ଦୁଇ ଭାଇରେ ଗୋଟିଏ ଝିଅ ବୋଲି ଭାରି ଗେହ୍ଲା। ଘର ବୁଝିଲା ସୁଝିଲା ଝିଅ ସବାନା...ସବୁ ପରିସ୍ଥିତିକୁ ବୁଝିପାରୁଥିବା ଝିଅଟିଏ ସବାନା...ଦେଖନ୍ତୁ କେମିତି ଆକ୍ଟିଂ କରୁଛନ୍ତି ଅର୍ଚ୍ଚିତା?
ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘର ଛାଡିଛନ୍ତି। ଅନ୍ୟପକ୍ଷେ, ପୋଲିସ୍ ଉପସ୍ଥିତିରେ ଘରେ ପ୍ରବେଶ କରିବା ପାଇଁ ଅନୁଭବ ପୁରୀଘାଟ ଥାନାରେ ଲିଖିତ ଭାବେ ଆବେଦନ କରିଛନ୍ତି।
ଅନ୍ତ ହୋଇଛି 'ବିଗ୍ ବସ୍ ୧୬' ପାଇଁ ଅପେକ୍ଷା କରିଥିବା ଦର୍ଶକଙ୍କର। ଏଥିରେ କୃଷ୍ଣା ଅଭିଷେକଙ୍କୁ ଏକ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା ଏଥିରେ ତାଙ୍କର କ’ଣ ଭୂମିକା ରହିଛି…
ପ୍ରଥମ ଦିନରୁ ମନ ମୋହିଲା 'ପୋନ୍ନିୟନ ସେଲ୍ଭନ୍-୧'। ରୋଜଗାରରେ 'ବିକ୍ରମ ବେଧା'କୁ ପଛରେ ପକେଇଲା। ଓପେନିଙ୍ଗ୍ ମାମଲାରେ ହେଲା ତୃତୀୟ ସର୍ବୋଚ୍ଚ ତାମିଲ ଫିଲ୍ମ।
ଇତିହାସ ରଚିଲେ ମିକା ସିଂହ। ନିଜର ଏକ ଦ୍ୱୀପ କିଣି ହେଲେ ପ୍ରଥମ ଭାରତୀୟ। ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର୍ ଧରିଛି।
ତାଲିମ୍ ରିମେକ୍ ‘ବିକ୍ରମ ବେଧା’ ରିଲିଜ୍ ହୋଇଥିବା ବେଳେ ବାସ୍ତବ ଲାଗୁନି ହ୍ରିତିକ୍ଙ୍କ ଚରିତ୍ର। ତାଙ୍କର ମଇଳା ଚେହେରା, ଦାଢି ଓ ଚୁଟି ତାଙ୍କୁ ଫିଟ୍ ହେଉ ନଥିବା ଦେଖାଯାଏ। ତାମିଲ୍ର ମୂଳ ଫିଲ୍ମରେ ବେଧା ଚରିତ୍ର ଜଣେ ବାସ୍ତବ ଖଳନାୟକ ଭଲି ଲାଗୁଥିବା ବେଳେ ଏଥିରେ ସିନେମାଟିକ୍ ଖଳନାୟକ ଭଳି ଲାଗୁଥିବା ଦେଖାଯାଏ।
ଅଭିନେତ୍ରୀ କରାଇବା ଆଳରେ ପ୍ରଯୋଜକ ଅକ୍ଷୟ ପରିଜା ଯୌନ ନିର୍ଯାତନା ଦେଉଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଛନ୍ତି।
ଦ୍ୱିତୀୟ ଜାଲିଓ୍ୱାନାଓ୍ୱାଲାବାଗ୍ କୁହାଯାଉଥିବା ଭଦ୍ରକର ଇରମ୍ ପୀଠରେ ସହିଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ସ୍ୱାଧୀନତା ସଂଗ୍ରାମ ତଥା ଭାରତ ଛାଡ଼ ଆନ୍ଦୋଳନ ପୃଷ୍ଠଭୂମିରେ ଖାଲି ମାଟିର କଥା ନୁହେଁ; ଏକ ମୌଳିକ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସ୍ରେ ଖୁବ୍ଶୀଘ୍ର ରିଲିଜ ହେବାକୁ ଯାଉଛି ଓଡ଼ିଆ ୱେବ୍ସିରିଜ୍ ‘ରକ୍ତତୀର୍ଥ’
୨୮ ସେପ୍ଟେମ୍ବର ୧୯୪୨। ସାରା ଭାରତକୁ ଦୋହଲାଇ ଦେଇଥିଲା ଭଦ୍ରକ ବାସୁଦେବପୁରର ଇରମ୍। ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇଥିବା ଓଡ଼ିଆ ପୁଅ ନିଜ ମାଟି ମାଆ ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିଲେ।
ପରଦାରେ ଖୁବ୍ ଶିଘ୍ର ଆସିବ ‘ବିଗ୍ ବସ୍ ସିଜନ ୧୬’। ସଲମାନ ଖାନ ପୁଣି ହୋଷ୍ଟ୍ କରୁଥିବା ନଜର ଆସିବେ। ତେବେ ସେ କାହିଁକି ବାରମ୍ବାର ହୋଷ୍ଟ କରୁଛନ୍ତି, ତା’ର ଖୁଲାସା କରିଛନ୍ତି
ବିଗ୍ ବସ୍-୧୬ରେ ସଲମାନଙ୍କ ଚାର୍ଜକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ସଲମାନ ଏହି ସୋ ପାଇଁ କୁଆଡେ ୧୦୦୦ କୋଟି ଦାବି କରୁଥିବା କୁହାଯାଉଛି। ସଲମାନ ଏହି ପ୍ରେସ୍ ମିଟ୍ରେ ଏହାର ସତ୍ୟତା ସାମ୍ନାକୁ ଆଣିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତର କାହାଣୀ କହିବ ‘ବାଲ୍ ନରେନ୍’ । ପୱନ ନାଗପାଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଏହି ଦିନ ରିଲିଜ୍ ହେବାକୁ ଯାଉଛି। ଜାଣନ୍ତୁ କ’ଣ ରହିଛି କାହାଣୀ…
ଲତାଜୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଯୋଧ୍ୟାର ସରଯୂ ନଦୀ ଘାଟରେ ନିର୍ମାଣାଧୀନ ୪୦ ଫୁଟର ବୀଣାର ପ୍ରତିକୃତିଙ୍କୁ ଲତାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରିଛନ୍ତି ପ୍ରଧାନମନ୍ତ୍ରୀ । ପାଖାପାଖି ୧୪ ଟନ ଓଜନର ବୀଣାକୁ ସ୍ଥାପନ କରିବା ପାଇଁ କ୍ରେନ୍ର ସହାୟତା ନିଆଯାଇଥିଲା। ଏବେ ଏହି ବୀଣା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ସ୍ୱରର ମଲ୍ଲିକା ତାଙ୍କର ଅବସର ସମୟରେ ରିୟାଜ୍ କରନ୍ତି କିମ୍ବା ତାଙ୍କ ପ୍ରିୟ ଖେଳ କ୍ରିକେଟ୍ ଦେଖିବାକୁ ପସନ୍ଦ କରନ୍ତି। ୧୯୮୩ ମସିହାରେ ଲର୍ଡସ୍ରେ ଆୟୋଜିତ ଗୌରବମୟ ବିଶ୍ୱ କ୍ରିକେଟ୍ କପ୍ ବିଜୟର ସାକ୍ଷୀ ମଧ୍ୟ ଲତା ମଙ୍ଗେସ୍କର୍। ତେବେ ଆସନ୍ତୁ ଜାଣିବା କିପରି ଲତା ଜୀଙ୍କ କ୍ରିକେଟ୍ ପ୍ରତି ଆସିଲା ଆଗ୍ରହ।
ସଙ୍ଗୀତର ଶିଖର ଛୁଇଁଥିବା ଲତା ମଙ୍ଗେଶକର ଦର୍ଶକଙ୍କୁ ହଜାର ହଜାର ଗୀତ ଭେଟିଦେଇଛନ୍ତି। ସ୍ୱର କୋଳିଳ ଲତା ମଙ୍ଗେଶକରଙ୍କ ଜନ୍ମଦିନ ଅବସରରେ ଅଯୋଧ୍ୟାରେ ଉଦ୍ଘାଟିତ ହେବ ଲତା ମଙ୍ଗେଶକର ଛକ।
‘ଦାଦାସାହେବ ଫାଲକେ ପୁରସ୍କାର’ରେ ସମ୍ମାନିତ ହେବେ ଆଶା ପାରେଖ। ପିଲାବେଳେ ଦେଖୁଥିଲେ ଡାକ୍ତର ବା ଆଇଏଏସ୍ ହେବାର ସ୍ୱପ୍ନ। ଭାଗ୍ୟ କରିଦେଲା ଅଭିନେତ୍ରୀ। ଅନେକ ବିବାଦର ସମ୍ମୁଖିନ ହୋଇଥିବା ଆଶାଙ୍କ ଜୀବନରେ ରହିଛି ଅନେକ ରୋଚକ କଥା। ଆସନ୍ତୁ ଜାଣିବା…
ଦେଶର ଟପ୍ ରିଅଲିଟି ଶୋ’ DID ସୁପର୍ ମମ୍ ସିଜିନ୍-୩ର ବିଜେତା ମୁକୁଟ ପିନ୍ଧିଛନ୍ତି ହରିୟାଣାର ବର୍ଷା ବୁମ୍ରା ।
ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ ପାଇବେ ଏହି ସମ୍ମାନଜନକ ପୁରସ୍କାର
ନାୟିକା ତନୁଶ୍ରୀ ଭାରି ଚୁଲୁବୁଲୀ… ଆଜି ସେ ଝୁମୁକା କିଣୁଛନ୍ତି…
ଶାହରୁଖ ସୋସିଆଲ ମିଡିଆରେ ତାଙ୍କର ଏକ ସାର୍ଟଲେସ୍ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କର ଟୋନ୍ ଆବ୍ସ ଦେଖିବାକୁ ମିଳିଛି। ପତ୍ନୀ ଗୌରୀ ଖାନ୍ ଏହା ଦେଖି ଏକ ମଜାଳିଆ ଢଙ୍ଗରେ ଏମିତି କହିଛନ୍ତି।
ରିଲିଜ୍ ହୋଇଛି 'ରାମ ସେତୁ'ର ଟିଜର୍। ଏଥିରେ ଅକ୍ଷୟଙ୍କୁ ଏକ ଦମ୍ଦାର୍ ଲୁକ୍ ଓ ଆକ୍ସନରେ ଦେଖିବାକୁ ମିଳିବେ। ଦର୍ଶକ ଏହାକୁ ଦେଖି ଫିଲ୍ମ ପାଇଁ ଉତ୍ସାହିତ ହୋଇପଡିଛନ୍ତି।
ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।
ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଦର୍ଶକଙ୍କୁ ନବରାତ୍ରି ଉପହାର ଦେଇଛନ୍ତି। ଦର୍ଶକ ଏବେ ଆୟନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ମାତ୍ର ୧୦୦ ଟଙ୍କାରେ ଦେଖିପାରିବେ।