• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Odisha Schools To Reopen Today After 11 Day Summer Vacation
୧୧ ଦିନ ଖରାଛୁଟି ପରେ ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍‌

 ୧୧ ଦିନିଆ ଖରା ଛୁଟି ପରେ ପୁଣି ଥରେ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍‌ ପାଠପଢା ଆଜିଠୁ ଆରମ୍ଭ ହେବ। ସକାଳ ସ୍କୁଲ୍‌ ବଦଳରେ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ।

After Summer Vacation New Academic Sessions To Begin In Odisha
ଖରାଛୁଟି ପରେ ସ୍କୁଲ୍‌ରେ କେମିତି ହେବ ପାଠପଢ଼ା ? ଜାରି ହେଲା ନିୟମାବଳୀ...

ଖରାଛୁଟି ସରିବା ପରେ କିଭଳି ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ( OSEPA) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି।

5T School
ସ୍କୁଲ ରୂପାନ୍ତରୀକରଣ ନାଁରେ ବାଃ ବାଃ ନେଉଛନ୍ତି ସରକାର, ହେଲେ ପିଲାଙ୍କ ଭବିଷ୍ୟତ ଅନ୍ଧାର

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ୮ ହଜାର ଶିକ୍ଷକଙ୍କୁ ନିଯୁକ୍ତ କଲେ । ହେଲେ ଏବେ ବି ଅପହଞ୍ଚ ଅଞ୍ଚଳର ସ୍କୁଲ୍ ଗୁଡିକରେ ଶିକ୍ଷକ ଅଭାବ ।

UPSC Civil Services Prelims 2022
UPSC Civil Services Prelims 2022: ପରୀକ୍ଷା ସେଣ୍ଟରରେ ଛାତ୍ରଛାତ୍ରୀ

କଟକ ଖ୍ରାଷ୍ଟ ମହାବିଦ୍ୟାଳୟରେ UPSC ୨୦୨୨ର ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଦୁଇଟି ସିଟିଂ ମାଧ୍ୟମରେ ଏହି ପରୀକ୍ଷା ହୋଇଥିବାର ଜଣାପଡିଛି । ପ୍ରଥମ ସିଟିଂ ସକାଳ ୯ ଟା ୩୦ରୁ ଆରମ୍ଭ ହୋଇ ୧୧ ଟା ୩୦ ପର୍ଯ୍ୟନ୍ତ ଚାଲିଥିବାବେଳେ ଦ୍ୱିତୀୟ ସିଟିଂ ୨ ଟା ୩୦ରୁ ଆରମ୍ଭ ହୋଇ ୪ .୩୦ ପର୍ଯ୍ୟନ୍ତ ଚାଲିଥିଲା । ଦେଖନ୍ତୁ ପରୀକ୍ଷା ପୂର୍ବର କିଛି ଦୃଶ୍ୟ...

Odisha BSE Matric examination results to be announced in June last week
କେବେ ବାହାରିବ ମାଟ୍ରିକ ରେଜଲ୍ଟ ? ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ...

ମେ’ ୨୧ରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଦଶମ ଶ୍ରେଣୀ ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯାଇଥିଲା। ରାଜ୍ୟର ମୋଟ୍‌ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା। 

Odisha CHSE Plus 2 Exams 2022 begin today
ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ଆରମ୍ଭ

୬୪ ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନଲାଇନ ଯୋଗେ ମୂଲ୍ୟାୟନ ହେବ । ୨ ଟି ପର୍ଯ୍ୟାୟରେ ଖାତା ଦେଖା ହେବ ।

OJEE Exam
ପ୍ରକାଶ ପାଇଲା OJEE ପରୀକ୍ଷାସୂଚୀ, ଜାଣନ୍ତୁ କେଉଁ ଦିନ କେଉଁ ପରୀକ୍ଷା..

OJEE-୨୦୨୨ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ ।

IAS - IPS - IFS
ସିଭିଲ୍ ସର୍ଭିସରେ କାହିଁକି କମୁଛି ଓଡିଆ ପିଲାଙ୍କ ସଫଳତା ହାର ?

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପୁଣି ଓଡିଆ ପିଲାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ । କେବଳ ଏଥର ନୁହେଁ, କ୍ରମାଗତ ଭାବେ ସଫଳତା ତାଲିକାରେ ଓଡିଆଙ୍କ ସଂଖ୍ୟା କମିବାରେ ଲାଗିଛି ।

UPSC civil services
ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ଓଡ଼ିଆ ପିଲା, ସେମାନଙ୍କ ବିଷୟରେ ଜାଣନ୍ତୁ

ସୋମବାର ଦିନ ସର୍ବଭାରତୀୟ ପ୍ରାଶାସନିକ ସେବା ୨୦୨୧ ବର୍ଷ ପାଇଁ ଅନୁଷ୍ଠିତ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି

Plus Two Exam Mark Evaluation Will Start From June 2
ଜୁନ୍ ୨ରୁ +୨ ଖାତାଦେଖା

ଜୁନ୍ ୨ରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହେବ। 

OPSC
UGCର ତାଗିଦ୍‌ ପରେ OPSCର ନିଯୁକ୍ତି ପ୍ରକ୍ରିୟା ବନ୍ଦ

ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରି ଓପିଏସ୍‌ସି, ଆସନ୍ତା ଜୁନ୍ ୪ ତାରିଖରେ ହେବାକୁ ଥିବା ଫିଜିକ୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ସାକ୍ଷାତକାର ପରୀକ୍ଷା ଏବଂ ୬ ତାରିଖରେ ହେବାକୁ ଥିବା କମର୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚକୁ ବନ୍ଦ ରଖିଛି । 

Supreme Court
ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମରେ ୩ ମାସ ପାଇଁ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ

ଗ୍ରାଣ୍ଟ କମିଶନ, ୟୁଜିସି ମେ ୨୦ରୁ ସୁପ୍ରିମକୋର୍ଟ ରହିତା ଦେଶ ଲଗାଇଥିଲେ ମଧ୍ୟ ସୋସିଓଲୋଜି ଓ କମର୍ସ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ଓପିଏସପି ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି ।

  • Thursday, 26 May 2022
  • UGC
Supreme Court
ସୁପ୍ରିମକୋର୍ଟଙ୍କ ରହିତାଦେଶକୁ ରାଜ୍ୟର ଫୁ: ନିଯୁକ୍ତି ପ୍ରକ୍ରିୟା ଜାରି ଥିବାରୁ OPSC ଓ ଉଚ୍ଚ ଶିକ୍ଷା ବିଭାଗକୁ UGCର ଚିଠି

ୟୁନିଭରସିଟି ଆମେଣ୍ଡମେଣ୍ଟ ଆକ୍ଟ ୨୦୨୦କୁ ପ୍ରଥମରୁ ହିଁ ବିଭିନ୍ନ ଫୋରମରୁ ବିରୋଧ କରାଯାଇଆସୁଛି

Supreme Court
ୟୁଜିସିର ତାଗିଦ୍; ନିଯୁକ୍ତି ପ୍ରକ୍ରିୟା ବନ୍ଦ ନ କଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ୟୁଜିସିର ତାଗିଦ୍ ପତ୍ର ।

UGC NET Exam: Correction window for December 2021, June 2022 cycles opens
UGC NET Exam: ଆବେଦନ ଫର୍ମକୁ ଏଡିଟ୍‌ କରିପାରିବେ ଛାତ୍ରଛାତ୍ରୀ

ୟୁଜିସି ନିଟ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ନିଜ ଆବେଦନ ଫର୍ମକୁ ଏଡିଟ୍‌ କରିପାରିବେ ଛାତ୍ରଛାତ୍ରୀ...

self-financing courses
ବନ୍ଦ ହେବାକୁ ଯାଉଛି ସେଲ୍‌ଫ ଫାଇନାନ୍ସିଂ କୋର୍ସ; ଅସନ୍ତୋଷ ଛାତ୍ରଛାତ୍ରୀ, ପ୍ରଶ୍ନ ଉଠାଇଲେ ଶିକ୍ଷାବିତ୍

ବିଶ୍ୱବିଦ୍ୟାଳୟରେ ବନ୍ଦ ହେବାକୁ ଯାଉଛି ସେଲଫ୍ ଫାଇନାନ୍ସିଂ କୋର୍ସ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।

Matric Exam
ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ

ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ । ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ପ୍ରକ୍ରିୟା ଚାଲିବ ।

SC puts Odisha Universities Amendment Act on hold for 3 months, seeks Odisha govt reply
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ଉପରେ ସୁପ୍ରିମ ରୋକ୍

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ମାମଲାର ଶୁଣାଣି କରି ୩ ମାସ ପାଇଁ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ ।

plus 2
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା +2 ପରୀକ୍ଷା

ଘୁଞ୍ଚିଲା ଦ୍ୱାଦଶ ପରୀକ୍ଷା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପରୀକ୍ଷା ଘୁଞ୍ଚିଥିବା ନେଇ ସୂଚନା...

Class IX
BREAKING: ମାଟ୍ରିକ ଭଳି ନବମ ପରୀକ୍ଷା ବି ଦେଲେନି ହଜାର ହଜାର ପିଲା

ଚଳିତ ବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇନାହାଁନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । 

Odisha schools
ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦୁର୍ବଳ

ଫର୍ମଫିଲପ୍ ହୋଇଥିବା ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉନଥିବା ନେଇ ରାଜ୍ୟବ୍ୟାପୀ ସୃଷ୍ଟି ହୋଇଥିଲା ହଇଚଇ । ଏବେ ପଦାକୁ ଆସିଛି ତାଠୁ ବି ସାଂଘାତିକ ତଥ୍ୟ । ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।

Odisha schools
ରାଜ୍ୟରେ ଦୁର୍ବଳ ପ୍ରାଥମିକ ଶିକ୍ଷା; ସ୍କୁଲ୍‌ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ

ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।

b,ed
ରାଜ୍ୟରେ ଆରମ୍ଭ ହେବ ଇଣ୍ଟିଗ୍ରେଟେଡ ବି.ଇଡି : ଏଣିକି କମର୍ସ ପିଲା ବି ପଢିପାରିବେ ଶିକ୍ଷକତା ପାଠ

ଚଳିତ ବର୍ଷ ରାଜ୍ୟର ସବୁ ଶିକ୍ଷତ ଶିକ୍ଷା ଅନୁଷ୍ଠାନଗୁଡ଼ିକ ପୂର୍ଣ୍ଣ ପର୍ଯ୍ୟାୟରେ ଚାଲିବ.. କମର୍ସ ବିଭାଗରେ ମଧ୍ୟ ବି.ଇଡି କୋର୍ସ ଆରମ୍ଭ ହେବ

  • Saturday, 14 May 2022
  • B.Ed
Odisha Mass Education Dept. Concerned With High Dropout Rate
କାହିଁକି ସ୍କୁଲ୍‌ ଆସୁ ନାହାନ୍ତି ପିଲା ? କାରଣ ଖୋଜିବ ଗଣଶିକ୍ଷା ବିଭାଗ

କାହିଁକି ପିଲା ସ୍କୁଲ୍‌ ଆସୁ ନାହାନ୍ତି, ସେନେଇ ଜୁନିଅର ଟିଚର ଘର ଘର ବୁଲି ଏହାର କାରଣ କାରଣ ଖୋଜିବେ। ମାଇକ୍ରୋ ଲେବଲରେ ସର୍ଭେ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।