Similipal Forest Range
ରାଜ୍ୟରେ ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ। ବିପଦରେ ବନ କର୍ମଚାରୀ। ଶିମିଳିପାଳରେ ଶିକରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ଜୀବନ ଯିବା ପରେ ଉଠିଛି ଏମତି ପ୍ରଶ୍ନ। ଶିମିଳିପାଳ ସାଉଥ ରେଞ୍ଜରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇ ପ୍ରାଣ ହରାଇଛନ୍ତି ବିମଳ ଜେନା। ତେବେ ସାଂଘାତିକ ଅଭିଯୋଗ ହେଉଛି, କୁଆଡେ ଶିକାରୀଙ୍କ ବିଷୟରେ ପୂର୍ବରୁ ଖବର ଥିଲା ବନ ବିଭାଗ ପାଖରେ। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରି PCCF କହିଛନ୍ତି ୧୦ ଜଣ ଶିକାରୀ ଚିହ୍ନଟ ହୋଇଥିବା ବେଳେ ୨ ଗିରଫ ହୋଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)