ସାଉଥ୍ର ସବୁଠାରୁ ଲୋକପ୍ରିୟ ତଥା ପ୍ରତିଭାବାନ ଅଭିନେତା ଫହଦ୍ ଫାସିଲ୍ ୪୧ ବର୍ଷ ବୟସରେ ଆଟେନ୍ସନ୍-ଡେଫିସିଟ୍ / ହାଇପରଏକ୍ଟିଭିଟି ଡିସ୍ଅର୍ଡର (ADHD) ନାମକ ଏକ ରୋଗରେ ପୀଡିତ ହୋଇଥିଲେ। ଏହା ଏମିତି ଏକ ରୋଗ ଭଲ ହେବା ସହଜ ନୁହେଁ।
'ପୁଷ୍ପା: ଦି ରାଇଜ୍'ରେ ଦମଦାର ଭିଲେନ୍' ଏସ୍ପି ଭଂୱର ସିଂହ ଶେଖାୱତ'ର ଭୂମିକା ଫହାଦ୍ ଫାଜିଲଙ୍କୁ ରାତାରାତି ତାରକା କରିଥିଲା। ଫହାଦଙ୍କ ଅଭିନୟ ଫିଲ୍ମକୁ ଅଧିକ ଆକର୍ଷଣୀୟ କରିଥିଲା। କିନ୍ତୁ, ନିକଟରେ ଅଭିନେତା ଏହି ଫିଲ୍ମକୁ ନେଇ ଏମିତି କିଛି କହିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।