• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Prime Accused Sarmistha Rout Arrested
ଗିରଫ ପରେ ସାମ୍ନାକୁ ଆସିଲା ଶର୍ମିଷ୍ଠାଙ୍କ ପ୍ରଥମ ଫଟୋ, କୋଲକାତାରୁ ବସ୍‌ରେ ଫେରୁଥିଲେ...

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍‌ର ମିଳିତ ଟିମ୍‌ ଗିରଫ କରିଛି।

Sarmistha Arrest in Bhadrak
ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।

  • Monday, 28 March 2022
Sarmistha Rout Arrested
ଗିରଫ ହେଲେ ଶର୍ମିଷ୍ଠା ରାଉତ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି। 

Newly Wed Couple Commits Suicide In Kendrapada After 8 Months Of Marriage
କାନ୍ଥରୁ ଲିଭିନି ବାହାଘରର ଚିତା, ମଶାଣୀରେ ଜଳିଳା ସ୍ୱାମୀ-ସ୍ତ୍ରୀଙ୍କ ଜୁଇ

କାନ୍ଥରୁ ବାହାଘର ଚିତା ଲିଭିନି। ବରଷେ ବି ସଂସାର କରିନାହାନ୍ତି। ସାତ ଜନ୍ମ ପାଇଁ ସାଥୀ ହେବାର ନେଇଥିବା ଶପଥ ପାଇଁ ଏକା ସାଙ୍ଗରେ ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ। ଭେଣ୍ଡିଆ ପୁଅକୁ ହରାଇ ପାଗିଳି ହେଲାଣି ମାଆ...ବାକ୍‌ ଶୂନ୍ୟ ହୋଇଯାଇଛି ବଡ଼ ଭାଇ। ଦୁଆର ମୁହଁରେ ମୁଣ୍ଡ ବାଡ଼େଇ କାନ୍ଦୁଛି ଭାଉଜ। ଯେଉଁ ଘରକୁ ବର-କନ୍ୟା ବେଶରେ ଏକା ସାଙ୍ଗରେ ଆସିଥିଲେ ଆଜି ସେହି ଗାଁ ମଶାଣୀକୁ ଏକା ସାଙ୍ଗରେ ବାହୁଡ଼ିଗଲେ...ଦେଖନ୍ତୁ ସେହି ହୃଦୟ ବିଦାରକ ଘଟଣା

Firing In Bhubaneswar
ବନ୍ଦ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି

ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି। ତେଲ ପକାଇବାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି। ଏଥିରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଆହତ ହୋଇଛନ୍ତି।

Cameraman Manas Murder Case
ଶର୍ମିଷ୍ଠାଙ୍କ କାର୍ ଖୋଲିବ କି ମୃତ୍ୟୁ ରହସ୍ୟ ?

କାହିଁକି ଓ କେମିତି ହତ୍ୟା କରାଯାଇଥିଲା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ?

Manas murder case
ଦୟାଲ ଆଶ୍ରମରେ ପଶିଲା ତଦନ୍ତକାରୀ ସଂସ୍ଥା

କ୍ରାଇମ୍ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ୍‌। ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠାଙ୍କ ଦ୍ୱାରା ପରିଚାଳିତ ଦୟାଲ ଆଶ୍ରମରେ ପଶିଲା ତଦନ୍ତକାରୀ ସଂସ୍ଥା। ଯେଉଁଠି ରହସ୍ୟଜନକ ମେମୋରୀଚିପ୍ ପାଇଁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ସବକ୍ ଶିଖାଇବାକୁ ଏଠାରେ ତିଆରି ହୋଇଥିଲା ଅପରାଧର ନକ୍ସା।

Suspense of IIC death
IICଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ?

IICଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ? ଚାପରେ ଥାଇ ଆତ୍ମହତ୍ୟା, ସର୍ଭିସ ରିଭଲଭରରୁ ଅକସ୍ମାତ ଗୁଳି ଫୁଟି ନା ଅନ୍ୟ କେଉଁ ଅନାଲୋଚିତ କାରଣ ପାଇଁ ମୃତ୍ୟୁ ଫାସରେ ପଡ଼ିଗଲେ ଥାନାଧିକାରୀ ଦେବ କୁମାର ଗମାଙ୍ଗ ଏଭଳି ପ୍ରଶ୍ନ ଉଙ୍କିମାରୁଛି।

False Case Filed
ମହଙ୍ଗା ପଡ଼ିଲା ମିଛ ମାମଲା ରୁଜୁ କରି ଗିରଫ କରିବା

ଆଳିର ଆଠକଣିଆ ଛକରେ ଏକ ପିକଅପଗାଡ଼ିରେ ବେଆଇନ ଗୋଚାଲାଣ ହେଉଥିଲା।

CameraMan MurderCase
ସେଦିନ ଆଶ୍ରମରେ କଣ ଘଟିଥିଲା, ସବୁ ଜାଣିଲା କ୍ରାଇମବ୍ରାଞ୍ଚ୍ !

ଅଢେଇ ଘଣ୍ଟାର ତନାଘନା ପରେ ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମ ସିଲ୍ କଲା କ୍ରାଇମବ୍ରାଞ୍ଚ। 

The EOW has arrested two superintendents
ସରକାରୀ ଅର୍ଥ ହଡ଼ପ ଅଭିଯୋଗ, ୨ ମହାଠକଙ୍କୁ ଗିରଫ କଲା ଇଓଡବ୍ଲୁ

ସରକାରୀ ଅର୍ଥ ହଡ଼ପ ଅଭିଯୋଗରୁ ଦୁଇ ମହାଠକଙ୍କୁ ଗିରଫ କଲା ଇଓଡବ୍ଲୁ । ସୁବାସ ଘିସିଂ ଗିରି ନାମକ ଜଣେ ଯୁବକକୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି ।

  • Sunday, 27 March 2022
Manas Swain Murder Case
କ୍ୟାମେରାମ୍ୟାନ୍ ମାନସଙ୍କ ହତ୍ୟାକାରୀକୁ ଧରିବା ପାଇଁ ଆସିଲା ଥ୍ରୀ-ଡି କ୍ୟାମେରା

ହାଇରିଜୋଲ୍ୟୁସନ୍ କ୍ୟାମେରାରେ ଘଟଣାସ୍ଥଳର ଥ୍ରୀଡି ଫୁଟେଜ୍ ନିଆଯାଇ ଫୋରେନସିକ୍ ଯାଞ୍ଚ୍ କରାଯାଉଛି।

Police Recreates Crime Scene In Puri
ସେବାୟତ କୃଷ୍ଣଚନ୍ଦ୍ରଙ୍କୁ କେମିତି କଲେ ହତ୍ୟା ? କ୍ରାଇମ ସିନ୍ ରିକ୍ରିଏଟ ବେଳେ ସତ ଓଗାଳିଲେ ଅଭିଯୁକ୍ତ

ପୁରୀର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ହତ୍ୟା କରିବା ପରେ କେଉଁ ବାଟ ଦେଇ ଗଲେ ଓ କାହା ସହ ଗଲେ ତାହା ମଧ୍ୟ ପୋଲିସ ଆଗରେ ପ୍ରକାଶ କରିଥିଲେ ଅଭିଯୁକ୍ତ। 

Gangpur IIC dead case
ଘନଉଛି IIC ଦେବକୁମାରଙ୍କ ମୃତ୍ୟୁ ରହସ୍ୟ

ରାୟଗଡ଼ା ଜିଲ୍ଲାର ଯେଉଁ ଗାଁରେ ଜନ୍ମିତ ଦେବକୁମାର, ସେହି ଗାଁ ଏଦଲୁବାଲ୍ସାରେ ଦିଆଯାଇଛି ଅନ୍ତିମ ବିଦାୟ। ଗାଁ ଭାଇ, ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ କରାଯାଇଛି ଅନ୍ତିମ ସତ୍କାର। ହେଲେ ତାଙ୍କ ଅବର୍ତ୍ତମାନରେ କିନ୍ତୁ ଖୋଜାପଡ଼ିଛି ଅନେକ ଅସମାହିତ ପ୍ରଶ୍ନର ଉତ୍ତର।

Cameraman Manas Murder Case
ମାନସ ହତ୍ୟାକାଣ୍ଡର ଉଠୁଛି ପରଦା, ଚିପରେ ଥିଲା ଏକାଧିକ ଝିଅଙ୍କ ଭିଡ଼ିଓ

ଜଣେ ସହଯୋଗୀ ଦେଲେ ବଡ଼ ବୟାନ। କହିଲେ ଅପହରଣ ବେଳେ ମୁଁ ସାଙ୍ଗରେ ଥିଲି। ସବୁ ଘଟଣା ମୁଁ ଜାଣିଛି। ଚିପରେ ଥିବା ଭିଡ଼ିଓ ନେଇ ମଧ୍ୟ କଲେ ଖୁଲାସା। କହିଲେ ଥିଲା ଝିଅଙ୍କ ଗାଧୁଆ ବେଳର ସିନ୍।

Camera Man Manas Swain
ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ! ଗୁମର ଖୋଲିଲେ ସହଯୋଗୀ କ୍ୟାମେରାମ୍ୟାନ୍

ମାନସ କହିଛନ୍ତି, ଗତ ଜାନୁୟାରୀ ୨୯ ତାରିଖରେ ପୁରୀରେ ଏକ ସର୍ଟ ଫିଲ୍ମ ସୁଟିଂ ହୋଇଥିଲା । ଯେଉଁଥିରେ ୨ ଯୁବତୀ ଓ ଜଣେ ମହିଳାଙ୍କ ସହ ଅଭିନୟ କରିଥିଲେ ପୂର୍ବତନ OIS ଅଧିକାରୀ ନିରଂଜନ ସେଠୀ ।

Manas Swain & Sarmistha Rout
ମିଳିଲା କ୍ୟାମେରାମ୍ୟାନ୍ ମାନସ ଲେଖିଥିବା ଶେଷ ଚିଠି

କ୍ୟାମେରାମ୍ୟାନ୍ ମାନସ ଜାଣିଥିଲେ, ଲେଡ଼ି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତ ଆଣ୍ଡ କୋ’ଙ୍କ କବଳରୁ ଆଉ ବର୍ତ୍ତିବେନି । ଏକଥା ବି ଆଶଙ୍କା କରୁଥିଲେ, ମୃତ୍ୟୁର ଶିକାର ହେବା ସୁନିଶ୍ଚିତ । ତେଣୁ ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ଦୟାଲ୍ ଆଶ୍ରମରେ ମାନସ ଛାଡ଼ି ଦେଇଗଲେ ଭାବବିହ୍ୱଳ ଚିଠି ।

IIC Dev kumar Gamang
ଥାନା ପରିସରରେ ଗୁଳି ଫୁଟି IICUଙ୍କ ମୃତ୍ୟୁ

ଘଟଣା ଚକିତ କଲା ଭଳି । ଘଟଣା ବିଶ୍ୱାସ ନହେଲା ଭଳି । ଥାନା ପରିସରରେ ଗୁଳି ଫୁଟି IICଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଗାଙ୍ଗପୁରରେ ଚାଞ୍ଚଲ୍ୟ । ନିଜ ପିସ୍ତଲରୁ ଗୁଳି ଫୁଟି ପ୍ରାଣ ହରାଇଛନ୍ତି ସ୍ଥାନୀୟ ଥାନା IIC ଦେବ କୁମାର ଗମାଙ୍ଗ ।

Manas Swain & Sarmistha Rout
ମୃତ୍ୟୁ ପୂର୍ବରୁ ହତ୍ୟାର ଆଭାସ ପାଇଥିଲେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ! କ’ଣ ନେଇଥିଲେ ପଦକ୍ଷେପ ?

ଗୋଟିଏ କି ଦୁଇଟି ନୁହଁ, ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ମାନସ ଲେଖିଛନ୍ତି ତିିନି ତିିନିଟି ଚିଠି । ଦୟାଲ ଆଶ୍ରମରୁ ମିଳିଥିବା ସବୁ ଚିଠିରେ ରହିଛି ପ୍ରାୟତଃ ସମାନ କଥା ।

dead body
ପୁଣି ନକ୍ସଲଙ୍କ ହିଂସାକାଣ୍ଡ ! ଯାତ୍ରା ମଝିରୁ ଟେକି ନେଇ ସରପଞ୍ଚଙ୍କୁ ହତ୍ୟା

ଏହି ଘଟଣାକୁ ନେଇ ଏବେ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ହତ୍ୟା କରିବା ପରେ ନକ୍ସଲମାନେ ଏକ ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି ଯେ, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ହତ୍ୟା କରାଯାଇଛି

firing
ଗୁଳି ଫୁଟି ଗାଙ୍ଗପୁର ଥାନା IIC ଦେବ୍ କୁମାରଙ୍କ ମୃତ୍ୟୁ

କେଉଁଠି ଏବଂ କେମିତି ଗୁଳି ବାଜିଲା, ସେନେଇ ସ୍ପଷ୍ଟ ଜଣାପଡ଼ିନି ।

CameraMan Murder Case
ପାପୀଙ୍କ ହାତରେ ଦେବନି ମୋ ଶବ ! ମାନସଙ୍କ ଶେଷ ଚିଠିକୁ ପଢିଥିଲେ କେୟାର ଟେକର

ମୁଁ ଚିଠିଟି ପଢ଼ିବା ପରେ ସନ୍ଧ୍ୟାରେ ଶର୍ମିଷ୍ଠା ମ୍ୟାଡାମକୁ ଦେଇଥିଲି।

Cameraman Murder Case
କ୍ୟାମେରାମ୍ୟାନ ହତ୍ୟା ମାମଲା: ଘଟଣାସ୍ଥଳକୁ ଯିବ କ୍ରାଇମବ୍ରାଞ୍ଚ୍‌ ଟିମ୍

ଶର୍ମିଷ୍ଠା ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତାଙ୍କୁ ଖୋଜିବ ସିବି।

Youth Allegedly Beheads 8 Year Old Girl
ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ପୃକ୍ତ ଯୁବକ ୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ଶିଶୁକନ୍ୟାର କଟାମୁଣ୍ଡ ଧରି ଯୁବକ ଜଣକ ଗାଁରେ ବୁଲିଥିଲା।

Camera Man Manas Swain
ମାନସ ସ୍ୱାଇଁ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଆଜି ଭଦ୍ରକ ଏବଂ ଚାନ୍ଦବାଲି ଯାଇ ଖୋଳତାଡ଼ କରିଛି । ସେପଟେ ଭଦ୍ରକ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ଆଉ ଦୁଇଟି ଟିମ୍ ରାଜ୍ୟ ବାହାରକୁ ଯାଇଛି ।