• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Azadi Ka Amrut Mahotsav
ପାରମ୍ପରିକ ନୃତ୍ୟ ଢଙ୍ଗୀରେ ଝଲସି ଉଠିଲା ‘ଆଜାଦି କା ଅମୃତ ମହୋତ୍ସବ’

ନୂଆଦିଲ୍ଲୀରେ ଆୟୋଜିତ ହେଲା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ । ସବୁ ରାଜ୍ୟର ପାରମ୍ପରିକ ନୃତ୍ୟରେ ଝଲସି ଉଠିଲା ଏହି କାର୍ଯ୍ୟକ୍ରମ। ତେବେ ଦେଖନ୍ତୁ ଏହା ଉପରେ ଆଧାରିତ କିଛି ଫଟୋ..

Republic Day Parade
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଯବାନଙ୍କ ଜୋରଦାର ରିହର୍ସଲ, ଦେଖନ୍ତୁ ଏହାର କିଛି ଝଲକ..

୨୦୨୨ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ମୁଖ ଚିହ୍ନିବା ପ୍ରଣାଳୀ ସହିତ ଏକ ମଲ୍ଟି ଲେୟାର ସୁରକ୍ଷା କଭର ସ୍ଥାପନ କରାଯାଇଛି | ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ କୋଭିଡ୧୯ ପ୍ରତିବନ୍ଧକ ହେତୁ ଚଳିତ ବର୍ଷ ପରିଦର୍ଶକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇବ | ଗତ ବର୍ଷ, ୨୫୦୦୦ ପରିଦର୍ଶକ ଅଂଶଗ୍ରହଣ କରିଥିବାବେଳେ ଏହି ବର୍ଷ ମନ୍ତ୍ରଣାଳୟ ୫୦୦୦-୮୦୦୦ ଅତିଥି ଯୋଗଦେବାର ଆୟୋଜନ ରହିଛି କିନ୍ତୁ ଏପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ | ଏହି ସମୟରେ ଆର-ଡେ ପ୍ୟାରେଡ ପାଇଁ ରିହର୍ସଲ ଚାଲିଛି। ଉତ୍ସବକୁ ଗ୍ରାଣ୍ଡ ଏବଂ ଅସୁବିଧାମୁକ୍ତ କରିବା ପାଇଁ ପ୍ରସ୍ତିତି ଚାଲିଛି। ଆସନ୍ତୁ ଦେଖିବା ଏହାର କିଛି ଝଲକ

Republic Day Parade
ସ୍ୱତନ୍ତ୍ର ହେବ ଏବର୍ଷ ସାଧାରଣତନ୍ତ୍ର ଦିବସ: ଫ୍ଲାଏପାଷ୍ଟ କରିବେ ୭୫ଟି ବାୟୁଯାନ

ବେସ୍ ଜୋରସୋର୍‌ରେ ଚାଲିଛି ଭାରତୀୟ ଯବାନଙ୍କ ଦିଲ୍ଲୀ ରାଜପଥରେ ରିହର୍ସଲ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ । ତେବେ ସବୁଠୁ ବଡ଼ ଆକର୍ଷଣ ହେବ ୫ଟି ରାଫେଲ୍‌ର ବିନାଶ ଫର୍ମେସନ୍ ।

Lord Jagannath
ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ: କଳାଠାକୁରଙ୍କୁ ଦର୍ଶନ କରିବେ ତ୍ରିମୂର୍ତ୍ତୀ ସମେତ ସମସ୍ତ ଦେବାଦେବୀ

ଶ୍ରୀମନ୍ଦିରରେ ଆଜି ପୁଷ୍ୟାଭିଷେକ ପାଳିତ ହେବ । ବିଶ୍ୱାସ ରହିଛି ଯେ, ଆଜିର ଦିନରେ ଜଗତର ନାଥ ଜଗନ୍ନାଥଙ୍କୁ ରାଜା ଭାବେ ଅଭିଷେକ କରାଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ପୁଷ୍ୟାଭିଷେକ ଅବସରରେ ମହୋଦଧି ନିକଟରେ ସମବେତ ହୁଅନ୍ତି ହଜାର ହଜାର ଭକ୍ତ । ତେଣୁ ଆଜିର ଦିନରେ ସମୁଦ୍ର ଆଳତୀ ମଧ୍ୟ କରାଯାଏ ।

indian army day
ଆଜି ‘ସେନା ଦିବସ, ସେନାଙ୍କ ପାଇଁ ଉତ୍ସର୍ଗ ଦିନଟିଏ

ଆଜି ହେଉଛି ବୀରମାନଙ୍କର ଦିନ । ଭାରତୀୟ ସ୍ଥଳସେନା ଆଜି ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ 'ସେନା ଦିବସ' ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।

The importance of makar sankranti
ମକର ସଂକ୍ରାନ୍ତିର ମହତ୍ତ୍ୱ, ‌ଆଜିର ଦିନରେ କରନ୍ତୁ ନାହିଁ ଏହି କାମ

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିଥାନ୍ତି । ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଚଳିତବର୍ଷ ୧୪ ଓ ୧୫ ଜାନୁଆରୀ ଦୁଇ ଦିନ ହିଁ ପଡ଼ୁଛି। ମକର ସଂକ୍ରାନ୍ତି ଦିନ କିଛି ଖାସ୍‌ କାମ କରିବାର ପରମ୍ପରା ଆଦିମ କାଳରୁ ରହିଛି, ଯଥା-ସ୍ନାନ, ଦାନ, ରାଶି-ଗୁଡ଼, ଖେଚୁଡ଼ି ଆଦି ସେବନ।

makara sakranti
କରୋନା ପାଇଁ ମାନ୍ଦା ପଡିଲା ମକର ମଉଜ

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିର ଦିନର ଅନେକ ମହତ୍ୱ ରହିଛି । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଆଜିଠାରୁ ଦିନ ବଡ଼ ହୋଇଥାଏ । ଆଜିର ଦିନରେ ବହୁ ଶ୍ରଦ୍ଧାଳୁ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିଥାନ୍ତି । କିନ୍ତୁ ଏଥର ମକର ମଉଜ ମାନ୍ଦା ପଡିଛି । କରୋନା କଟକଣା ପାଇଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମକର ପାଳନ ଉପରେ କଟକଣା ଜାରି କରାଯାଇଛି ।

Makar Sankranti
ଏଥର ମକର ମଉଜ ପଡ଼ିବ ଫିକା

ଏଥର ମକର ମଉଜ ପଡ଼ିବ ଫିକା: ମେଳାରେ ବାଧକ ସାଜିଲା ମହାମାରୀ, ଉତ୍ସବ ପାଇଁ ଉତ୍ସାହ ଅଛି କିନ୍ତୁ କିଛି ହୋଇପାରୁ ନାହିଁ ।

  • Thursday, 13 January 2022
swami vivekananda
ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ, ବିଚାରଧାରା ଓ ପ୍ରେରଣା ବଦଳାଇ ଦେଇଛି ଅନେକଙ୍କ ଜୀବନ

ଆଜି ହେଉଛି ପ୍ରଜ୍ଞା ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ସାରା ଦେଶରେ ତାଙ୍କ ଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଶିକ୍ଷା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇ‌ଆସୁଛି ।

Bolangir To Witness Sulia Jatra Today
ଆଜି ବଲାଙ୍ଗିରରେ ଶୁଲିଆ ଯାତ୍ରା

ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଫାସୁତୁରା ହେବା ପରେ ଗାଁ ଦାଣ୍ଡ ପଞ୍ଚବାଦ୍ୟ ଦୁଲଦୁଲିରେ ଦୁଲିକୁଛି ।

Bolangir To Witness Sulia Jatra Today
ଆଜି ସୁଲିଆ ଯାତ୍ରା

ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଆଜି ସକାଳୁ ସକାଳୁ ଯାତ୍ରା ଆରମ୍ଭ ହୋଇଗଲାଣି।

new year
ଅସୁମାରୀ ‌ଆଶା, ଅସରନ୍ତି ସମ୍ଭାବନା ନେଇ ନୂଆବର୍ଷର ଆଗମନ ! ଓମିକ୍ରନ୍ ଡର ଭିତରେ ଫିକା ଫିକା ଉତ୍ସବର ଆସର

ନୂଆବର୍ଷ ଆଗମନକୁ ନେଇ ସବୁଠି ଉତ୍ସାହ, ସବୁଠି ଉଲ୍ଲାସ । ଚଳିତ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ନେଇ ଆସୁ ।

Christmas Celebration
ଏବର୍ଷ ମଧ୍ୟ ଖାଁ ଖାଁରେ କଟିଲା ବଡଦିନ

ପ୍ରଭୁ ଯୀଶୁଙ୍କ ଧରାବତରଣ ପ୍ରେମ ଓ ମୈତ୍ରୀର ପ୍ରତୀକ । ଯୀଶୁଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇ ଉଠିଛି ଚର୍ଚ୍ଚ । ସାମୁହିକ ପ୍ରାର୍ଥନା ଓ ସଙ୍ଗୀତ ଗାଇ ଯୀଶୁଙ୍କ ଜନ୍ମଦିନ ପାଳିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ହେଲେ ବଡଦିନ ଉତ୍ସବ ପାଳନକୁ ଫିକା କରିଦେଇଛି କୋଭିଡ୍ କଟକଣା ।

Odisha\'s Mohana Dips In Christmas Revelry
କଟକଣାରେ ପାଳନ ହେଉଛି ବଡ ଦିନ

ଗଜପତି ଜିଲ୍ଲା ମୋହନା ଚର୍ଚ୍ଚରେ କୋଭିଡ କଟକଣାରେ ମଧ୍ୟରେ ପାଳନ କରାଯାଉଛି ବଡ ଦିନ

OTV
ସଜେଇ ହୋଇଛି ଭାଟିକାନ୍ ସିଟି

ସେଣ୍ଟ ପିଟର୍ ବାସିଲିକାରେ ପୋପ୍ ଫ୍ରାନସିସ୍ କୁନି ଯୀଶୁଙ୍କ ପ୍ରତିକୃର୍ତ୍ତିକୁ ଅନାବରଣ କରିବା ପରେ ବିଧି ଅନୁସାରେ କ୍ୱାରୋଲ୍ ଗାଇଥିଲେ ଶ୍ରଦ୍ଧାଳୁ

Christmas Celebrations Begins In Cuttack
ଶୂନଶାନ୍ କଟକର ଚର୍ଚ୍ଚ

ବଡଦିନ ରାତିସାରା ଏଠି ଲାଗିଥାଏ ଗହଳ ଚହଳ । ହେଲେ ଏଠି ସବୁ ଚୁପ୍ ଚାପ୍। କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଲୋକେ ପାଳିଛନ୍ତି ବଡଦିନ।

Preparation For Christmas In Final Stage
ଚାମଚ କାଠିରେ ତିଆରି ଖ୍ରୀଷ୍ଟମାସ ଟ୍ରୀ

ଦୁଇଶହ ପାଖା ପାଖି ଚାମଚ କାଠିରେ ତିଆରି ହୋଇଛି ଖ୍ରୀଷ୍ଟମାସ ଟ୍ରୀ। ତିଆରି କରିଛନ୍ତି ପୁରୀର ମାର୍କଣ୍ଡେଶ୍ୱର ସାହିର ଯୁବ ଶିଳ୍ପୀ ବିଶ୍ୱପୂପା ପଟ୍ଟନାୟକ ଝିଅ।

People Across Odisha All Set To Celebrate Christmas Day
ସ୍ୱରରେ ସ୍ୱର ମିଶାଇ ସମସ୍ତେ କରୁଛନ୍ତି ଯିଶୁଙ୍କ ପ୍ରାର୍ଥନା

ଧରାବତରଣ କରିବେ ପ୍ରଭୁ ଯୀଶୁ। ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି।

Lucknow St Joseph\'s Cathedral Decked Up For Christmas+
ଏଥର ଖ୍ରୀଷ୍ଟମାସ ପାଇଁ ଗାଇଡ୍ ଲାଇନ୍ କଡାକଡି

ଏକ ପବିତ୍ର ଦିନ ହେଉଛି ବଡଦିନ। ଖ୍ରୀଷ୍ଟ ଧର୍ମାବଲମ୍ୱି ମାନଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। କୋଭିଡ୍ ଗାଇଡ୍ ଲାଇନ୍ସ ଅନୁସାର ପାଳନ କରୁଛି ସାରା ଦେଶ

ବଡଦିନକୁ ନେଇ ଉତ୍ସବ ମୁଖର ସାରା ଦେଶ

ବଡଦିନ ପାଇଁ ଉତ୍ସବ ମୁଖର ସାରା ଦେଶ ହେଲେ କୋଭିଡ୍ ପାଇଁ ଲାଗିଛି କଟକଣା। ବିନା ଆଡମ୍ୱରରେ ଲୋକେ ସ୍ୱାଗତ କରୁଛନ୍ତି ଯୀଶୁଙ୍କୁ

Christmas Season Starts With Traditional Cake Cutting Ceremony
ଯୀଶୁଙ୍କ ଜନ୍ମରେ ବାଲେଶ୍ୱର ଉତ୍ସବ ମୁଖର

ଯୀଶୁଙ୍କ ଜନ୍ମଦିନରେ ବାଲେଶ୍ୱରରେ ବୁଲୁଛନ୍ତି ସାଣ୍ଟା। ଯୀଶୁଙ୍କୁ କେକ୍ କାଟି ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ।

Locals Gears Up To Celebrate Christmas In Cuttack
କୋଭିଡ୍ ବନ୍ଦ କରିଦେଲା ପ୍ରାର୍ଥନା।

କୋଭିଡ୍ ମହାମାରି ପାଇଁ ଏଥର ହେବନି ସାମୁହିକ ପ୍ରାର୍ଥନା। ଗାଇଡ୍ ଲାଇନ୍ ମାନି ଲେକେ ପାଳନ କରିଛନ୍ତି ବଡଦିନ।

Christmas Celebrations At Pitch Fever In Phulbani
ଯିଶୁଙ୍କୁ ଅପେକ୍ଷା କରିଛି ପୂରା ବିଶ୍ୱ

ସମସ୍ତେ ପ୍ରସ୍ତୁତ ଯିଶୁଙ୍କୁ ସ୍ୱାଗତ କରିବା ପାଇଁ। ଚର୍ଚ୍ଚରେ ବି ବଢିବାରେ ଲାଗିଛି ଗହଳ ଚହଳ।

Christmas Celebrations – Phulbani Locals Get Into Festive Mood
ନାଚ ଗୀତରେ ବଡଦିନ ପାଇଁ ଚାଲିଛି ସଜବାଜ

ବଡଦିନ ପାଇଁ ସଜେଇ ହୋଇଛି ଚର୍ଚ୍ଚ। ନାଚ ଗୀତରେ ଝୁମୁଛନ୍ତି ଛୋଟ ପିଲା।

Locals Prep Up To Celebrate Christmas In Baliguda
ଆଜି ରାତିରେ ଆସିବେ ଯିଶୁ, ଆରମ୍ଭ ହେଲାଣି ପ୍ରସ୍ତୁତି

ବଡଦିନରେ ଆସିବେ ଯିଶୁ। ସ୍ୱାଗତ ଲାଗି ପ୍ରସ୍ତୁତ ପୁରା ସହର। ପିଲାଙ୍କଠାରୁ ଆରମ୍ଭ କରି ବୁଢା ଯାଏଁ ସମସ୍ତେ ତୟାର ଯିଶୁଙ୍କୁ ସ୍ୱାଗତ କରିବା ପାଇଁ।