ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ହୋଇଥାଏ। କାଳିଆ ସାଆନ୍ତଙ୍କୁ ସ୍ଵାଗତ କରିବା ପାଇଁ ମହିଳା କାରିଗରମାନେ ସୁନ୍ଦର ଭାବେ ଝୋଟି ପକାଇଛନ୍ତି ...ଦେଖନ୍ତୁ କିଛି ଆକର୍ଷଣୀୟ ଚିତ୍ର...
Published By: Otv Khabar Bureau
Last updated: 29 June 2022, 07:12 PM IST
ଆହାଃ...କି ସୁନ୍ଦର ଝୋଟି...
ରଙ୍ଗ ବେରଙ୍ଗ ଝୋଟିରେ ଝଲସି ଉଠୁଛି ବଡ଼ଦାଣ୍ଡ...
ମହିଳା କାରିଗରମାନେ ସୁନ୍ଦର ଝୋଟି ପକାଉଛନ୍ତି...
ବଡ଼ଦାଣ୍ଡରେ ନିର୍ମାଣାଧିନ ରଥ...
ଆଲୋକିତ ହୋଇଛି ବଡ଼ଦାଣ୍ଡ...