• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Ratha Jatra Updates

The great Story behind Mahaprasad
ସଂପର୍କ ଯୋଡ଼ିବାଠୁ ଶୁଭ କାମ ଯାଏଁ, ସବୁଠି ଆଗରେ ଥାଏ ମହାପ୍ରସାଦ

ଜଗନ୍ନାଥ ପରମବ୍ରହ୍ମ ହେଲେ, ତାଙ୍କ ମହାପ୍ରସାଦ ସେଇ ଅମୃତ ଯାହାକୁ ପାଇବା ପାଇଁ ମଣିଷ କ’ଣ, ଦେବତାମାନେ ବି ଆତୁର। ସଂଜୀବନି ତୁଲ୍ୟ ସେ ମହାପ୍ରସାଦ, ଯାହାକୁ ପାଇବା ପାଇଁ ସମସ୍ତେ ଅଧୀର।

Different kind of Bhoga of Lord jagannath
କାଳିଆ ସାଆନ୍ତଙ୍କ କୋଠ ଭୋଗରୁ ମଠ ଭୋଗ

ଶ୍ରୀମନ୍ଦିରରେ ସବୁଠୁ ଅଧିକ ପ୍ରକାରର ଭୋଗ ମକର ସଂକ୍ରାନ୍ତିରେ ହିଁ ଲାଗି ହୋଇଥାଏ। ସେହିଦିନ ପାଖାପାଖେି ୮୪ ପ୍ରକାର ଭୋଗ ଠାକୁରଙ୍କୁ ଲାଗିହୁଏ।

Greatness of Jagannath Kitchen
ମହାପ୍ରଭୁ ଖାଉଛନ୍ତି ବୋଲି ଜୀବ ଜଗତ ଖାଉଛି

ବିଭିନ୍ନ ପ୍ରକାର ଭୋଗ ପାଇଁ ଏଥି ରହିଛି ରୋଷଘରର ପ୍ରାଚୀନ ଶୈଳୀ ଯାହା ଆଜିବି ବଜାୟ ରହିଚି। ମେଘନାଦ ପାଚେରୀର ଦକ୍ଷୀଣପୂର୍ବ କୋଣରେ ଥିବା ରୋଷଘରକୁ ପୃଥିବୀର ବୃହତ୍ତମ ରୋଷଘର କୁହାଯାଇଥାଏ।

Mystry behind lord Jagannath
ଅଜବ ନୀତି: ଚାଉଳରୁ ଅନ୍ନ ପୁଣି ଅନ୍ନରୁ ଚାଉଳ

କୁହାଯାଏ ଶ୍ରୀମନ୍ଦିରରେ ଅନ୍ନକୁ ନଷ୍ଟ କରାଯାଏନି। ଲକ୍ଷ୍ମୀ ଅନ୍ନର ଦେବୀ। ତେଣୁ ଏଠି ଅନ୍ନ ବଳିଲେ ତାକୁ ନିର୍ମାଲ୍ୟ ଖଳାକୁ ପଠାଯାଏ।

After 2 years, devotees throng Srimandir to witness Netra Utsav
ଆଃ କେଡେ ସୁନ୍ଦର ଦିଶୁଛି ଜଗା...ଛଳଛଳ ଭକ୍ତ ପ୍ରାଣ, ଭାବବିହ୍ୱଳ ଭକ୍ତ ହୃଦୟ

ଆଃ କେଡେ ସୁନ୍ଦର ଦିଶୁଛି ଜଗା...ଛଳଛଳ ଭକ୍ତ ପ୍ରାଣ, ଭାବବିହ୍ୱଳ ଭକ୍ତ ହୃଦୟ....ଜଗାକୁ ଦେଖିବା ପରେ ବେଶ୍‌ ଆନନ୍ଦିତ ଭକ୍ତ

Devotees just cannot wait to behold Rath Yatra after two years
ଛଳ ଛଳ ଭକ୍ତପ୍ରାଣ, ଭାବବିହ୍ୱଳ ଶ୍ରଦ୍ଧାଳୁ; ନବଯୌବନ ଦର୍ଶନ ଲାଗି ଗହଳ ଚହଳ ବଡ଼ଦାଣ୍ଡ

ଦୁଇ ବର୍ଷର ବ୍ୟବଧାନରେ ଶ୍ରୀଜୀଉଙ୍କ ନବଯୌବନ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତପ୍ରାଣ.....

Carpenter Servitors Give Final Touch To Upper Structure Of 3 Chariots
ଦିନକ ପରେ ରଥଯାତ୍ରା,ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ...

ଆଉ ମାତ୍ର ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା... ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କାରିଗରମାନେ ଶେଷ ସ୍ପର୍ଶ ଦେଉଛନ୍ତି...ଦେଖନ୍ତୁ କିଛି ଝଲକ...

The Historic City Of Paralakhemundi Is Being Decked Up For Rath Yatra 2022 With Beautiful Traditiona
ରଥଯାତ୍ରା ପାଇଁ ସଜେଇ ହୋଇଛି ପାରଳାଖେମୁଣ୍ଡି; ରଙ୍ଗ ବେରଙ୍ଗ ଝୋଟିରେ ଝଲସୁଛି ରଥଦାଣ୍ଡ

ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ହୋଇଥାଏ। କାଳିଆ ସାଆନ୍ତଙ୍କୁ ସ୍ଵାଗତ କରିବା ପାଇଁ ମହିଳା କାରିଗରମାନେ ସୁନ୍ଦର ଭାବେ ଝୋଟି ପକାଇଛନ୍ତି ...ଦେଖନ୍ତୁ କିଛି ଆକର୍ଷଣୀୟ ଚିତ୍ର...

Naba Jauban Darshan
ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

୧୫ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଭକ୍ତଙ୍କୁ ସୁଯୋଗ ।

covid case
ମାସ୍କ ପିନ୍ଧିବା, ଭିଡ ନକରିବା, ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରାଇ ନେବାକୁ ପରାମର୍ଶ

ଯଦି ସଂକ୍ରମଣ ବଢେ ଓ ହସପିଟାଲର ଆବଶ୍ୟକତା ପଡେ, ତେବେ ପୂର୍ବ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Lord Jagannath
 ୧୫ ଦିନର ଅନବସର ସାରି ନବଯୌବନ ଦର୍ଶନ ଦେବେ ମହାପ୍ରଭୁ

ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ସାଢେ ୬ଟା, ରାତି ୯ଟାରୁ ସାଢେ ୧୦ଟା ଏବଂ ରାତି ସାଢେ ୧୧ରୁ ସାଢେ ୧୨ଟା ଯାଏଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

Lord Jagannath
ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ଆଉ ୨ ଦିନ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରଥଟଣାର ମକଡ୍ରିଲ 

ଘୋଷଯାତ୍ରା ପାଇଁ ବଡଦାଣ୍ଡରେ ଠିଆ ତିନି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ରଥରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ଟି ଶିଖର ଡମ୍ବୁରୁ ଲଗାଯାଇଛି ।

covid case
ରାଜ୍ୟରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ : ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ବଢିଲା ଚିନ୍ତା

ରାଜ୍ୟରେ ପୁଣି ଉପରମୁହାଁ ସଂକ୍ରମଣ,ଖୋର୍ଦ୍ଧାରେ ବଢ଼ୁଛି କରୋନା ରୋଗୀଙ୍କ ସଂଖ୍ୟା

Ratha Jatra
ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନର ମକ୍‌ଡ୍ରିଲ୍‌, ଦେଖନ୍ତୁ ଭିଡିଓ

ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଉପସ୍ଥିତିରେ ଏହି  ଅଭ୍ୟାସ କରାଯାଇଛି ।

Special story
ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି : କେତେବେଳେ ଦର୍ଶନ ଆଉ କେତେବେଳେ ବନ୍ଦ, ଜାଣନ୍ତୁ...

ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ

Every costume of ShriJagannath has a strange charm
କାଳିଆ ଠାକୁରଙ୍କ ପ୍ରତିଟି ବେଶରେ ରହିଛି ଅଦ୍ଭୁତ ଆକର୍ଷଣ

ଶ୍ରୀଜଗନ୍ନାଥ ଏକାଧାରାରେ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତୀକ। ନୂଆ ନୂଆ ବେଶରେ ସେ ଭକ୍ତଙ୍କୁ ଦେଇଥାନ୍ତି ଦର୍ଶନ। ତାଙ୍କର ପ୍ରତିଟି ବେଶରେ ରହିଛି ଏକ ନିଆରା ଆକର୍ଷଣ।

Ratha Jatra
ରଥଯାତ୍ରା ବେଳେ ବଢ଼ିଲା କରୋନା ଚିନ୍ତା, ଶ୍ରୀକ୍ଷେତ୍ରରେ ମାସ୍କ ବାଧ୍ୟତାମୂଳକ

କୋଭିଡ୍ ଲକ୍ଷଣ ଥିଲେ ଘରେ ବସି ଟିଭି ଦେଖିବାକୁ ପରାମର୍ଶ । ଘୋଷଯାତ୍ରାରେ ଭକ୍ତଙ୍କୁ ସୁରକ୍ଷା ସହ ସେବା ଯୋଗାଇବ ପୋଲିସ୍ ।

Ratha Jatra
ରଥଯାତ୍ରା ପାଇଁ ପୁରୀକୁ ECORର ୨୦୫ ସ୍ୱତନ୍ତ୍ର ଟ୍ରେନ୍

ନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ ।

Mask wearing is mandatory in Puri during Rath Yatra
ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Banaka Lagi Of Lord Jagannath
ଆଜି ଗଜପତିଙ୍କୁ ଖଡ଼ିପ୍ରସାଦ ଅର୍ପଣ କରିବେ ଦଇତାପତି ଓ ଦତ୍ତମହାପାତ୍ର ସେବକ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ ।

Ratha jatra
କେଉଁଠି ନିର୍ମାଣ ହେଉଛି ସବୁଠୁ ଉଚ୍ଚ ରଥ ? ଉତ୍ତର ରଖିଲେ ଗଜପତି ଦିବ୍ୟସିଂହ ଦେବ

ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥର ୨୪ଟି ନାଟଗୋଡ ଦୁଆର ବେଢାରେ ସଂଯୁକ୍ତ ହେଲା ।

Great experience of Aftab Hussein on Lord Jagannath
ଅଫତାବଙ୍କ ଅନୁଭୂତିରେ ଶ୍ରୀଜଗନ୍ନାଥ; ଯେଉଁ ଅବସ୍ଥାରେ ଡାକିଲେ ସେ ଶୁଣନ୍ତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାଣ ଦେଇ ଭଲ ପାଆନ୍ତି ଅଫ୍‌ତାବ୍‌ ହୁସେନ୍। ଦିନ ରାତି ତାଙ୍କରି ସେବାରେ ହିଁ କଟିଯାଏ। ମହାପ୍ରଭୁଙ୍କୁ ନେଇ ସେ ସାଉଁଣ୍ଟିଛନ୍ତି ଅନେକ ଅନୁଭୂତି। ଆସନ୍ତୁ ତାଙ୍କରି ମୁହଁରୁ ଜାଣିବା ତାଙ୍କରି କଥା।

'Rajaprasada Bije' ritual held in Puri; Daitapati servitors visit Rajaprasada to meet Gajapati Mahar
ସଂପୂର୍ଣ୍ଣ ସୁସ୍ଥ ହେଲେ ଶ୍ରୀଜିଉ; ଖବର ଦେବାକୁ ଯାଉଛନ୍ତି ଦଇତାପତି ସେବାୟତ

ଗତକଲି ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ସେବନ ପରେ ଆଜି ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ।

Puri Rathayatra
ରଥ ଉପରେ ସେଲଫି ମନା: ଘୋଷଯାତ୍ରା ନେଇ ଜିଲ୍ଲାପାଳ ଓ ଏସ୍ପିଙ୍କ ବୈଠକରେ ନିଷ୍ପତ୍ତି

ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ବୈଠକ ଅନୁଷ୍ଠିତ ହୋଇଛି ।

Lord Sri Jagannath Secret Ritual In Sabar Srikhetra Koraput
ଜଗା ପ୍ରେମରେ ବନ୍ଧା ଶାବର ଶ୍ରୀକ୍ଷେତ୍ରର ଆଦିବାସୀ ସେବାୟତ

ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର  ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଆଦି ପୂଜକ ଆଦିବାସୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିବିଡ଼ରୁ ନିବିଡ଼ତର କରାଇବାରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।