• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିବାଦ ମାମଲା ପରେ ଆଉ ଥରେ ବାହା ହେଲେ କି ଅଭିନେତା ଅନୁଭବ ମହାନ୍ତି ? ଅନୁଭବଙ୍କର ଏକ ବରବେଶ ଫଟୋକୁ ନେଇ ଏବେ ସୋସିଆଲ ମିଡିଆ ରେ ଏଭଳି ଚର୍ଚ୍ଚା ହେଉଛି।

ଅନୁଭବ ବରବେଶରେ ଥିବା ବେଳେ ବୋହୂ ବେଶରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି। ଭାଇରାଲ୍‌ ଫଟୋ ଓ ଭିଡିଓରୁ ଏହା ଏକ ବିବାହ ଉତ୍ସବର ପରିବେଶ ଭଳି ମଧ୍ୟ ମନେ ହେଉଛି। ଉତ୍ସବରେ ବହୁ ଲୋକଙ୍କୁ ଏକାଠି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହା ପିଲ୍ମ ଶୁଟିଂ ସେଟ୍‌ର ବୋଲି ଚର୍ଚ୍ଚା ହେଉଛି। 

OTV is now on Whatsapp

Join and get latest news update delivered to you via whatsapp

Join Now