• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ayushmann Khurrana

Ayushmann khurrana wife tahira kashyap shares romantic photos
ଆୟୁଷ୍ମାନ୍‌ଙ୍କ ଜନ୍ମଦିନରେ ଉତ୍ସାହିତ ହେଲେ ପତ୍ନୀ; ଶେୟାର୍ କଲେ ରୋମାଣ୍ଟିକ୍ ଫଟୋ

ଆୟୁଷ୍ମାନ୍‌ଙ୍କ ଜନ୍ମଦିନରେ ପତ୍ନୀ ତାହିରା କାଶ୍ୟପ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହାକୁ ଆହୁରି ସ୍ୱତନ୍ତ୍ର କରିଦେଇଛନ୍ତି। ନିକଟରେ ବର୍ତ୍ତମାନର ଏକ ଫଟୋ ସହିତ ସେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏଥିସହ ସେ ଏହି ପୋଷ୍ଟକୁ ଏକ ସୁନ୍ଦର କ୍ୟାପ୍‌ସନ୍ ମଧ୍ୟ ଦେଇଛନ୍ତି।

Stree 2 cast fees rajkummar rao got highest gets rs 1 crore more than shraddha kapoor
Stree 2: 'ସ୍ତ୍ରୀ ୨’ କରୁଛି ଦମଦାର ରୋଜଗାର; ଦୁଇଦିନରେ ଉଠାଇଦେଲା ପୂରା ବଜେଟ୍… ଜାଣନ୍ତୁ କିଏ ନେଇଛନ୍ତି କେତେ

'ସ୍ତ୍ରୀ ୨’ ରୋଜଗାର ଦୃଷ୍ଟିରୁ ବହୁତ ଆଗରେ ଅଛି। ଦ୍ୱିତୀୟ ଦିନରେ ମଧ୍ୟ ଭଲ ରୋଜଗାର କରିଏହି ଚଳଚ୍ଚିତ୍ର ୨୦୨୪ର ପ୍ରଥମ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଜାଣନ୍ତୁ କେତେ କଲାଣି ରୋଜଗାର, କିଏ ନେଇଛନ୍ତି କେତେ?

ayushmann khurrana rashmika mandanna team up for horror comedy film vampires of vijay nagar
ସିନେ ପ୍ରେମୀଙ୍କ ପାଇଁ ବଡ ଖବର; ପ୍ରଥମ ଥର ପାଇଁ ରଶ୍ମିକା ମନ୍ଦାନାଙ୍କ ସହ ରୋମାନ୍ସ କରିବେ ଆୟୁଷ୍ମାନ ଖୁରାନା

ଆଦିତ୍ୟ ସତ୍ୟପୋଦର ଏବଂ ଦୀନେଶ ଭିଜନ୍ ଅନ୍ୟ ଏକ ଅନନ୍ୟ ହରର୍-କମେଡି କରିବାକୁ ଆଗ୍ରହ ଦେଖାଇଛନ୍ତି। ସେ 'ୱେମ୍ପାୟାର୍ସ ଅଫ୍ ବିଜୟ ନଗର' ଶୀର୍ଷକରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏଥିରେ ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନାଙ୍କ ରୋମାନ୍ସ ଦେଖିବାକୁ ମିଳିବ।

Border 2 script ready likely to release on 2026 on this day
ସନ୍ନି ଦେଓଲ୍ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର; ଏହିଦିନ ରିଲିଜ୍ ହେବ 'ବର୍ଡର ୨'

'ବର୍ଡର ୨'କୁ ନେଇ ଏକ ବଡ ଅପଡେଟ୍ ଆସିଛି। କୁହାଯାଉଛି ଯେ ଆୟୁଷ୍ମାନ ଖୁରାନାଙ୍କୁ 'ବର୍ଡର ୨'ରେ ସନ୍ନି ଦେଓଲଙ୍କ ସହ ଦେଖିବାକୁ ମିଳିବ। ଏହାର ରିଲିଜ୍ ତାରିଖ ମଧ୍ୟ କୁହାଯାଇଛି। ଆସନ୍ତୁ ଜାଣିବା କେବେ ହେବ ରିଲିଜ୍।

Ayushmann khurrana’s action hero trailer releases
ଆକ୍ସନ ଅବତାରରେ ଆୟୁଷ୍ମାନ ଖୁରାନା; ଆଇଟମ୍‌ ନମ୍ବର ୱାନ୍‌ରେ ମଲାଇକା

ରିଲିଜ୍ ହେଇଛି 'ଏକ ଆକ୍ସନ୍ ହିରୋ'ର ଟ୍ରେଲର। ଏଥିରେ ଆୟୁଷ୍ମାନ ଖୁରାନାଙ୍କୁ ଏକ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ। ଟ୍ରେଲର୍‌ରେ ମଲାଇକା ଅରୋରାଙ୍କ ଏକ ଜବରଦସ୍ତ ଝଲକ ମଧ୍ୟ ଦେଖିବାକୁ ମିଳେ।

Ayushmann Khurrana
ବଲିଉଡ୍‌ରୁ ଦିନେ ମୁହଁ ମୋଡି ନେଇଥିଲେ ଆୟୁଷ୍ମାନ ଖୁରାନା, ଜାଣନ୍ତୁ କାହିଁକି...

ଆଜି ଆୟୁଷ୍ମାନ ଖୁରାନାଙ୍କ ଗଣନା ବଡ ତାରକାମାନଙ୍କ ମଧ୍ୟରେ କରାଯାଉଛି। ତେବେ ଏହି ଜାଗା ଯେ ତାଙ୍କୁ ସହଜରେ ପ୍ରାପ୍ତ ହୋଇଛି ତାହା ନୁହେଁ। ଏଠାରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିଛି। ବଲିଉଡରେ ତାଙ୍କର ପ୍ରଥମ ଦିନଗୁଡିକ ବହୁତ ସଂଘର୍ଷପୂର୍ଣ୍ଣ ଥିଲା। ଆୟୁଷ୍ମାନଙ୍କୁ ଆଜି ଲକ୍ଷ ଲକ୍ଷ ଯୁବକ ଅନୁସରଣ କରୁଛନ୍ତି, କିନ୍ତୁ ତାଙ୍କ ଜୀବନରେ ମଧ୍ୟ ଏପରି କିଛି ସମୟ ଆସିଥିଲା, ଯେତେବେଳେ ସେ ଏହି ସବୁ ଜିନିଷରୁ ଦୂରେଇ ଯିବାକୁ ଚାହୁଁଥିଲେ।