ଝିଅ ଅର୍ଚ୍ଚନା ନାଗର କଳାଧନ ସାମ୍ରାଜ୍ୟକୁ ନେଇ ଘାଣ୍ଟୁଥିବା ଇଡ଼ି ସ୍କାନରରେ ବାପା ସୁରେନ୍ଦ୍ର ନାଗ। ଘନ ଘନ ପ୍ରଶ୍ନ ପଚାରୁଛି ଇଡି, ସାଙ୍ଗରେ ସୁରେନ୍ଦ୍ର ଆଣିଥିବା ଦସ୍ତାବିଜର ହେଉଛି ଯାଞ୍ଚ। ସମୟ ସକାଳ ପ୍ରାୟ ୮ଟା। କେସିଙ୍ଗାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଧରି ଭୁବନେଶ୍ୱର ଇଡି ଅଫିସରେ ହାଜର ହୋଇଥିଲେ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର। ତାପରେ ରୁଦ୍ଧଦ୍ୱାରରେ ଇଡ଼ିର ୨ ଅଫିସରଙ୍କ ଦ୍ୱାରା ଚାଲିଲା ଜେରା।
Published: Satyendu Shekher Mishra
Last updated: 13 November 2022, 10:15 PM IST
ବଡ଼ବଡ଼ ହୋଟେଲ୍ରେ ରହି ମୌଜ ମଜଲିସ୍ କରୁଥିଲେ। ଏଥିସହ ନିଶା କାରବାର ସାଙ୍ଗକୁ ଚଳାଇଥିଲେ ଆତଙ୍କରାଜ। ସବୁବେଳେ ପୋଲିସ୍ ରାଡ଼ାରରେ ରହୁଥିଲେ। ହେଲେ ପୋଲିସ ତାଙ୍କୁ ଗିରଫ କରିପାରୁନଥିଲେ।