Advertisment

ବାର୍କ ପକ୍ଷରୁ ନମୁନା ସଂଗ୍ରହର ଆକାର ବୃଦ୍ଧି ପାଇଁ କଣ ପଦକ୍ଷେପ ନିଆଯାଉଛି: ଜଗି ମଙ୍ଗତ ପଣ୍ଡା

ଏନବିଏଫ୍ ନ୍ୟାସନାଲ କନକ୍ଲେଭରେ ''ବାର୍କ ଏବଂ ବିୟଣ୍ଡ'' ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
OTV MD jagi Mangat Panda

OTV MD jagi Mangat Panda

ଏନବିଏଫ୍ ନ୍ୟାସନାଲ କନକ୍ଲେଭରେ ବାର୍କ ଏବଂ ବିୟଣ୍ଡ ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା।  ଏଥିରେ ବାର୍କ ଚେୟାରମ୍ୟାନ୍ ଶଶି ସିହ୍ନା, ଆଇଟିଭି ନେଟୱର୍କ ପ୍ରୋମୋଟର ତଥା ରାଜ୍ୟସଭା ସାଂସଦ କାର୍ତ୍ତିକେୟ ଶର୍ମା, ଓଟିଭି ନେଟୱର୍କ ଏମଡି ଜଗିମଙ୍ଗତ ପଣ୍ଡା ଓ ଏନବିଏଫ୍ ଚେୟାରମ୍ୟାନ୍ ତଥା ରିପବ୍ଲିକ୍ ଟିଭି ଏଡିଟର ଇନ୍ ଚିଫ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Advertisment

ବାର୍କ ପକ୍ଷରୁ ନମୁନା ସଂଗ୍ରହର ଆକାର ବୃଦ୍ଧି ପାଇଁ କଣ ପଦକ୍ଷେପ ନିଆଯାଉଛି ବୋଲି ଓଟିଭି ନେଟୱର୍କ ଏମଡି ଜଗିମଙ୍ଗତ ପଣ୍ଡା ପ୍ରଶ୍ନ କରିଥିଲେ।ଡିଟିଏଚରେ ନମୁନା ସଂଖ୍ୟା ବୃଦ୍ଧି ସମ୍ଭବ ହୋଇଥିଲା ବେଳେ ଏହାକୁ ନେଇ ଅନେକ କେବୁଲ ଅପରେଟର ରାଜି ହେଉ ନଥିବା ବାର୍କ ଚେୟାରମ୍ୟାନ୍ ଶଶି ସିହ୍ନା ମତ ଦେଇଥିଲେ।

ଅଧିକ ପଢ଼ନ୍ତୁ: NBFର ନ୍ୟାସନାଲ କନକ୍ଲେଭ୍‌: ଏଥର ପ୍ରସଙ୍ଗ- ‘ଫ୍ୟୁଚର୍‌ ଅଫ୍ ନ୍ୟୁଜ୍‌’

Advertisment

ପୂର୍ବରୁ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଏଥିରେ ଏନବିଏଫ୍‌ର ଅଧ୍ୟକ୍ଷ ଅର୍ଣ୍ଣବ ଗୋସ୍ବାମୀ, ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

NBF Jagi Mangat Panda Otv
Advertisment
Advertisment