• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Laxmi Puja 2021
ମା’ ଲକ୍ଷ୍ମୀ ଆସୁଛନ୍ତି, ହେଲେ ପୂର୍ବ ପରି ସରାଗ ନାହିଁ

ଆସନ୍ତାକାଲି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଧରାପୃଷ୍ଠକୁ ଧରାବତରଣ କରିବେ ଧନର ଦେବୀ ମା' ଲକ୍ଷ୍ମୀ । ଏଥିପାଇଁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଞ୍ଚିଛି ।

Uttar Pradesh | Ravan Dahan In Lucknow’s Aishbagh
ଉତ୍ତର ପ୍ରଦେଶରେ ରାବଣ ପୋଡି ଅନୁଷ୍ଠିତ

ଉତ୍ତର ପ୍ରଦେଶ୍‌ରେ ବେଶ୍ ଧୂମଧାମ୍‌ରେ ପାଳନ କରାଯାଉଛି ରାବଣ ପୋଡି ଉତ୍ସବ । ବାଣ ଆଲୋକରରେ ଝଲସୁଛି ଆକାଶ ।

Radha Damodar Besha Of Lord Jagannath | Gopal Ballav Rituals Underway In Puri
କାଳିଆ ଦର୍ଶନ ପାଇଁ ଭିଡ଼

ଆଜି ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି..ଦଶହରାରେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇ ନ ଥିବା ବେଳେ ଆଜି ଜଗା ଦର୍ଶନ ପାଇଁ ବ୍ୟାକୁଳ ହୋଇପଡ଼ିଛନ୍ତି ଭକ୍ତ..

Durga Visarjan : Devotees Bid Farewell To Goddess Durga
ଅସ୍ଥାୟୀ ପୋଖରୀରେ ବିସର୍ଜନ

କରୋନା କଟକଣା ଭିତରେ ନିରାଡ଼ମ୍ବର ଭାବେ ମେଲାଣି ନେଉଛନ୍ତି ମାଆ ଜଗଦଜନନୀ.. କଟକରେ କଣ ସବୁ ବ୍ୟବସ୍ଥା ହେଇଛି ଦେଖନ୍ତୁ..

Odisha | Devotees bid adieu to Goddess Durga on Vijay Dashami
ସରିଲା ଦଶହରା, ଚାଲିଛି ମେଲାଣି

କରୋନା ପାଇଁ ଏଥର ବିନା ଆଡ଼ମ୍ବରରେ ଯାଉଛନ୍ତି ମାଆ ମହାମାୟା…

Kartik Niti To Be Performed In Puri Srimandir Today
ଆଜିଠୁ କାର୍ତ୍ତିକ ନୀତି

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି.. ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜି.. ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ..

Bhubaneswar Civic Body Makes 5 Artificial Ponds For ‘Durga Visarjan’
ଚାହୁଁ ଚାହୁଁ ସରିଗଲା ଦଶହରା

ସରିଲା ଦଶହରା, ଆଜି ମାଆଙ୍କ ମେଲାଣି.. ବିନା ଆଡ଼ମ୍ବରରେ, ବିନା ବାଜାବାଣରେ ମାଆ ମେଲାଣି ନେବେ.. ସବୁ ଏ କରୋନା ସଂକ୍ରମଣ ପାଇଁ..

Durga Visarjan
ମା’ଙ୍କୁ ମେଲାଣି, ନିରାଡ଼ମ୍ବର ଭାବେ ଚାଲିଛି ଭସାଣ ଉତ୍ସବ

ସରିଲା ଦଶହରା। ଆଜି ମା’ଙ୍କ ମେଲାଣି। କରୋନା ପାଇଁ ଏଥର ବାଜାବାଣ ମନା। ତେଣୁ ନିରାଡମ୍ବର ଭାବେ ଭସାଣ ଉତ୍ସବ ଲାଗି ସବୁଠି ପ୍ରସ୍ତୁତି ହୋଇଛି। ଭୁବନେଶ୍ୱରରେ ଭସାଣ ପାଇଁ ୫ଟି ଅସ୍ଥାୟୀ ପୋଖରୀ।  

Vijaya Dashami | Married Women Participate In Sindur Khela At Durga Mandap In Sambalpur
ଆଜି ସିନ୍ଦୁର ଖେଳ

ଆଜି ପବିତ୍ର ବିଜୟା ଦଶମୀ ଅବସରରେ ପଶ୍ଚିମବଙ୍ଗ ବୀରଭୂମରେ ମହିଳାମାନେ ଧୂମଧାମରେ ଉତ୍ସବ ପାଳନ କରିଛନ୍ତି.. ପରମ୍ପରା ଅନୁଯାୟୀ ମହିଳାମାନଙ୍କ ସିନ୍ଦୁର ଖେଳ ଦେଖନ୍ତୁ.

Durga Puja Celebrations At Mutyalu Maa Temple In Koraput
ବିପଦ ଆପଦରେ ସାହା ହୁଏ ମା' ମୁତ୍ୟାଲୁମା

କୋରାପୁଟର ଅଧିଷ୍ଠାତ୍ରୀ ଦେବୀ ମାଆ ମୁତ୍ୟାଲୁମା..ମମତାମୟୀ ମାଆର ଦର୍ଶନ ପାଇଁ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼ରୁ ବି ଭକ୍ତ ଛୁଟି ଆସନ୍ତି..

Dussehra | Bijaya Dashami Rituals Begins In Durga Puja Mandaps | Updates From Cuttack
ଦଶହରାର ନାହିଁ ଉତ୍ସାହ

ଦଶହରାର ନାହିଁ ଉତ୍ସାହ। କେବଳ ପୀଠରେ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜି ସ୍ୱତନ୍ତ୍ର ଅପରାଜିତା ପୂଜା ହେବ

Dussehra | Special Rituals At Maa Damanei Temple In Jatani, Khordha
ଖୋର୍ଦ୍ଧା ଜିଲ୍ଲର ପ୍ରଶିଦ୍ଧ ମା ଡମଣେଇଙ୍କ ପୂଜାର୍ଚ୍ଚନା

ଖୋର୍ଦ୍ଧା ଜିଲ୍ଲ ଜଟଣୀର ପ୍ରଶିଦ୍ଧ ମା ଡମଣେଇଙ୍କ ପୂଜାର୍ଚ୍ଚନା । ସରକାରଙ୍କ କୋଭିଡ କଟକଣାରେ ପୂଜା କରାଯାଇଥିଲା । ମନ୍ଦିରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା ।

Odias Celebrate Durga Puja In Visakhapatnam
ନବମୀ ପୂଜା ପାଇଁ ଚଳଚଚଂଳ ବିଶାଖାପାଟନା ସହର

ନବମୀ ପୂଜା ପାଇଁ ଚଳଚଚଂଳ ବିଶାଖାପାଟନା ସହର। ଆନ୍ଧ୍ର ସରକାରଙ୍କ ଅନୁମତି ପରେ କଟକଣା ମଧ୍ୟରେ ପ୍ରବାସୀ ଓଡ଼ିଶା ପାଳୁଛନ୍ତି ପୂଜା

Dussehra | Special Rituals At Majhighariani Temple In Rayagada
ଜୟ ମା’ ମଝିଘରିଆଣି

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣିଙ୍କ ପୀଠରେ ଚାଲିଛି ଆଳତି । ଘରେ ଥାଇ ମା’ଙ୍କ ଦର୍ଶନ କରନ୍ତୁ..

Dussehra | Ravan Dahan At Several Places Across India
ବିଜୟା ଦଶମୀର ରାବଣ ପୋଡ଼ି ପାଇଁ ଚାଲିଛି ପ୍ରସ୍ତୁତି

ବିଜୟା ଦଶମୀର ରାବଣ ପୋଡ଼ି ପାଇଁ ଚାଲିଛି ପ୍ରସ୍ତୁତି। ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ହେବ ଅନୁଷ୍ଠିତ, ଦିଲ୍ଲୀରେ ସନ୍ଧ୍ୟା ୬ରେ ହେବ ରାବଣ ପୋଡ଼ି

Bijay Dashami | Puri Srimandir Closed For Devotees Today
ଆଜି ବନ୍ଦ ରହିବ ଶ୍ରୀମନ୍ଦିର

ଆଜି ବନ୍ଦ ରହିବ ଶ୍ରୀମନ୍ଦିର। କାଲି ବି ଦିନ ୧୨ଟା ପରେ ବନ୍ଦ ରହିବ ଜଗା ଦର୍ଶନ, ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ SOP

Bijaya Dashami | Rituals Begin In Several Mandaps In Odisha
ଆଜି ମାଆଙ୍କ ଦଶହରା ବା ବିଜୟା ଦଶମୀ

ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ମାଆଙ୍କ ଦଶହରା ବା ବିଜୟା ଦଶମୀ ପର୍ବ ସେପଟେ ଆଜି ମାଆ କାକୁଡ଼ିଖାଇଙ୍କର ଚାଲିଛି ସ୍ୱତନ୍ତ୍ର ପୂଜା

MahaNavami
ଆଜି ମହାମାୟାଙ୍କ ମହାନବମୀ: କୁନି ଝିଅଙ୍କୁ କୁମାରୀ ବେଶରେ ପୂଜାର୍ଚ୍ଚନା

ଆଜି ମହାମାୟାଙ୍କ ମହାନବମୀ: କୁନି ଝିଅଙ୍କୁ କୁମାରୀ ବେଶରେ ପୂଜାର୍ଚ୍ଚନା, ଏଣେ କରୋନା କଟକଣା ଯୋଗୁ କେମିତି ହାତବାନ୍ଧି ବସିଛନ୍ତି ମଣ୍ଡପ ପାଖରେ ବେପାର କରି ଚଳୁଥିବା ବ୍ୟବସାୟୀ, ଦେଖନ୍ତୁ ଏହି ରିପୋର୍ଟ ।

Maha Navami Rituals Being Performed At Cuttack & Jeypore
ପରଦା ଆଢୁଆଳରେ ଚାଲିଛି ପୂଜା

ମାଙ୍କୁ ଦର୍ଶନ କରିନପାରି ଫେରୁଛନ୍ତି ଭକ୍ତ। ମଣ୍ଡପରେ ମାଆ । ଚାଲିଛି ପୂଜା ହେଲେ ନାହାନ୍ତି ଭକ୍ତ। କଟକ ଓ ଜୟପୁରରେ କିପରି ହେଉଛି ପୂଜା ଦେଖନ୍ତୁ।

Maha Navami Ritual In Rourkela Amid Covid-19 Shadow
ରାଉରକେଲାରେ ଚାଲିିଛି ମହାନବମୀ ପୂଜା

ଆଜି ମହାମାୟାଙ୍କ ମହାନବମୀ ପୂଜା I ମଣ୍ଡପରେ ସୂଯର୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ ସହ ସ୍ବତନ୍ତ୍ର ବେଦ ମନ୍ତ୍ରରେ ପୂଜାର୍ଚ୍ଚନା କରାଯାଉଛି I କିପରି କୋଭିଡ୍ କଟକଣାରେ ମଣ୍ଡପରେ ହେଉଛି ମାଆଙ୍କ ପୂଜାର୍ଚ୍ଚନା

Maha Navami Celebration At Nayapalli In Bhubaneswar Amid Covid-19 Protocols
ଚଣ୍ଡିପାଠରେ ଗୁଞ୍ଜରିତ ହେଉଛି ମହାନବମୀ

ବିଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଉଛନ୍ତି ମା ଜଗତ୍ ଜନନୀ। ଟିଭି ଓ ସୋସିଆଲ ମିଡିଆରେ ମାଆଙ୍କ ପୂଜାର୍ଚ୍ଚନା ଦେଖିପାରୁଛନ୍ତି ସାଧାରଣ ଲୋକେ। କିପରି ଚାଲିଛି ନୟାପଲ୍ଲୀରେ ପୂଜା ଦେଖନ୍ତୁ

sri mandir
ଦଶହରା, କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ

ଦଶହରା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦଶହରା ଦିନ ବନ୍ଦ ରହିବ ଶ୍ରୀମନ୍ଦିର।

Maha Navami Rituals At Charchika Temple In Banki
ମା’ର ବିଶ୍ରାମ ପୂଜା

ସକାଳୁ ସକାଳୁ ମହାନଦୀରୁ ୧୦୮ ଗରା ପବିତ୍ର ଜଳ ଆସିଲା.. ମାଆକୁ ମାଜଣା କରାଗଲା.. ତା’ପରେ ମଙ୍ଗଳ ଆଳତି, ଦ୍ୱାରପାଳ ପୂଜା, କଳସ ପୂଜା ଆଉ ପଞ୍ଚ ଉପକାର ନୀତିରେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା ଚାଲିଛି...

Maha Navami Rituals In Bhubaneswar Amid Covid-19 Protocol
ପରଦା ଆଢୁଆଳରେ ମହାମାୟାଙ୍କ ମହାନବମୀ ପୂଜା

ମଣ୍ଡପରେ ଚାଲିଛି ମାଙ୍କ ନବମୀ ପୂଜା। ପରଦା ଆଢୁଆଳରେ କଟକରେ କିପରି ଚାଲିଛି ପୂଜା ଦେଖନ୍ତୁ।

Maha Navami Being Celebrated Across Odisha Amid Covid-19 Shadow
ଆଜି ମହାମାୟାଙ୍କ ମହାନବମୀ: ମଣ୍ଡପରେ ହେବ ସୂର୍ଯ୍ୟ ପୂଜା

ଆଜି ମହାମାୟାଙ୍କ ମହାନବମୀ ପୂଜା । ଆଜି ନବମୀରେ ମଣ୍ଡପରେ ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ । ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ ।