/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688870236.jpg)
Chudi Gang Lootera
ଭୁବନେଶ୍ୱର ଉପକଣ୍ଠ ଧଉଳି ଅଞ୍ଚଳରେ ମାତିଛନ୍ତି ଚୁଡ଼ି ଗ୍ୟାଙ୍ଗ । ଗ୍ରୀଲ ତାଡ଼ି କଳା କନା ବୁଲାଇ ଦେଉଛନ୍ତି। ଧଉଳି ଅଞ୍ଚଳର ଦୟାନଦୀ ବିହାର ଲେନ୍ -୨ରେ ଗତକାଲି ଚୋରି ହୋଇଛି । ଚୁଡ଼ି ଗ୍ୟାଙ୍ଗର ଲୁଟେରାମାନେ ଜଣେ ଘର ମାଲିକଙ୍କ ଗ୍ରୀଲ୍ ତାଡ଼ି ୨ ଭରି ସୁନା ଓ ୪ ଲକ୍ଷ ଟଙ୍କା ଚୋରି କରି ଫେରାର୍ ହୋଇଯାଇଛନ୍ତି। ସିସିଟିଭିରେ କଏଦ୍ ହୋଇଛି ଚୋରି କରି ଖସି ପଳାଉଥିବାର ଦୃଶ୍ୟ। ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ଧଉଳି ଥାନା ପୋଲିସ ।
Advertisment
ଭୁବନେଶ୍ୱର ଉପକଣ୍ଠ ଧଉଳିରେ ମାତିଛନ୍ତି ଚୁଡ଼ି ଗ୍ୟାଙ୍ଗ । ଗ୍ରୀଲ ତାଡ଼ି କଳା କନା ବୁଲାଇ ଦେଉଛନ୍ତି#ChudiGang#Bhubaneswarpic.twitter.com/92CwXkKToX
— ଓଟିଭି (@otvkhabar) July 9, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)