ମଦ ବ୍ୟାନ ଥିବା ରାଜ୍ୟରେ ବେଆଇନ ଭାବେ ଗାଡ଼ିରେ ମଦ ନେଉଥିଲେ । ପୋଲିସକୁ ଦେଖି ଜୋରରେ ଗାଡ଼ି ଚଲାଇ ପଳାଇବେ ବୋଲି ଭାବିଥିଲେ । କିନ୍ତୁ ନିୟତିର ନୀତି ଥିଲା ଅଲଗା ।
ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତନାଘନା କରୁଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଗଠିତ କମିଟି । ଘଟଣାରେ କର୍ଣ୍ଣାଟକର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ ।
ଢୋଲ ଭିତରେ ମୂଷା । ଗରିବଙ୍କ ପେଟକୁ ଲାତ । ବାବୁ ଖାଇଗଲେ ପିଡିଏସ୍ ଚାଉଳ । କାରସାଦି କରି ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ହଡପ୍ କରି ନେଇଛନ୍ତି ଶହ ଶହ କ୍ୱିଣ୍ଟାଲ ସରକାରୀ ଚାଉଳ ।
କ୍ରାଇମବ୍ରାଞ୍ଚ STF ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଜେରାରୁ ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ବୁଖାରୀର ଗୋଟିକ ପରେ ଗୋଟିଏ କଳାଚିଠା । ଏବେ ଖୋଲିଛି ବୁଖାରୀର ହନିଟ୍ରାପ୍ ଆପ ଗୁମର ।
ଭୁବନେଶ୍ୱରରେ ଗତକାଲି ହୋଇଥିବା ଶିଶୁ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ୍ । ଘଟଣାରେ ଶିଶୁର ବାପା ଓ ସାବତ ବାପାକୁ ମିଶାଇ ପୋଲିସ୍ ମୋଟ୍ ୪ ଜଣଙ୍କୁ ଗିରଫ କରିଛି ।
କାଲି ସୁନ୍ଦରଗଡ଼, ଆଜି ଭୁବନେଶ୍ୱର..କାଲି ପିହୁ ଆଜି ଆଶୁତୋଷ । ଦୁଇ ଦିନରେ ଦୁଇ ଦୁଇଟି ଶିଶୁର ଜୀବନ ସହ ଖେଳ ।
ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଇଶାନ ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନିଜର ଏକ ସ୍ୱତନ୍ତ୍ର ଆପ୍ ବନେଇଥିଲା । ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍ କଲ୍ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରିଛି କୋଟି କୋଟି ଟଙ୍କା ।
ଦୁଇ ମାସ ପୂର୍ବରୁ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା।
କପେ ଚା’ ପାଇଁ ସ୍ୱାମୀର ନାରକୀୟ କାଣ୍ଡ । ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଭୁଲିଗଲା ସ୍ୱାମୀ ।
ତେବେ ଶିଶୁ ଅପହରଣର କାରଣ ସ୍ପଷ୍ଟ ହୋଇନାହିଁ । ଏପଟେ ଅପହର୍ତ୍ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ଲକ୍ଷ୍ୟଭ୍ରଷ୍ଟ ହେବାରୁ ଅଳ୍ପକେ ବର୍ତ୍ତିଗଲେ ବ୍ୟବସାୟୀ । କ୍ଷେତରାଜପୁର ଥାନା ପୋଦ୍ଦାର କଲୋନୀରେ ଫାୟାରିଂ
ନାଟକୀୟଭାବେ ଅପହରଣ, ଆଶ୍ଚର୍ଯ୍ୟଜନ ଢଙ୍ଗରେ ଉଦ୍ଧାର। ନିଜ ସାହସ ଓ ବୁଦ୍ଧିମତ୍ତା ପାଇଁ ସୁନ୍ଦରଗଡ଼ରୁ ସୁରକ୍ଷିତ ଉଦ୍ଧାର ହୋଇଛି ଦେବଗଡ଼ରୁ ଅପହୃତା କୁନି ଝିଅ ପିହୁ..
ଖୋଲିବ ସନ୍ଦିଗ୍ଧ ଆତଙ୍କୀ ବୁଖାରୀର କଳାଚିଠା। ୫ ଦିନିଆ ରିମାଣ୍ଡରେ ଆଣି ବୁଖାରୀକୁ ଭୁବନେଶ୍ବରରେ ଘାଣ୍ଟୁଛନ୍ତି କ୍ରାଇମବ୍ରାଞ୍ଚ STF ସହ IB ଅଧିକାରୀ। ଆତଙ୍କବାଦୀଙ୍କ ସହ ସମ୍ଭାବ୍ୟ ଲିଙ୍କ୍, ନିଜକୁ ଡାକ୍ତର ଦର୍ଶାଇ ବହୁ ବିବାହ ପଛର ରହସ୍ୟ ଏବଂ ଓଡ଼ିଶାରେ ଆତ୍ମଗୋପନ ପଛର ସତ ଉଗାରୁଛନ୍ତି ଅଧିକାରୀ..
ଗତକାଲି ଦେବଗଡରୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଭୋରରୁ ସୁନ୍ଦରଗଡ଼ ବଡଗାଁରୁ ଉଦ୍ଧାର ହୋଇଥିଲା କୁନି ଝିଅ ।
ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ STF । ବୁଖାରୀକୁ ପଚରାଉଚରା ପାଇଁ ଭୁବନେଶ୍ୱରରେ IB ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁବାଲନ ନାମକ ବ୍ୟକ୍ତି କିଛି ଦିନ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେ ଦୁଇ ଦିନ ହେବ ସେଠାରୁ ବାହାରିଛନ୍ତି । ପୂର୍ବରୂ ସେ ଖୁବ୍ ନିଶା ସେବନ କରୁଥିଲେ । ଯାହାର ପରିଣାମରେ ଏଭଳି ସ୍ଥିତି ଉପୁଜିଛି ।
ଗତ ୧୪ ତାରିଖରେ ଏପରି ଏକ ଅଦ୍ଭୁତଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୨୬ ବର୍ଷୀୟ ଯୁବତୀ ଜଣେ ଅଜଣା ଯୁବକଙ୍କ ଏପରି ବ୍ୟବହାରକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ।
ଉଭୟଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଉଥିବାବେଳେ ଭୁବନେଶ୍ୱର, ସମ୍ବଲପୁର, ଅନୁଗୁଳ ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି ।
ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିଥିଲା । ହେଲେ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି । ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି ।
ନକଲି ସାର୍ଟିଫିକେଟ ଦେଇ କରିଥିଲେ ଚାକିରି ... ବହିଷ୍କୃତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ ... ଆଗରୁ ମଧ୍ୟ ଏମିତି ୪ ଜାଲ୍ ଶିକ୍ଷକଙ୍କୁ ଚାକିରିରୁ ହଟାଇଥିଲେ ଡିଇଓ ...
୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଚାଲିଥିଲା ଡିଲ୍.. କେଉଁଠୁ ଆଣିଲେ ବାଘ ଚମଡ଼ା, ବନ ବିଭାଗର ଛାନଭିନ୍..
ସୁନ୍ଦରଗଡ଼ ବଡ଼ଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା କୁନି ଝିଅ ଉଦ୍ଧାର ହୋଇଛି ।
ଯେଉଁ ସମୟରେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ଥିଲା କାଶ୍ମୀର, ସେହି ସମୟରେ କାଶ୍ମୀରରୁ ଆସି ଯାଜପୁର ଧର୍ମଶାଳା ଅଞ୍ଚଳରେ ଆତ୍ମଗୋପନ କରିଥିଲା ବୁଖାରୀ । ବନିଥିଲା ନେଉଳପୁର ଗାଁର ଜ୍ୱାଇଁ ।
ସବୁଠାରୁ ବଡ଼ କଥା ହେଉଛି ତନ୍ତ୍ର ସାଧନା ପାଇଁ ଏହି ନିରୀହ ଝିଅକୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ୩ ବର୍ଷ ଧରି ଶୁଣାଣି ଚାଲିବା ପରେ ଶେଷରେ କୋର୍ଟ ଦମ୍ପତି ପର୍ଶୁରାମ ଓ ସୁନୈନା ଓ ତାଙ୍କ ଦୁଇ ସହଯୋଗୀ ଅଙ୍କୁଲ ଓ ବିରେନ୍ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ପାକିସ୍ତାନରେ ଦାଉଦ୍ଙ୍କୁ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବା ପରେ ସେଠାରେ ହଲଚଲ୍ ଆରମ୍ଭ ହୋଇଯାଇଛି। ପାକିସ୍ତାନରେ ଇଣ୍ଟରନେଟ୍ ସର୍ଭର ଡାଉନ୍ ଥିବା ଖବର ଆସିଛି।