Advertisment

କନକ ଦିଦିଙ୍କୁ ଧରି ଭୋ ଭୋ କାନ୍ଦିଲେ କୁନି ପିଲା...କହିଲେ, ଦିଦି ତୁମେ ଯାଅନି...

୧୯ ବର୍ଷ ପରେ ସ୍କୁଲରୁ ଅବସର ନେଲା ବେଳେ ଭୋ ଭୋ କାନ୍ଦିଲେ ପିଲା।

author-image
Prangyan Parimita

ଦିଦି ହେବ ତ ଏମିତି। ୧୯ ବର୍ଷ ପରେ ସ୍କୁଲରୁ ଅବସର ନେଲା ବେଳେ ଭୋ ଭୋ କାନ୍ଦିଲେ ପିଲା। ଦିଦିଙ୍କୁ ଧରି ଏମିତି ପିଲାମାନେ କାନ୍ଦିଲେ ଯେ, ଦିଦି ବି ନିଜକୁ ପାରିଲେନି ସମ୍ଭାଳି। ସମ୍ବର୍ଦ୍ଧନା ଉତ୍ସବରେ ସାମିଲ ଥିବା ଅତିଥିଙ୍କ ଆଖିରୁ ବୋହିଲା ଆନନ୍ଦର ଅଶ୍ରୁ। ଦିଦି କହିଲେ, ପିଲାଙ୍କ ବିନା ବଞ୍ଚିବା ଭାରି କଷ୍ଟ...

Advertisment
Special Story
Advertisment
Advertisment