• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Adharapana
ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି

ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି ।

Sulakhyana
ଧରାକୋଟର ନିଆରା ବାହୁଡ଼ା ଯାତ୍ରା, ଏକାଦଶୀରେ ଟଣାଯାଏ ରଥ

ରାଣୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ କଲେ ଛେରାପହଁରା । ୨ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ।

Jaga Akhada in Jagannath Culture
ସାଙ୍ଗ-ଭାଙ୍ଗ ଓ ସଙ୍ଗୀତ-ପଙ୍ଗତର ପରମ୍ପରା ଜାଗା ଆଖଡ଼ା

ଶ୍ରୀମନ୍ଦିର ଚାରିପଟେ ରହିଛି ଅନେକ ସାହି। ଏସବୁ ସହ ଶ୍ରୀଜଗନ୍ନାଥ ସଂସ୍କୃତି ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ। ତେବେ ଆସନ୍ତୁ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ା ଓ ସାହିଯାତ ସମ୍ପର୍କରେ ଜାଣିନେବା।

Seven sahi in jagannath culture
ଜଗନ୍ନାଥ ସଂସ୍କୃତିରେ କାହିଁକି ରହିଛି ୭ ସାହି

ଶ୍ରୀକ୍ଷେତ୍ରର ମାହାତ୍ମ୍ୟ ପୁରାଣ ବର୍ଣ୍ଣିତ। ଯୁଗେ ଯୁଗେ ଏହି କ୍ଷେତ୍ରର ସାଂସ୍କୃତିକ ପରମ୍ପରା ଉଣା ଅଧିକେ ସମଗ୍ର ଭାରତବର୍ଷକୁ ପ୍ରେରଣାସିକ୍ତ କରିଆସିଛି। ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ୭ ସାହି ମଧ୍ୟ ଶ୍ରୀଜଗନ୍ନାଥଙ୍କ ସେବା ଓ ପରମ୍ପରା ସହ ଅନେକାଂଶରେ ଜଡିତ।

Special story
ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ: ଭକ୍ତଙ୍କ ଭିଡ଼ରେ ଉଛୁଳୁଛି ବଡ଼ଦାଣ୍ଡ

ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର

Amid Eid-ul-Adha celebrations, PM Modi leads wishes: 'Good of humankind...'
ସାରା ବିଶ୍ୱରେ ପାଳନ ହେଉଛି ଇସ୍‌ଲାମ୍‌ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ବକ୍ରିଇଦ୍‌

ଆଜି ଇଦ୍ ଉଲ୍ ଜୁହା । ମସଜିଦ୍‌ରେ ସମୂହ ନମାଜ ପାଠ କରୁୁଛନ୍ତି ମୁସଲମାନମାନେ...

End the Bahuda yatra of Lord Jagannath
ସରିଲା ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡିଲେ ମହାବାହୁ

ଶ୍ରୀଗୁଣ୍ଡିଚାରୁ ବାହୁଡି ଆସିଲେ ମହାବାହୁ। ଶ୍ରୀନଅର ସମ୍ମୁଖରେ ସଂପନ୍ନ ହେଲା ଲକ୍ଷ୍ମୀ ନାରାୟଣ ଭେଟ। କାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର।

Bahuda Jatra of Lord Jagannath
ସ୍ୱଗୃହକୁ ଫେରୁଛନ୍ତି ମହାବାହୁ: କମ୍ପୁଛି ବଡଦାଣ୍ଡ

ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦରିକୁ ଫେରୁଛନ୍ତି ମହାବାହୁ। ଗହଳିରେ ପୂରିଉଠିଛି ବଡଦାଣ୍ଡ। ଭକ୍ତ ଉତ୍ସବମୁଖର ଆଉ ଭାବ ବିହ୍ୱଳ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିନେବା କିପରି ହୁଏ ବାହୁଡା ଯାତ୍ରା।

Rath Yatra 2022
୭ ଦିନରେ କାହିଁକି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ ହୁଅନ୍ତି ମହାବାହୁ?

ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ବିଜେ...କାହିଁକି ବର୍ଷକୁ ୭ ଦିନ ଆଡପ ମଣ୍ଡପରେ ବିଜେ ହୁଅନ୍ତି ଶ୍ରୀଜିଉ? କଣ ରହିଛି ବିଧି? ଦେଖନ୍ତୁ ଏଇ ସ୍ୱତନ୍ତ୍ର ରିପୋର୍ଟ...

Srimandir
ଶ୍ରୀଗୁଣ୍ଡିଚା ରୋଷଘର ଚୁଲି ଭାଙ୍ଗିଲା କିଏ ?

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କିନ୍ତୁ ଚୁଲି ଭଙ୍ଗା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କୌଣସି ଚୁଲି ଭଙ୍ଗାଯାଇ ନାହିଁ । ବ୍ୟକ୍ତିଗତ ବିବାଦରୁ ଏଭଳି ଅଭିଯୋଗ ଆସିଥାଇପାରେ ।

ratha jatra
ବାରିପଦାରେ ଆଜି ଗଡ଼ିବ ରଥ : ସୁଭଦ୍ରାଙ୍କ ରଥକୁ ଟାଣି ଟାଣି ନେବେ ମହିଳା ଭକ୍ତ

ଗତକାଲି ତିନି ଠାକୁରଙ୍କୁ ରଥାରୁଢ଼ କରାଯାଇଛି, ଅଧାବାଟ ଯାଏ ଟଣା ହେବ ମା ସୁଭଦ୍ରାଙ୍କ ରଥ

Ratha Jatra
ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଅଫତାବ୍‌ ହୁସେନଙ୍କ ଉଦ୍ୟମରେ ହେଲା ରଥଯାତ୍ରା

କରୋନା କଟକଣା ହଟିବା ପରେ ଇଟାମାଟିରେ ଅଫତାବଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା ।

Ratha Jatra
ଘୋଷଯାତ୍ରାରେ କେତେ ଭାବ, କେତେ ଭଙ୍ଗୀ; ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ

ନୃତ୍ୟ-ସଂକୀର୍ତ୍ତନରେ ବିଭୋର ହୋଇଗଲେ ଶ୍ରଦ୍ଧାଳୁ । ଭକ୍ତଙ୍କ ସେବା କରି ସ୍ୱେଛାସେବୀ ଲଭିଲେ ଆତ୍ମସନ୍ତୋଷ ।

Ratha Jatra
ରାଜ୍ୟ ଓ ରାଜ୍ୟ ବାହାରେ ବି ଗଡ଼ିଲା ରଥ, ଅହମ୍ମଦାବାଦ-କୋଲକାତା-ହାଇଦ୍ରାବାଦରେ ରଥଟଣା

ହାଇଦ୍ରାବାଦରେ ରଥଯାତ୍ରାରେ ସାମିଲ ହେଲେ ବୈଜୟନ୍ତ । ଚିଲିକାରେ ନୌକାରେ ନିର୍ମିତ ରଥରେ ଠାକୁରଙ୍କ ଜଳଯାତ୍ରା ।

Ratha Jatra
ଘୋଷଯାତ୍ରାରେ ମହାବାହୁ, ସଂଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ

ପ୍ରାୟ ୧୨ଟା ୩୮ରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଗୁଣ୍ଡିଚା ଅଭିମୁଖେ ଟାଣିନେଇଥିଲେ ଭକ୍ତ । ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍‌ଘର୍‌ନାଦରେ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ।

Ratha Yatra in Boat
ନିଆରା ରଥଯାତ୍ରା : ଡଙ୍ଗା ସାଜେ ନନ୍ଦିଘୋଷ, ତାଳଧ୍ୱଜ

ଏଠି ହୁଏ ଅଜବ ରଥଯାତ୍ରା। ଡଙ୍ଗାରେ ବିଜେ କରନ୍ତି ଜଗନ୍ନାଥ, ବଳଭଦ୍ର। କରନ୍ତି ଜଳଯାତ୍ରା।

Odia film on Lord Jagannath
ଓଡିଆ ଫିଲ୍ମର କାହାଣୀରେ ମହାପ୍ରଭୁ ଜଗନ୍ନାଥ

ଓଡିଆ ପ୍ରାଣ ଓ ହୃଦୟର ଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ଜଗନ୍ନାଥଙ୍କୁ ନେଇ ତିଆରି ହୋଇଛି ଅନେକ ଓଡିଆ ଫିଲ୍ମ। ତେବେ ଆସନ୍ତୁ ଏହି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା।

The unknown Fact of Taladhwaja Ratha
ବଳଭଦ୍ରଙ୍କ ରଥର ନାମ ଓ ଅନ୍ୟାନ୍ୟ ଅଜଣା କଥା

ବଳଭଦ୍ରଙ୍କ ରଥକୁ ତାଳଧ୍ୱଜ ରଥ କୁହାଯାଏ। ଏହି ରଥରେ ଶ୍ରୀବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରିଥାନ୍ତି। ଆସନ୍ତୁ ଜାଣିବା ତାଳଧ୍ୱଜ ରଥର ଅନ୍ୟାନ୍ୟ ରୋଚକ କଥା।

The secret behind the rope of 3 Chariot
ରଥ ଦଉଡି ଛୁଇଁ ଧନ୍ୟ ହୁଅନ୍ତି ଲକ୍ଷ ଲକ୍ଷ ଭକ୍ତ

ରଥଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଆସନ୍ତୁ ଜାଣିବା ଏହି ଦଉଡିର ରହସ୍ୟ।

The unknown fact of Nandighosh Rath
ଜାଣିଛନ୍ତି କି ନନ୍ଦିଘୋଷ ରଥର ଅନ୍ୟ ନାମ ଓ ଏହାର ପତାକା, ଉଚ୍ଚତା ବିଷୟରେ ? ପଢନ୍ତୁ…

ରଥଯାତ୍ରାରେ ପୁରୀ ଦାଣ୍ଡରେ ଗଡେ ତିନି ରଥ। ଜଗନ୍ନାଥ ନନ୍ଦିଘୋଷରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରନ୍ତି। ଆସନ୍ତୁ ନନ୍ଦିଘୋଷକୁ ନେଇ କିଛି ରୋଚକ କଥା ଜାଣିନେବା।

The unknown fact of Devadalana Ratha
ଜାଣିଛନ୍ତି କି ଦେବଦଳନ ରଥର ଘୋଡ଼ାମାନଙ୍କ ନାମ; ଜାଣିବା ପାଇଁ ପଢ଼ନ୍ତୁ...

ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥ ଓ ବଡ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରୁଥିବା ବେଳେ ମା ସୁଭଦ୍ରା ଦେବଦଳନ ରଥରେ ବିରାଜମାନ କରନ୍ତି। ଆସନ୍ତୁ ଜାଣିବା ଦେବଦଳନର କିଛି ଅଜଣା କଥା।

Ratha Jatra
ଦରସିଝା ଖେଚୁଡି ଖାଇ, ସାତ ପାହାଚ ଦେଇ ଦଇତାଙ୍କ କାନ୍ଧରେ ଝୁଲିଝୁଲି ବଡ଼ଦାଣ୍ତକୁ ବିଜେ କରିବେ କାଳିଆ ସାଆନ୍ତ

ରଥଯାତ୍ରାରେ ପୁରୀରେ ହେବ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ । ସୁରକ୍ଷା, ଟ୍ରାଫିକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ୫ ସ୍ତରୀୟ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ପ୍ରବେଶ ପଥରେ କଡ଼ା ଚେକିଂ କରାଯିବ । ମାଳତିପାଟପୁର ଓ ତାଳବଣିଆରେ ଭାରୀ ଯାନ ପାର୍କିଂ ବ୍ୟବସ୍ଥା ରହିଛି ।

ratha jatra
ତିନି ରଥର ସୁରକ୍ଷା ପାଇଁ ତିନିଟି ଫାୟାର ଫାଇଟିଂ ଟିମ୍

୯୦ଜଣ ଲାଇଫ୍ ଗାର୍ଡ ଓ ୩୦୦ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ

Greatness of Jagannath Kitchen
ମହାପ୍ରଭୁ ଖାଉଛନ୍ତି ବୋଲି ଜୀବ ଜଗତ ଖାଉଛି

ବିଭିନ୍ନ ପ୍ରକାର ଭୋଗ ପାଇଁ ଏଥି ରହିଛି ରୋଷଘରର ପ୍ରାଚୀନ ଶୈଳୀ ଯାହା ଆଜିବି ବଜାୟ ରହିଚି। ମେଘନାଦ ପାଚେରୀର ଦକ୍ଷୀଣପୂର୍ବ କୋଣରେ ଥିବା ରୋଷଘରକୁ ପୃଥିବୀର ବୃହତ୍ତମ ରୋଷଘର କୁହାଯାଇଥାଏ।