• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Business Updates

Youtuberଙ୍କ ଉପରେ ୧୦ କୋଟି ଫାଇନ୍‌
SEBI Fines Youtuber: ୟୁଟ୍ୟୁବ୍‌ରେ ଦେଉଥିଲେ ସେୟାର ମାର୍କେଟ୍‌ ଟିପ୍ସ, SEBI ଲଗାଇଲା ୧୦ କୋଟିର ଫାଇନ୍‌

ରେଜିଷ୍ଟ୍ରେସନ୍ ନ କରି, ନିବେଶ ସମ୍ପର୍କିତ ପରାମର୍ଶ ଦେବା ଓ ସେ ସମ୍ପର୍କିତ ଭିଡିଓ କରି କୋଟି କୋଟି ଟଙ୍କା ଆୟ କରିଥିବା ରବୀନ୍ଦ୍ର ଭାରତୀଙ୍କୁ ମୋଟା ଅଙ୍କର୍ ଫାଇନ୍ ପକାଇଛି SEBI ।

Gold Price Today
Gold Silver Price Today: ଖୁସି ଖବର; କମିଲା ସୁନା ଦର, ଆଜି ଘରକୁ ନିଅନ୍ତୁ କିଣି...

ଆଜି କଟକ ଓ ଭୁବନେଶ୍ୱରରେ ସୁନାର ଦରରେ ପରିବର୍ତ୍ତନ ଘଟିଛି । ଗତକାଲି ଅପେକ୍ଷା ସୁନାର ଦାମ୍ କମ୍‌ ହୋଇଛି  ।

UPI
UPI Record Transactions: ଚଳିତବର୍ଷ ରେକର୍ଡ ଭାଙ୍ଗିଲା ଅନଲାଇନ୍ ଟ୍ରାଞ୍ଜାକ୍ସନ୍; ବିଦେଶରେ ବି ବଢୁଛି UPI କାରବାର

କେବଳ ଭାରତରେ ନୁହେଁ, ଭାରତ ବାହାରେ ବି ୟୁପିଆଇର ବ୍ୟବହାର ବଢିବାରେ ଲାଗିଛି । ଏବେ ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଓ ମରିସସ ଭଳି ଦେଶରେ ୟୁପିଆଇର ପ୍ରଚଳନ ହେଉଛି।

ହଲମାର୍କ ଲୋଗୋ ସୁନା ନକଲି
Video: ବଜାରରେ ମିଳୁଛି ନକଲି ସୁନା

ରାଜ୍ୟରେ ୫ଟି ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ହଲମାର୍କ ଲୋଗୋ ସୁନା ନକଲି
Fake Gold in Market: ସାବଧାନ ! ହଲମାର୍କ ନାଁରେ ବଜାରରେ ବିକ୍ରି ହେଉଛି ନକଲି ସୁନା

ରାଜ୍ୟରେ ୫ଟି ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Gold Price Today
Gold Price Today, 9th Decmber 2024: ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ

ଏବେ ଚାଲିଛି ବିବାହ ଋତୁ । ସୁନା କିଣିବାକୁ ଗହଣା ଦୋକାନରେ ଭିଡ଼ । ଗତକାଲି ଅପେକ୍ଷା ଆଜି ସାମାନ୍ୟ ବଢିଛି ସୁନାର ଦାମ୍ । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

Flight
Airfares increased: ବଡ଼ଦିନ ଓ ନୂଆ ବର୍ଷ ଛୁଟିରେ ଯାତ୍ରୀଙ୍କୁ ଝଟକା; ମହଙ୍ଗା ହେଉଛି ବିମାନ ଭଡ଼ା

ଡିସେମ୍ବର ୧ ତାରିଖରୁ ସରକାରୀ ତେଲ କମ୍ପାନୀ ମାନେ ଏଭିଏସନ୍ ଟର୍ବାଇନ୍ ଫୁଏଲ ବା ବିମାନ ଇନ୍ଧନ ଦରରେ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ କିଛି ବିମାନ ସେବା କମ୍ପାନୀ ନିଜ ନିଜ ବିମାନ ଭଡ଼ା ବଢାଇଥିବା ବେଳେ ଆଉ କିଛି ଖୁବଶୀଘ୍ର ଭଡା ବଢାଇପାରନ୍ତି।

gold price today
Gold Price Today, 7th Decmber 2024: ବଦଳିଲା ସୁନା ଦର,କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ଅଛି ଦାମ୍

ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

Nippon Steel Plant
Nippon Steel Plant: ଜାଗିଲା ଆଶାର କିରଣ, ଆଶଙ୍କାରେ ପୂର୍ଣ୍ଣଚ୍ଛେଦ; କେନ୍ଦ୍ରାପଡ଼ାରେ ନିପ୍ପନ ଷ୍ଟିଲପ୍ଲାଣ୍ଟ

ଦୂର ହେଲା ଦ୍ୱନ୍ଦ୍ୱ । ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ଜାଗିଲା ଶିଳ୍ପବିକାଶ ପାଇଁ ଆଶାର କିରଣ ।

Low CIBIL score
Low CIBIL score: କ'ଣ ଏହି ସିବିଲ୍ ସ୍କୋର? ଲୋନ୍ ନେବା ବେଳେ କାହିଁକି ପଡ଼େ ଦରକାର ...

ଆପଣ ଜାଣନ୍ତି କି କ’ଣ ଏହି ସିବିଲ୍ ସ୍କୋର .. କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା କେମିତି ବଢ଼ାଇବେ ସିବିଲ୍ ସ୍କୋର୍...।

sell clean air as a service
Delhi Air Pollution: ଷ୍ଟାର ହୋଟେଲ୍‌ରେ ବିକ୍ରି ହେଉଛି ବିଶୁଦ୍ଧ ବାୟୁ; ଟଙ୍କା ଥିଲେ ବଞ୍ଚିବ ଜୀବନ !

ଦିଲ୍ଲୀରେ ସ୍ୱଚ୍ଛ ବାୟୁ ଏକ ପ୍ରିମିୟମ ଅଫର୍ ପାଲଟିଛି, କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ଏହାକୁ ଟଙ୍କା ଦେଇ କିଣିପାରିବେ।

rbi
2000 Notes Exchange: ୨୦୦୦ ଟଙ୍କିଆ ନୋଟ୍‌ ନେଇ ଆସିଲା ବଡ଼ ଅପଡେଟ୍; ଜାଣନ୍ତୁ, ଏବେ କେମିତି ବଦଳାଇବେ

ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି ତେବେ ତୁରନ୍ତ ଏହାକୁ ଜମା କରନ୍ତୁ। ଆରବିଆଇ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଟଙ୍କା କେଉଁଠି ବଦଳ କରିବେ ତାହା ଉଲ୍ଲେଖ ରହିଛି। ତେବେ କିପରି ଟଙ୍କା ବଦଳାଇବେ ଜାଣିରଖନ୍ତୁ...

gold
Gold Price Today, 4th Decmber 2024: ବିବାହ ଋତୁରେ ବଢିଲା ସୁନା ଦର,ଜାଣନ୍ତୁ କେତେ ?

ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ପୁଣି ଥରେ ସାମାନ୍ୟ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

Indian Railways
Indian Railways: କେବେ ଆରମ୍ଭ ହେଲା ଭାରତୀୟ ରେଳ ସେବା ? କାହିଁକି କୁହାଯାଏ Indian Railways...

ଭାରତୀୟ ରେଳ ହେଉଛି ବିଶ୍ୱରେ ଏପରି ଏକ ନେଟୱାର୍କ, ଯେଉଁଥିରେ ପ୍ରାୟ ୧୫ ଲକ୍ଷ ଲୋକ କାମ କରନ୍ତି, ଯାହା ବିଶ୍ୱରେ ସର୍ବାଧିକ ରୋଜଗାର ଯୋଗାଇଥାଏ । ଦେଶରେ ପ୍ରାୟ ୬୬ ହଜାର କିଲୋମିଟର ବିଶିଷ୍ଟ ରେଳ ନେଟୱାର୍କ ଅଛି, ଏହା ଦୁନିଆର ତିନୋଟି ବୃହତ୍ତମ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ।

LPG Cylinder
LPG Price Hike: ମାସ ଆରମ୍ଭରୁ ମହଙ୍ଗା ମାଡ଼; ପୁଣି ବଢିଲା LPG ଗ୍ୟାସ ସିଲିଣ୍ଡର ଦର

ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦର। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି ।

Gautam Adani
Gautam Adani: ଆଦାନୀ ଲାଞ୍ଚ ପ୍ରସଙ୍ଗ; ଆରେଷ୍ଟ ୱାରେଣ୍ଟ ମିଳିନଥିବା ସ୍ପଷ୍ଟ କଲେ ଭାରତ ସରକାର

ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିବା ନେଇ ଭାରତ ସରକାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେବେ ଗିରଫ ପରୱାନା ନେଇ ଆମେରିକା ପକ୍ଷରୁ କୌଣସି ଅନୁରୋଧପତ୍ର ମିଳିନଥିବା ସ୍ପଷ୍ଟ କରିଛନ୍ତି ଭାରତ ସରକାର ।

Ashwini Vaishnaw
Indian Railway: ବିଶ୍ୱରେ ପ୍ରଥମ ! ଭାରତରେ ହାଇଟ୍ରୋଜେନ୍‌ ଇନ୍ଧନରେ ଚାଲିବ ଟ୍ରେନ୍‌...

ଏବେ RDSO ପକ୍ଷରୁ ଏହି ଟ୍ରେନର ନାଁ, ‘ନମୋ ଗ୍ରୀନ୍ ରେଳ’ ରଖାଯାଇଛି । କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ କହିବାନୁଯାୟୀ ଏବେ ଯାଏଁ ହାଇଡ୍ରୋଜେନ୍ ଟ୍ରେନ୍‌ର କୌଣସି ନାଁ ରଖାଯାଇ ନାହିଁ ।

PAN କାର୍ଡରେ ରହିବ ‍QR କୋଡ୍‌
PAN 2.0 Explained: PAN 2.0 ଅନୁମୋଦନ, QR କୋଡ୍‌ ସହ ଆସିବ ନୂଆ ପାନ୍‌ କାର୍ଡ

ଏହି ପ୍ରକଳ୍ପ ପାଇଁ ୧୪୩୫ କୋଟି ବ୍ୟୟ ହେବ । ପାନ୍‌ ୨.୦ ଏକ ଇ-ଗଭର୍ଣ୍ଣାସ ପ୍ରକଳ୍ପ । ଏହା ପାନ୍-୧ର ଅପଗ୍ରେଡ୍ ଭର୍ସନ ।

Gold Price Today
Gold Price Today, 24th November 2024: ପୁଣି ବଢିଲା ସୁନା ଦର, ସପ୍ତାହକରେ ୪ ହଜାର ମହଙ୍ଗା

ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

ମାର୍କେଟକୁ ଆସୁଛି ନୂଆ EV ସ୍କୁଟର
New EV Scooter: ମାର୍କେଟକୁ ଆସୁଛି ନୂଆ EV ସ୍କୁଟର, ଜାଣନ୍ତୁ ମାଇଲେଜ୍‌ ଓ ଲଞ୍ଚ୍‌ ତାରିଖ

ରିଲିଜ୍‌ ହୋଇଥିବା ଟିଜରରୁ ଦେଖିବାକୁ ମିଳୁଛି ଯେ, ଏହି EV ମଡେଲରେ ଦୁଇଟି Swappable ବ୍ୟାଟେରୀ ରହିଛି । ଏହାର ଅର୍ଥ ଏଥିରେ ଦୁଇଟି ବ୍ୟାଟେରୀ ରହିବ ଏବଂ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏହାକୁ ଅଦଳବଦଳ କରିପାରିବେ ।

Student Special offer
IndiGo Flights: ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଡିଗୋର ସ୍ପେଶାଲ୍ ଅଫର୍; ଟିକେଟ୍ ବୁକିଂ ବେଳେ ରିହାତି ସହ ମିଳିବ ଏହି ସୁବିଧା

କମ୍ପାନୀର ୱେବସାଇଟ୍ ଅନୁଯାୟୀ ଯାଞ୍ଚ ପାଇଁ ଚେକ୍ ଇନ୍ ସମୟରେ ଏକ ବୈଧ ପରିଚୟ ପତ୍ର ଯେପରିକି ସ୍କୁଲ / ୟୁନିଭରସିଟି ଆଇଡି ଦାଖଲ କରିବାକୁ ପଡିବ । ଇଣ୍ଡିଗୋ ୱେବସାଇଟରେ କୁହାଯାଇଛି ଯେ ID ଦାଖଲ ନ କରିପାରିଲେ ଅତିରିକ୍ତ ଭଡ଼ା ଦେବାକୁ ପଡିବ ।

ଡିସେମ୍ବରରେ ଗଡ଼ିବ ହାଇଡ୍ରୋଜେନ୍‌ ଟ୍ରେନ୍‌
Hydrogen Train: ଜର୍ମାନୀ-ଚୀନ୍‌ ପରେ ଭାରତରେ ଗଡ଼ିବ ହାଇଡ୍ରୋଜେନ୍‌ ଟ୍ରେନ୍‌, ଏହି ରାଜ୍ୟରେ ହେବ ଟ୍ରାଏଲ ରନ୍‌

୨୦୩୦ ସୁଦ୍ଧା ନେଟ୍-ଜିରୋ କାର୍ବନ୍ ଏମିସନ୍ ବା ଶୂନ୍ୟ-ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଭାରତ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛି ।

Stock Market Crash
Stock Market Crash: ଆଦାନୀଙ୍କ ପାଇଁ ପୁଞ୍ଜି ବଜାରରେ ବଡ଼ ହଲ୍‌ଚଲ୍ ! ଉଡ଼ିଗଲା ନିବେଶକଙ୍କ କୋଟି କୋଟି ଟଙ୍କା ...

ଗତ କିଛିଦିନ ଧରି ବିଶ୍ୱ ବଜାରରେ ଅସ୍ଥିରତା ପାଇଁ ଭାରତୀୟ ସେୟାର ମାର୍କେଟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଜି ମଧ୍ୟ ଆଦାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ସେୟାର ମାର୍କେଟରେ ଝଡ଼ ସୃଷ୍ଟି ହୋଇଛି ।

Adani
Gautam Adani: ଅଡୁଆରେ ଆଦାନୀ; ନିବେଶକଙ୍କୁ ଲାଞ୍ଚ ଦେଇ ଠକିଥିବା ଅଭିଯୋଗ ଆଣିଲା ଆମେରିକା

ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ଦେଶର ଦ୍ୱିତୀୟ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କୁ ବଡ଼ ଝଟକା। ନିବେଶକଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ଠକିଥିବା ଅଭିଯୋଗ ଆଣିଛି ଆମେରିକା।

Zomato
Zomato Job Vacancy: Zomatoରେ ଚାକିରି ଅଫର୍; ୨୦ ଲକ୍ଷ ଦିଅ, ବର୍ଷେ ମାଗଣା କାମ କର...

ଅନଲାଇନ୍ ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋର CEO ଦୀପିନ୍ଦର ଗୋୟଲଙ୍କ ଅଜବ ସର୍ତ୍ତ। ସେ ଏପରି ଜଣେ କର୍ମଚାରୀ ଖୋଜୁଛନ୍ତି ଯିଏକି ବର୍ଷେ ଯାଏ ମାଗଣାରେ କାମ କରିବେ।