ଅଗ୍ର ପୂଜ୍ୟ, ବିଘ୍ନ ବିନାଶକ, ଗଜାନନ ଗଣେଶ ପୂଜାଠୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ବେଶ୍ ଜାକଜମକ ଓ ଭକ୍ତିଭାବରେ ପାଳନ ହେଉଛି ଗଣେଶ ଚତୁର୍ଥୀ । କରୋନା କଟକଣା ହଟିଛି, ଦୁଇ ବର୍ଷ ପରେ ପୁଣି ଫେରିଛି ଆନନ୍ଦ, ଉତ୍ସାହ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ରଂଗୀନ ଆଲୋକ ମାଳାରେ ଝଲସୁଛି ତାଳଚେର ସହର ।
Published: Chandan Shishu
Last updated: 31 August 2022, 11:26 PM IST
ଆୟୁର୍ବେଦ ମତ ଅନୁଯାୟୀ, ଶୀତଦିନେ କାଞ୍ଜି ଶରୀର ପାଇଁ ବେଶ୍ ଲାଭଦାୟକ। ଏହା ପେଜ ଓ ତୋରାଣିରୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ପେଟ ଥଣ୍ଡା ରହିଥାଏ। ଆସନ୍ତୁ ଜାଣିବା ଏହାର ଅନ୍ୟାନ୍ୟ ଫାଇଦା।