ପ୍ରେମରେ ପ୍ରତାରଣା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ
ପ୍ରେମିକା ସିନା ପ୍ରେମ ପାଇଁ ବିଷ ପିଇଦେଲା, ହେଲେ ପ୍ରେମିକ ଜଣକ ବିଷ ନପିଇ ଫେରାର ମାରିଥିଲା
ବେଆଇନ୍ ବାଲି ଖନନକୁ ନେଇ ରେଡ୍ ପାଇଁ ଯାଇଥିବା ଟିମ୍ ଉପରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ। ଏଥିରେ ଖଣି ବିଭାଗର ଅଫିସର ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।
ହାତରୁ ମେହେନ୍ଦି ଲିଭିନି, ପାଦରୁ ଅଳତା ବି ଛାଡ଼ି ନାହିଁ। ବିବାହର ମାସେ ନପୁରୁଣୁ ଯୌତୁକ ଜୁଇରେ ଜଳିଗଲା ନବବଧୂ।
ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି
କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ।
ଏସପିଙ୍କ ବୟାନ ପରେ ତେଜିଲା ରାଜନୀତି । ଘଟଣା ଚପାଇଦେବାକୁ ଶାସକଦଳ ଉଦ୍ୟମ କରୁଛି କହିଲେ ବୈଜୟନ୍ତ ।
ଆଶଙ୍କା କରାଯାଉଛି ଏହି ହତ୍ୟାକାଣ୍ଡରେ ଯେଉଁ ଯିଗାନା ପିସ୍ତଲ ସନି ସିଂ ବ୍ୟବହାର କରିଥିଲା, ତାହା ସୁନ୍ଦର ଭଟ୍ଟି ଗ୍ୟାଙ୍ଗ ପକ୍ଷରୁ ତାକୁ ଯୋଗାଇ ଦିଆଯାଇଥିଲା ।
ଖବର ପାଇ ପୋଲିସ ଗଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ କୁହାଯାଉଛି ଯେ, ଭୁଲ ବସତଃ କିମ୍ବା ଅଜାଣତରେ ପିଲାମାନେ ବିଷ ପିଇ ଥାଇପାରନ୍ତି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ଶରୀର ନିକଟସ୍ଥ କ୍ଷେତରେ ପଡ଼ିଥିବା ପୋଲିସ କହିଛି । ମୃତକଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ ପଡ଼ୋଶୀରେ ରହୁଥିବା ୮ଜଣ ବ୍ୟକ୍ତି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।
ରାଗ ସୁଝାଇବା ପାଇଁ ଆଜି ୧୦ରୁ ଉର୍ଦ୍ଧ୍ୱ ଯୁବକ କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ ।
ନିର୍ଦ୍ଦୟ ସମ୍ପର୍କୀୟ । ଯୁବକଙ୍କୁ ଛେଚି ମାରିଦେଲେ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ ।
ଜେଲ ଯାଇ ଜାମିନରେ ଆସି ପରେ ପୁଣି ଆରମ୍ଭ କରିଥିଲା ଗୁଣ୍ଡାଗର୍ଦ୍ଦି । ଏପରିକି ନିଜ ଘରେ ଆସବାବପତ୍ର ଭାଙ୍ଗିବା ସହିତ ମାଡପିଟ ମଧ୍ୟ କରୁଥିଲା । ଶେଷରେ ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଆଲୋକର ବାପା ଲକ୍ଷ୍ମୀକାନ୍ତ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଖୁସିର ମାହୋଲ ଭିତରେ ଅତର୍କିତ ଗୁଳିମାଡ଼ । ଚାଲିଗଲା ୪ ଜୀବନ ।
କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁରର ସ୍ଥିତି, ଏସପି କହିଲେ ଅଘଟଣ ଥିଲା ପ୍ରି-ପ୍ଲାନ୍ଡ। ଏଯାଏଁ ୭୯ ଗିରଫ, ସ୍ଥିତି ସମୀକ୍ଷା କଲେ ରାଜସ୍ବ ବିଭାଗ ACS, ଏପଟେ ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଥିବା କହି ବର୍ଷିଲେ ଗିରିରାଜ।
ହାତକଡ଼ି ପଡ଼ିଥିବା ବେଳେ ପଏଣ୍ଟ ବ୍ଲାଙ୍କରୁ ଚାଲିଲା ଗୁଳି, ତଳେ ଲୋଟିଥିଲା ଉଭୟଙ୍କ ନିସ୍ତେଜ ରକ୍ତାକ୍ତ ଶରୀର । ଆଉ ଇଏ ଆଜିର ଦୃଶ୍ୟ। ଚାରିଆଡ଼େ ଟାଇଟ୍ ସିକ୍ୟୁରିଟି ।
ମାଫିଆ ଡନ୍ ଅତିକ ଓ ଭାଇ ଆଶ୍ରଫର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଭୟଙ୍କୁ ପ୍ରୟାଗରାଜରେ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଡାକ୍ତରୀ ପରୀକ୍ଷା ପାଇଁ ଅତିକ୍ ଅହମ୍ମଦଙ୍କୁ ନିଆଯାଉଥିଲା । ସେହି ସମୟରେ ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି ।
କଲବଲ କରି ୧୦ ମାସର ଛୁଆକୁ ମାରିଦେଲେ । ନିଜ ପିଲାକୁ ମାରିବା ପାଇଁ କିପରି ବାପାମା’ଙ୍କର ହାତ ଗଲା ।
ଭୁବନେଶ୍ୱରର ଗଜପତି ନଗର ଅଞ୍ଚଳରେ ଘଣ୍ଟାଏ ଭିତରେ ଜଣେ ଇଲେକ୍ଟ୍ରିକାଲ୍ କଣ୍ଟ୍ରାକ୍ଟରଙ୍କ ଅଫିସ୍ରେ ପଶି ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ସହ ସୁନା ଓ ରୁପା କଏନ ଲୁଟି ନେଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
କାଜୁରିପାଙ୍ଗା ଗାଁରେ ଗୋଇଠା ମାରି ମହିଳାଙ୍କୁ ତାଙ୍କୁ ପୁଅବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ବରଗଡ ସୋହେଲାରେ ବିଭତ୍ସ ହତ୍ୟାକାଣ୍ଡ
ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ସ୍ତ୍ରୀ ଓ ନିଜର ୨ ପିଲାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ଦାଲ୍ ମେ କାଲା ହେ.. ୪ ଦିନରେ ଚୌକା..୧୪ ଦିନରେ ଜିରୋ ? ନକଲି ସାର୍ଟିଫିକେଟ୍ର କେବେ ଖୋଲିବ ଗୁମର ?
ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତା’ର ଭାଇ ଅଶ୍ରଫ୍ ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଛି। ଅତିକ ଓ ଅଶ୍ରଫ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଏହି ଗୁଳିମାଡ଼ ହୋଇଥିଲା।
ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି ।