OPSC ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡି । ବାରମ୍ବାର ନିବେଦନ ପରେ ବି ବିଶ୍ୱବିଦ୍ୟାଳୟରୁ ରିଲିଭ ହେଉ ନାହାନ୍ତି ପ୍ରାଧ୍ୟାପକ । ବିଳମ୍ବ ହେବ କି oas main ପରୀକ୍ଷା ଫଳ ପ୍ରକାଶନ ?

୨୦୦୬ ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ବିବାଦ ମାମଲାରେ ୩୭୮ ଜଣ OAS ଅଫିସରଙ୍କୁ ଆଶ୍ୱସ୍ତି ମିଳିଛି। ଅଫିସରଙ୍କ ନିଯୁକ୍ତି ନେଇ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରଛନ୍ତି।