ଆପଣ ଛତୁରେ ବିଭିନ୍ନ ପ୍ରକାର ରେସିପି ପ୍ରସ୍ତୁତ କରି ଖାଇଥିବେ । ଆପଣ କେବେ ଛତୁ ପତ୍ର ପୋଡ଼ା ରେସିପି ଖାଇଛନ୍ତି କି । ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ବନାନ୍ତୁ ସୁଆଦିଆ ‘ଛତୁ ପତ୍ର ପୋଡ଼ା’ ।
ଆପଣ ଘରେ ବିଭିନ୍ନ ପ୍ରକାରର ପରଟା ପ୍ରସ୍ତୁତ କରି ଖାଇଥିବେ । ଆପଣ ‘ମକାରେ ତିଆରି ପରଟା’ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହି ‘ମକା ପରଟା’ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ କହିବୁ।
ଆପଣ କେବେ ‘ଚିକେନ ଭୁନା ମସାଲା’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ଭୁନା ମସାଲା’ । ତେବେ ଚାଲନ୍ତୁ ଜାଣିବା ‘ଚିକେନ ଭୁନା ମସାଲା’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
ଆମେ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ପାରିଜାତ’ । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ ।
ଶୀତଦିନେ ଆସିଲେ ଘରେ ବିଭିନ୍ନ ପ୍ରକାର ସୁଆଦିଆ ଗରମାଗରମ ରେସିପି ତିଆରି କରାଯାଏ । ଆପଣ ଆଗରୁ ଜଳଖିଆରେ 'ପୁରି'ର ରେସିପି ଖାଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ପ୍ରକାରର ‘ପୁରି’ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଆଳୁ ପୁରି’ ।ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ କେବେ ଘରେ ‘ଡ୍ରାଏଫ୍ରୁଟ୍ ଚକୋଲେଟ୍ ବର୍ଫି’ ମିଠାର ରେସିପି ଘରେ ପ୍ରସ୍ତୁତ କରିଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଡ୍ରାଏଫ୍ରୁଟ୍ ଚକୋଲେଟ୍ ବର୍ଫି’ । ‘ଡ୍ରାଏଫ୍ରୁଟ୍ ଚକୋଲେଟ୍ ବର୍ଫି’ ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ ସଂଧ୍ୟା ଓ ସକାଳର ଜଳଖିଆରେ କଣ ବନେଇବେ ସେ ନେଇ ଚିନ୍ତିତ କି ? ତେବେ ଚିନ୍ତା ନକରି ଆଜି ହିଁ ଘରେ ବନାନ୍ତୁ ‘ବ୍ରେଡ୍ ପିଜ୍ଜା’ । ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ‘ବ୍ରେଡ୍ ପିଜ୍ଜା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଭାରି ସୁଆଦିଆ ମାଣ୍ଡିଆ ଲଡ଼ୁ। ଏମିତି ଘରେ ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ଲଡ଼ୁ, ନିଜେ ଖାଇବା ସହ ସାହିପଡ଼ିଶା ଲୋକଙ୍କୁ ବି ଖୁଆନ୍ତୁ..
ଘରେ ଚିକେନର ଭିନ୍ନ ଭିନ୍ନ ରେସିପି ତିଆରି କରାଯାଏ । ଆଜି ଆମେ ଚିକେନର ଏକ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ଖୁଆ ଚିକେନ୍’ । ଏହାକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ କେବେ ଅଟାରେ ତିଆରି ମିଠାର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ଅଟାର ଏକ ନିଆରା ଓ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଅଟା ରସା’ । ଆପଣ ଏହି ରେସିପିଟିକୁ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟରେ ପ୍ରସ୍ତୁତ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ସାଧାରଣତଃ ପିଠା ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଆମ ଓଡ଼ିଆ ଘରର ପିଠା ରେସିପିର ସ୍ୱାଦ ପୂରା ନିଆରା । ମକର ସଂକ୍ରାନ୍ତିରେ ଆଜି ପ୍ରସ୍ତୁତ କରିବା ‘କ୍ଷୀର ନଡ଼ିଆ ପୋଡ଼ ପିଠା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ରାତି ପାହିଲେ ମକର ସଂକ୍ରାନ୍ତି । ମକରରେ ଘରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ରୋଷେଇ ହୁଏ । ବିଶେଷ କରି ମିଠା ଜାତୀୟ ଖାଦ୍ୟ ମକର ସଂକ୍ରାନ୍ତିରେ ଘରେ କଣ ବନେଇବେ ସେ ନେଇ ଚିନ୍ତିତ କି ? ତାହେଲେ ଚିନ୍ତା ନକରି ମକର ସଂକ୍ରାନ୍ତି ଉପଲକ୍ଷେ ଘରେ ବନାନ୍ତୁ ‘ବାଦାମ ଚିକ୍କି’ ।
ପ୍ରାୟତଃ ପିଠା ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ପୂଜାପର୍ବାଣୀ ଆସିଲେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ଓଡ଼ିଆ ଘରର ଏକ ପାରମ୍ପରିକ ‘ଛେନା ପୁର ଦିଆ ମଣ୍ଡା ପିଠା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ସଂଧ୍ୟା ବା ସକାଳ ଜଳଖିଆରେ ଆପଣ କଣ ବନେଇବେ ,ସେଥିପାଇଁ ଚିନ୍ତିତ କି ? ସେଥିପାଇଁ ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ସୁଆଦିଆ ଜଳ ଖିଆ ରେସିପି ‘ଆଳୁ ଲଚ୍ଛା ପରଟା’ । ତାହେଲେ ଆପଣ ଆଜି ହିଁ ଘରେ ବନାନ୍ତୁ ‘ଆଳୁ ଲଚ୍ଛା ପରଟା’ ।
ଓଃ କି ଟେଷ୍ଟି....ଥରେ ଖାଇଲେ ହାତ ଚାଟୁଥିବେ ଅମୃତ ରୁଚି...ଜମା ଡେରି କରନ୍ତୁ ନାହିଁ, ଏବେ ହିଁ ଘରେ ବନାନ୍ତୁ ଆଉ ନିଜେ ଖାଆନ୍ତୁ ଅନ୍ୟକୁ ବି ଖୁଆନ୍ତୁ
ଆମ ଓଡ଼ିଆ ଘରର ଖାଇବାର ସ୍ୱାଦ ପୁରା ନିଆରା । ତେବେ ଆପଣ କେବେ ଓଡିଆ ଘରର ଦେଶୀ ରେସିପି 'ମାଛମୁଣ୍ଡ ଅଣ୍ଡା କଷା' ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ 'ମାଛମୁଣ୍ଡ ଅଣ୍ଡା କଷା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ପ୍ରାୟତଃ ରୋଲ୍ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆମେ ମଧ୍ୟ ବଜାରରୁ ସ୍ପ୍ରିଙ୍ଗ୍ ରୋଲ୍ ସମେତ ବିଭିନ୍ନ ରୋଲ୍ କିଣିକି ଖାଇଥାଉ। କିନ୍ତୁ ଆପଣ ଘରେ ସ୍ପ୍ରିଙ୍ଗ୍ ରୋଲ୍ ବନେଇ ଖାଇପାରିବେ । ଏଥିପାଇଁ ଆମେ ଆପଣଙ୍କ ପାଇଁ ଆଜି ବନେଇବୁ ‘ସ୍ପ୍ରିଙ୍ଗ୍ ରୋଲ୍’ ।
ଆଗରୁ ଆମେ ଆପଣଙ୍କ ପାଇଁ ଚିକେନର ଅନେକ ରେସିପି ବନେଇଛୁ । ଆଜି ଆମେ ଆପଣଙ୍କ ପାଇଁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଗ୍ରୀନ୍ ଚିକେନ୍ କରି’ ।
ଘରେ ପର୍ବପର୍ବାଣୀ ଆସିଲେ ବିଭିନ୍ନ ପିଠା ତିଆରି କରାଯାଏ । ପ୍ରାୟ ସମସ୍ତଙ୍କୁ ମଧ୍ୟ ପିଠା ଖାଇବାକୁ ବହୁତ ଭଲ ଲାଗିଥାଏ । ଆଜି ଆପଣଙ୍କ ପାଇଁ ଓଡ଼ିଆ ଘରର ଏକ ପାରମ୍ପରିକ ପିଠା ତିଆରି କରିବୁ । ଏହି ପିଠାର ନାଁ ହେଉଛି ‘ମୁଆଁ ପିଠା’ ।
ଆପଣ ଲଞ୍ଚ୍ରେ କଣ ଖାଇବା ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତେବେ ବିଲ୍କୁଲ୍ ବି ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ସୁଆଦିଆ ରେସିପି । ଆଜି ବୁଧବାର ରାନ୍ଧଣାରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ‘ଟମାଟୋ ଚିକେନ୍’ ।
ଆପଣ କେବେ ‘ବାମ୍ଫ ଦହି ଛତୁ’ର ରେସିପି ଖାଇଛନ୍ତି କି । ଯଦି ଖାଇନାହାଁନ୍ତି । ଆଜି ହି ଘରେ ବନାନ୍ତୁ ‘ ବାମ୍ଫ ଦହି ଛତୁ’ ରେସିପି । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ଆପଣ କେବେ ପୋସ୍ତଦିଆ ଚିକେନର ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ମାଟି ହାଣ୍ଡି ପୋସ୍ତ ଚିକେନ’ । ଏହି ରେସିପିର ବିଶେଷତ୍ୱ ହେଲା ଏହାକୁ ଆମେ ସଂପୂର୍ଣ୍ଣ ଦେଶୀ ଶୈଳୀରେ ମାଟି ହାଣ୍ଡିରେ ପ୍ରସ୍ତୁତ କରିବୁ ।
ସାଧାରଣତଃ ଇଲିସି ମାଛ ଖାଇବାକୁ ସମସ୍ତୁଙ୍କୁ ଭଲ ଲାଗିଥାଏ । ଇଲିସି ମାଛରେ ପ୍ରସ୍ତୁତ ରେସିପିର ସ୍ୱାଦ ପୂରା ନିଆରା । ଆଜି ଆମେ ଆପଣଙ୍କୁ ଇଲିସି ମାଛର ଏକ ନୂଆ ଦେଶୀ ଶୈଳୀରେ ପ୍ରସ୍ତୁତ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଅଳେଇଚ କଞ୍ଚା ଇଲିସି’ ।
ପାରମ୍ପରିକ ଖାଦ୍ୟର ସ୍ୱାଦ ନିଆରା । ବିଶେଷ କରି ଆମ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟର ଜବାବ ନାହିଁ । ଆଜି ଆମେ ଆପଣଙ୍କ ପ୍ରସ୍ତୁତ କରିବୁ ଏକ ସୁଆଦିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଛେଚା ମସଲା ଖାସି ମାଂସ’ । ଏହି ରେସିପିକୁ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ପର୍ବପର୍ବାଣୀ ଆସିଲେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ପିଠାର ରେସିପି କଥା ମନକୁ ଆସିଲେ, ଆଗ ଆରିସା ପିଠା କଥା ମନକୁ ଆସେ । ଆଗରୁ ଆପଣ ଆରିସା ପିଠା ଖାଇଥିବେ, ହେଲେ କେବେ ରାଶିରେ ପ୍ରସ୍ତୁତ ଆରିସା ପିଠା ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ ‘ରାଶି ଆରିସା’ ।