• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Puja 2022

When Dussehra Started in odisha
ଓଡିଶାରେ କେବେ ଆରମ୍ଭ ହେଲା ଦୁର୍ଗା ପୂଜା

ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ବ୍ୟବହୃତ ଖଣ୍ଡା, ଢାଲ ଆଦି ଉପକରଣ ଏହି ଦିନ ପୂଜା କରାଯାଇଥାଏ। ତେବେ ଓଡିଶାରେ ଦଶହରା କେବେ ଠାରୁ ପାଳନ ହେଲା ଓ ଏହାକୁ ପ୍ରଥମେ କିଏ କରେଇଲେ ଜାଣିବା ପାଇଁ ପଢନ୍ତୁ।

How is Dashara celebrated in Odisha's main Shaktipeeth
ଓଡ଼ିଶାର ମୁଖ୍ୟ ଶକ୍ତିପୀଠରେ କିପରି ପାଳନ ହୁଏ ଦଶହରା

ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଶକ୍ତିପୀଠ ରହିଛି। ଦଶହରା ଚାଲିଆସିଲେ ଏହିସବୁ ଶକ୍ତିପୀଠ ହୋଇଉଠେ ଚଳଚଞ୍ଚଳ। ବିଭିନ୍ନ ପୂଜା ବିଧିରେ କରାଯାଏ ମା’ଙ୍କ ପୂଜା। ତେବେ ଆସନ୍ତୁ ଜାଣିନେବା କେଉଁ ସବୁ ଶକ୍ତିପୀଠରେ କିପରି ଭାବେ ପାଳନ ହୁଏ ଦଶହରା।

Why the idol of maa Durga made in brothel soil
ବେଶ୍ୟାଳୟ ଅଗଣାର ମାଟିରେ କାହିଁକି ତିଆରି ହୁଏ ଦେବୀ ମୂର୍ତ୍ତି

ସାରା ଭାରତରେ ଦୁର୍ଗାପୂଜାକୁ ପବିତ୍ର ମନରେ ପାଳନ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ବେଶ୍ୟାଳୟ ଅଗଣାର ମାଟି ବିନା ତିଆରି ହୋଇପାରେନା ମା’ଙ୍କ ମୂର୍ତ୍ତି। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।

nabaratra puja
ନବରାତ୍ର ପୂଜା: କେଉଁ ଦେବୀଙ୍କୁ କେଉଁ ରଙ୍ଗରେ କରାଯାଏ ପୂଜା ?

ଏଥର ନବରାତ୍ର ପୂଜା ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ପୂଜା ଶେଷ ହେବ ଅକ୍ଟୋବର ୪ ତାରିଖରେ।  ୫ ତାରିଖ ବିଜୟାଦଶମୀ  । ଚଳିତବର୍ଷ ମହାଷ୍ଟମୀ ପୂଜା  ଅକ୍ଟୋବର ୩ ତାରିଖରେ ପଡ଼ୁଛି । ତେବେ ଏହି ଶାରଦୀୟ ନବରାତ୍ର ପୂଜାର ବିଶେଷ ମହତ୍ୱ ରହିଛି। ଏହି ୯ଦିନରେ ମା’ଙ୍କୁ ୯ଟି ରୂପରେ ପୂଜା କରାଯାଏ । ତେବେ ଏହି ୯ ଦିନ କେଉଁ ଦେବୀଙ୍କୁ କେଉଁ ରଙ୍ଗରେ ପୂଜା କରାଯାଏ ତାହାର ସ୍ୱତନ୍ତ୍ର ବିଧି ରହିଛି।

Who is lord vishwakarma know all about him
କିଏ ଭଗବାନ ବିଶ୍ୱକର୍ମା; ୮ ପଏଣ୍ଟରେ ଆସନ୍ତୁ ଜାଣିବା

ଆଜି ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ। ଦେବତାଙ୍କ ଶିଳ୍ପୀ, ସଂସାରର ପ୍ରଥମ ଇଂଜିନିୟର, ବାସ୍ତୁଦେବଙ୍କ ସନ୍ତାନ ଭଗବାନ ବିଶ୍ୱକର୍ମା ବାସ୍ତୁଶାସ୍ତ୍ରର ପ୍ରଚଣ୍ଡ ବିଦ୍ୱାନ ଥିଲେ। ଏ ସୃଷ୍ଟି ପାଇଁ ତାଙ୍କର ରହିଛି ଅନେକ ଅବଦାନ। ତେବେ ଆସନ୍ତୁ ଜାଣିବା ଏ ବିଶାଳ ସୃଷ୍ଟି ପାଇଁ ସେ କ’ଣ କରିଛନ୍ତି?

Navratri 2022 starting date shubh yog and durga puja
ହାତୀ ବାହନରେ ଆସୁଛନ୍ତି ମା’; ଖେଳିଯିବ ସୁଖ-ସମୃଦ୍ଧି

ଚଳିତ ବର୍ଷ ନବରାତ୍ରୀର ୯ ଦିନରେ ଅନେକ ଶୁଭ ସଂଯୋଗ ରହିଛି। ସେପ୍ଟେମ୍ବର ୨୬ ସୋମବାରରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ। ମା ହାତୀ ବାହନରେ ଧରାପୃଷ୍ଠକୁ ଆସିବେ, ଯାହା ସୁଖ ଏବଂ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ।