Advertisment

ବିଳମ୍ବ ହୋଇପାରେ OAS ମେନ୍ ରେଜଲ୍ଟ‌; ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡ଼ି

OPSC ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡି । ବାରମ୍ବାର ନିବେଦନ ପରେ ବି ବିଶ୍ୱବିଦ୍ୟାଳୟରୁ ରିଲିଭ ହେଉ ନାହାନ୍ତି ପ୍ରାଧ୍ୟାପକ । ବିଳମ୍ବ ହେବ କି oas main ପରୀକ୍ଷା ଫଳ ପ୍ରକାଶନ ?

author-image
Tanmay Kumar Mahalik

OAS ମେନ୍ ପରୀକ୍ଷା ମୂଲ୍ୟାୟନ ପାଇଁ ମିଳୁ ନାହାଁନ୍ତି ପ୍ରାଧ୍ୟାପକ । ବିଶ୍ୱବିଦ୍ୟାଳୟ ଗୁଡ଼ିକ ପ୍ରାଧ୍ୟାପକଙ୍କୁ ରିଲିଭ୍ କରୁନଥିବାରୁ ଉପୁଜିଛି ସମସ୍ୟା । ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ସହଯୋଗ ଲୋଡ଼ିଲେ OPSC କର୍ତ୍ତୃପକ୍ଷ । ସେପଟେ ଓଏଏସ ଆଶାୟୀଙ୍କ ଭିତରେ ରେଜଲ୍ଟ ବାହାରିବାରେ ବିଳମ୍ବ ନେଇ ଆଶଙ୍କା ବଢ଼ିଲାଣି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ହେଲା ପ୍ରାଧ୍ୟାପକ ଅଭାବ, ନାକ୍ ଟିମ୍ ପରିଦର୍ଶନ ଓ ଯୁକ୍ତ ତିନି ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକମାନଙ୍କୁ ଛାଡ଼ିବା ସମ୍ଭବ ପର ହେଉନି ।

Advertisment
Odisha Civil Service Oas Exam
Advertisment
Advertisment