School has opened, books have not arrived
ଦେଢ଼ ମାସ ହେବ ସ୍କୁଲ ଖୋଲିଲାଣି। ହେଲେ ମାଟ୍ରିକ୍ ପିଲାଙ୍କ ପାଖରେ ଏଯାଏଁ ପହଞ୍ଚି ନାହିଁ ଜୀବ ବିଜ୍ଞାନ ଓ ଭୂଗୋଳ ବହି। ଫଳରେ ପିଲାଏ ପୁରୁଣା ବହି ପଢିବାକୁ ବାଧ୍ୟ ହେଉଛନ୍ତି। ଏଥର ପୂରା ସିଲାବସ୍ ପଢା ହେବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ବହି ଆସି ନ ଥିବାରୁ ପିଲାଏ ଚିନ୍ତାରେ ପଡିଛନ୍ତି। ଜୀବ ବିଜ୍ଞାନରେ କୋଭିଡ୍ ମହାମାରୀ ଓ ଭୂଗୋଳରେ ଜଳବାୟୁ ପରିବର୍ତ୍ତନ ବିଷୟକୁ ସ୍ଥାନିତ କରାଯିବ ବୋଲି ପୂର୍ବରୁ ସରକାର ସୂଚନା ଦେଇଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)