• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Ratha Yatra
ରଥଯାତ୍ରା: ୨ ଗୁଣା ଭକ୍ତ, ୨ଟି ପ୍ଲାନ୍!

ଏଥର ଘୋଷଯାତ୍ରାକୁ ଆସି ପାରନ୍ତି ପୂର୍ବାପେକ୍ଷା ଦୁଇ ଗୁଣା ଅଧିକ ଭକ୍ତ । ଆକଳନ ସତ ହେଲେ ସଂଖ୍ୟା ୧୫ରୁ ୧୮ ଲକ୍ଷକୁ ଛୁଇଁପାରେ । କୋଭିଡ୍‌ ଯୋଗୁଁ ଦୁଇବର୍ଷ ଧରି ଭକ୍ତଙ୍କୁ ରଥ ବାରଣ ହୋଇଥିବାରୁ ପୁରୀ ଜିଲ୍ଲା ପ୍ରଶାସନ କରୁଛି ଏଭଳି ଆକଳନ ।

Ratha Yatra
ରଥଯାତ୍ରା ପାଇଁ ଜୋରସୋର ପ୍ରସ୍ତୁତି, ପ୍ରଶାସନ କରିଛି ଡବଲ ପ୍ଲାନ୍‌

ଆଗାମୀ ରଥଯାତ୍ରା ଓ ଏତେ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ କରିଛି ଦୁଇ ପ୍ରକାର ପ୍ଲାନ । ପ୍ଲାନ ନମ୍ବର ୧- ଯଦି ପରିସ୍ଥିତି ସ୍ୱାଭାବିକ ହୁଏ ଓ ଶ୍ରୀକ୍ଷେତ୍ରକୁ ଦୁଇଗୁଣା ଭକ୍ତ ଆସନ୍ତି, ତାହାଲେ କଣ କରିବାକୁ ପଡ଼ିବ ?

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଚାପଖେଳ ପାଇଁ ସୁସଜ୍ଜିତ ବିମାନରେ ନିଆଯାଉଛି
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚାପଖେଳ ଆରମ୍ଭ, ବହୁ ଭକ୍ତଙ୍କ ସମାଗମ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚାପଖେଳ ଆରମ୍ଭ, ବହୁ ଭକ୍ତଙ୍କ ସମାଗମ। ଦେଖନ୍ତୁ ଫଟୋରେ ଖବର

ରଥ କାଠ ଅନୁକୂଳ
ଅକ୍ଷୟ ତୃତୀୟାରେ ଅନୁକୂଳ ହେଲା ରଥ ନିର୍ମାଣ

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନଟି ଅକ୍ଷୟ ତୃତୀୟା । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି ।

Ratha Katha Anukula
ଆଜି ମହାପ୍ରଭୁଙ୍କ ରଥକାଠ ଅନୁକୁଳ

ଅକ୍ଷୟ ତୃତୀୟାରେ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ସକାଳଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବ।

Akshaya Tritiya
ଅକ୍ଷୟ ତୃତୀୟା ଉପଲକ୍ଷେ ଚାଲିଛି ଅଖିମୁଠି ଅନୁକୁଳ

ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିବ୍ୟ ମୁହୁର୍ତ୍ତରେ ଯେକୌଣସି କାମ କଲେ ତାହା ନିଶ୍ଚିତ ଶୁଭଫଳ ଦେଇଥାଏ ବୋଲି ବିଶ୍ୱାସ ରହିଛି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ। ଆଜିର ଦିନରେ ଚାଷୀ ଭାଇ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। କୃଷକମାନେ ବଡ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ଏହାକୁ ପାଳନ କରିଥାନ୍ତି।

Minister Arun Sahoo
ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ

ଆଜିର ଦିନରେ ଚାଷୀ ଭାଇ, କ୍ଷେତର ଐଶାନ୍ୟ କୋଣରେ ନୈବେଦ୍ୟ ଦେଇ ବିହନ ବୁଣଛନ୍ତି। 

ଇଦ୍‌ ପାଇଁ ଭୁବନେଶ୍ୱର ଉତ୍ସବମୁଖର
ଇଦ୍‌ ମୁବାରକ୍‌: ମସଜିଦରେ ସମୁହ ନମାଜ ପାଠ

ମୁସଲିମ୍ ସମ୍ପ୍ରଦାୟର ସବୁଠୁ ବଡ଼ ପର୍ବ ଇଦ୍ ପାଇଁ ଉତ୍ସବମୁଖର ହୋଇଉଠିଛି ମସଜିଦ। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ମସଜିଦରେ ମୁସଲିମ ସମ୍ପ୍ରଦାୟର ଭାଇମାନେ ଏକାଠି ହୋଇ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି।

eid
ଆଜି ଇଦ୍: ମୁସଲିମ୍‌ ଭାଇ-ଭଉଣୀଙ୍କ ମଧ୍ୟରେ ଭରପୂର ଉତ୍ସାହ

କରୋନା କଟକଣା କୋହଳ ହେବା ପରେ ଏଥର ଇଦ୍ ଜୋରସୋରରେ ପାଳନ କରୁଛନ୍ତି ଲୋକେ।  

ଅକ୍ଷୟ ତୃତୀୟା
ଆଜି ପବିତ୍ର ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କରିବ ଚଷା ପୁଅ

ଅକ୍ଷୟ ତୃତୀୟାରେ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। 

ଅକ୍ଷୟ ତୃତୀୟା
ଜଗନ୍ନାଥ ସଂସ୍କୃତିରେ ଅକ୍ଷୟ ତୃତୀୟା

ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟାର ବେଶ ମହତ୍ୱ ରହିଛି। କୃଷକ ଜମିରେ ପହଞ୍ଚି ଧରିତ୍ରୀ ଦେବୀ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭୋଗ, ନୈବେଦ୍ୟ ଅର୍ପଣ କରି ଲଙ୍ଗଳ ଚଳାଏ।

Puri Gears Up To Celebrate Akhsaya Trutiya
ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ପୁରୀରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।

The story behind Akshaya Tritiya
ଅକ୍ଷୟ ତୃତୀୟା ବ୍ରତ ପାଳିଲେ ସ୍ୱର୍ଗପ୍ରାପ୍ତ ହୋଇଥାଏ

ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିକୁ ଅକ୍ଷୟା ତୃତୀୟା ଭାବେ ପାଳନ କରାଯାଏ। ଏହିଦିନ କ୍ଷେତରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରାଯାଇ ବିହନ ବୁଣାଯାଏ। ଏଥି ତିଥିକୁ ବ୍ରତଭାବେ ପାଳନ କଲେ କ’ଣ ହୁଏ ଆସନ୍ତୁ ଜାଣିବା।

Akshaya Tritiya in Shree Jagannath Sanskruti
ଜଗନ୍ନାଥ ସଂସ୍କୃତିରେ କିପରି ପାଳିତ ହୁଏ ଅକ୍ଷୟ ତୃତୀୟା

କୃଷିର ପର୍ବ ଅକ୍ଷୟ ତୃତୀୟା। ଏହିଦିନଟି ଓଡିଶାର ସଂସ୍କୃତି ସହିତ ମଧ୍ୟ ଓତଃପ୍ରୋତ ଭାବେ ଜଡିତ। ଜଗନ୍ନାଥ ସଂସ୍କୃତିରେ ଏହାର ଅନେକ ଉଦାହରଣ ରହିଛି। ତେବେ ଏହା କିପରି ଜଗନ୍ନାଥ ସଂସ୍କୃତିରେ ରହିଛି ଆସନ୍ତୁ ଜାଣିବା।

akshaya-tritiya
ଅକ୍ଷୟ ତୃତୀୟା ସହିତ ଜଡ଼ିତ ପୌରାଣିକ ଗାଥା

ସଫଳତା ଏବଂ ସମୃଦ୍ଧି ବିଷୟରେ ଆଲୋଚନା କଲେ ଅକ୍ଷୟ ତୃତୀୟାର ବହୁତ ସ୍ୱତନ୍ତ୍ରତା ରହିଛି । ତେବେ ଏହି ଦିନର ମହତ୍ତ୍ୱ କ’ଣ ଏବଂ ଏହା ପଛରେ କ’ଣ ପୌରାଣିକ କାହାଣୀ ଅଛି , ଆସନ୍ତୁ ଜାଣିବା ।

7 Things to please Maa Laxmi
ଅକ୍ଷୟ ତୃତୀୟାରେ କ’ଣ କଲେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହେବେ

ଅକ୍ଷୟ ତୃତୀୟା ଦିନ ସୁନା, ରୂପା କିମ୍ବା ଅନ୍ୟ କୌଣସି ଧାତୁ ସାମଗ୍ରୀ କିଣିବାର ପରମ୍ପରା ଅଛି। ଏହା ପଛରେ ଏକ ବିଶ୍ୱାସ ଅଛି ଯେ ଏସବୁ କିଣିବା ଏବଂ ଘରକୁ ଆଣିବା ଦ୍ୱାରା ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି।

Akshaya Tritiya
ଅକ୍ଷୟ ତୃତୀୟା ଦିନର କ’ଣ ରହିଛି ବିଶେଷତ୍ୱ ?

ଅକ୍ଷୟ ତୃତୀୟା ଦିନର କ’ଣ ରହିଛି ବିଶେଷତ୍ୱ

The Greatness Of Akshaya Tritiya
ଅକ୍ଷୟ ତୃତୀୟାରେ କେମିତି କରିବେ ପୂଜା

ଶାସ୍ତ୍ର ଅନୁସାରେ, ସତ୍ୟ ଏବଂ ତ୍ରେତୟା ଯୁଗର ଆରମ୍ଭ ଅକ୍ଷୟ ତୃତୀୟାରୁ ହୋଇଥିଲା। ମା’ ମାତଙ୍ଗୀ ଦେବୀ ଏବଂ ଭଗବାନ ପର୍ଶୁରାମଙ୍କ ଅବତରଣ ମଧ୍ୟ ଅକ୍ଷୟ ତୃତୀୟାରେ ହୋଇଥିଲା ବୋଲି କେତେକ କୁହନ୍ତି।

ଆମ ପରିଚୟ ସ୍ୱନକ୍ଷତ୍ର ଉତ୍ସବ
ଆମ ପରିଚୟ ସ୍ୱନକ୍ଷତ୍ର ଉତ୍ସବ: ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ପରିଚୟ

ଉତ୍କଳର ପରିଚୟ ଓ ଶ୍ରୀଜଗନ୍ନାଥଙ୍କ ମହିମା ଉପରେ ଆଲୋଚନା କରାଯାଇଥିଲା।

Puri Srimandir
ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇଛନ୍ତି ଭକ୍ତ।

ଆଦିବାସୀ ମେଳା
ମନ ମୋହୁଛି ଆଦିବାସୀ ମେଳା: ହସ୍ତତନ୍ତ ସାମଗ୍ରୀ, ଘର ଉପକରଣ କଣିବା ପାଇଁ ଗ୍ରାହକଙ୍କ ଭିଡ଼

ରାଜଧାନୀରେ ମନ ମୋହୁଛି ଆଦିବାସୀ ମେଳା। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳାରେ ଆଦିବାସୀଙ୍କ କଳାକୃତି ଓ ଉପକରଣ ସତେ ଯେପରି ଶୋଭା ପାଉଛି। ଏହି ମେଳା ୨ ତାରିଖ ତାରିଖ ଯାଏ ଚାଲିବ।

Rath Yatra 2022 | Wood Logs Arrive In Puri For Chariot Works
ଘୋଷଯାତ୍ରା ପାଇଁ ପ୍ରସ୍ତୁତି; ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥକାଠ

ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ କାଠ । ରଥନିର୍ମାଣ ପାଇଁ ବିଳମ୍ବିତ ରାତିରେ ୪୦ ଫୁଟିଆ ଫାସୀ କାଠ ପହଞ୍ଚିଛି ।

Puri Srimandir
ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି । ଏଥିପାଇଁ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

raamlela
ଏବେ ବି ବଞ୍ଚି ରହିଛି ରାମଲୀଳା, ମଞ୍ଚରେ ନାଚୁଛନ୍ତି ଯୁବପିଢ଼ି

ବିଶେଷ କରି ଆଜିର ଯୁବପିଢ଼ି ଆଧୁନିକତା ଆଡ଼କୁ ଅଗ୍ରସର ହୋଇ ସିନେମା ପଛରେ ଧାଉଁଥିଲା ବେଳେ ଲୋକାପଡା ଗାଁର ଯୁବପିଢ଼ି ନିଜର ପରମ୍ପରା, କଳା, ସଂସ୍କୃତିକୁ ଭୁଲି ନଯାଇ ଆତ୍ମୀୟତାର ସହିତ ରାମଲୀଳା ଜାରି ରଖିଛନ୍ତି

Daspalla Lankapodi Jatra
ଦଶପଲ୍ଲାର ବିଶ୍ୱ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା, ଲକ୍ଷାଧିକ ଲୋକଙ୍କ ସମାଗମ

କରୋନା ମହାମାରୀର ପ୍ରକୋପ ଯୋଗୁଁ ଗତ ୨ ବର୍ଷ ଧରି ଏହି ପ୍ରସିଦ୍ଧ ଲଙ୍କାପଡ଼ି ଯାତ୍ରା ବନ୍ଦ ରହିଥିଲା । ହେଲେ ୨ ବର୍ଷ ପରେ ଏଥର ପୁଣି ଯାତ୍ରା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି ।