେ ବାଟରେ ଘାଟରେ ଖାଇବାକୁ ଘରଲୋକେ ପୁଟୁଳିରେ ଏଥିରୁ ଗଣ୍ଡେ ରଖିଦିଅନ୍ତି। ଓଡ଼ିଆ ପର୍ବ ପର୍ବାଣୀରେ ଏଥିରେ ତିଆରି ମୁଆଁ ଦିଅଁଙ୍କ ପାଖରେ ଲାଗି ହୋଇଥାଏ। ଜାଣନ୍ତୁ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ମୁଢ଼ିର ସଂପୂର୍ଣ୍ଣ ଇତିହାସ।
ଘରଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠାରେ ସହଜରେ ମିଳେ ମୁଢ଼ି଼ । ଏଠାକାର ଲୋକଙ୍କ ସକାଳ ଟିଫିନରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମୁଢ଼ି଼ ଅଧିକାଂଶ ସମୟରେ ସାମିଲ ହୋଇଥାଏ । ତେବେ ଏହି ମୁଢ଼ିର ପ୍ରଚାର ପ୍ରସାର ସହିତ GI ଟ୍ୟାଗର ମାନ୍ୟତା ପାଇଁ ଦାବି ହେଉଛି ।
କ୍ଷୀର କେକ୍ ବହୁତ ସୁଆଦିଆ ହୋଇଥାଏ। ଏହାକୁ ଆପଣ ଘରେ ମଧ୍ୟ ତିଆରି କରିପାରିବେ। କ୍ଷୀର କେକ୍ ତିଆରି କରିବା ପାଇଁ ୩ ଲିଟର କ୍ଷୀର, ୨ ଚାମଚ ଘିଅ, ୧ କପ୍ ଚିନି, ୨ ଚିମୁଟା ଫିଟିକିରି, ୧/୪ ଚାମଚ ଗୁଜୁରାତି ପାଉଡର, ୨ ଚାମଚ କଟା ପିସ୍ତା, ୨ ଚାମଚ କଟା ବାଦାମ ଆବଶ୍ୟକ।
ଦହିବରା-ଆଳୁଦମ୍ ଦିବସରେ ମହ ମହ ବାସିଲା କଟକ। ନେତାଙ୍କଠୁ ଜନତା, ସୁଆଦିଆ ଦହିବରାର ମଜା ନେଇଛନ୍ତି ସମସ୍ତେ। ଖାଲି କଟକ କାହିଁକି, ରାଜ୍ୟର ବିଭିନ୍ନ ସ୍ଥାନରେ ବି ଖୁବ୍ ବିକ୍ରି ହୋଇଛି ଏହି ପାଟି ସୁଆଦିଆ ଆଇଟମ୍। ଆଉ ଦାବି ଉଠିଛି କଟକ ଦହିବରା-ଆଳୁଦମକୁ ମିଳୁ ଜିଆଇ ଟ୍ୟାଗ୍ ମାନ୍ୟତା।
ଆଜି ଦହିବରା ଆଳୁଦମ ଦିବସ । କଟକର ଦହିବରା ଆଳୁଦମ ସବୁଠୁ ନିଆରା । କେମିତି ପ୍ରସ୍ତୁତ ହୁଏ ଦହିବରା ଆଳୁଦମ ଦେଖନ୍ତୁ
ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ ଖାଇବାର ମଜା କିଛି ନିଆରା । କଟକ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ତରଫରୁ ଦହିବରା ଦିବସ ପାଳନ କରାଯାଇଛି । ଏହି ଅବସରରେ ଦହିବରା ଷ୍ଟଲ୍ ବୁଲି ଖାଇବାର ମଜା ନେଉଛନ୍ତି ସଭିଏଁ ।
ଆପଣ ସଂଧ୍ୟା ଜଳଖିଆ ପାଇଁ କ’ଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ ଅଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ଚଟପଟା ‘ମସରୁମ୍ ମସାଲା ଟୋଷ୍ଚ,’। ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
ଏହି ରେସିପି ପାଇଁ ଆବଶ୍ୟକ ପନିର, କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା, ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଟମାଟୋ ସସ୍, ଚିଲି ସସ୍, ଖାଇବା କଲର୍, ଗରମ ମସଲା ଗୁଣ୍ଡ ଓ ତେଲ।
କିଛି ମିନିଟ୍ ବନାଇ ପାରିବେ ଶେଜୱାନ୍ ଚିଙ୍ଗୁଡ଼ି
Malai Chop: ୫ଟି ଷ୍ଟେପ୍ ରେ ଘରେ ତିଆରି କରନ୍ତୁ 'ମଲାଇ ଚପ୍'
ପର୍ବପର୍ବାଣୀ ହେଉ କିମ୍ବା ଘରକୁ ଅତିଥି ଆସିଲେ ପରଷା ଯାଏ ମିଠା । ଆଜି ଆମେ ଘରର ବଳକା ଜିନିଷ ଓ ଖୁବ୍ ଅଳ୍ପ ସମୟରେ ବନେଇବୁ ଏକ ମିଠା । ଏହି ମିଠାକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।
ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଦେଶୀ ସୁଆଦିଆ ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।
ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଦେଶୀ ଶୈଳୀରେ ଏକ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘କଙ୍କଡ଼ା ଗୋଡ଼ ମସଲା’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ କେବେ ‘ଧନିଆପତ୍ର ଚିକେନ’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଧନିଆପତ୍ର ଚିକେନ’ । ତେବେ ଚାଲନ୍ତୁ ଜାଣିବା ଏହାକୁ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
ଆପଣ ମଟନ୍ର ଝୋଳ ଅବା କଷା ଖାଇଥିବେ। ଆଜି କିନ୍ତୁ ଆମେ ଆପଣଙ୍କ ପାଇଁ ସ୍ୱାଦିଷ୍ଟ ଖାସି ମାଂସର ବେସର ପ୍ରସ୍ତୁତ କରିବୁ..
ପୁରୀର ଖାଇବା ନାଁ ଶୁଣିଲେ ଆପଣଙ୍କ ମନରେ କ‘ଣ ଭାବ ଆସେ, ଫେଣୀ ବା ଖଜା, କ୍ଷୀର ସର, ଅବଢ଼ା, ଏହି ସବୁ ଖାଦ୍ୟ ନିଶ୍ଚୟ ଆସୁଥିବ। ହେଲେ ଏହା ବ୍ୟତୀତ ପୁରୀର ଅନ୍ୟ ସୁସ୍ୱାଦୁ ଖାଦ୍ୟମାନଙ୍କ ବିଷୟରେ ଜାଣିଲେ ଆପଣ ତୁରନ୍ତ ପୁରୀ ଆସି ସେସବୁ ଚାଖିବାକୁ ଉଦ୍ୟତ ହେବେ। ଯଦି ଆପଣ ମିଠା ପ୍ରିୟ, ତେବେ ତ ଏ ଲେଖାଟି ଖାସ୍ ଆପଣଙ୍କ ପାଇଁ। ପୁରୀରେ ଆମ ଜଗା ଯାହା ସବୁ ଖାଏ ତାହାର ତ କଳନା ନାହିଁ।
ଟାଇମ୍ସ ମାଗାଜିନ ତାର ୨୦୨୪ ଦୁନିଆର ସବୁଠାରୁ ଶ୍ରେଷ୍ଠ ଜାଗା ତାଲିକାରେ ଦୁଇ ଭାରତୀୟ ରେଷ୍ଟୁରାଣ୍ଟକୁ ସାମିଲ କରିଛି । ଏହି ଦୁଇ ରେଷ୍ଟୁରାଣ୍ଟ ହେଉଛି ହାଇଦ୍ରାବାଦର ମନମ ଚକଲେଟ ଏବଂ ହିମାଚଳ ପ୍ରଦେଶର ନାର । ଏହି ରେଷ୍ଟୁରାଣ୍ଟ ଦୁଇଟିର ବିଶେଷତ୍ୱ ହେଉଛି ଭିନ୍ନ ଷ୍ଟାଇଲରେ ଘରୋଇ ଖାଦ୍ୟକୁ ଲୋକଙ୍କ ସାମ୍ନାରେ ରଖିବା । ଭାରତୀୟ କୋକୋର ପ୍ରଚାର କରୁଥିବା ପ୍ରିମିୟମ ଚକଲେଟର ବ୍ରାଣ୍ଡ ଅଟେ ମନମ ଚକଲେଟ । ମନମ ଚକଲେଟ କାରଖାନା ୨୦୨୩ରେ ହାଇଦ୍ରାବାଦରେ ଖୋଲିଥିଲା ।
ଯେଉଁମାନେ ସୋରିଷ ତେଲ ଅଧିକ ବ୍ୟବହାର କରନ୍ତି, ସେମାନେ ନିଶ୍ଚୟ ଜାଣିବା ଉଚିତ୍ ଯେ ସେମାନେ ଖାଉଥିବା ତେଲ ଅସଲି ନା ନକଲି। କାରଣ ଆଜିକାଲି ବଜାରରେ ନକଲି ଜିନିଷର ବହୁଳ ପ୍ରସାର ହେଲାଣି। ସୁତରାଂ ଆପଣ ଖାଉଥିବା ସୋରିଷ ତେଲ ଅସଲି ନା ନକଲି ଜାଣିବା ପାଇଁ କିଛି କିଛି ଉପାୟ ଆମେ ଆପଣଙ୍କୁ କହିବୁ।
ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଆମେ ନୂଆ ଓ ଭିନ୍ନ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି 'ଚିକେନ୍ ଓନିଅନ୍
ଆୟୁର୍ବେଦ ମତ ଅନୁଯାୟୀ, ଶୀତଦିନେ କାଞ୍ଜି ଶରୀର ପାଇଁ ବେଶ୍ ଲାଭଦାୟକ। ଏହା ପେଜ ଓ ତୋରାଣିରୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ପେଟ ଥଣ୍ଡା ରହିଥାଏ। ଆସନ୍ତୁ ଜାଣିବା ଏହାର ଅନ୍ୟାନ୍ୟ ଫାଇଦା।
କେବଳ ସୁସ୍ଥ ଖାଦ୍ୟ ଏବଂ ଘରୋଇ ଉପଚାର ୟୁରିକ୍ ଏସିଡ୍ ସମସ୍ୟା ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ। ବିଶେଷକରି ଯଦି ଆମେ ଆୟୁର୍ବେଦକୁ ଯାଇ ଏକ ସୁସ୍ଥ ଖାଦ୍ୟ ଶୈଳୀକୁ ଗ୍ରହଣ କରିବା, ତେବେ ମୂଳରୁ ୟୁରିକ୍ ଏସିଡ୍ ସମସ୍ୟା ସମାଧାନ ହୋଇପାରିବ।
ଫାଷ୍ଟ ଫୁଡ୍, ରେଡ଼ିମେଡ୍ ଫୁଡ୍, ଜଙ୍କ୍ ଫୁଡ୍, ହେଲଦି ଫୁଡ୍, ଆଉ ଗୋଟେ ଟ୍ରେଣ୍ଡ୍ ହେଲା ଷ୍ଟ୍ରିଟ୍ ଫୁଡ୍। ମାନେ ଯାହା ଷ୍ଟ୍ରିଟ୍ରେ ମିଳେ। ଷ୍ଟ୍ରିଟ୍ ମାନେ ସହରର ଗଳିକୁ ବୁଝାଏ। ଷ୍ଟ୍ରିଟ୍ ଫୁଡ୍ ହେଲା ଲୋକମାନଙ୍କ ଦ୍ୱାରା ଅସ୍ଥାୟୀ ଠେଲା।
ଶୀତୁଆ ପାଗରେ ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଗରମାଗରମ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଚାଉଳ ବରା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଘରେ ବନାନ୍ତୁ ଟେଷ୍ଟି ଟେଷ୍ଟି କନ୍ଦମୂଳ ପଲାଉ । ତିଆରି କରନ୍ତୁ ନିଜେ ଖାଆନ୍ତୁ ଘରେ ସମସ୍ତଙ୍କୁ ଖୁଆନ୍ତୁ...