• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Priyanka Chopra flawless style in black ruffled gown
ପ୍ରିୟଙ୍କାଙ୍କ ଚେହେରା ହଲିଉଡ୍ ଦୁନିଆକୁ ନଚେଇଦେଲା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏକ ଗହଣା ବ୍ରାଣ୍ଡ୍‌ର କାର୍ଯ୍ୟକ୍ରମରେ ପ୍ୟାରିସ୍‌ ଯାଇଛନ୍ତି। ପ୍ରିୟଙ୍କା ନିଜ ସୌନ୍ଦର୍ଯ୍ୟର ଯାଦୁକୁ ଏଠାରେ ବିସ୍ତାର କରିବାରେ ସଫଳ ହୋଇଛନ୍ତି। ଅନେକ ହଲିଉଡ୍‌ ସେଲିବ୍ରିଟି ମଧ୍ୟ ପ୍ରିୟଙ୍କାଙ୍କୁ ପ୍ରଶଂସା ନ କରି ରହିପାରି ନାହାନ୍ତି।

Sonakshi Sinha reacted on her marriage
ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଚର୍ଚ୍ଚା : ଜାଣନ୍ତୁ କାହାକୁ ବାହାହେବେ

ସୋନାକ୍ଷୀ ସିହ୍ନା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ତାଙ୍କ ବାହାଘରକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ସେ ନିଜ ପ୍ରତିକ୍ରିୟା ଦେଇଛନ୍ତି।

Threat Letter To Salman Khan Police Questioning Gangster Lawrence Bishnoi
ସଲମାନଙ୍କୁ କିଏ ଦେଇଥିଲେ ଧମକ ? ଗ୍ୟାଙ୍ଗଷ୍ଟର ଲରେନ୍ସ କହିଲା,ଏଥିରେ...

ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ଘର ବାହାରୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଦିଲ୍ଲୀ ପୋଲିସ୍‌ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କୁ ପଚରାଉଚରା କରି ଅନେକ ତଥ୍ୟ ଓଗାଳିଛି। ପଚରାଉଚରା ବେଳେ ଲରେନ୍ସ କହିଛି ଯେ, ଏଥିରେ ତାର କୌଣସି ହାତ ନାହିଁ।

Neeraj Pandey says our movies have been remade down south too
ସାଉଥ୍ ଇଣ୍ଡଷ୍ଟ୍ରୀ ବାଲା ମଧ୍ୟ ବଲିଉଡ୍‌କୁ କପି କରନ୍ତି : ନୀରଜ ପାଣ୍ଡେ

ସାଉଥ୍-ବଲିଉଡ୍ ବିବାଦକୁ ଡେଇଁଛନ୍ତି ନୀରଜ ପାଣ୍ଡେ। ବଲିଉଡ୍‌କୁ ମଧ୍ୟ ସାଉଥ୍ ବାଲା କପି କରନ୍ତି ବୋଲି ସେ କହିଛନ୍ତି। ଏହା ଏକ ଟ୍ରାଞ୍ଜିସନ ଫେଜ୍ ଏବଂ ଆମେ ଯେଉଁଭଳି ବିଷୟବସ୍ତୁ ତିଆରି କରୁଛୁ ସେଥିରେ ସୁଧାର ଆଣିବାର ଅଛି ବୋଲି ସେ କହିଛନ୍ତି।

Special story
ବଢ଼ିଲା ସଲମାନ୍‌ ଖାନଙ୍କ ସୁରକ୍ଷା ବ୍ୟବସ୍ଥା : ହତ୍ୟା ଧମକ ପରେ ତତ୍ପର ମୁମ୍ବାଇ ପୋଲିସ

ସିଦ୍ଧୁ ମୁସେୱାଲାଙ୍କ ପରେ ଗ୍ୟାଙ୍ଗଷ୍ଟରଙ୍କର ଟାର୍ଗେଟରେ ସଲମାନ୍‌ ।

Beware, \'Chorani\' is coming to pick your pocket
ରୋଜଗାର କରିବା ପାଇଁ କାମ ନୁହେଁ ବରଂ ଚୋରି କରୁଛନ୍ତି ଏଇ ଅଭିନେତ୍ରୀ....

ରୋଜଗାର କରିବା ପାଇଁ ଇଚ୍ଛା କିନ୍ତୁ ବିନା ପରିଶ୍ରମରେ....ବୁଲି ବୁଲି ଟଙ୍କା ଚୋରି କରୁଛନ୍ତି ଏଇ ଅଭିନେତ୍ରୀ। ଆପଣ ବି ସାବଧାନ ଥାଆନ୍ତୁ...ନହେଲେ ଆପଣଙ୍କ ପକେଟ୍‌...

Bobby deol refutes rumours of Dharmendra being hospitalized
ହସ୍ପିଟାଲରେ ଭର୍ତ୍ତି ହେଲେ ଧର୍ମେନ୍ଦ୍ର!

ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଆସିଛି। ଏ ସମ୍ବନ୍ଧରେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ବବି ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।

Tarang HD
ଖୁବ୍‌ଶୀଘ୍ର ଆସୁଛି ତରଙ୍ଗର HD ଭର୍ସନ, ଓଡ଼ିଶାର ପ୍ରଥମ 24*7 ମନୋରଂଜନ ଭିତ୍ତିକ ଚ୍ୟାନେଲ

୨୦୦୮ରେ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ଅନେକ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟିଦେଇଛି ।

Samrat Prithviraj failed in front of Vikram and Major
‘ବିକ୍ରମ’ ଓ ‘ମେଜର’ ଆଗରେ ଧରାଶାୟୀ ହେଲା ‘ସମ୍ରାଟ ପୃଥ୍ୱୀରାଜ’

ଗୋଟିଏ ଦିନରେ ଆସିଛି ୩ ଫିଲ୍ମ। ସେଗୁଡିକ ହେଲା ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃଥ୍ୱୀରାଜ’ ଏବଂ କମଲ ହାସନଙ୍କ ‘ବିକ୍ରମ’ ସହିତ ଆଦିୱି ଶେଷ୍‌ଙ୍କର ‘ମେଜର’। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ କାହାକୁ ଦେଖିବେ ଆଉ କାହାକୁ ନ ଦେଖିବେ ତାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ। ଏବେ ତାହା ସ୍ପଷ୍ଟ ହେଇଯାଇଛି…

Salman Khan
ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ପରେ ଏବେ ଚିନ୍ତାରେ ବଲିଉଡ୍‌ ଷ୍ଟାର ସଲମାନ ଖାନ

ସଲମାନ ଓ ତାଙ୍କ ବାପା ସଲିମ ଖାନ୍‌ଙ୍କୁ ଚିଠି ମାଧ୍ୟମରେ ହତ୍ୟା ଧମକ ।

Taranga New Seriel Gouri coming soon
ଏଇ ରଜରେ ‘ତରଙ୍ଗ’ର ନୂଆ ଭେଟି ‘ଗୌରୀ’

‘ଗୌରୀ’ ଏକ ଗାଉଁଲି ଚୁଲୁବୁଲି ଝିଅର କାହାଣୀ। ଗାଁ ପରିବେଶରୁ ଆସି ସାଜିଛି ବଡ ଘରର ବୋହୂ। ଯୁବପିଢିଙ୍କୁ ଆଖିରେ ରଖି ପ୍ରସ୍ତୁତ ହୋଇଥିବା ଏହି ଧାରାବାହିକ ସସ୍‌ପେନ୍ସ ଥ୍ରୀଲରରେ ପରିପୂର୍ଣ୍ଣ ହୋଇଥିବା ବେଳେ ରହିଛି ଏକ ନିଆରା ପ୍ରେମ କାହାଣୀ। ଜାଣନ୍ତୁ କେବେ ଓ କେତେବେଳେ ଦେଖିବାକୁ ମିଳିବ।

Last song of KK will release soon
ରିଲିଜ୍ ହେବ କେକେଙ୍କ ଶେଷ ଗୀତ, ଜାଣନ୍ତୁ କେବେ…

କେ.କେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଗାୟକଙ୍କ ଶେଷ ଗୀତ 'ଧୂପ ପାନି ବହନେ ଦୋ...' ରିଲିଜ୍ ହେବ। ଏହି ଗୀତଟି ଆସୁଥିବା ଫିଲ୍ମ 'ଶେରଦିଲ୍ : ଦ ପିଲିଭିତ୍‌ ସାଗା'ର। ଏହି ଗୀତରେ କେ.କେ ତାଙ୍କ ସ୍ୱର ଦେଇଛନ୍ତି।

Yash once bringing tea and cigarettes for senior directors
ସିନିୟରଙ୍କ ପାଇଁ ଦିନେ ଚା’-ସିଗାରେଟ୍ ଆଣୁଥିଲେ କେଜିଏଫ୍ ଫେମ୍ ୟଶ

ଗ୍ଲାମର ଦୁନିଆରେ ଯେଉଁମାନେ ତୃଣମୂଳ ସ୍ତରରୁ ଆସିଥାନ୍ତି ସେମାନଙ୍କୁ ଅନେକ ଷ୍ଟ୍ରଗଲ କରିବାକୁ ହୋଇଥାଏ। ସିନିୟରମାନଙ୍କ ଆଗରେ ମୁଣ୍ଡ ନଇଁ ଚାଲିବାକୁ ହୋଇଥାଏ। ସେମାନଙ୍କ ପାଇଁ ଚା’ ସିଗାରେଟ ମଧ୍ୟ ଆଣିବାକୁ ହୋଇଥାଏ। ଏଥିରୁ ବି ମୁକୁଳି ପାରି ନଥିଲେ କେଜିଏଫ୍ ତାରକା ୟଶ।

Kim Kardashian shocking statement for looking yonger
ନିଜ ଯୌବନକୁ ଚିର ସତେଜ ରଖିବାକୁ କିଛି ବି କରିପାରନ୍ତି ଏହି ଅଭିନେତ୍ରୀ

ହଲିଉଡ୍‌ର ଏହି ଅଭିନେତ୍ରୀ ତାଙ୍କ ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ୪ଟି ସନ୍ତାନର ମା’ କିମ୍, ଖୁବ୍ ଫିଟ୍ ଏବଂ ଟୋନ୍ଡ ବଡିର ମାଲିକାଣୀ। ବର୍ତ୍ତମାନ କିମ୍ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନିଜ ଯୌବନକୁ ସବୁଦିନ ପାଇଁ ସତେଜ ରଖିବାକୁ ନେଇ ସେ ଯାହା କହିଛନ୍ତି ଶୁଣିଲେ ଲାଜରେ ମୁଣ୍ଡ ନଇଁଯିବ।

Samantha Ruth Prabhu opt out of Shah Rukh Khan jawan due to Naga Chaitanya
ନାଗା ଚୈତନ୍ୟଙ୍କ ଯୋଗୁଁ ସାମନ୍ଥାଙ୍କ ହାତରୁ ଖସିଗଲା 'ଜୱାନ୍'

ଆସୁଛି ଶାହରୁଖଙ୍କ ଜବରଦସ୍ତ ଫିଲ୍ମ 'ଜୱାନ୍'। ଏହାର ଟିଜର ରିଲିଜ୍ ପରେ ସିନେପ୍ରେମୀଙ୍କ ଉତ୍ସାହ ବଢିଯାଇଛି। ଏଥିରେ ଶାହରୁଖଙ୍କ ସହ ନୟନତାରାଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମ ପାଇଁ ନୟନତାରା ନୁହେଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ସାମନ୍ଥା ରୁଥ୍ ପ୍ରଭୁ। ଫିଲ୍ମକୁ କାହିଁକି ମନା କଲେ ସାମନ୍ଥା…

premam
ପ୍ରେମିକାଙ୍କୁ ବଞ୍ଚାଇବା ଲାଗି ହାତ ଯୋଡ଼ିଲେ ପ୍ରେମିକ..

ଫିଲ୍ମ ପ୍ରେମକୁ ନେଇ ଏବେ ସବୁଠି ଚର୍ଚ୍ଚା। ପ୍ରେମିକା ଡାକ୍ତର ଖାନାରେ ପଡ଼ିଛନ୍ତି ଆଉ ପ୍ରେମିକାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ ପାଖରେ ଏମିତି ହାତଯୋଡ଼ିଲେ ପ୍ରେମିକ....ଆଉ ତା’ପରେ ହେଲା କ’ଣ?

7 singers and musicians who died in 2022
୨୦୨୨ ସଂଗୀତ ଦୁନିଆ ପାଇଁ ଝଡ; ଚାଲିଯାଇଛନ୍ତି ୭ ତାରକା

୨୦୨୨ ସଂଗୀତ ଦୁନିଆ ପାଇଁ ଏକ ଝଡ ହୋଇ ଆସିଛି। ବର୍ଷର ମାତ୍ର ୫ ମାସରେ ଆମେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ୭ ଜଣ ତାରକାଙ୍କଉ ହରାଇଛୁ। ଅନେକ ଆଗ ଧାଡିର କଳାକାର ଗୋଟିଏ ପରେ ଗୋଟିଏ ବିଦାୟ ନେଇଛନ୍ତି। କିଏ ସେମାନେ ଆସନ୍ତୁ ନଜର ପକେଇ ନେବା।

Anubhav Barsha Martial Discord
ବର୍ଷାଙ୍କୁ ଟଙ୍କା ଦେଲେ ସ୍ୱାମୀ ଅନୁଭବ

ଟଙ୍କା ଡିପୋଜିଟ ନେଇ ଅନୁଭବ କୋର୍ଟଙ୍କୁ ମଧ୍ୟ ଜଣାଇଲେ। 

Filmy Friday Release
ଫସିଗଲେ ଅକ୍ଷୟ ! କାମ ଦେବନି କି ଖିଲାଡି ଷ୍ଟାରଙ୍କ ଆକ୍ଟିଂ ?

ଗୋଟିଏ ଦିନରେ ରିଲିଜ୍ ହୋଇଛି ୩ଟି ବଡ଼ ଓ ହାଇବଜେଟ୍ ଫିଲ୍ମ। ଆଜି ଫ୍ରାଇଡେ’ ରିଲିଜ୍‌ରେ ପୃଥ୍ୱୀରାଜ୍, ବିକ୍ରମ ଏବଂ ମେଜର ବଡ଼ ପରଦାକୁ ଆସିଛି। ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ଫିଲ୍ମରିଲିଜ୍‌ ହୋଇଛି। 

Web series Aashram-3 coming soon
ଅପେକ୍ଷାର ଅନ୍ତ ଘଟେଇ ଆସୁଛି 'ଆଶ୍ରମ ୩'

ବବି ଦେଓଲଙ୍କ‘ଆଶ୍ରମ’ଲୋକଙ୍କ ହୃଦୟକୁ କିଣି ନେଇଥିଲା। ଏହାର ଦୁଇଟା ସିଜନ୍ ପୂର୍ବରୁ ଷ୍ଟ୍ରିମିଂ ହୋଇଥିବା ବେଳେ ଲୋକେ ଏହାର ତୃତୀୟ ସିଜନ୍‌କୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଆଉ କିଛି ଘଣ୍ଟା ପରେ ଏହି ଅପେକ୍ଷାର ଅନ୍ତ ହେବ।

IIFA awards 2022
ଆରମ୍ଭ ହେଇଛି IIFA ପୁରସ୍କାର; ଜାଣନ୍ତୁ କେଉଁମାନେ ଯୋଗ ଦେଉଛନ୍ତି

କରୋନା କାରଣରୁ ଗତ ୨ ବର୍ଷ ହେବ IIFA ପୁରସ୍କାର ହୋଇପାରୁ ନଥିଲା। ଏଥର ହେଉଥିବାରୁ ଲୋକେ ସେମାନଙ୍କ ପ୍ରିୟ ତାରକାଙ୍କୁ ଦେଖିବା ନେଇ ଉତ୍ସାହରେ ଅଛନ୍ତି। ଏନେଇ ଆବୁଧାବୀର ଏକ ଦ୍ୱୀପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବଲିଉଡ୍‌ ସେଲିବ୍ରେଟୀମାନେ ଏଠାରେ ପହଞ୍ଚିବାକୁ ଲାଗିଲେଣି।

KK
କେମିତି ହଠାତ୍‌ ଆସିଲା ହାର୍ଟ ଆଟାକ୍ ! ମୁଣ୍ଡରେ-କାନରେ କେଉଁଠୁ ଆସିଲା କ୍ଷତ ଚିହ୍ନ ?

SSKM ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ରବୀନ୍ଦ୍ର ସଦନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏହି ମହାନ୍ କଳାକାରଙ୍କ ମରଶରୀରକୁ ଦିଆଯାଇଥିଲା ଗନ୍ ସାଲ୍ୟୁଟ୍ ।

ଆମର ବ୍ୟସ୍ତ ଜୀବନ ପାଇଁ ମଝିରେ ମଝିରେ ବିଶ୍ରାମ ଦରକାର : ଅକ୍ଷୟ କୁମାର
ଆମର ବ୍ୟସ୍ତ ଜୀବନ ପାଇଁ ମଝିରେ ମଝିରେ ବିଶ୍ରାମ ଦରକାର : ଅକ୍ଷୟ କୁମାର

କୁହାଯାଉଛି ଯେ ଅତ୍ୟଧିକ ଚାପଯୁକ୍ତ ଜୀବନ କେକେଙ୍କ ମୃତ୍ୟୁର କାରଣ ହେଲା। ଏକ ସାକ୍ଷାତକାରରେ ଅକ୍ଷୟ କୁମାର ଏହାକୁ ନେଇ ନିଜ ମତ ରଖିଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

kk
ଓଡ଼ିଶା ସହ କେ.କେଙ୍କର ନିବିଡ଼ ସମ୍ପର୍କ : ଗୋପାଳପୁର, ପୁରୀ, ଭୁବନେଶ୍ୱରରେ କରିଛନ୍ତି ଶୋ . . .

ଆଜି ବି ପ୍ରେମରେ ବିରହକୁ ସହୁଥିବା ପ୍ରେମିକ ଶୁଣେ ଆଇକନିକ୍ ତଡ଼ପ ତଡ଼ପ ଇସ୍ ଦିଲ ସେ ।