• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Know  5 women rights in indian constitution and law
Women’s Equality Day 2023: ଭାରତୀୟ ମହିଳାଙ୍କୁ ମିଳିଥିବା ୫ ଗୁରୁତ୍ୱପୂର୍ଣ୍ଣ ଅଧିକାର ବିଷୟରେ ଜାଣନ୍ତୁ...

ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଭାରତୀୟ ମହିଳାଙ୍କ ଅବସ୍ଥା ବହୁତ ଭଲ। ଭାରତର ଆଇନ ଏବଂ ସମ୍ବିଧାନ ମହିଳାମାନଙ୍କୁ କିଛି ଅଧିକାର ଦେଇଛି ଯାହା ସେମାନଙ୍କୁ ସଶକ୍ତ କରିଥାଏ। ଭାରତୀୟ ମହିଳାମାନେ ଏସବୁ ବିଷୟରେ ଜାଣିବା ଜରୁରୀ।

Weavers prepare new garments
ଟସର ନୁହେଁ ଅହିଂସା ସୂତାରେ ଠାକୁରଙ୍କ ଖଣ୍ଡୁଆ ପାଟ

ଟସର ନୂହେଁ ଅହିଂସା ସୂତାରେ ଖଣ୍ଡୁଆ ପାଟ । ନିଜ ଜନ୍ମ ଦିନରେ ପିନ୍ଧିବେ ଶ୍ରୀ ଶ୍ରୀ ବଳଦେବ ଜିଉ । କେନ୍ଦ୍ରାପଡ଼ାର ମହାପ୍ରଭୁ ବଳଦେବ ଜିଉଙ୍କ ଜନ୍ମତିଥି ପାଇଁ ଏହି ନୀଳାମ୍ବରି ପାଟ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନଲୋଭା ପିତାମ୍ବରୀ ପାଟ ପ୍ରସ୍ତୁତ କରିଛନ୍ତି କଟକ ନୂଆପାଟଣାସ୍ଥିତ ନମ୍ବର ୱାନ ସୋସାଇଟର ବୁଣାକାରମାନେ ।

  • Friday, 25 August 2023
Business Odisha Awards 2023
ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ସେବା କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

  • Friday, 25 August 2023
Business Odisha Awards 2023
ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ଅଳଙ୍କାର କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

  • Friday, 25 August 2023
Business Odisha Award 2023
ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ଶିକ୍ଷା କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

  • Friday, 25 August 2023
Know about raksha bandhan from Indian mythology
Raksha Bandhan 2023: ଭାରତୀୟ ପୁରାଣରେ ରକ୍ଷାବନ୍ଧନର ଅନନ୍ୟ କାହାଣୀ

ରକ୍ଷାବନ୍ଧନର ଏହି ପରମ୍ପରା ବହୁ ପ୍ରାଚୀନ। ଯଦିଓ ପୁରାଣରେ ଏହା କେବେ ଆରମ୍ଭ ହେଲା ତାହାର କିଛି ନିର୍ଦ୍ଦିଷ୍ଟ ବର୍ଣ୍ଣନା ନାହିଁ, କିନ୍ତୁ କେତେକ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ପରମ୍ପରା ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଆସନ୍ତୁ ଏ ସମ୍ବନ୍ଧିତ କିଛି ପୌରାଣିକ କାହାଣୀ ଜାଣିନେବା।

Know how to send rakshi to Indian soldiers
Raksha Bandhan 2023: ଭାରତୀୟ ସୈନିକଙ୍କ ହାତରେ କାହିଁକି ବନ୍ଧାଯାଏ ରାକ୍ଷୀ

ଆମର ଯତ୍ନ ନେଉଥିବା କୌଣସି ବ୍ୟକ୍ତି ଯଦି କିଛି ବି ବିପଦରେ ପଡନ୍ତି ଆମେ ସେମାନଙ୍କୁ ରକ୍ଷା କରିବା ନେଇ ଆଗେଇ ଆସୁ, ସେମାନଙ୍କ ମଙ୍ଗଳମୟ ଜୀବନ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁ। ସେମିତି ଆମ ସୁରକ୍ଷାର ଦାୟିତ୍ୱ ସୈନିକମାନେ ମଧ୍ୟ ନେଇଥାନ୍ତି। ଏହି ବୀର ସୈନିକଙ୍କ ପାଖକୁ କିପରି ରାକ୍ଷୀ ପଠାଇବେ ଜାଣନ୍ତୁ।

Why Rakshi Purnima is called Gahma Purnima
Raksha Bandhan 2023: ରାକ୍ଷୀ ପୂର୍ଣ୍ଣିମାକୁ କାହିଁକି କୁହାଯାଏ ଗହ୍ମା ପୂର୍ଣ୍ଣିମା

ଶ୍ରାବଣ ମାସର ପୂର୍ଣ୍ଣିମାକୁ ପ୍ରତି ଓଡ଼ିଆ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ୍ତି। ଏହି ପର୍ବ ମଧ୍ୟ ରଜ ସଂକ୍ରାନ୍ତୀ ଏବଂ ଅକ୍ଷୟ ତୃତୀୟା ପରି କୃଷି କାମ ସହିତ ଜଡିତ। ଗାଈଗୋରୁ ଚାଷର ଏକ ପ୍ରମୁଖ ଅଂଶ ହୋଇଥିବାରୁ ଏହି ଦିନ ଓଡ଼ିଆମାନେ ବିଶେଷ କରି ଗୋସେବକମାନେ ଗୋରୁଙ୍କୁ ପୂଜା କରନ୍ତି।

8 bollywood and ollywood movies based on brother-sister relationship
Raksha Bandhan 2023: ଚଳଚ୍ଚିତ୍ରରେ ଭାଇ-ଭଉଣୀଙ୍କ ନିଆରା କାହାଣୀ; କେଉଁଠି ହସ...କେଉଁଠି କାନ୍ଦ

ଯେଉଁଠି ରହିଛି ଝଗଡା ଆଉ ଭଲପାଇବା, ସେଇ ହେଉଛି ଭାଇ-ଭଉଣୀର ନିଆରା ସମ୍ପର୍କ। ଏ ସଂପର୍କକୁ ଛାଡି ସିନେମା ଦୁନିଆ ତିଷ୍ଠିବ ବା କେମିତି। ତେବେ ଆସନ୍ତୁ ଏମିତି ୮ଟି ଫିଲ୍ମ ଉପରେ ନଜର ପକେଇନେବା ଯେଉଁଥିରେ ଭରି ରହିଛି ଭାଇ-ଭଉଣୀଙ୍କ କାହାଣୀ।

Rakhi according to zodiac sign
Raksha Bandhan 2023: ରାଶି ଅନୁସାରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ; ମିଳିବ ଶୁଭ ଫଳ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାଶି ସହିତ ରଙ୍ଗର ବିଶେଷ ପ୍ରଭାବ ରହିଛି। ରକ୍ଷାବନ୍ଧନ ଦିନ ରାଶି ଅନୁସାରେ ଭାଇମାନଙ୍କ ହାତରେ ସେହି ରଙ୍ଗର ରାକ୍ଷୀ ବାନ୍ଧିଲେ ଅନେକ ଶୁଭ ଫଳ ମିଳିପାରେ। ଏହା ସମ୍ପର୍କକୁ ମଜଭୁତ କରିବା ସହିତ ଭାଇକୁ ସମସ୍ତ ଅସୁବିଧାରୁ ରକ୍ଷା କରେ। ତେବେ ଆସନ୍ତୁ କେଉଁ ରାଶିରେ କେଉଁ ରଙ୍ଗର ରାକ୍ଷୀ ବାନ୍ଧିଲେ ଶୁଭ ଫଳ ମିଳିବ ସେ ବିଷୟରେ ଜାଣିନେବା।

How Raksha Bandhan is celebrated across India
Raksha Bandhan 2023: ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା; ଆଉ କେଉଁଠି କ’ଣ, ଜାଣନ୍ତୁ...

ଦକ୍ଷିଣ ଏସିଆର ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁପର୍ବ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ପର୍ବ ଭାଇ ଓ ଭଉଣୀଙ୍କ ସଂପର୍କକୁ ଦୃଢ କରିବା ସହ ସେମାନଙ୍କ ମଧ୍ୟରେ ଏକ ପବିତ୍ର ପ୍ରେମକୁ ବୁଣିଥାଏ। ରାକ୍ଷୀ ପୂର୍ଣ୍ଣିମାକୁ ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଉଥିବା ବେଳେ ଆଉ କେଉଁଠି କିପରି ପାଳନ ହୁଏ ଆସନ୍ତୁ ଜାଣିବା।

Business Odisha awards 2023
ବିଜ୍‌ନେସ୍ ଓଡ଼ିଶା ଆୱାର୍ଡ୍ସ୍‌ ୨୦୨୩; ଜାଣିବା ବିଜ୍‌ନେସ୍ କ୍ୟାଟେଗୋରୀରେ ଅଛନ୍ତି କେଉଁମାନେ...

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ବିଜ୍‌ନେସ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

Business Odisha awards 2023
ବିଜିନେସ୍ ଓଡ଼ିଶା ଆୱାର୍ଡ୍ସ୍‌ ୨୦୨୩; ଜାଣିବା ମାନୁଫ୍ୟାକ୍‌ଚରିଂ କ୍ୟାଟେଗୋରୀରେ ଅଛନ୍ତି କେଉଁମାନେ...

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ମାନୁଫ୍ୟାକ୍‌ଚରିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

Business Odisha awards 2023
ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ହେଲ୍‌ଥ କ୍ୟାଟାଗୋରୀରେ ଅଛନ୍ତି କେଉଁମାନେ...

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ
ଆଜି ବିଶ୍ୱ ଫଟୋଗ୍ରାଫି ଦିବସ

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ । ଫଟୋଗ୍ରାଫରଙ୍କୁ ଉତ୍ସାହିତ କରିବା ଓ ତାଙ୍କ ଦ୍ୱାରା ଉତ୍ତୋଳନ ହୋଇଥିବା ଫଟୋକୁ ଲୋକାଦୃତ କରିବା ଆଜି ଦିନର ମୂଳ ଉଦ୍ଦେଶ୍ୟ । ଫଟୋଗ୍ରାଫ ଦିବସ ଅବସରରେ ଆଜି ଏମିତି ଜଣେ ଫଟୋଗ୍ରାଫରଙ୍କୁ ଭେଟିବା ଯିଏ ସ୍ୱାଧୀନ ଭାରତର ପୂର୍ବ ଓ ପରବର୍ତ୍ତୀ ସମୟର ୩୫ ହଜାରରୁ ଅଧିକ ବିରଳ ଫଟୋ ସଂଗ୍ରହ କରିଛନ୍ତି । ୫୦ ବର୍ଷ ଧରି ଜାରି ରହିଛି ତାଙ୍କର ଏହି ନିଶା

  • Saturday, 19 August 2023
Action to be taken against distorted Ganesh idols
ଗଣେଶ ମୂର୍ତ୍ତିକୁ ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଏହି ୩ ଦିନ ହେବ ଗଣେଶ ଭସାଣ...

ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ପାଇଁ ବିଚାରବିମର୍ଶ ହୋଇଥିଲା। ପୂଜା ପରେ ପରବର୍ତ୍ତୀ ୩ ତାରିଖ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହେବ।

Ancient Indian philosophy and the teachings of humanity
World Humanitarian Day 2023: ମାନବିକତାର କଥା କହେ ପ୍ରାଚୀନ ଭାରତୀୟ ଦର୍ଶନ

ସାରା ଦୁନିଆରେ ମାନବୀୟ ଚେଷ୍ଟାକୁ ସମ୍ମାନିତ କରିବା ଏବଂ ମାନବ କଲ୍ୟାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ମାନବତାବାଦୀ ଦିବସ’ ପାଳନ କରାଯାଏ।

World Photography Day 2023
World Photography Day: ଗୋଟିଏ ଫଟୋଗ୍ରାଫ୍ ହିଁ କହିଦିଏ ଇତିହାସର କଥା

ସମସ୍ତଙ୍କ ଜୀବନରେ ଫଟୋ କିଛି ନା କିଛି ଗୁରୁତ୍ୱ ରଖେ। ଫଟୋଗ୍ରାଫ୍ ମାଧ୍ୟମରେ ଲୋକେ ସେମାନଙ୍କର ଇତିହାସକୁ ଖୋଜନ୍ତି ଆଉ ବୁଝନ୍ତି। ଫଟୋର ଏହି ମହତ୍ତ୍ୱକୁ ବୁଝେଇବା ନେଇ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଏ।

One day marriage
ଏମିତି ପରମ୍ପରା, ଏଠି ଗୋଟିଏ ଦିନ ପାଇଁ ବାହାହୁଅନ୍ତି ପୁଅ-ଝିଅ

କୁହାଯାଏ ଜୀବନ ସାଥୀ ହେଉଛି ସାତ ଜନ୍ମର ସାଥୀ । ଗୋଟିଏ ଥର ବିବାହ କରିବା ପରେ ଉଭୟ ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥା’ନ୍ତି । ସାରା ଜୀବନ ଏକାଠି ରହିଥା’ନ୍ତି । ହେଲେ ବର୍ତ୍ତମାନ ଏମିତି ଏକ ପରମ୍ପରା ନଜରକୁ ଆସିଛି ଯାହା ସତରେ ଆଶ୍ଚର୍ଯ୍ୟ କଲା ଭଳି ।

Indian Flag Displayed At Burj Khalifa
ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା; ଶୁଭିଲା ଜାତୀୟ ସଂଗୀତ

ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାର ଲାଗିଛି ।

Vishwakarma Yojana
ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି; ଖୁବ୍‌ଶୀଘ୍ର ଆରମ୍ଭ ହେବ ବିଶ୍ୱକର୍ମା ଯୋଜନା

ଯେପରିକି ବଣିଆ, କୁମ୍ଭାର, ବାରିକ ଏବଂ ସଫେଇ କର୍ମଚାରୀ ଭଳି କୌଳିକ ବର୍ଗର ଶ୍ରମିକ ମାନେ ଉପକୃତ ହେବେ । ବିଶେଷକରି ଯେଉଁମାନେ ଓବିସି ବର୍ଗରୁ ଆସିଛନ୍ତି ସେମାନେ ଏହି ଯୋଜନାର ଲାଭ ପାଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Know about Laxmi Barik, who served Mahatma Gandhi during Salepur visit
ଗାନ୍ଧିଜୀଙ୍କ ସ୍ମୃତିକୁ ଜାବୁଡ଼ି ଧରିଛି ସାଲେପୁର ବହୁଗ୍ରାମ ବଜାର, ମନେପଡ଼ନ୍ତି ଲକ୍ଷ୍ମୀ ବାରିକ

୧୯୩୪ ମସିହାର କଥା । ଏହି ଗାଁ ଦେଇ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା ଆଗକୁ ବଢ଼ିଥିଲା । ଖାଲି ସତେିକି ନୁହେଁ । ଗାନ୍ଧିଜୀ ମଧୁବାବୁଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ବହୁଭାବେ ପ୍ରଭାବିତ ହୋଇଥିଲେ ।

Know story of Inchudi memorial which witnessed Salt Satyagraha
ଆଇନ୍ ଅମାନ୍ୟ ଆନ୍ଦୋଳନର ମୁକସାକ୍ଷୀ ଇଞ୍ଚୁଡ଼ି ସତ୍ୟାଗ୍ରହ

ମାତ୍ର ୨୦ ଜଣ ସତ୍ୟାଗ୍ରହୀ କଟକରୁ ଚାନ୍ଦବାଲି ହୋଇ ବାଲେଶ୍ୱରର ସ୍ୱରାଜ ଆଶ୍ରମରେ ପହଞ୍ଚିଥିଲେ ସେଠାରୁ ପରଦିନ ପ୍ରଥମେ ତୁଣ୍ଡୁରା ପହଞ୍ଚିବା ପରେ ପଣାସଂକ୍ରାନ୍ତି ଦିନ ଇଞ୍ଚୁଡ ସମୁଦ୍ର ମୁହାଣର ଧୋବାଗଣ୍ଡି ନଈକୂଳରେ ଏକତ୍ରିତ ହୋଇ ସେହି ପାଣିରେ ଲୁଣ ମାରିଥିଲେ ।

  • Tuesday, 15 August 2023
War Hero
ସରକାରୀ ପ୍ରତିଶ୍ରୃତି ପାଣିର ଗାର, ୱାର ହିରୋଙ୍କୁ ଅଣଦେଖା କରୁଛି ପ୍ରଶାସନ

ଦିନେ ଯେଉଁ ମାଟି ପାଇଁ ଜୀବନକୁ ବାଜି ଲଗାଇ ଯୁଦ୍ଧ କରିଥିଲେ, ଆଜି ସେଇଠି ହାରି ଯାଇଛନ୍ତି ଟଙ୍କଧର

Naveen Patnaik
ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ଅର୍ଥନୀତିରେ ସମୃଦ୍ଧ ରାଜ୍ୟ, ଆସୁଛି ଲକ୍ଷ ଲକ୍ଷ କୋଟି ପୁଞ୍ଜି

ଏସଏଚ୍‌ଜି ମହିଳା ଓ ଚାଷୀଙ୍କ ପାଇଁ ସରକାର ସଂକଳ୍ପବଦ୍ଧ । ଗରିବ, ଚାଷୀ, ମହିଳା, ଜନଜାତିକୁ ନେଇ ଆଗକୁ ବଢ଼ିବା ।