ବଲିଉଡ୍ ଅଭିନେତ୍ରୀ ଶରବରୀ ବାଘ ତାଙ୍କ ଅଭିନୟ ଅପେକ୍ଷା ଗ୍ଲାମରସ୍ ଲୁକ୍ ଏବଂ ଫ୍ୟାଶନ୍ ଷ୍ଟେଟ୍ମେଣ୍ଟ୍ ପାଇଁ ଅଧିକ ଲାଇମଲାଇଟ୍ରେ ରୁହନ୍ତି। ସେ ନିଜର ବୋଲ୍ଡନେସ୍ ଏବଂ ହଟ୍ନେସ୍ରେ ଲୋକଙ୍କୁ ଏତେ ପାଗଳ କରିଦିଅନ୍ତି ଯେ ସେମାନ ତାଙ୍କୁ ପ୍ରଶଂସା ନ କରି ରହିପାରନ୍ତି ନାହିଁ। ତାଙ୍କ ଘାତକ ଲୁକ୍ ଇଣ୍ଟର୍ନେଟ୍ରେ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ।
Published By: Pramod Behera
Last updated: 27 January 2025, 07:23 PM IST
ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ଲାଟେଷ୍ଟ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କ ଘାତକ ଅବତାର ଦେଖି ପ୍ରଶଂସକମାନେ ପୁଣି ଥରେ ହୋସ୍ ଉଡେଇଛନ୍ତି।
ଅଭିନେତ୍ରୀ ଯେତେବେଳେ ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋକୁ ଖୁବ ପସନ୍ଦ କରନ୍ତି ଏବଂ ପ୍ରତିକ୍ରିୟା ଦିଅନ୍ତି। ଏହି ଫଟୋଗୁଡ଼ିକରେ ମଧ୍ୟ ସମାନ କିଛି ଦେଖାଯାଉଛି।
ଏହି ଫଟୋଗୁଡ଼ିକରେ ଆପଣ ଦେଖିପାରିବେ ଯେ ଫଟୋସୁଟ୍ ସମୟରେ ଅଭିନେତ୍ରୀ ବହୁତ ଷ୍ଟାଇଲିସ୍ ଶାଢି ପିନ୍ଧିଛନ୍ତି। ଏହି କଳା ରଙ୍ଗର ଶାଢିରେ ସେ ଖୁବ ଚମତ୍କାର ପୋଜ୍ ଦେଉଛନ୍ତି।
ଅଭିନେତ୍ରୀ ତାଙ୍କ ଚୁଟିକୁ ବାନ୍ଧି ଦୁଇ କଡକୁ ପକାଇଛନ୍ତି। ଏହା ସହିତ ସେ କାନଫୁଲ ଏବଂ ଗ୍ଲାମ୍ ମେକଅପ୍ ନେଇଛନ୍ତି ତାଙ୍କର ଏହି ଅବତାର ଦେଖିବା ପରେ ପ୍ରଶଂସକମାନେ ଅନିୟନ୍ତ୍ରିତ ହୋଇଯାଇଛନ୍ତି।
ଅଭିନେତ୍ରୀଙ୍କ ଏହି ଫଟୋ ପୋଷ୍ଟ ହେବାର କିଛି ସମୟ ଭିତରେ ଲକ୍ଷାଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଅନେକ ଲୋକ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି। କିଏ କହୁଛି ବୋଲ୍ଡ , କିଏ କହୁଛି ସୁନ୍ଦର। କିଏ କହୁଛି ତୁମେ ଚମତ୍କାର ତ ଆଉ କିଏ କହୁଛି ମାର୍ଭେଲସ୍।
ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଅଭିନେତ୍ରୀଙ୍କ ଅନେକ୍ ବୋଲ୍ଡ ଲୁକ୍ ମଧ୍ୟ ଦେଖିବାକୁ ମିଳେ। ଶରବରୀ ତାଙ୍କ ଲୁକ୍ରେ ଲୋକଙ୍କୁ ପାଗଳ କରିବାରେ ବେଶ୍ ମାହିର।