ଡାକ୍ତର ବେଶରେ ବିଘ୍ନହର୍ତ୍ତା ଶ୍ରୀଗଣେଶ। ପାଖରେ ଔଷଧ ଓ ଅନ୍ୟାନ ଉପକରଣ ଧରି ଛିଡା ହୋଇଛନ୍ତି ମୂଷକ ମହାରାଜ। ଏପଟେ ହାତରେ ସ୍ତେଥୋଷ୍କୋପ ଧରି ଅସୁସ୍ଥ ମୂଷକର ଚିକିତ୍ସା କରୁଛନ୍ତି ବିଘ୍ନବିନାଶକ। ତେବେ ସବୁଠାରୁ ରୋଚକର କଥା ହେଉଛି ସେଠାରେ ଲେଖାଯାଇଥିବା ସୁନ୍ଦର ବାର୍ତ୍ତା ।
ଶେଷପର୍ଯ୍ୟାୟରେ ବିଭିନ୍ନ ପୂଜା କମିଟିର ପ୍ରସ୍ତୁତି । ଗଣେଶପୂଜା ପାଇଁ ପ୍ରସିଦ୍ଧ ଜଟଣୀ ଏବଂ ରାଉରକେଲାରେ ଜାଣନ୍ତୁ କେମିତି ରହିଛି ପ୍ରସ୍ତୁତି...
ଦିବ୍ୟାଙ୍ଗ ସତ ହେଲେ ଅକ୍ଷମ ନୁହନ୍ତି । କାନକୁ ଶୁଣାଯାଉନି କି ପାଟିରୁ ପଦଟେ କଥା ବି ବାହାରୁନି, ହେଲେ ବି ଦୁଇ ହାତରେ ଗଢ଼ି ଦେଉଛନ୍ତି ଚମତ୍କାର ମୂର୍ତ୍ତି ।