ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ସଲମାନ ଖାନଙ୍କ ସହ ଇନ୍ଷ୍ଟାଗ୍ରାମରେ ଇଦ୍ ପାର୍ଟିର କିଛି ଆଭ୍ୟନ୍ତରୀଣ ଫଟୋ ଶେୟାର କରିଛନ୍ତି। ୯୦ ଦଶକର ଏହି ସୁପର୍ହିଟ୍ ଯୋଡିଙ୍କୁ ପୁଣି ଥରେ ଫଟୋରେ ଦେଖି ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି।
ଘୋଷଣା ହୋଇଛି ଦାଦାସାହେବ ଫାଲ୍କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ । ଫର୍ହାନ୍ ଅଖ୍ତର୍ଙ୍କୁ ଫିଲ୍ମ ‘ତୁଫାନ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର, ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ।
‘ଗଙ୍ଗୁବାଇ କାଠିଆୱାଡି’ ହେଉଛି ଏକମାତ୍ର ସୁପର୍ହିଟ୍ ନାରୀ-କେନ୍ଦ୍ରିକ ଫିଲ୍ମ ଯାହାକି ଲକ୍ଡାଉନ୍ ପରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବଲିଉଡ୍ର ଜଗତ ପାଇଁ ସବୁଠାରୁ ବଡ ନନ୍ ହଲିଡେ’ ଓପେନିଙ୍ଗ୍ ଫିଲ୍ମ ହୋଇ ଯାଇଛି।
ଭିଜେଇ ଦେଲୁ ତୁ ଲାଗୁଛି ଓଦା। ବାସୁଛି ଖାଲି ରଜନୀ ଗନ୍ଧା ରଜନୀ ଗନ୍ଧା। ନାୟକଙ୍କ ରାତିଦିନ ନାୟିକାଙ୍କ ପାଇଁ କଟୁଛି କେବଳ ମିଠା ମିଠା ସ୍ୱପ୍ନରେ...
୧୯୮୦ ମସିହାରେ ଡ୍ରିମ୍ ଗର୍ଲ ହେମାମାଳିନୀଙ୍କ ହାତ ଧରିଥିଲେ ଧର୍ମେନ୍ଦ୍ର।
ଅଭିନେତା ଧର୍ମେନ୍ଦ୍ରଙ୍କୁ ଚାରି ଦିନ ପୂର୍ବରୁ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଟାଇଗର ଶ୍ରଫ୍ଙ୍କ ‘ହିରୋପନ୍ତୀ ୨’ ପ୍ରତି ଦର୍ଶକଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଯେମିତି ଚର୍ଚ୍ଚାରେ ଥିଲା ରିଲିଜ୍ ପରେ ମଧ୍ୟ ଏହାର ରୋଜଗାର ହେତୁ ହେଡ୍ଲାଇନ୍ରେ ରହିଛି।
ଇରଫାନ୍ ଖାନ୍ଙ୍କ ମୃତ୍ୟୁର ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଚରିତ୍ର ଓ ଚଳଚ୍ଚିତ୍ର ସବୁବେଳେ ତାଙ୍କ ଉପସ୍ଥିତିକୁ ଜାହିର ରଖିଛି। ତେବେ ବର୍ତ୍ତମାନ ଇର୍ଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଅଭିନେତାଙ୍କର ଏକ ଫିଲ୍ମ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।
'ରନ୍ୱେ ୩୪' ଅପେକ୍ଷା 'ହିରୋପନ୍ତୀ ୨'କୁ ଭଲ ଓପେନିଂ ମିଳିବା ସହିତ ଏହା ଆଡଭାନ୍ସ ବୁକିଂ ମଧ୍ୟ ବହୁତ ଭଲ ହୋଇଛି। ଅଜୟ ଦେବଗନଙ୍କ ଫିଲ୍ମ ଅପେକ୍ଷା ଟାଇଗରଙ୍କ ଫିଲ୍ମ ବକ୍ସ ଅଫିସ୍ରେ ଦୁଇଗୁଣ ସଂଗ୍ରହ କରିବାରେ ସଫଳ ହୋଇଛି।
ଭାରତୀୟ ସିନେମା ଇତିହାସରେ ପ୍ରଥମ ଚଳଚ୍ଚିତ୍ର 'ରାଜା ହରିଚନ୍ଦ୍ର' ତିଆରି କରି ଅମର ହୋଇଯାଇଛନ୍ତି ଦାଦାସାହେବ ଫାଲ୍କେ। ତାଙ୍କ ନାମ ଆଜି ଇଣ୍ଡଷ୍ଟ୍ରି ପାଇଁ ହୋଇଯାଇଛି ଏକ ସମ୍ମାନ। ତେବେ ଆପଣ ଜାଣନ୍ତି କି କେଉଁ ପରିସ୍ଥିତିରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା?
ଜ୍ୟାକଲିନ୍ଙ୍କ ୭.୨୭ କୋଟିର ସମ୍ପତ୍ତି ED ଜବତ କରିଛି। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍ଙ୍କ ୭.୧୨ କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ମଧ୍ୟ ରହିଛି।
ରେଲୱେରେ ଚାକିରି ପାଇଲେ କି ଭୁବନ ବାଦ୍ୟକାର? କଚା ବାଦାମର ଗାୟକଙ୍କୁ ନେଇ ଏବେ ସବୁଆଡ଼େ ବଢିଛି ଚର୍ଚ୍ଚା । ସୋସିଆଲ ମିଡ଼ିଆରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ।
ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର କଥା କହିବ 'ସାବାସ୍ ମିଟ୍ଠୁ' । ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି।
ବଲିଉଡ୍ରେ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ଇଣ୍ଡଷ୍ଟ୍ରିରେ କ୍ୟାରିୟର ତିଆରି କରିବା ପାଇଁ ସେମାନଙ୍କୁ ପରିବାର ବିରୋଧରେ ଯିବାକୁ ପଡିଥିଲା। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତାରକାମାନେ ପରିବାର ବିରୋଧରେ ଯାଇ ଆଜି ବଲିଉଡ୍ରେ ସେମାନଙ୍କ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।
ହିନ୍ଦୀ ଜାତୀୟ ଭାଷା ନୁହେଁ ଏଭଳି ମନ୍ତବ୍ୟ ଦେଇ ଏବେ ବିବାଦରେ କନ୍ନଡ ଅଭିନେତା କିଚ୍ଚା ସୁଦୀପ। ଏହି ମନ୍ତବ୍ୟ ଏବେ ଏମିତି ବିବାଦ ସୃଷ୍ଟି କରିଛି, ଯାହାକି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ ବଲିଉଡ୍କୁ ଦୁଇ ଭାଗ କରିଛି।
ଅକ୍ଷୟଙ୍କୁ ନେଇ ବଲିଉଡ୍ରେ ସବୁବେଳେ ଚାଲେ ଚର୍ଚ୍ଚା। ରିମେକ୍ ହେଉ କି ଫିଲ୍ମ ସବୁଥିରେ ସେ ବେଶ୍ ଆଗୁଆ। ଏବେ ତାଙ୍କ ପାଖରେ ରହିଛି ଫିଲ୍ମର ଲମ୍ବା ଲିଷ୍ଟ...ହେଲେ ବଲିଉଡ୍ରେ ନୁହେଁ ବରଂ....
ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ
ଦୀପିକା ପାଦୁକୋନଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର। ସେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ର ମୁଖ୍ୟ ଜୁରୀର ଏକ ଅଂଶ ହେବେ। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ଏହି ସୂଚନା ଦେଇଛନ୍ତି।
ଦୁଇ ମାଆଙ୍କ ଭିତରେ ଲଢେଇ, ଦୁଇ ପରିବାର ମଧ୍ୟରେ ଅଶାନ୍ତି। ସତ ଚେଷ୍ଟା ପରେ ବି ମାଆଙ୍କ ପାଇଁ ମିଶିପାରୁନାହାନ୍ତି ନାୟକ-ନାୟିକା। ବାପା ଯେତେ ଚେଷ୍ଟା କଲେ ବି ରୋକି ପାରୁନାହାନ୍ତି ପ୍ରେମର ଶୀତଳ ଯୁଦ୍ଧ..
କରୋନା କାଳରେ ଲୋକଙ୍କୁ ସାହାଯ୍ୟ ସୋନୁଙ୍କୁ ପଡ଼ିଲା ମହଙ୍ଗା। ବଲିଉଡ୍ରେ ସୋନୁଙ୍କୁ ମିଳୁନି ନେଗେଟିଭ୍ ରୋଲ। ସ୍ଥିତି ଏମିତି ହେଲାଣି କି ନିର୍ଦ୍ଦେଶକ ସୋନୁଙ୍କ ପାଇଁ ବଦଳାଉଛନ୍ତି ସ୍କ୍ରିପ୍ଟ। ଫ୍ୟାନ କହିଲେ..
ଗୋଟିଏ ପରେ ଗୋଟିଏ ସାଉଥ ଫିଲ୍ମ ରିଲିଜ୍ ହେଉଥିବା ବେଳେ ରୋଜଗାରର ରେକର୍ଡ ମଧ୍ୟ ଭାଙ୍ଗୁଛି। ଏହି କାରଣରୁ ସାଉଥ୍ ଇଣ୍ଡଷ୍ଟ୍ରିକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି। ଅଭିଷେକ ବଚ୍ଚନ ଏହାକୁ ନେଇ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତୀୟ ସିନେମା ବର୍ତ୍ତମାନ ଏକ ଭଲ ସମୟ ଦେଇ ଗତି କରୁଛି।
ମୁଁ ଆମ୍ବକଷିଆ ଅଦା ହେଲେ ପଖାଳ ତୁ, ମୁଁ ତୋଫା ମଲ୍ଲିଫୁଲ ସକାଳ ତୁ। ଦୋକାନଠୁ ବଜାର, ଗାଁଠୁ ହାଟ...ତରଙ୍ଗର ଏହି ଗୀତ ଏବେ ମଚାଉଛି ଧୁମ୍। ଆପଣ ବି ଥରେ ଶୁଣିନିଅନ୍ତୁ ଏହି ଗୀତ, ଆଉ କମେଂଟ୍ ଦିଅନ୍ତୁ କେମିତି ଲାଗିଲା ଏହି ଗୀତ
ବଲିଉଡ୍ରେ ଏମିତି ଅନେକ କିଛି ଅଛି ଯାହାକୁ ନୱାଜୁଦ୍ଦିନ ସିଦ୍ଦିକି ପସନ୍ଦ କରନ୍ତି ନାହିଁ ଏବଂ ସେ ବଲିଉଡ୍ରେ କାମ କରିବାର କେତେକ ଉପାୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଣ୍ଡଷ୍ଟ୍ରୀର ନାଁ ପରିବର୍ତ୍ତନ ସାଙ୍ଗ ଆହୁରି ଅନେକ କିଛି କହିଛନ୍ତି ସେ।
ବଲିଉଡର ପଙ୍ଗା ଗାର୍ଲ କଙ୍ଗନା ରାଣାୱତ୍ ନିଜର ଏକ ଯନ୍ତ୍ରଣାଦାୟକ ଅନୁଭୂତି ସେୟାର କରିଛନ୍ତି । ପିଲାଦିନେ ସେ ଯୌନ ଶୋଷଣର ଶିକାର ହୋଇଥିବା ନେଇ ସେ ଏକ ସୋ’ରେ କହିଛନ୍ତି ।
ଫିଲ୍ମ ଦୁନିଆରେ ଏକ ସଫଳ ନେଗେଟିଭ୍ ଅଭିନେତା ଭାବେ ପରିଚିତ ସୋନୁ ସୁଦ୍ଙ୍କୁ ମିଳୁନି ନେଗେଟିଭ୍ ରୋଲ୍ । କୋଭିଡ୍ ବେଳେ ଲୋକଙ୍କ ପାଇଁ ଭଗବାନ ସାଜିଥିଲେ ସୋନୁ ସୁଦ୍ ।