• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Chitta Palei death Case
ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ପଲେଇ ମୃତ୍ୟୁ ମାମଲାରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ, କାରଣ ସଂପର୍କରେ ଏମିତି କହିଲା କ୍ରାଇମବ୍ରାଞ୍ଚ

ଘଟଣାଦିନ ରାତିରେ କାହିଁକି ଚକ୍ରପଡ଼ାର ସେହି ଘରକୁ ଯାଇଥିଲା ଜଗନ୍ନାଥ, ତାକୁ ନେଇ ଉପୁଜିଥିଲା ବିବାଦ । ସେହି ବିବାଦରୁ ଚିତ୍ତରଂଜନଙ୍କୁ ହତ୍ୟା କରାଯାଇଥିବା କହିଛି କ୍ରାଇମବ୍ରାଞ୍ଚ ।

  • Friday, 24 December 2021
ପୁରୀରେ ନିଶା ବେପାର
ଧର୍ମର ସହରରେ ମାଡ଼ିଛି ନିଶାବେପାରର ଚେର !

ସହରର ଜଗନ୍ନାଥ ବସ୍ତି, ମାର୍କଣ୍ଡେଶ୍ୱର ସାହି, ଗୋଖାସାହି, କୁମ୍ଭାରପଡା ସମେତ ସମୂଦ୍ର ବେଳାଭୂମି ଆଖପାଖ ଅନେକ ବସ୍ତିରେ ଚାଲିଛି ଏଭଳି ଅବାଧ ନିଶା ବେପାର। ଯାହାର ଲିଙ୍କ୍ ରହୁଛି ପଶ୍ଚିମବଙ୍ଗ। 

ଆହତ ଯୁବକ ସମୀର
ସ୍ତ୍ରୀକୁ ଦେଖା କରିବାକୁ ଯାଇଥିଲେ, ଶଳା ମାରିଲା ମାଡ଼ !

ଆମେ ଭଦ୍ରକର ଏକ ମନ୍ଦିରରେ ବାହା ହୋଇଥିଲୁ। ଏମିତି ଅବସ୍ଥା ହେବ ବୋଲି ଜାଣିନଥିଲୁ।

150 Crore
ବଡ଼ ରେଡ୍‌ ! ଅତର ବ୍ୟବସାୟୀଙ୍କ ଘରୁ ନଗଦ ୧୫୦ କୋଟି ଜବତ ହେଲାଣି, ତଥାପି ଗଣା ସରୁନି ଟଙ୍କା

ଉତ୍ତର ପ୍ରଦେଶର ଜଣେ ଅତର ବ୍ୟବସାୟୀଙ୍କ ଘରୁ ନଗଦ ୧୫୦ କୋଟି ଟଙ୍କାରୁ ଅଧିକ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି । ଏହା ଜିଏସଟି ଓ ଆୟକର ଅଧିକାରୀମାନେ କରିଛନ୍ତି ।

  • Friday, 24 December 2021
SCB medical website hacked
ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୱେବସାଇଟ୍ ହ୍ୟାକ୍

କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ । ଆଜି ସକାଳେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୱେବସାଇଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି । ସକାଳେ ୱେବସାଇଟ୍ ଖୋଲିବା ପରେ ହ୍ୟାକ୍ ହୋଇଥିବା ଜଣାପଡ଼ିଥିଲା । ତେବେ ୱେବସାଇଟ୍‌କୁ ରିଷ୍ଟୋର କରିବା ଲାଗି ପଦକ୍ଷେପ ନିଆ ଯାଇଥିବା ସୂଚନା ମିଳିଛି ।

Tution Teacher Arrest
ପୋଲିସ ହାବୁଡ଼ରେ ରସିକିଆ ମାଷ୍ଟର

ଭୁବନେଶ୍ୱରରୁ ନେଇ ସମ୍ବଲପୁର ଅଇଁଠାପାଲିରେ ଘର ଭଡ଼ା ନେଇ ରଖିଥିଲା..ଶେଷରେ ପୋଲିସ ହାବୁଡ଼ରେ ପଡ଼ିଛି ରସିକିଆ ଟ୍ୟୁସନ ମାଷ୍ଟର.. ୨ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରି ସଖି ସେଣ୍ଟରରେ ରଖିଛି ପୋଲିସ..

Delhi-based businessman is actually a RAW officer
ୱାର୍କ ଅର୍ଡର ଦେବାକୁ କହି ଚୂନ ଲଗାଇଥିଲେ RAW ଅଧିକାରୀ

ଜଣକୁ ୱାର୍କ ଅର୍ଡର ଦେବାକୁ କହି ୩ ଜଣ ଠକିଥିଲେ। ନିଜକୁ IAS, ଯନ୍ତ୍ରୀ ଓ RAW ଅଧିକାରୀ କହି ୩ ଜଣ ଠକିଥିଲେ।

Mamita Murder Case
ଗୋବିନ୍ଦ ହେଲା ନିରାଶ

ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ଗୋବିନ୍ଦ ସାହୁ ନିରାଶ ହେଇଛି.. କୋର୍ଟ ତା'ର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି..

Malpractice
ପୋଲିସ ପରୀକ୍ଷାରେ ଏମିତି କପି କରିଥାନ୍ତେ ଯୁବକ, ଧରାପଡିଗଲା ମାଷ୍ଟର ପ୍ଲାନ୍...

ପାସ୍ ହେବା ପାଇଁ ପରୀକ୍ଷାର୍ଥୀ କପି କରିଥାନ୍ତି। କିଏ ଯୋତା ଭିତରେ କପି ନେଇଥାଏ ତ ଆଉ କିଏ ପ୍ୟାଣ୍ଟ ଭିତରେ କପି ନେଇ ପରୀକ୍ଷାରେ ଲେଖିଥାନ୍ତି। ହେଲେ ପୋଲିସ ପରୀକ୍ଷାରେ ଏମିତି କପିର ମାଷ୍ଟର ପ୍ଲାନ୍ କରିଥିଲେ ଯୁବକ। ୱିଗ୍ ଭିତରେ ରଖିଥିଲେ ବ୍ଲୁଟୁଥ୍ ଓ କାନ ଭିତରେ ରଖିଥିଲେ ଇୟରଫୋନ୍...

kidnapping
ଧରାପଡ଼ିଲେ ଟ୍ୟୁସନ୍ ସାର୍, ୨ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କଲା ପୋଲିସ୍

ସମ୍ବଲପୁରରୁ ଧରାପଡ଼ିଲେ ଛାତ୍ରୀଙ୍କୁ ଧରି ପଳାଇଥିବା ଟ୍ୟୁସନ୍ ସାର୍ । ଭୁବନେଶ୍ୱରରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ପଳାଇଥିବା ସାରଙ୍କୁ ସମ୍ବଲପୁରରୁ ଗିରଫ କରିଛି ପୋଲିସ୍ । ଅଇଁଠାପାଲି ଅଞ୍ଚଳରେ ଅଭିଯୁକ୍ତ ଜଣକ ଥିବା ଖବର ପାଇଥିଲା ପୋଲିସ୍ । ଏହାପରେ ଚଢ଼ାଉ କରି ଟ୍ୟୁସନ୍ ସାର୍ ଓ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

ED Sandal wood Mafia
ବଡ଼ ରକ୍ତ ଚନ୍ଦନ କାଠ ମାଫିଆକୁ ଧରିଲା ଇଡି, ବିଦେଶକୁ ଚୋରାଚାଲାଣ କରି ହେଉଥିଲା ମାଲେମାଲ୍

ବାଦଶାହ ମଲ୍ଲିକ୍‌ ଅଣ୍ଡର ୱାର୍ଲ୍ଡ ସହ ମିଶି ଦେଶ ବିଦେଶକୁ ଚୋରା ଚାଲାଣ କରୁଥିଲା ରକ୍ତ ଚନ୍ଦନ କାଠ । ଗୁଇନ୍ଦା ଖବର ପାଇବା ପରେ ଇଡି ପକ୍ଷରୁ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ବିଭନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଜାଲରେ ପଡିଗଲା କୁଖ୍ୟାତ ମାଫିଆ ।

LOVE SEX DHOKA
ରେପ୍‌ କଲେ, ଫିଲ୍ମ ଷ୍ଟାଇଲ୍‌ରେ ଆଙ୍ଗୁଠି କାଟି ରକ୍ତର ସିନ୍ଦୂର ପିନ୍ଧାଇଲେ ! ଆଉ ତାପରେ..?

ପ୍ରଥମେ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲେ । ତାପରେ ହାତ କାଟି ବିବାହ କଲେ, ଆଉ ତା ପରେ ଗାଏବ ।

  • Tuesday, 21 December 2021
Allegations Of Kidnapping Of Two Minor Students Against Tuition Teacher
ଗୁରୁ-ଶିକ୍ଷକ ସମ୍ପର୍କରେ କଳଙ୍କ

ଟ୍ୟୁସନ୍ ଟିଚରଙ୍କ ନାଁରେ ସାଘାଂତିକ ଅଭିଯୋଗ । ଦୁଇ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ଚାଞ୍ଚଲ୍ୟକର ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି । ବଡ଼ଗଡ଼ ଥାନାରେ ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି ଥାନାକୁ ଅଭିଭାବକ ଓ ବହୁ ମହିଳା ଆସି ଅଭିଯୋଗ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

NCRB
ଅନ୍ଧବିଶ୍ୱାସର ବଶବର୍ତ୍ତୀ ମଣିଷ: ନିର୍ଯାତିତ ହେଉଛନ୍ତି ମହିଳା

ପ୍ରତିମା ଧରୁଆ ଡାହାଣୀ ସନ୍ଦେହର ଶିକାର ହୋଇଥିବା ଜଣେ ବୃଦ୍ଧା। କଣ ଘଟିଯାଇଛି ତାଙ୍କ ସହ ତାହା ବର୍ଣ୍ଣନା କରିବା ପାଇଁ ବୋଧହୁଏ ଭାଷା ନାହିଁ

Suicide Attempt
ତହସିଲ ଅଫିସରେ ମହିଳାଙ୍କ ଚରମ ନିଷ୍ପତ୍ତି, ଢାଳି ହୋଇଗଲେ କିରାସିନି

ଦିନ ଦ୍ୱିପହରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ନିଜର ଏକ ଚକ ଜମି ବିକ୍ରି ଅନୁମତି ପାଇଁ ୩ ମାସ ହେଲା ବାର ଦୁଆର ଦୌଡୁଛନ୍ତି ସ୍ଥାନୀୟ ନେଉଳପୁର ଗାଁର ଅନିମା ରାଉତ ।

  • Monday, 20 December 2021
anadpur
ଆନନ୍ଦପୁର RI ସୀମା ସୀମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର ଆରଆଇ ସୀମା ସୀମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଫିସ୍ ଭିତରେ ପଶି ଜଣେ ଯୁବକ ତାଙ୍କୁ କଟୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି ।

chita palei
ଚିତ୍ତ ପଲେଇ ମୃତ୍ୟୁ ଘଟଣା : ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ CDMOଙ୍କ ସନ୍ଦେହ

ପର୍ଦ୍ଦାଫାସ ହେବ କି ଚିତ୍ତ ମୃତ୍ୟୁ ରହସ୍ୟ ? ବହୁଚର୍ଚ୍ଚିତ ପୁରୀର ଚିତ୍ତରଞ୍ଜନ ପଲେଇଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ।

Tapaswini Das
ସୁମିତ-ତପସ୍ୱିନୀଙ୍କ ଦାମ୍ପତ୍ୟ କଳିରେ ଟ୍ୱିଷ୍ଟ, ଭାଇରାଲ ହେଲା ଭିଡିଓ

ଭିଡ଼ିଓଟି କେବେକାର ଏବଂ କାହିଁକି ସେ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରିଥିଲେ, ସେନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, ଘଟଣାଟି ବର୍ଷେ ତଳର ।

  • Sunday, 19 December 2021
Cyber Looters Of Prowl In Odisha Capital, Loot Over Rs 6 Crore Between Feb And Dec
ମାତିଛନ୍ତି ଅଦୃଶ୍ୟ ଲୁଟେରା

ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ସାଇବର ଲୁଟେରା । ଦେଖନ୍ତୁ ଏହି ରିପୋର୍ଟ ।

cyber crime
ରାଜଧାନୀରେ ମାତିଛନ୍ତି ଅଦୃଶ୍ୟ ଲୁଟେରା

ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ଲୁଟ୍ ଟଙ୍କାରୁ ଫେରିଛି ଏବଂ ବ୍ଲକ୍ ହୋଇପାରିଛି ମାତ୍ର ଦେଢ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ଏହି ସାଇବର ଲୁଟେରା ।

crime
ସୁନ୍ଦରଗଡ଼ ହେମଗିରି ଅଞ୍ଚଳରେ ଚାଞ୍ଚଲ୍ୟ : ମାଆର ଶିଳପୁଆ ମାଡ଼ରେ ଝିଅର ମୃତ୍ୟୁ

ଝିଅକୁ ମାରିଦେଲା ମାଆ । ଦିନକ ତଳେ ଝଗଡ଼ା ହୋଇଥିଲା । ଆଉ ମାଆ ରାଗି ଯାଇ ଝିଅକୁ ଶିଳପୁଆରେ ଛେଛି ମାରି ଦେଇଛି ।

  • Sunday, 19 December 2021
  • Murder
Cyber Looters
ମାତିଛନ୍ତି ଅଦୃଶ୍ୟ ଲୁଟେରା

ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ସାଇବର ଲୁଟେରା । ଦେଖନ୍ତୁ ଏହି ରିପୋର୍ଟ ।

Loan Fraud
କୃଷିଋଣ ନାଁରେ କୋଟି କୋଟି ଟଙ୍କାର ଜାଲିଆତି ଧରାପଡିଲା

ଏମାନଙ୍କ ନାଁରେ ଜମି ଖଣ୍ଡେ ନାହିଁ। ଋଣ କ’ଣ ଏମାନେ ଜାଣନ୍ତି ନାହିଁ। ହେଲେ କୃଷିଋଣ ନାଁରେ କୋଟି କୋଟି ଟଙ୍କା ଏମାନଙ୍କ ନାମରେ ଉଠାଯାଇଛି। ଏମିତି ଜାଲିଆତିର ଗୁମର ଖୋଲିଛି...

Cyber Crime
ବଢ଼ୁଛି ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ, ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ! ୬୪୯୫ ମାମଲା ରୁଜୁ..

ସେଥିରୁ କେବଳ ୨ ହଜାର ୮୭୨ ଅଭିଯୋଗ ରାଜଧାନୀରୁ ଆସିଛି । ପ୍ରାୟ ୧୧ ମାସ ମଧ୍ୟରେ କେବଳ ଭୁବନେଶ୍ୱରରୁ ଠକେଇ ହୋଇଛି । ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା । ସେଥି ମଧ୍ୟରୁ ମାତ୍ର କୋଟିଏ ୪୮ ଲକ୍ଷ ୧୧ ହଜାର ଟଙ୍କା ଫେରସ୍ତ ଓ ବ୍ଲକ୍ କରାଯାଇଛି ।

Bolangir । Police Intensify Probe Into Arvind Singh Murder Case
ଅରବିନ୍ଦ ସିଂହ ହତ୍ୟା ମାମଲାରେ ପୋଲିସର ତନାଘନା

ବଲାଙ୍ଗିର ଅରବିନ୍ଦ ସିଂହ ହତ୍ୟା ମାମଲାରେ ପୋଲିସ ତନାଘନା ଜେରା ଆରମ୍ଭ କରିଦେଇଛି। ବଲାଙ୍ଗିର ସଦେଇପାଲିର ଏକ ଚାଷ ଜମିରୁ ମାରଣାସ୍ତ୍ର ଜବତ କରିଛି ପୋଲାସ।