ଚିକିତ୍ସା ପାଇଁ ହାଇଦ୍ରାବାଦ ଗଲେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଲାଗି ଦିଲ୍ଲୀରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ବଲିଉଡ୍ରେ ଅନେକ ଭୟଙ୍କର ଭିଲେନ୍ ନଜର ଆସିଛନ୍ତି। ସେ କିନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏମିତି ଜଣେ ଭିଲେନ୍ ଯିଏ ପାଖାପାଖି ୫୦୦ ଚଳଚ୍ଚିତ୍ର କରିଛନ୍ତି, ଏଥିରୁ ୩୦୦ରୁ ଅଧିକ ଏମିତି ଫିଲ୍ମ ଅଛି ତାଙ୍କୁ ଜଣେ ବଳାତ୍କାରୀ ଭାବେ ଦେଖାଯାଇଛି।
ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ମାରପିଟ୍ ଓ ଘରେ ତାଲା ପକାଇବା ଭଳି ଅନେକ ଗୁରୁତର ଅଭିଯୋଗ ଲଗେଇଛନ୍ତି। କିନ୍ତୁ, ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ଅଭିଯୋଗ ଯୋଡି ହୋଇଛି ଏବଂ ଏହା ଅତ୍ୟନ୍ତ ଗମ୍ଭୀର।
ଫିଲ୍ମଟି ଏକ ବଙ୍ଗାଳୀ ପରିବାରର କାହାଣୀ ଉପରେ ଆଧାରିତ । ଦେବୀକା ଚାଟାର୍ଜୀ ଭୂମିକାରେ ରାନୀଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ରାନୀ ଓରଫ ଦେବୀକାଙ୍କ ୨ଟି ସନ୍ତାନ ରହିଛି । ଯାହାକୁ ଦେବୀକା ଖୁବ୍ ଭଲ ପାଇବା ସହ ସ୍ନେହ ଦେଉଥିବା ଦେଖିବାକୁ ମିଳିବ ।
ବଲିଉଡ୍ର ସବୁଠୁ ଦାମୀ ଅଭିନେତ୍ରୀଙ୍କ ତାଲିକାରେ ଇଣ୍ଡଷ୍ଟ୍ରିର ଅନେକ ବରିଷ୍ଠ ଅଭିନେତ୍ରୀଙ୍କ ନାମ ରହିଛି। ଏହି ଅଭିନେତ୍ରୀମାନେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି। ତେବେ ଆସନ୍ତୁ ଆଜି ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା-
ଦାଦା ସାହେବ ଫାଲ୍କେ ପୁରସ୍କାର ତାଲିକାକୁ ଗ୍ରହଣ କରିପାରି ନାହାନ୍ତି ପଙ୍ଗା ଗାର୍ଲ କଙ୍ଗନା ରାଣାୱତ। ସେ ଏହି ତାଲିକାକୁ ନାକଚ କରିଛନ୍ତି ଆଉ ନୂଆ ତାଲିକା ପ୍ରସ୍ତୁତ କରିଛନ୍ତି। ଜାଣନ୍ତୁ ତାଙ୍କ ତାଲିକାରେ କେଉଁମାନେ ଉପଯୁକ୍ତ କଳାକାର।
ଆୟୋଜିତ ହୋଇଯାଇଛି ‘ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’। ଅନେକ କଳାକାର ଓ ଫିଲ୍ମକୁ ଏଥିରେ ପୁରସ୍କୃତ କରାଯାଇଛି। ଆସନ୍ତୁ ଜାଣିବା କିଏ କ’ଣ ପାଇଛନ୍ତି।
ଖାଲି ସେତିକି ନୁହେଁ ତାଙ୍କ ହାତକୁ ବି ଧରିଥିଲେ । ସୋନୁ ଏନେଇ ଆପତ୍ତି ଜଣାଇଥିବା ବେଳେ ତାଙ୍କ ବନ୍ଧୁମାନେ ମଧ୍ୟ ଏହାକୁ ବାରଣ କରିଥିଲେ ।
ସେ ହେଲେ ୯୦ ଦଶକର ଚର୍ଚ୍ଚିତ ଅଭିନେତ୍ରୀ। ବଲିଉଡକୁ ଅନେକ ଚଳଚ୍ଚିତ୍ର ଦେବାପରେ ହଠାତ୍ ତାଙ୍କ କ୍ୟାରିଅରରୁ ବିରତି ନେଇ ପାରିବାରିକ ସମୟକୁ ଉପଭୋଗ କରିଥିଲେ ଏବଂ ପରେ କର୍କଟ ରୋଗକୁ ପରାସ୍ତ କରିଥିଲେ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ପ୍ରକାଶ ରାଜ 'ଦ କାଶ୍ମୀର ଫାଇଲ୍ସ'କୁ ନିନ୍ଦା କରିଛନ୍ତି। ଚଳଚ୍ଚିତ୍ର ଉପରେ ଏକ ସମାଲୋଚନାମୂଳକ ମତ ଦେଇଛନ୍ତି, ଯାହାକୁ ଅନୁପମ ଖେର ଆଦୌ ପସନ୍ଦ କରି ନାହାନ୍ତି। ଅନୁପମ ଖେର ବର୍ତ୍ତମାନ ଏହାର ଜବାବରେ କହିଛନ୍ତି….
କମେଡି କିଙ୍ଗ୍ ଗୋବିନ୍ଦା ଏବଂ ଚୁଲ୍ବୁଲି ନାୟିକା କରିସ୍ମା କପୁରଙ୍କ ବଲିଉଡ୍କୁ ଦେଇଛନ୍ତି ୧୧ଟି ହିଟ୍ ଫିଲ୍ମ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏମିତି ହଠାତ କ’ଣ ହେଲା ଯେ ସେମାନଙ୍କ ଯୋଡି ଭାଙ୍ଗିଗଲା। ଆସନ୍ତୁ ଏହା ପଛର କାରଣ ଜାଣିନେବା।
ଦୀପିକା ପାଦୁକୋନ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ରର ରିଲିଜ ତାରିଖର ପୋଷ୍ଟର ଶେୟାର କରିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହିତ ପ୍ରଶଂସକମାନେ ପ୍ରଭାସ ଏବଂ ଦୀପିକାଙ୍କ ଯୋଡି ଦେଖି ସୋସିଆଲ ମିଡିଆରେ କମେଣ୍ଟ ପରେ କମେଣ୍ଟ ଦେଇଚାଲିଛନ୍ତି।
ଖୁବ୍ କମ ଟଙ୍କାରେ ତିଆରି ହୋଇଥିଲା 'ଧୂମ୍'। ନିର୍ମାତା କେବଳ ବାଇକ୍ରେ ଦେଇଥିଲେ ଧ୍ୟାନ। ତେବେ ଜନ୍ଙ୍କୁ ସେମିତି କିଛି ଡାଏଲଗ୍ ମିଳି ନଥିଲା। କାହିଁକି ଏହି ଫିଲ୍ମ୍ ସାଇନ୍ କଲେ ଜାଣନ୍ତୁ…
କାର୍ତ୍ତିକ ଆର୍ଯ୍ୟଙ୍କ' ଶେହଜାଦା' ଏବଂ ହଲିଉଡ ଚଳଚ୍ଚିତ୍ର 'ଆଣ୍ଟ ମ୍ୟାନ୍ ଆଣ୍ଡ୍ ୱାସ୍ପ: କ୍ୱାଣ୍ଟମ୍ମାନିଆ' ପରଦାକୁ ଆସିଛି। ‘ପଠାନ୍’ ସହ ଏହାର କଡ଼ା ଟକ୍କର ହେବ। ଏବେ ବକ୍ସ ଅଫିସରେ 'ପଠାନ'ର ଶେଷ ହୁଙ୍କାର ହେବନି ତ…
ଆଲିଆ ଭଟ୍ଟ ଆରମ୍ଭ କରିଛନ୍ତି ନୂଆ ବ୍ରାଣ୍ଡ୍। ଦେଶ ଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ଏହାର ଚାହିଦା ବଢିଚାଲିଛି। ସେ ଏହାକୁ ଆହୁରି ଆଗକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ଚକ୍କରରେ ଛାଡିଦେବେନି ତ ବଲିଉଡ୍…
ୱେବ୍ ସିରିଜ୍ 'ତାଜ୍ ଡିଭାଇଡେଡ୍ ବାଏ ବ୍ଲଡ୍' ସହିତ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି ଧର୍ମେନ୍ଦ୍ର। ତାଙ୍କର ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଛି। ଥରେ ନଜର ପକାନ୍ତୁ…
ବଲିଉଡ୍ର ଫିଟ୍ନେସ୍ ହିରୋ ଭାବେ ଟାଇଗର୍ ଶ୍ରଫ୍ ବେଶ୍ ପରିଚିତ। ସେ ତାଙ୍କ ପ୍ରଶଂସକଙ୍କୁ ଖୁସି କରିବା ନେଇ ଅନେକ ଫଟୋ ଶେୟାର କରନ୍ତି। ଏବେ ତାଙ୍କର ଏମିତି ଏକ ଫଟୋ ପାଇଁ ସେ ଟାର୍ଗେଟ୍ର ଶିକାର ହୋଇଛନ୍ତି।
ଆଜି ବାପି ଲାହିରିଙ୍କ ପୁଣ୍ୟତିଥି। ତାଙ୍କୁ ଭଲ ପାଉଥିବା ସେ ବଲିଉଡକୁ ଏକାଧିକ ମନଛୁଆଁ ଗୀତ ଦେଇଛନ୍ତି। ଚଳଚ୍ଚିତ୍ରରେ ନିଜର ସ୍ୱତନ୍ତ୍ର ସ୍ୱର ଏବଂ ସଙ୍ଗୀତ ପାଇଁ ବାପି ସର୍ବଦା ଜଣାଶୁଣା। ଆପଣ ଜାଣିଛନ୍ତି କି ସେ କାହିଁକି ଏତେ ଅଳଙ୍କାର ପିନ୍ଧୁଥିଲେ? ଦେଖନ୍ତୁ…
ଭାଲେଣ୍ଟାଇନ୍ ଡେ’ରେ ପ୍ରେମୀ ଯୋଡିମାନେ ସେମାନଙ୍କ ଦିନକୁ ସ୍ୱତନ୍ତ୍ର କରିବାକୁ କୌଣସି ସୁଯୋଗ ବି ହାତଛଡା କରୁ ନାହାନ୍ତି। କିନ୍ତୁ ବଲିଉଡ୍ରେ ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ବିବାହ ଭଳି ଏକ ସାମାଜିକ ପ୍ରଥାକୁ ନ ଆପଣେଇ ସେମାନଙ୍କ ଅବିବାହିତ ଜୀବନକୁ ୪୦ ବର୍ଷ ପରେ ବି ଖୁବ ଖୁସିରେ ଜୀଉଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।
ପ୍ରେମ ଦିବସରେ ଗୋଲାପ ନୁହେଁ ରକ୍ତରେ ଲାଲ ହୋଇଥିଲା ଭାରତ। ଘଟଣାକୁ ୪ ବର୍ଷ ପୂରିଲାଣି..ସେଦିନ ଭୟଙ୍କର ଦୃଶ୍ୟ କଥା ମନେ ପଡିଲେ ଆଜି ବି ଥରିଯାଏ ଛାତି
ଯଦି ଆପଣମାନେ ନିଜର ଭାଲେଣ୍ଟାଇନ୍ ଡେ’ ପାଇଁ କୌଣସି ବିଶେଷ ଯୋଜନା କରିନାହାନ୍ତି, ତେବେ ନିଜ ପାର୍ଟନର୍ ସହିତ ଘରେ ବସି ଏମିତି କିଛି ରୋମାଣ୍ଟିକ୍ ସିନେମା ଦେଖି ଭାଲେଣ୍ଟାଇନ୍ସ ଡେ’ ପାଳନ କରିପାରିବେ। ତେଣୁ ବିଳମ୍ବ ନକରି ଆସନ୍ତୁ ଏହି ୫ଟି ରୋମାଣ୍ଟିକ୍ ଚଳଚ୍ଚିତ୍ର ବିଷୟରେ ଜାଣିବା ଆଉ ଦେଖିବା।
ଆସୁଛି ସାଉଥ୍ ସୁପର୍ଷ୍ଟାର୍ ପ୍ରଭାସଙ୍କ ଆକ୍ସନ୍ ଫିଲ୍ମ ‘ସାଲାର୍’। ଏହାକୁ ମଧ୍ୟ ‘ବାହୁବଲୀ’ ଫର୍ମାଟ୍ରେ ରିଲିଜ୍ କରାଯିବ ବୋଲି ଖବର ଆସିଛି। ଜାଣନ୍ତୁ କେବେ ହେବ ରିଲିଜ୍।
‘ପଠାନ୍’କୁ ନେଇ ଶାହରୁଖ ଖାନ ଏବେ ପ୍ରଶଂସକଙ୍କର ପ୍ରିୟ ହୋଇଯାଇଛନ୍ତି। ଏବେ ବି ଅନେକ ହଲ୍ରେ ‘ପଠାନ୍’ ଚାଲିଛି। ଏହାରି ଭିତରେ ‘ପଠାନ’ରେ ଶାହରୁଖଙ୍କ ଲୁକ୍ ଓ ୮ ପ୍ୟାକ୍ ଆବ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା କ’ଣ ନକଲି ?...
ଭାଇରାଲ୍ ହେଉଛି କିଆରା ଆଡଭାନୀ ଏକ ଫଟୋ। ଏଥିରେ ସେ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ନଜର ଆସିଛନ୍ତି। ଏହାକୁ ଦେଖି ଲୋକେ ରାଗିଯାଇଛନ୍ତି ଓ କହିଛନ୍ତି…
ଶାହୀଦ କପୁର ଓ ଶହନାଜ ଗିଲ୍ଙ୍କ ଏକ କଥାବାର୍ତ୍ତାରେ ଶହନାଜ ପୁଅମାନଙ୍କ ଉପରେ ବିଶ୍ୱାସ ହରେଇଥିବା କଥା କହିଛନ୍ତି। ଏହା ସହ ସେ ଶାହୀଦଙ୍କୁ ମିଛୁଆ ବୋଲି ମଧ୍ୟ କହିଛନ୍ତି। ଏହାର ପ୍ରତିକ୍ରିୟାରେ ଶାହୀଦ କୁହନ୍ତି…