• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Ollywood
ଓଲିଉଡ୍ କଳିରେ ନେତାଙ୍କ ଏଣ୍ଟ୍ରି ପରେ ଘନେଇଲା ବିବାଦ, ରାଜନୀତି ନ ପୁରାଇବାକୁ ଅଭିନେତାଙ୍କ ନିବେଦନ

ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି। ଅଭିନେତା ଶ୍ରୀତମ ଦାସ କହିଛନ୍ତି, ପଶ୍ଚିମ ଓଡିଶାରୁ ଆସି ଏଠି ବହୁ କଳାକାର ନମ୍ବର ୱାନ ହୋଇଛନ୍ତି। ଏହା ଆମ ପରିବାରର କଳି। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ।

Krushna abhishek govinda fights ends 7 after years
ଶେଷ ହେଲା କି ମାମୁ-ଭଣଜା କଳି; ପୁଣି ମିଶିଲେ କୃଷ୍ଣା-ଗୋବିନ୍ଦା!

ଏବେ ଲାଗୁଛି ମାମୁ-ଭଣଜା କଳି ସମାପ୍ତ ହୋଇଛି। ବର୍ତ୍ତମାନ ଉଭୟଙ୍କ ସଂପର୍କରେ କିଛିଟା ପରିବର୍ତ୍ତନ ହୋଇଛି। ୭ ବର୍ଷ ପରେ କୃଷ୍ଣା ଅଭିଷେକ ଓ ଗୋବିନ୍ଦା ମିଶିଛନ୍ତି। କୃଷ୍ଣାଙ୍କ ଏକ ସୋସିଆଲ୍ ମିଡିଆ ଶେୟାରରୁ ଏହା ଜଣାପଡିଛି।

Netizens doubts annaya pandey aditya roy kapur relationship
ପ୍ରେମରେ ପଡିଛନ୍ତି କି ଆଦିତ୍ୟ ରୟ କପୁର-ଅନନ୍ୟା ପାଣ୍ଡେ; ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ

ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଦୁହିଁଙ୍କୁ ଅତି ନିକଟତର ଭାବେ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି ଆଉ ସେମାନେ ପରସ୍ପରଙ୍କୁ ପ୍ରେମ କରୁଥିବା ଆଶଙ୍କା କରୁଛନ୍ତି।

Swarup Nayak Funeral
ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

କଟକ ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱରୂପଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ମୁଖାଗ୍ନି ଦେଲେ ବଡ଼ ଝିଅ ନିବୃତ୍ତି ନାୟକ ।

Kuna Tripathy
‘ଦୁଇ ଭାଇଙ୍କ କଳିରେ ରାଜନୀତି ହେବା କଥା ନୁହେଁ’

ଓଲିଉଡ କଳିରେ ରାଜନୀତି ପ୍ରବେଶ ପ୍ରସଙ୍ଗରେ ମୁହଁ ଖୋଲିଲେ ଅଭିନେତା ଶ୍ରୀତମ ଦାସ ଓ କୁନା ତ୍ରିପାଠୀ । କହିଲେ..

Odisha will be divided in 2 parts if decision isn’t revoked, warns Congress’ Narasingha Mishra
ଓଲିଉଡ୍‌ କଳିରେ ପଶିଲା ରାଜନୀତି ! ଏମିତି ଚେତାବନୀ ଦେଲେ ବିଧାୟକ ନରସିଂହ ମିଶ୍ର...

‘ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରତ୍ୟାହାର ନକଲେ ଓଡ଼ିଶା ୨ ଭାଗ ହୋଇଯିବ’...ଖୋଲାଖୋଲି ଚେତାବନୀ ଦେଲେ ବିଧାୟକ ନରସିଂହ ମିଶ୍ର

  • Saturday, 28 October 2023
Manoj Mishra
ତେଜିଲା ବ୍ୟାନ୍‌ ବିବାଦ, ବିଷ ଉଦଗାରିଲେ ଅଭିନେତା ମନୋଜ ମିଶ୍ର

ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କଟକ, ଭୁବନେଶ୍ୱର ନୁହେଁ । ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର, ମୁଁ ଜଣେ ଓଡ଼ିଆ । ମୋତେ ବ୍ୟାନ୍‌ କରାଯାଇଛି ବୋଲି କିଛି ଚିଠି ପାଇନି: ମନୋଜ ମିଶ୍ର

Swarup Nayak
ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଦିବଙ୍ଗଦ ସଙ୍ଗୀତଜ୍ଞ ସ୍ୱରୂପ ନାୟକଙ୍କ ଅନ୍ତିମ ସତ୍କାର

କର୍କଟ ରୋଗରେ ପୀଡ଼ିତ ଥାଇ ୭୬ ବର୍ଷରେ ହୋଇଥିଲା ପରଲୋକ, ଦୀର୍ଘ ୬ ଦଶନ୍ଧି ଧରି ଓଲିଉଡ଼ରେ ଚାଲିଥିଲା ସ୍ବରୂପଙ୍କ କାଳଜୟୀ ଯାତ୍ରା...ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ...

  • Saturday, 28 October 2023
 Narasingha Mishra
ଓଲିଉଡ କଳିରେ ପଶିଲା ରାଜନୀତି, ମନୋଜ ମିଶ୍ରଙ୍କ ଦୃଢ଼ ସମର୍ଥନରେ ବିଧାୟକ ନରସିଂହ ମିଶ୍ର

ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ- ନରସିଂହ

Odia Music Director Swarup Nayak passes away
ଆଉ ନାହାନ୍ତି ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

ବିଶିଷ୍ଟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଏକଧାରାରେ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଅଭିନେତା, ଟେଲିଭିଜନ୍ ଜଜ୍ ଥିଲେ..

Odia Music Director Swarup Nayak passes away
ନୀରବି ଗଲା ମତୁଆଲା କରୁଥିବା ସ୍ୱର; ଆଉ ଶୁଭିବନି ବାବୁ ଦା’ ଡାକ

ସ୍ୱରୂପ ନାୟକ ଓରଫ ବାବୁ ଦା’। ତାଙ୍କୁ ବାବୁ ଦା’ ବୋଲି ଡାକିଲେ ନା ସେ ଆଉ ଓ କରିବେ ନା ଆଉ ସେ ଅଭିନୟ କରି ଶୁଣାଇବେ ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା।

Swaroop Nayak
ଅସଂଖ୍ୟ କାଳଜୟୀ ରଚନାକୁ ଓଡ଼ିଆଙ୍କୁ ଭେଟି ଦେଇଛନ୍ତି ସ୍ୱରର ବିନ୍ଧାଣୀ ସ୍ୱରୂପ ନାୟକ

ସ୍ୱରୂପ ନିଜ ସୃଜନର ସର୍ବସ୍ୱ ଅର୍ପଣ କରି ଆଜି ଫେରିଯାଇଛନ୍ତି। ଛାଡି ଯାଇଛନ୍ତି ଅମର ସଙ୍ଗୀତମାନଙ୍କୁ। ଯାହା ସବୁଦିନ, ଆମ ମନରେ ତାଙ୍କୁ ବାନ୍ଧି ରଖିଥିବ।

  • Friday, 27 October 2023
Babushaan
କଳାକାର କଳିର ସମାଧାନ ପାଇଁ ଅପିଲ୍, ବିବାଦ ନ ବଢ଼ାଇବାକୁ ନିବେଦନ କଲେ ବାବୁସାନ୍

ମନୋଜ ବାବୁଙ୍କୁ ଯଦି ବ୍ୟକ୍ତିଗତ ଭାବେ ଆଘାତ ଦେଇଛି ତ ମୁଁ ନିଜେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରୀଆ ଓ ମୋ ମା’ ବି ସମ୍ବଲପୁରୀଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡିଆଙ୍କ ଭିତରେ ଅଛି ।

Odia Music Director Swaroop Nayak
ବିଶିଷ୍ଟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

ବହୁ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ।

  • Friday, 27 October 2023
Anubhav Vs Manoj
ମନୋଜ-ଅନୁଭବ କଳି ! ଓଲିଉଡ୍ ବାଦ୍ ବ୍ୟକ୍ତିଗତ ପ୍ରସଙ୍ଗ ନେଇ ମୁହାଁମୁହିଁ

ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ନେଇ ଓଲିଉଡ୍ ଦୁଇଫାଳ । ତେଜିବାରେ ଲାଗିଛି ଓଲିଉଡ୍ କଳାକାରଙ୍କ କଳି ।

kangana ranaut took a dig at bollywood stars who do gym
କଳାକାରମାନେ ଫିଟ୍‌ନେସ୍‌ରେ ବ୍ୟସ୍ତ, ସେମାନେ ଆଇନା ଦେଖିବାରେ ଦିନ କାଟନ୍ତି: କଙ୍ଗନା ରାଣାୱତ

ଜିମ୍ ଯାଉଥିବା କଳାକାରଙ୍କୁ କଟାକ୍ଷ କରିଛନ୍ତି କଙ୍ଗନା ରାଣାୱତ। କଙ୍ଗନା ଜିମ୍ ଯାଉଥିବା ଅଭିନେତାମାନଙ୍କୁ ପ୍ରଶ୍ନ କରି କହିଛନ୍ତି, “ଭୂମିକା କିମ୍ବା ପ୍ରସ୍ତୁତିର ଆବଶ୍ୟକତା ନ ଥାଇ ବି ସେମାନେ କାହିଁକି ସର୍ବଦା ପ୍ରଥମେ ଜିମ୍ ଯାଆନ୍ତି?

manoj bajpayee did several unnoticed role and film only for money
ଯଦି ଜଣେ ଅଭିନେତା ଘର ଚଳାଇବା ପାଇଁ କିଛି କରନ୍ତି, ତେବେ ଅନୁତାପ କରିବା ଉଚିତ ନୁହେଁ; ମନୋଜ ବାଜପେୟୀ

ନିଜ ଅଭିନୟ ହେତୁ ମନୋଜ ବାଜପେୟୀ ବଲିଉଡରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଦେଇଛନ୍ତି ଯାହାକୁ ଦେଖି ଲୋକମାନେ ଆଜି ଅବାକ ହୋଇଯାଆନ୍ତି। ଅବଶ୍ୟ, ଖୁବ୍ କମ୍ ଲୋକ ଜାଣିଥିବେ ଯେ ବଲିଉଡରେ ପ୍ରସିଦ୍ଧ ହେବା ପୂର୍ବରୁ ମନୋଜ ତାଙ୍କ ପ୍ରାରମ୍ଭିକ କ୍ୟାରିୟରରେ ଏପରି କିଛି ଭୂମିକାରେ ଅଂଶ ଗ୍ରହଣ କରିଥିଲେ, ଯାହା ଲୋକମାନେ କରିବାକୁ ଲଜ୍ଜା କରୁଥିଲେ।

kangana ranau said  her battles were never personal against khans
ତିନି ଖାନ୍‌ଙ୍କୁ ଟାର୍ଗେଟ୍ କରି ଏମିତି କହିଲେ କଙ୍ଗନା ରାଣାୱତ

ନିଜର ଖୋଲାଖୋଲି କଥା ପାଇଁ କଙ୍ଗନା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏକ ବାର୍ତ୍ତାଳାପରେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ସଂଗ୍ରାମ କେବେ ବ୍ୟକ୍ତିଗତ ନୁହେଁ। ସେ ତିନି ଖାନ୍‌ଙ୍କୁ ଟାର୍ଗେଟ୍ କରି କ’ଣ କହିଛନ୍ତି ଜାଣନ୍ତୁ।

rajinikanth is excited to working again with amitabh bachchan
ମୋର ପରାମର୍ଶଦାତା ଅମିତାଭଙ୍କ ସହିତ କାମ କରିବା ନେଇ ମୋ ହୃଦୟ ଆନନ୍ଦରେ ଥରି ଉଠୁଛି: ରଜନୀକାନ୍ତ

ସାଉଥ୍ ଇଣ୍ଡଷ୍ଟ୍ରୀର ଥାଲାଇଭା ରଜନୀକାନ୍ତ ଏବଂ ବଲିଉଡର ଶେହେନ୍‌ସା ଅମିତାଭ ବଚ୍ଚନଙ୍କୁ ବଡ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ପ୍ରାୟ ୩୩ ବର୍ଷ ପରେ ଏଭଳି ହେବାକୁ ଯାଉଛି। ରଜନୀକାନ୍ତ ସୋସିଆଲ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ଏନେଇ ନିଜର ଖୁସି ପ୍ରକାଶ କରିଛନ୍ତି।

Khola Katha with Odia singer Sohini Mishra
ଓଡ଼ିଶାର ଛୋଟି ଲତା ସୋହିନୀ ମିଶ୍ର

ସୋହିନୀ ମିଶ୍ରଙ୍କୁ କାହିଁକି କୁହାଯାଏ ଓଡ଼ିଶାର ଛୋଟି ଲତା ? ଜାଣନ୍ତୁ...

  • Wednesday, 25 October 2023
shahid kapoor announces deva with 1st look
ଆସୁଛି ‘ଦେବା’: ଶାହିଦ କପୁରଙ୍କ ଫାଷ୍ଟ୍ ଲୁକ୍ ଜବରଦସ୍ତ

ବର୍ତ୍ତମାନ ଶାହିଦ କପୁର ପୁଣି ଥରେ ପ୍ରେକ୍ଷାଳୟରେ ହଙ୍ଗାମା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଶାହିଦ କପୁର ଆଜି ବା ଦଶହରା ଦିନ ତାଙ୍କ ଚଳଚ୍ଚିତ୍ର 'ଦେବା'ର ପ୍ରଥମ ପୋଷ୍ଟର୍‌ ରିଲିଜ୍ କରିଛନ୍ତି। ମଧ୍ୟ ଏହି ଲୁକ୍‌କୁ ଖୁବ ପ୍ରଶଂସା କରିଛନ୍ତି।

Manoj Mishra
ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବାସନ୍ଦ

ଓଡ଼ିଶା ଫିଲ୍ମର ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର ବାସନ୍ଦ। ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛନ୍ତି କିଛି ଫିଲ୍ମ ପ୍ରଯୋଜକ ।

Anupam kher wish ram navami on dussehra netizens called fake hindu
ଭୁଲ କରିଦେଲେ ଅଭିନେତା ଅନୁପମ ଖେର୍; ଲୋକ କହିଲେ ନକଲି ହିନ୍ଦୁ

ବିଜୟାଦଶମୀର ଶୁଭ ଅବସରରେ ବଲିଉଡ ଅଭିନେତା ଅନୁପମ ଖେର୍‌ ମଧ୍ୟ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ଏହା ତାଙ୍କ ପାଇଁ ଅସୁବିଧାର କାରଣ ହୋଇଛି ଏବଂ ତାଙ୍କୁ ଟ୍ରୋଲ୍‌ କରାଯାଉଛି। ଲୋକେ ତାଙ୍କୁ କହୁଛନ୍ତି ନକଲି ହିନ୍ଦୁ। ହେଲେ କାହିଁକି…

Happy Birthday Prabhas
ଆଜି ସାଉଥ୍ ସୁପର ଷ୍ଟାର ପ୍ରଭାସଙ୍କ ଜନ୍ମଦିନ; ଏହି ଫିଲ୍ମରୁ ଆରମ୍ଭ କରିଥିଲେ କ୍ୟାରିୟର

୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବର୍ଷମ୍‌’ ପ୍ରଭାସଙ୍କ ଅଭିନୀତ ପ୍ରଥମ ସଫଳ ଚଳଚ୍ଚିତ୍ର ଥିଲା । ଏସ୍ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଛତ୍ରପତି’ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା ।

actress and leader gautami tadimalla resigns from bjp
ବିଜେପିର ହାତ ଛାଡିଲେ ଗୌତମୀ ତାଡିମଲା; ଦେଲେ ସାଂଘାତିକ ଅଭିଯୋଗ

ତାମିଲନାଡୁରେ ବିଜେପିକୁ ବଡ଼ ଝଟ୍‌କା। ଅଭିନେତ୍ରୀ ତଥା ବିଜେପି ନେତା ଗୌତମୀ ତାଡିମଲା ବିଜେପିରୁ ଇସ୍ତଫା ଦେଇଛନ୍ତି। ଗୌତମୀ ଏକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

  • Monday, 23 October 2023
  • BJP