• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Wine shop
ଲକ୍ଷାଧିକ ଟଙ୍କା ସହ ମଦ ଦୋକାନରୁ ଦାମୀ ମଦ ଲୁଟିନେଲେ ଦୁର୍ବୃତ୍ତ

ମଦ ଦୋକାନରୁ ଦାମୀ ମଦ ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

  • Tuesday, 21 June 2022
Love
ଗ୍ଲାମର ଦୁନିଆରେ ଜୀବନ ଜୀଉଁଥିବା ଯୁବତୀଙ୍କ ମିଳିଛି ଝୁଲନ୍ତା ମୃତଦେହ

କେବେ ଟେଲିଭିଜନରେ ଅଭିନୟ କରୁଥିଲେ ତ କେବେ ବିଭିନ୍ନ ଗୀତରେ ରିଲ୍ ବନାଇ ସୋସିଆଲ୍ ମିଡିଆରେ ଛାଡ଼ୁଥିଲେ ।

Love
ଅଭିନେତ୍ରୀ ରଶ୍ମୀରେଖାଙ୍କ ରହସ୍ୟଜନକ ମୃତ୍ୟୁ, ସାମ୍ନାକୁ ଆସିଲା ତ୍ରିକୋଣୀୟ ପ୍ରେମ ଲିଙ୍କ୍ !

ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ । ଲିଭ୍ ଇନ୍‌ରେ ରହୁଥିବା ଯୁବକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ । ଭୁବନେଶ୍ୱର ଡିସିପି କହିଲେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।

Mahanga Double Murder
ମାହାଙ୍ଗା ଡବଲ ମର୍ଡର: କୋର୍ଟରେ SDPO ହାଜର, ୭ ଜଣଙ୍କ ବୟାନ ରେକର୍ଡ କରି ଦାଖଲ କଲେ ସିଡି

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁଇ ସହଯୋଗୀ ବାପି ବିଶ୍ୱାଳ ଓ ପୂର୍ବତନ ବ୍ଲକ୍ ଅଧକ୍ଷ ଶରତ ନାୟକଙ୍କ ବୟାନ ମଧ୍ୟ ପୂର୍ବରୁ ରେକର୍ଡ କରି ଏହି କେଶ ଡାଏରିରେ ଦାଖଲ କରାଯାଇଛି ।

Crime
ମୋବାଇଲ ଚୋରକୁ ନିର୍ଧୁମ ମାଡ଼, ହାତଗୋଡ଼ ବାନ୍ଧି ଟ୍ରକ୍ ଡାଲାକୁ ଫିଙ୍ଗିଦେଲେ

ପାରାଦୀପ ଅଞ୍ଚଳରେ ପୁଣି ଅମାନବୀୟ କାଣ୍ଡ । କିଛିଦିନ ପୂର୍ବରୁ ସାମାନ୍ୟ କାରଣରୁ ଘଟିଥିଲା ସମାନ ଘଟଣା ।

  • Monday, 20 June 2022
  • Crime
Odia serial actress Rashmirekha commits suicide
’ସନ୍ତୋଷ ପାତ୍ର ମୋ ଝିଅକୁ ମାରିଛି, ତାକୁ ଜେଲ୍‌ ପଠାଯାଉ’

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଛି। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ବାପା ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି। 

Murder or suicide Mystery shrouds death of lovers in Bolangir
ଭଉଣୀ ମଥାରେ ସିନ୍ଦୂର ଦେଲା ଭାଇ, ତା’ପରେ ମିଳିଲା ମୃତଦେହ...

ଦୁଇ ସମ୍ପର୍କୀୟ ଭାଇ ଭଉଣୀ ପରସ୍ପର ମଧ୍ୟରେ ପ୍ରେମ କରି, ଶେଷରେ ସେମାନଙ୍କର ଜୀବନ ଚାଲି ଯାଇଛି। ଜଙ୍ଗଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। 

Special story
ସାର୍‌ ମୋର କିଡନୀ ଖରାପ୍‌ : ଧରାପଡ଼ିବା ପରେ ପୋଲିସ୍‌ ସାମ୍ନାରେ ଦୁଃଖ ବଖାଣିଲା ଚୋର

ରୋଗ ପାଇଁ ଚୋର ପାଲଟିଗଲେ, ଧରାପଡ଼ିବା ପରେ ପୋଲିସ୍‌ ଆଗରେ ଦୁଃଖ ବଖାଣିଲା ଅପରାଧୀ ।

  • Monday, 20 June 2022
  • Loot
Vigillance Raid
ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଏକକାଳୀନ ୫ ଘରେ ରେଡ୍‌

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ୫ଟି ଘରେ ରେଡ୍ କରାଯାଇଛି ।

Odia Tele Actress Found Dead In Bhubaneswar
ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଓଡ଼ିଆ ଅଭିନେତ୍ରୀଙ୍କ ମୃତଦେହ, ସୁଇସାଇଡ୍‌ ନୋଟ୍‌ ଜବତ...

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିଛି। ଘର ମାଲିକ ରଶ୍ମିରେଖାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ।

Youth Murdered In Khordha
ହତ୍ୟାର ପର୍ଦ୍ଦାଫାସ: ତଣ୍ଟି କାଟି ଦେଲା ପରକୀୟା ପ୍ରୀତି !

ପଥର ଖଣି ଭିତରୁ ତଣ୍ଟିକଟା ସହ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଥିବା ବୀଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଛି। ଅନୈତିକ ପ୍ରେମ ସମ୍ପର୍କ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି।

Balangir Police
ନିର୍ଦ୍ଦୋଷ ହୋଇ ବି ଦୀର୍ଘ ୬ ମାସ ଧରି ଜେଲ ଭିତରେ ଥିଲେ

୬ ମାସ କାଳ ପୁଅକୁ ନପାଇ ଶୁଦ୍ଧି ସାରିଦେଲେ ପରିବାର । ଜେଲ୍ କର୍ତ୍ତୃପକ୍ଷଙ୍କ ସନ୍ଦେହରୁ ଖୋଲିଲା ଗୁମର, ମିଳିଲା ମୁକ୍ତି ।

deadbody
ବୋହୂର କାଠଫାଳିଆ ମାଡ଼ରେ ଶ୍ୱଶୁର ମୃତ

ପାରିବାରିକ କଳହରୁ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ଆସିକା ଥାନା ପୋଲିସର ତଦନ୍ତ ।

Vigilance Raid
ରେଡ୍ ପରେ ବିଡିଓଙ୍କ ହାତରୁ ଖସିଗଲା ତହସିଲଦାର ଦାୟିତ୍ୱ

ଚଢାଉ ବେଳେ ଲକ୍ଷେ ୭୦ ହଜାର ନଗଦ ଟଙ୍କା ସହ ୩୩୦ଗ୍ରାମ୍ ସୁନା ଓ ୧୧୦୦ ଗ୍ରାମ୍ ରୁପା ଅଳଙ୍କାର ଜବତ ହୋଇଛି। 

  • Sunday, 19 June 2022
Special story
ମହିଳା , ମୋହରା ଓ ଡ୍ରଗସ୍ : ରାଜଧାନୀର ନିଶା କାରବାରର ନୂଆ ଟ୍ରେଣ୍ଡ

ଲେଡି ପେଡଲରଙ୍କୁ ମୋହରା କରି ବସ୍ତିରୁ ଅପରେଟ୍ ହେଉଛି ଧଳାଜହର ବ୍ୟବସାୟ ।

  • Saturday, 18 June 2022
Mother killed by Son
ଅନୁଗୁଳରେ ବିଭତ୍ସ ହତ୍ୟା; ଟଙ୍କା ପାଇଁ ମାଆକୁ ମାରିଲା ପୁଅ !

ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ । ଅନୁଗୁଳ ତାଳଚେରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।

FIR Against MLA
ତିର୍ତ୍ତୋଲ ବିଧାୟକଙ୍କ ନାଁରେ ପ୍ରତାରଣା, ଠକେଇ ଅଭିଯୋଗ ଆଣିଲେ ପ୍ରେମିକା

ବାହା ହେବାକୁ କହି ଆସିଲେନି ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। ତେଣୁ ହୋଇପାରିଲା ନାହିଁ କୋର୍ଟ ମ୍ୟାରେଜ। ବିଜୟ ଶଙ୍କର ନ ଆସିବାରୁ ଜଗତସିଂହପୁର ଥାନାରେ ଏତଲା କଲେ ପ୍ରେମିକା ସୋମାଲିକା ।

Body of youth packed in sack found at stone mines
ପାଣିରେ ଭାସୁଥିଲା ଅଖା, ଖୋଲିବା ପରେ ମିଳିଲା...

ଯୁବକଙ୍କ ହାତଗୋଡ଼ ରଶିରେ ବନ୍ଧା ହୋଇଥିବା ବେଳେ ବେକକୁ ଧାରୁଆ ଅସ୍ତ୍ରରେ ପ୍ରାୟ ୭୦ ଭାଗ କଟାଯାଇଥିବା ଦେଖିବାକୁ ମିଳିଥିଲା। କେହି ଦୁର୍ବୃତ୍ତ ହତ୍ୟା କରି ମୃତଦେହକୁ ଅଖାରେ ବାନ୍ଧି ଫିଙ୍ଗିଥିବା ଆଶଙ୍କା କରାଯାଉଛି। 

Crime
ଡ୍ରେସ କିଣିବାକୁ ପଇସା ନଦେବାରୁ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ନୟାକୋଟ ଥାନା ଉପରବରଡ଼ା ଗାଁରେ ଘଟିଛି ଏହି ଲୋମହର୍ଷକ ହତ୍ୟାକାଣ୍ଡ । ଘଟଣାର ତଦନ୍ତ କରିବା ସହ ନାବାଳକ ପୁଅକୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ ।

Minor Boy Killed
ପଣ୍ଡା ପାର୍କରୁ ବସ୍ତାରେ ବନ୍ଧା ଥିବା ନାବାଳକର ଗଳିତ ମୃତଦେହ ଉଦ୍ଧାର

ମୃତ ନାବାଳକ ହେଲେ ଦୈତ୍ୟରାଜ ନାୟକ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।  ଘଟଣାର ଛାନଭିନ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

Government School Teacher
ସରକାରୀ ଶିକ୍ଷକଙ୍କ ଟଙ୍କିକିଆ ଚାଉଳ ଲୋଭ

ବାଃ ବାଃରେ ଶିକ୍ଷକ। ସରକାରୀ ସ୍କୁଲରେ ଚାକିରି କରିବା ପରେ ବି ଟଙ୍କିକିଆ ଚାଉଳ ନେଉଛନ୍ତି ଏଇ ଶିକ୍ଷକ। ଖାଲି ଚାଉଳ ନୁହେଁ ବରଂ ଦିବ୍ୟାଙ୍କ ସାର୍ଟିଫିକେଟ୍‌ ବି ହାତେଇଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ଜିଲ୍ଲା ଶିକ୍ଷାଧିକାରୀ

Ticket For India Vs South Africa
ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ନଥିଲା, କିନ୍ତୁ ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ ବହୁ ନକଲି ପାସଧାରୀ

ଏବେ ସୋସିଆଲ ମିଡିଆରେ ଏଭଳି ବହୁ ସଂଖ୍ୟାରେ ପାସ୍ ଘୁରିବୁଲିବା ପରେ ଏହାକୁ ନେଇ ମର୍ମାହତ ସାଧାରଣ କ୍ରିକେଟ୍‌ ପ୍ରେମୀ ।

Mines Mafia
ଯାଜପୁରରେ ଏକାଧିକ ଖଣି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଜୋରଦାର ଚଢ଼ାଉ

ଆୟକର ଫାଙ୍କି ଅଭିଯୋଗରେ ରେଡ୍ ସୂଚନା । ଘର, ଅଫିସ ଓ କ୍ରସର ୟୁନିଟ୍ରେ ରେଡ୍ ।

Kangaroo Court
ଗାଁ ଭିତରେ କଙ୍ଗାରୁ କୋର୍ଟ !  ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପ୍ରେମୀଯୁଗଳଙ୍କୁ ବାନ୍ଧି ବୁଲାଇଲେ ଗ୍ରାମବାସୀ

ଛତିଶଗଡ ଉରଣ୍ଡାବେଡା ଥାନା ଅଞ୍ଚଳରେ ଘଟଣା । ହାତବାନ୍ଧି ଗାଁ ଦାଣ୍ଡରେ ବୁଲାଇବା ସହ ଦେଲେ ଶାରିରୀକ ନିର୍ଯାତନା ।

Elephant Died
ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣାର ତଦନ୍ତ କରିବ ସ୍ପେସାଲ ଟିମ୍

ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ଼ ଓ ଜେନାପାଳ ଗାଁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା।