ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ୍ ସହ ବ୍ଲାକମେଲିଂ ଭଳି ସଂଗୀନ ଅଭିଯୋଗକୁ ନେଇ ପୁଣି ହଲଚଲ୍ ଓଲିଉଡ୍ । ରୂପେଲି ପରଦାର ଜଣେ ଆଗଧାଡ଼ିର ଅଭିନେତ୍ରୀ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ପ୍ରଯୋଜକଙ୍କ ବିରୋଧରେ । ଯିଏ ଅନ୍ୟ କୌଣସି ପ୍ରଯୋଜନା ସଂସ୍ଥାରେ କାମ କରିବାରୁ ତାଙ୍କୁ ତାଗିଦ କରିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଏବଂ ଫଟୋକୁ ଭାଇରାଲ କରିଥିବା ଅଭିଯୋଗ କରିଛନ୍ତି।
ପୋଲିସ କହିଛି ଯେ, ନର୍ଗିସ୍ କଥା ହେବା ବନ୍ଦ କରିବା ପରଠାରୁ ଇର୍ଫାନ୍ ତାକୁ ମାରିବା ପାଇଁ ଯୋଜନା କରୁଥିଲା।
ପୂର୍ବରୁ ୨ ଥର ନବଙ୍କୁ ହତ୍ୟା ଉଦ୍ୟମ କରି ସେ ବିଫଳ ହୋଇଥିବା ଜଣାପଡ଼ିଛି ।
ସରକାର ବିଳମ୍ବ ନ କରି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କଲେ କେଉଁ କେଉଁ ରାଜ୍ୟ ସଂପୃକ୍ତ, କିଏ ବଡ଼ପଣ୍ଡା ଅଛନ୍ତି ଜଣାପଡ଼ିଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।
ଆଜି ଆମେ ଆପଣଙ୍କୁ ଏମିତି କିଛି ଖବର କହିବୁ ଯାହା ଜାଣିଲେ ଆପଣ ଟିକେ ଅଟକି ଯିବେ । ଆଉ ଚିନ୍ତାରେ ପଡ଼ିବେ ।
ଆଶାଙ୍କ କହିବାନୁସାରେ ଗୋବିନ୍ଦ ନିଜ ପତ୍ନୀଙ୍କୁ ମୋହାଂବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ରେଡ୍ ବେଳେ ମଦ ମାଫିଆଙ୍କ ଆକ୍ରମଣ। ଖଣ୍ଡାରେ ଆକ୍ରମଣ କରିବା ସହ ସହ ଅବକାରୀ ଗାଡ଼ି ଭାଙ୍ଗି ଦେଲେ ମଦ ମାଫିଆ।
ଠିକାଦାରଙ୍କୁ ଦାଦା ବଟି ମାଗିଲେ ଓ ତା’ପରେ ବୋମାମାଡ଼ କଲେ। ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟି ନେଲେ।
ମାତ୍ର ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଲା ଜନ୍ମ କଲା ମା’।
ମନୋରଞ୍ଜନର ମାଧ୍ୟମ ସାଜିଛି କି ମରଣଯନ୍ତା ? ରିଲ୍ସ ବା ସର୍ଟ ଭିଡିଓ ନେଉଛି କି ଜୀବନ ? ଯୁବପିଢିଙ୍କ ପାଇଁ ସର୍ଟ ଭିଡିଓ ସାଜିଛି କି ସାଇଲଣ୍ଟ କିଲର ? ଭିଡିଓ ସୁଟ୍ ବେଳେ ଆସାବଧାନତା ସାଜୁଛି କି କାଳ ? କାର୍ଗିଲ ବିଜୟ ଦିବସରେ ଜଣେ ଯବାନଙ୍କ ଅକାଳ ମୃତ୍ୟୁ ଘଟିଛି ଏଭଳି ରିଲସ୍ ନିଶା ଯୋଗୁଁ ।
ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଚଳିତ ବର୍ଷ ଫେବ୍ରୁଆରୀ ମାସର ବୋଲି ଜଣାପଡ଼ିଛି । ଆଉ ଅଭିଯୁକ୍ତକୁ ଏବେ ଗିରଫ କରାଯାଇଛି ।
ପ୍ରିଣ୍ଟିଂ ପ୍ରେସ୍ର ଜଣେ ହେଲ୍ପର ପ୍ରଶ୍ନପତ୍ର ଲିକ୍ କରିଥିଲେ । ପ୍ରେସ୍ରୁ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲେ ।
ଭିନ୍ନ ଭିନ୍ନ ଉପାୟରେ ସାଇବର ଠକ ମାନେ ଲୋକଙ୍କୁ ଲୁଟି ଚାଲିଛନ୍ତି । ଲୋକେ ଯେତେ ସତର୍କ ହେଲେ ବି ସାଇବର ଠକ ନୂଆ ନୂଆ ଫଣ୍ଡା ଆପଣାଇ ଚୋରି କରୁଛନ୍ତି ।
ଓଏସଏସସି ନିଜେ ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା କରୁଥିବା ବେଳେ କେମିତି ଦଲାଲ ପାଖକୁ ପ୍ରଶ୍ନପତ୍ର ଗଲା, ତାର ଉତ୍ତର ବି ପୋଲିସ ପାଖରେ ନାହିଁ ।
ବାଲେଶ୍ୱର ସୋର ଥାନା ଗୁଡ଼ ଅଞ୍ଚଳର ଘଟଣା । ମୃତକ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର ଉଦୟ କୁମାର ବେହେରା ।
ବିନା ତଦନ୍ତରେ ଓଏସ୍ଏସସିର ସଂପୃକ୍ତିକୁ ମନା କରିଦେବା ପୂରା ଘଟଣାରେ ପୋଲିସର ବଡ଼ ଅଭିସନ୍ଧିକୁ ଇଙ୍ଗିତ କରୁଥିବାର ଅଭିଯୋଗ ଉଠିଛି।
ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର ! କୋରାପୁଟ ଜିଲ୍ଲା ପୋଲିସ୍ ମୁଖ୍ୟାଳୟର ନକ୍ସଲ ସେଲ୍ ଭିତରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।
ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିଲା। ଗୋପାଳ ଦୋଷ ସ୍ୱୀକାର କରିବି ବୋଲି କହିବା ସହ ମୁଣ୍ଡିଆ ମାରି କୋର୍ଟ ଭିତରକୁ ଯାଇଥିବା ଆଇନଜୀବୀ ସତ୍ୟ ବହିଦାର କହିଛନ୍ତି।
ମହିଳା ଜଣକ ନ୍ୟୁଡ୍ ଭିଡିଓ କଲ୍ରେ କରି ଅଶ୍ଲୀଳ ବ୍ୟବହାର କରିଥିଲେ। ମହିଳାଙ୍କ ଉଦ୍ଦେଶ୍ୟ ଥିଲା ସାଂସଦଙ୍କୁ ଫସାଇ ତାଙ୍କୁ ବ୍ଲାକ୍ମେଲିଂ କରି ଟଙ୍କା ଆଦାୟ କରିବା।
ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।
ମୁମ୍ବାଇ ଏବଂ ପୁନେରେ ଜାଗା-ବାଡି ଥିବା ସହ ପିଲାମାନଙ୍କୁ ପ୍ରତିଷ୍ଠିତ ବିଦ୍ୟାଳୟରେ ମଧ୍ୟ ପାଠ ପଢାଉଛି ।
ବେଳେବେଳେ ଘରର ଛୋଟ ଛୋଟ ସମସ୍ୟା ଉଗ୍ର ରୂପ ନେଇଯାଏ । ଆଉ ସେମିତି ଏକ ଘଟଣା ଆଜି ଆମ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।
ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା, ପୋଲିସ ତଦନ୍ତ ଆରମ୍ଭ କରିଛି ।
ବାପାମା’ର ଝଗଡ଼ା ତୁଟାଇବାକୁ ଯାଇ ଝିଅର ଜୀବନ ଗଲା । ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଅଭାବନୀୟ ଘଟଣା । ଅଭିଯୁକ୍ତ ବାପାକୁ ଅଟକ ରଖି ପୋଲିସର ପଚରାଉଚରା ।
ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ। ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିବା ପରେ ସରକାରୀ କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଟଙ୍କାକୁ ଗିଳି ଦେଇଥିଲେ।