• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Shruti haasan 39th birthday know more about her hit and flop movies
Shruti Haasan: ସାଇକୋଲୋଜିରେ ଡିଗ୍ରୀ, ଆମେରିକାରେ ସଙ୍ଗୀତ ଅଧ୍ୟୟନ; ହେଲେ ଅଭିନୟରେ…

ସାଉଥ୍ ସୁପର୍‌ଷ୍ଟାର୍‌ କମଲ ହାସନଙ୍କ ଝିଅ ଶ୍ରୁତି ହାସନ ଆଜି ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୮ ଜାନୁଆରୀ ୧୯୮୬ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ଶ୍ରୁତି ତାଙ୍କ ଅଭିନୟ ଅପେକ୍ଷା ସୌନ୍ଦର୍ଯ୍ୟ ପାଇଁ ଅଧିକ ଖବରରେ ଥାଆନ୍ତି। ତାଙ୍କର ଫିଲ୍ମ କ୍ୟାରିୟର୍‌ରେ ସେ ବିଶେଷ କିଛି ହୋଇ ନାହାନ୍ତି।

Rashmika mandanna opens up on boyfriend amid dating rumours
Rashmika Mandanna: ମୁଁ ସେହି ଲୋକମାନଙ୍କ ପ୍ରତି ଆକର୍ଷିତ, ଯାହା ପାଖରେ ସୁନ୍ଦର ହସ ଅଛି: ରଶ୍ମିକା ମନ୍ଦାନା

ବର୍ତ୍ତମାନ ପର୍ଯ୍ୟନ୍ତ ରଶ୍ମିକା ଏବଂ ବିଜୟ ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ଗ୍ରହଣ କରିନାହାଁନ୍ତି, ତଥାପି ସେମାନଙ୍କ ମଧ୍ୟରେ ଥିବା ହାବଭାବ ଦର୍ଶାଏ ଯେ ସେମାନଙ୍କ ମଧ୍ୟରେ କିଛି ଖାସ୍ ଅଛି।

Rakhi sawant ready for third marriage
Rakhi Sawant: ଆଉ ଥରେ ବାହା ହେବେ ରାଖୀ ସାୱନ୍ତ; ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ

ଦୁଇଥର ପ୍ରେମର ଯନ୍ତ୍ରଣା ପରେ ରାଖୀ ଏବେ ପୁଣି ବିବାହ କରିବାକୁ ସ୍ଥିର କରିଛନ୍ତି। ଏଥର ଆଉ ଭାରତରେ ନୁହେଁ, ବାହାରେ କରିବେ ବିବାହ। କେଉଁଠି ହେବ ଏହି ବିବାହ, କିଏ ହେବେ ତାଙ୍କ ଜୀବନ ସାଥୀ ଆସନ୍ତୁ ଜାଣିବା।

Actress sanya malhotra shared latest pics in simple saree
Sanya Malhotra: ଭାରତୀୟ ଶାଢିରେ ନିଜ ସୌନ୍ଦର୍ଯ୍ୟ ଦେଖାଇଲେ 'ଦଙ୍ଗଲ ଗାର୍ଲ'

'ଦଙ୍ଗଲ ଗାର୍ଲ' ଭାବେ ଜଣାଶୁଣା ଅଭିନେତ୍ରୀ ସାନ୍ୟା ମାଲହୋତ୍ରାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ତାଙ୍କ ଅଭିନୟରେ ତାଙ୍କ ପ୍ରଶଂସକଙ୍କୁ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ ହେଳା କରନ୍ତି ନାହିଁ। ଯେତେବେଳେ ବି ସେ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, କେଇ ମିନିଟ୍ ଭିତରେ ତାହା ଭାଇରାଲ୍ ହେବା ଆରମ୍ଭ କରେ।

chhava
Chhaava Controversey: ଛାବାରୁ ହଟିବ ଡ୍ୟାନ୍ସ ସିନ, ଘୋଷଣା କଲେ ନିର୍ଦ୍ଦେଶକ

ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ହିଷ୍ଟୋରିକାଲ ଆକ୍ସନ ଡ୍ରାମା ଛାବାକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି। ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରରେ ରହିଥିବା ଡ୍ୟାନ୍ସ ସିକ୍ୟୁଏନ୍ସକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କ ସହିତ ଆଲୋଚନା ପରେ ଏହା ଘୋଷଣା କରିଛନ୍ତି ଉତ୍ତେକର।

Sharvari wagh shared latest look in black stylish saree
Sharvari Wagh: ଗ୍ଲାମର୍ ଗାର୍ଲ ଶରବରୀ ବାଘଙ୍କ ଦମଦାର ଷ୍ଟାଇଲ୍; ଲୋକେ ପାଗଳ

ବଲିଉଡ୍‌ ଅଭିନେତ୍ରୀ ଶରବରୀ ବାଘ ତାଙ୍କ ଅଭିନୟ ଅପେକ୍ଷା ଗ୍ଲାମରସ୍ ଲୁକ୍ ଏବଂ ଫ୍ୟାଶନ୍ ଷ୍ଟେଟ୍‌ମେଣ୍ଟ୍‌ ପାଇଁ ଅଧିକ ଲାଇମଲାଇଟ୍‌ରେ ରୁହନ୍ତି। ସେ ନିଜର ବୋଲ୍ଡନେସ୍ ଏବଂ ହଟ୍‌ନେସ୍‌ରେ ଲୋକଙ୍କୁ ଏତେ ପାଗଳ କରିଦିଅନ୍ତି ଯେ ସେମାନ ତାଙ୍କୁ ପ୍ରଶଂସା ନ କରି ରହିପାରନ୍ତି ନାହିଁ। ତାଙ୍କ ଘାତକ ଲୁକ୍ ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ।

Pushpa 2 OTT release
Pushpa 2 OTT Release: ‘ପୁଷ୍ପା ୨’ OTT ରେ ହେବ ଷ୍ଟ୍ରିମିଂ; ଜାଣନ୍ତୁ କେଉଁ ଦିନ ଦେଖିବେ

ଯେଉଁ ସିନେମା ପ୍ରେମୀମାନେ ହଲ୍‌କୁ ଯାଇ ‘ପୁଷ୍ପା ୨’ ଦେଖିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ‘ପୁଷ୍ପା ୨’ OTT ରେ ରିଲିଜ୍ ପାଇଁ ପ୍ରସ୍ତୁତ।

Maharashtra minister demand to delete controversial scene from chhaava
Chhaava: ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତଙ୍କ ଦାବି; 'ଛାଭା'ରୁ ହଟାଯାଉ ବିବାଦୀୟ ସିନ୍, ନଚେତ…

'ଛାଭା'ର ଟ୍ରେଲର୍‌ ରିଲିଜ୍‌ ପରେ ଏହାକୁ ଖୁବ ପ୍ରଶଂସା ମିଳୁଛି। ଏହାରି ଭିତରେ ଫିଲ୍ମକୁ ନେଇ ବିବାଦ ମଧ୍ୟ ଦେଖାଦେଲାଣି। ଏବେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ଦାବି କରିଛନ୍ତି ଯେ 'ଛାଭା'ର ରିଲିଜ୍ ପୂର୍ବରୁ ପ୍ରଥମେ ବିଶେଷଜ୍ଞଙ୍କୁ ଦେଖାଯାଉ।

Anushka sen shared latest vacation pics see her stunning poses
Anushka Sen: ଷ୍ଟାଇଲିସ୍ ଲୁକ୍‌ରେ ମନ ଚୋରି କଲେ ଅନୁଷ୍କା ସେନ୍

ଲୋକଙ୍କ ମଧ୍ୟରେ ଟିଭି ଅଭିନେତ୍ରୀ ଅନୁଷ୍କା ସେନ୍ ବହୁତ ଲୋକପ୍ରିୟ। ସେ ତାଙ୍କ ଅଭିନୟ ଅପେକ୍ଷା ନିଜ ବୋଲ୍ଡ ଲୁକ୍ ସହିତ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରନ୍ତି। ଯେତେବେଳେ ବି ସେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ଫଟୋ ଶେୟାର କରନ୍ତି, ଏହା କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହୁଏ।

Highest Paid TV Actress
Highest Paid TV Actress: ବଲିଉଡ ବାଦ୍‌ଶାହା ଶାହରୁଖ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ୨୩ ବର୍ଷୀୟା ଅଭିନେତ୍ରୀ

ଏହି ଅଭିନେତ୍ରୀଙ୍କ ବୟସ ମାତ୍ର ୨୩ ବର୍ଷ ଏବଂ ତାଙ୍କର ସମ୍ପତ୍ତିର ମୂଲ୍ୟ ୨୫୦ କୋଟି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡ ବାଦ୍‌ଶାହା ଶାହରୁଖ ଖାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଏହି ୨୩ ବର୍ଷୀୟା ଅଭିନେତ୍ରୀ ।

pooja hedge shared latest pics in jumpsuit see her stunning poses
Pooja Hedge: ଗ୍ଲାମର୍ ଲୁକ୍ ଦେଖେଇ ମନ୍ତ୍ରମୁଗ୍ଧ କଲେ ପୂଜା ହେଗ୍‌ଡେ

ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗ୍‌ଡେ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ୍ ଲୁକ୍‌ର ଫଟୋ ପୋଷ୍ଟ କରି ସବୁବେଳେ ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍‌ନେ୍‌ରେ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ। ନଜର ପକାନ୍ତୁ ତାଙ୍କର ଏହିସବୁ ଫଟୋ ଉପରେ।

Vivek agnihotri the delhi files teaser out
Delhi Files Teaser: ଆସିଲା ‘ଦ ଦିଲ୍ଲୀ ଫାଇଲ୍ସ’ର ଟିଜର୍: ଏହି ଦିନ ହେବ ରିଲିଜ୍

ଆଜି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଦିଲ୍ଲୀ ଫାଇଲ୍ସ’ର ଟିଜର୍‌ ରିଲିଜ୍‌ ହୋଇଛି। ଦର୍ଶକମାନେ ଦୀର୍ଘ ଦିନ ଧରି 'ଦ ଦିଲ୍ଲୀ ଫାଇଲ୍ସ'କୁ ଅପେକ୍ଷା କରିଥିଲେ। ଫିଲ୍ମ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଛି।

Actress rasha thadani shared latest look she is looking like a Barbie doll
Rasha Thadani: ୧୯ ବର୍ଷରେ ଏତେ! ପଲକ ତିୱାରୀଙ୍କୁ ବି ପଛରେ ପକାଇଦେବେ ରବୀନା ଟଣ୍ଡନଙ୍କ ଝିଅ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନି ନିଜର ବୋଲ୍ଡନେସ୍‌ରେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଫିଲ୍ମ 'ଆଜାଦ' ସହିତ ବଲିଉଡ୍‌ରେ ଡେବ୍ୟୁ କରିସାରିଛନ୍ତି। ଯଦିଓ ଲୋକମାନେ ଏହି ଫିଲ୍ମକୁ ଅଧିକ ପସନ୍ଦ କରି ନାହାନ୍ତି, କିନ୍ତୁ ଲୋକମାନେ କୁହନ୍ତି ଯେ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ସେ ପଲକ ତିୱାରୀଙ୍କୁ ବି ପଛରେ ପକାଇଦେବେ।

Sky Force Collection Day 2
Sky Force Collection Day 2: କମାଲ୍ କଲେ ଅକ୍ଷୟ କୁମାର; ଟଙ୍କା ଛାଣୁଛି 'ସ୍କାଏ ଫୋର୍ସ'

ଅକ୍ଷୟ କୁମାରଙ୍କ 'ସ୍କାଏ ଫୋର୍ସ' ସମାଲୋଚକମାନଙ୍କ ଦ୍ୱାରା ମଧ୍ୟ ବହୁତ ପ୍ରଶଂସା ପାଇଛି। ଫିଲ୍ମର ବଜେଟ୍ ଅନୁଯାୟୀ ଏକ ଭଲ ଓପନିଂ କରିବାରେ ଏହା ସଫଳ ହୋଇଛି। ତେବେ ଆସନ୍ତୁ ଜାଣିବା ଦୁଇ ଦିନରେ ଏହାର ମୋଟ ରୋଜଗାର କେତେ ହୋଇଛି।

Mamata
Mamta Kulkarni Gets Emotional: ଭାବବିହ୍ୱଳ ହେଲେ ମମତା କୁଲକର୍ଣ୍ଣି; ମହାକୁମ୍ଭ ମେଳାରେ ବଦଳିଗଲା ନାଁ

୯୦ ଦଶକର ଟିମ୍‌ ଆଣ୍ଡ ହଟ୍‌ ଆକ୍ଟ୍ରେସ୍‌ ମମତା କୁଲ୍‌କର୍ଣ୍ଣି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି। ସେ ମହାମଣ୍ଡଳେଶ୍ୱର ହେବା ସମୟର ଏକ ଭିଡ଼ିଓ ନିଜ ଅଫିସିଆଲ୍‌ ସୋସିଆଲ୍‌ ମିଡ଼ିଆରେ ସେୟାର କରିଛନ୍ତି।

Actress Mamta kulkarni adorned as mahamandleshwar of the kinnar akhara
Mamta Kulakarni: ନୂଆ ଅବତାରରେ ମମତା କୁଲକର୍ଣ୍ଣି

ଦିନେ ନିଜର ଅପୂର୍ବ ସୌନ୍ଦର୍ଯ୍ୟ ପାଇଁ ବଲିଉଡ଼ର ଚର୍ଚ୍ଚିତ ହିରୋଇନ୍ ମମତା କୁଲକର୍ଣ୍ଣି ଆଜି ହଠାତ୍ ଗେରୁଆ ବେଶରେ ଉପନୀତ। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦରେ ଅଭିଷିକ୍ତ ହେଲେ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ଏଥିପାଇଁ କିନ୍ନର ଆଖଡ଼ା ତରଫରୁ ପ୍ରୟାଗରାଜରେ ହୋଇଥିଲା ବିଶେଷ ଆୟୋଜନ।

Actress mamta kulkarni became saint in kinnar akhada
Mamta Kulkarni: ସନ୍ନ୍ୟାସିନୀ ଲୁକ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଗ୍ଲାମର୍‌ ଗର୍ଲ ମମତା କୁଲକର୍ଣ୍ଣି

୯୦ ଦଶକର ଗ୍ଲାମର ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କ ବିଷୟରେ ଏକ ବଡ଼ ଖବର। ଅଭିନେତ୍ରୀ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଭାଗ ନେଇଥିଲେ। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ସନ୍ନ୍ୟାସିନୀ ଲୁକ୍‌ରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କର ଏହିସବୁ ଫଟୋ ଭାଇରାଲ୍ ହେଉଛି। ଦେଖନ୍ତୁ…

Actress Janhvi Kapoor opens up her marriage plan
Janhvi Kapoor: ଇଚ୍ଛା ଅଛି ୩ଟି ଛୁଆ ଜନ୍ମ କରି ତିରୁପତିରେ ଘର କରି ରହିବି

Actress Janhvi Kapoor Opens Up Marriage Plan- ଇଚ୍ଛା ଅଛି ୩ଟି ଛୁଆ ଜନ୍ମ କରି ତିରୁପତିରେ ଘର କରି ରହିବି

  • Saturday, 25 January 2025
Short film anuja nominated for Oscars 2025
Oscars 2025: ଓସ୍କାର ପାଇଁ ନାମାଙ୍କିତ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ଏହି ଫିଲ୍ମ; ଦୁଇ ଭଉଣୀଙ୍କ କରୁଣ କାହାଣୀ

ଓସ୍କାର ୨୦୨୫ ପାଇଁ ଶ୍ରେଷ୍ଠ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ତାଲିକାରେ ନାମାଙ୍କିତ ହୋଇଛି ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ। ଏହା ଦୁଇ ଭଉଣୀଙ୍କ ପ୍ରେରଣାଦାୟକ କାହାଣୀ। ଖୁବ୍ ଶୀଘ୍ର ଆସିବ ଏହି OTT ପ୍ଲାଟ୍‌ଫର୍ମରେ।

Saif Ali Khan Bhopal Property Case
ସରକାର ତହବିଲକୁ ଯିବ ସୈଫ୍‌ଙ୍କ ୧୫୦୦୦ କୋଟି ସମ୍ପତ୍ତି !

ସରକାର ତହବିଲକୁ ଯିବ ସୈଫ୍‌ଙ୍କ ୧୫୦୦୦ କୋଟି ସମ୍ପତ୍ତି ! ଏନିମି ପ୍ରପଟି ଆକ୍ଟରେ ସରକାରୀ ସମ୍ପତ୍ତି ଘୋଷଣା ହେବ ।  ସୈଫ୍ ଙ୍କ ପଟୋଦୀ ରାଜ ପରିବାରର ୧୫ ହଜାର କୋଟି ସମ୍ପତ୍ତି ।

Saif Ali Khan Bhopal Property Case
Saif Ali Khan Bhopal Property Case: ସରକାରୀ ଖାତାକୁ ଯିବ ସୈଫଙ୍କ ୧୫୦୦୦ କୋଟି ସମ୍ପତ୍ତି; ଜାଣନ୍ତୁ କାହିଁକି...

କାହିଁକି ସରକାରୀ ଖାତାକୁ ଯିବ ସୈଫଙ୍କ ୧୫୦୦୦ କୋଟି ସମ୍ପତ୍ତି ? Enemy Property Act ଆକ୍ଟ କ’ଣ ? ସୈଫ୍ କେମିତି ବଞ୍ଚାଇବେ ସମ୍ପତ୍ତି ? ଜାଣନ୍ତୁ...

vicky kaushal
Vicky Kaushal : ଭିକି କୌଶଲଙ୍କୁ ମରାଠାଙ୍କ ବିରୋଧ, ଶମ୍ଭାଜୀ ରାଓଙ୍କ ଚରିତ୍ରରେ ନାଚିଥିଲେ

ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମଟିରେ ଜବରଦସ୍ତ ଆକ୍ସନ ରହିଥିବା ବେଳେ ଏହାର ଟ୍ରେଲରକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଥିଲେ।

Nora fatehi shared latest pics in shimmery saree
Nora Fatehi: ଝିଲିମିଲି ଶାଢିରେ ଲୋକଙ୍କ ମନ କିଣିଲେ ଡ୍ୟାନ୍ସ କ୍ୱିନ୍ ନୋରା ଫତେହୀ

ଅଭିନେତ୍ରୀ ନୋରା ଫତେହୀ, ତାଙ୍କ ଡ୍ୟାନ୍ସ ମୁଭ୍ସ ଏବଂ ବୋଲ୍ଡ ଫିଗର ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ବୋଲ୍ଡନେସରେ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ କେବେ ବି ହେଳା କରନ୍ତି ନାହିଁ।

ସୈଫ୍‌ କହିଲେ ରାତିରେ ସତ
Saif Ali Khan Attack Case: ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କେମିତି ହେଲା ଆକ୍ରମଣ ? ବାନ୍ଦ୍ରା ପୋଲିସ୍‌କୁ କହିଲେ ସେଇ କଳା ରାତିର କାହାଣୀ

ସଂଘର୍ଷ ସମୟରେ, ଅନୁପ୍ରବେଶକାରୀ ସୈଫ ଅଲ୍ଲୀ ଖାନଙ୍କ ପିଠି, ବେକ ଏବଂ ହାତରେ ଅନେକ ଥର ଛୁରୀରେ ଆକ୍ରମଣ କରିଚାଲିଥିଲେ । ତାଙ୍କର ଆଘାତ ସତ୍ତ୍ୱେ ସୈଫ୍ ଅଲ୍ଲୀ ଖାନ ଅନୁପ୍ରବେଶକାରୀଙ୍କୁ ସାମ୍ନା କରିବାରେ ସଫଳ ହୋଇଥିଲେ ।

kidney
Shahrukhs Co star : ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ଅଭିନେତା, ଶାହରୁଖ ଖାନଙ୍କ ସହ କରିଥିଲେ ଫିଲ୍ମ

ରାଜକୁମାର ହିରାନୀଙ୍କ ନିର୍ଦ୍ଦଶିତ ଫିଲ୍ମ ଡଙ୍କିରେ ଶାହରୁଖ ଖାନଙ୍କ କୋ ଷ୍ଟାର ରହିଥିବା ବରୁଣ କୁଲକର୍ଣ୍ଣୀ କିଡନୀ ଜନିତ ସମସ୍ୟାରେ ପଡି ଗୁରୁତର ଅଛନ୍ତି। ବରୁଣ କିଡନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କୁ ସପ୍ତାହରେ ଦୁଇ ଥର ଡାୟାଲିସିସର ଆବଶ୍ୟକତା ରହିଛି।