• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Matric Exam Result
ଆସନ୍ତା ୬ରେ ପ୍ରକାଶ ପାଇବ ମାଟ୍ରିକ ଫଳ

ଦିନକ ପରେ ଅର୍ଥାତ୍ ଆସନ୍ତା ୬ତାରିଖ ବୁଧବାରରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପରୀକ୍ଷାର୍ଥୀ ମାନେ ୱେବ୍‌ସାଇଟ୍‌ ଓ ଏସ୍ଏମ୍ଏସ୍ ଜରିଆରେ ରେଜଲ୍ଟ ଜାଣିପାରିବେ । ଦୁଇ ବର୍ଷ ବ୍ୟବଧାନରେ ଅଫ୍ ଲାଇନ୍ ଯୋଗେ ପରୀକ୍ଷା ହୋଇଛି ।

Matric Exam Result
ଦିନକ ପରେ ଭାଗ୍ୟ ପରୀକ୍ଷା, ଦୁଇ ବର୍ଷ ପରେ ଆଶାନୁରୂପ ଫଳାଫଳ ଆଶାରେ ପରୀକ୍ଷାର୍ଥୀ

ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଦିନ ଗୋଟାଏରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ । 

+2 result declaration
ଜୁଲାଇ ଶେଷ ସପ୍ତାହରେ ବାହାରିବ +୨ ରେଜଲ୍ଟ

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଦ୍ୱାଦଶ ରେଜଲ୍ଟ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି।

matriculation-exam-2022
ମାଟ୍ରିକ ରେଜଲ୍ଟ ବାହାରିବା ନେଇ ତାରିଖ ଘୋଷଣା

ଏହି ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ...

Odisha Joint Entrance Examination (OJEE) 2022 begins today, June 4. Here are the details
ଆଜିଠୁ ଓଜେଇଇ; କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ହେବ ପରୀକ୍ଷା

ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ । କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ପରୀକ୍ଷା..

Utkal University
ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଭର୍ତ୍ସନା, ବିଶ୍ୱବିଦ୍ୟାଳୟ ଶିକ୍ଷାଦାନରେ ସ୍ମାର୍ଟ୍ କ୍ଲାସ ରୁମ୍‌ର ବିଶେଷ ଭୂମିକା ନାହିଁ

ସ୍ମାର୍ଟ୍ କ୍ଲାସ ରୁମ୍ ପ୍ରତିଷ୍ଠା ଲାଗି ବିଶ୍ୱବିଦ୍ୟାଳୟ ପାଖରେ ପାଣ୍ଠି ଅଛି । ଉଚ୍ଚ ଶିକ୍ଷା ବିଭାଗ ଏଥିଲାଗି ଅନୁଦାନ ଦେଇ ପାରିବ ନାହିଁ ।

Education
ମୁଁ ଯଦି, ଅନ୍ଧ ହେଲି ତେବେ କଣ ସରକାର ଅନ୍ଧ ? ବିଡିଓ, ତହସିଲଦାର, ସବ୍ କଲେକ୍ଟର ସମସ୍ତେ କଣ ଅନ୍ଧ ହୋଇଗଲେ ?

ଖରାଛୁଟି ପରେ ସ୍କୁଲ ଖୋଲିଥିଲା, ହେଲେ ଶିକ୍ଷକ ନଥିବାରୁ ସ୍କୁଲ ପାଠ ପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିଲା ।

Special story
ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ : ଜଣେ ସିଆରସି ସମେତ ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ପିପିଲରେ ୨ ଶିକ୍ଷୟିତ୍ରୀଙ୍କୁ ଅଟକାଇ ସ୍କୁଲକୁ ବିଳମ୍ବରେ କାହିଁକି ଯାଉଛ ବୋଲି ପ୍ରଶ୍ନ କଲେ ଗଣ ଶିକ୍ଷାମନ୍ତ୍ରୀ

NCERT Director On National Education Policy
କେମିତି ହେବ ନୂଆ ଜାତୀୟ ଶିକ୍ଷାନୀତି ? ପ୍ରତିକ୍ରିୟା ରଖିଲେ NCERT ନିର୍ଦ୍ଦେଶକ

ବିଶ୍ୱସ୍ତରରେ ଯେପରି ଅନ୍ୟ ଦେଶ ସହ ସମକକ୍ଷ ହୋଇପାରିବେ ସେ ନେଇ ଶିକ୍ଷାରେ ବ୍ୟବସ୍ଥା କରାଯିବ। ଏହାସହ ଧନ୍ଦାମୂଳକ ଶିକ୍ଷା, କୋଡ଼ିଂକୁ ଗୁରୁତ୍ୱ ଦିଆଯିବ।

ugc net exam dates nta announced ugc net december 2021 and june 2022 merged cycles schedule
UGC NET Exam: ଘୋଷଣା ହେଲା ୟୁଜିସି ନିଟ୍ ପରୀକ୍ଷା ତାରିଖ

ୟୁଜିସି ନିଟ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଜାଣନ୍ତୁ କେବେ ହେବ ପରୀକ୍ଷା...

headmistress-salary-stopped-by-minister
ପଣିକିଆ କହି ପାରିଲେନି ପିଲା : ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଦେଲେ ଗଣ ଶିକ୍ଷାମନ୍ତ୍ରୀ

ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ ହେଲେ ମନ୍ତ୍ରୀ। ଏହି ଘଟଣାରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ

matric result
ଜୁଲାଇରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ରେଜଲ୍ଟ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି । 

Education
ରାଜ୍ୟ ଶିକ୍ଷା ବିଭାଗର ବିଚିତ୍ର ଚିତ୍ର ! ଶ୍ରେଣୀ ଗୃହ ଗୋଟିଏ ହେଲେ ଏକା ସାଙ୍ଗରେ ଚାଲିଛି ଦୁଇଟି କ୍ଲାସ

କୋରାପୁଟ ଜୟପୁର ବ୍ଲକ ହାଡିଆ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟରେ କେଉଁସ୍ତରରେ ରହିଛି ଶିକ୍ଷା ଭିତ୍ତିଭୂମି ।

Education
ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ! ଗୋଟିଏ ବ୍ଲାକ୍‌ବୋର୍ଡରେ ୨ଟି କ୍ଲାସ୍‌କୁ ପଢ଼ାଉଛନ୍ତି ୨ ଶିକ୍ଷୟତ୍ରୀ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ 

Students Taught On Same Blackboard For Two Different Class
ଗୋଟିଏ କଳାପଟା, ଦୁଇଟି କ୍ଲାସ୍‌: କଳାପଟାକୁ ଭାଗ ଭାଗ କରି ପାଠ ପଢ଼ାଉଛନ୍ତି ଇଂରାଜୀ ଓ ଗଣିତ ଦିଦି

ଏକାଠି ଗୋଟିଏ ସମୟରେ ଆସନ୍ତାକାଲିର ଭବିଷ୍ୟତକୁ ଗଢୁଛନ୍ତି ଓ କଳାପଟାକୁ ଭାଗ ଭାଗ କରି ପାଠ ପଢ଼ାଉଛନ୍ତି ଇଂରାଜୀ ଓ ଗଣିତ ଦିଦି। ଗୋଟିଏ ଘରେ ଚାଲିଛି ଦୁଇଟି କ୍ଲାସ୍।

  • Friday, 17 June 2022
Odisha Schools To Reopen Today After 11 Day Summer Vacation
୧୧ ଦିନ ଖରାଛୁଟି ପରେ ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍‌

 ୧୧ ଦିନିଆ ଖରା ଛୁଟି ପରେ ପୁଣି ଥରେ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍‌ ପାଠପଢା ଆଜିଠୁ ଆରମ୍ଭ ହେବ। ସକାଳ ସ୍କୁଲ୍‌ ବଦଳରେ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ।

After Summer Vacation New Academic Sessions To Begin In Odisha
ଖରାଛୁଟି ପରେ ସ୍କୁଲ୍‌ରେ କେମିତି ହେବ ପାଠପଢ଼ା ? ଜାରି ହେଲା ନିୟମାବଳୀ...

ଖରାଛୁଟି ସରିବା ପରେ କିଭଳି ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ( OSEPA) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି।

5T School
ସ୍କୁଲ ରୂପାନ୍ତରୀକରଣ ନାଁରେ ବାଃ ବାଃ ନେଉଛନ୍ତି ସରକାର, ହେଲେ ପିଲାଙ୍କ ଭବିଷ୍ୟତ ଅନ୍ଧାର

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ୮ ହଜାର ଶିକ୍ଷକଙ୍କୁ ନିଯୁକ୍ତ କଲେ । ହେଲେ ଏବେ ବି ଅପହଞ୍ଚ ଅଞ୍ଚଳର ସ୍କୁଲ୍ ଗୁଡିକରେ ଶିକ୍ଷକ ଅଭାବ ।

UPSC Civil Services Prelims 2022
UPSC Civil Services Prelims 2022: ପରୀକ୍ଷା ସେଣ୍ଟରରେ ଛାତ୍ରଛାତ୍ରୀ

କଟକ ଖ୍ରାଷ୍ଟ ମହାବିଦ୍ୟାଳୟରେ UPSC ୨୦୨୨ର ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଦୁଇଟି ସିଟିଂ ମାଧ୍ୟମରେ ଏହି ପରୀକ୍ଷା ହୋଇଥିବାର ଜଣାପଡିଛି । ପ୍ରଥମ ସିଟିଂ ସକାଳ ୯ ଟା ୩୦ରୁ ଆରମ୍ଭ ହୋଇ ୧୧ ଟା ୩୦ ପର୍ଯ୍ୟନ୍ତ ଚାଲିଥିବାବେଳେ ଦ୍ୱିତୀୟ ସିଟିଂ ୨ ଟା ୩୦ରୁ ଆରମ୍ଭ ହୋଇ ୪ .୩୦ ପର୍ଯ୍ୟନ୍ତ ଚାଲିଥିଲା । ଦେଖନ୍ତୁ ପରୀକ୍ଷା ପୂର୍ବର କିଛି ଦୃଶ୍ୟ...

Odisha BSE Matric examination results to be announced in June last week
କେବେ ବାହାରିବ ମାଟ୍ରିକ ରେଜଲ୍ଟ ? ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ...

ମେ’ ୨୧ରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଦଶମ ଶ୍ରେଣୀ ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯାଇଥିଲା। ରାଜ୍ୟର ମୋଟ୍‌ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା। 

Odisha CHSE Plus 2 Exams 2022 begin today
ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ଆରମ୍ଭ

୬୪ ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନଲାଇନ ଯୋଗେ ମୂଲ୍ୟାୟନ ହେବ । ୨ ଟି ପର୍ଯ୍ୟାୟରେ ଖାତା ଦେଖା ହେବ ।

OJEE Exam
ପ୍ରକାଶ ପାଇଲା OJEE ପରୀକ୍ଷାସୂଚୀ, ଜାଣନ୍ତୁ କେଉଁ ଦିନ କେଉଁ ପରୀକ୍ଷା..

OJEE-୨୦୨୨ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ ।

IAS - IPS - IFS
ସିଭିଲ୍ ସର୍ଭିସରେ କାହିଁକି କମୁଛି ଓଡିଆ ପିଲାଙ୍କ ସଫଳତା ହାର ?

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପୁଣି ଓଡିଆ ପିଲାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ । କେବଳ ଏଥର ନୁହେଁ, କ୍ରମାଗତ ଭାବେ ସଫଳତା ତାଲିକାରେ ଓଡିଆଙ୍କ ସଂଖ୍ୟା କମିବାରେ ଲାଗିଛି ।

UPSC civil services
ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ଓଡ଼ିଆ ପିଲା, ସେମାନଙ୍କ ବିଷୟରେ ଜାଣନ୍ତୁ

ସୋମବାର ଦିନ ସର୍ବଭାରତୀୟ ପ୍ରାଶାସନିକ ସେବା ୨୦୨୧ ବର୍ଷ ପାଇଁ ଅନୁଷ୍ଠିତ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି