Advertisment

ବଢ଼ିଲା +୨ ନାମ ଲେଖା ଅବଧି

ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି ।

author-image
Satyendu Shekher Mishra
Odisha Plus 3 admission to start from today

Odisha Plus 3 admission to start from today

ବଢ଼ିଲା ନାମ ଲେଖା ଅବଧି । ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବଢ଼ିଲା । ଅଗଷ୍ଟ ୨୫ ପର୍ଯ୍ୟନ୍ତ ହେବାକୁ ଥିବା ନାମଲେଖା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ହେବ ବୋଲି ନିଷ୍ପତ୍ତି ହୋଇଛି । ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ସରକାର ଏହି ଅବଧି ବଢ଼ାଇଥିବା କୁହାଯାଉଛି ।ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି ।

Advertisment
Education +2 Admission
Advertisment
Advertisment