• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Business Updates

Stock Market
Indian Stock Market Rebounds: ସେୟାର ମାର୍କେଟରେ ଉତ୍ସାହ; ୧୫୦୦ରୁ ଅଧିକ ପଏଣ୍ଟ ବଢିଲା ସେନସେକ୍ସ

ଟାରିଫ୍ କୋହଳ ନେଇ ଟ୍ରମ୍ପଙ୍କ ସଙ୍କେତ ପରେ ଭାରତୀୟ ସେୟାର ବଜାରରେ ପୁଣି ଅଭିବୃଦ୍ଧି ଦେଖାଦେଇଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବର୍ଦ୍ଧିତ ଟାରିଫ ଯୋଗୁ ଭାରତୀୟ ସେୟାର ବଜାର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏହି କାରଣରୁ ଗତ କିଛି ମାସ ଧରି ସେୟାର ବଜାରରେ ଅସ୍ଥିରତା ଲାଗି ରହିଛି।

Gold Rate
Gold May Touch Rs1 Lakh: ଏପ୍ରିଲରେ ସୁନା ଟପିବ କି ଲକ୍ଷେ ? ଜାଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟ

ଦେଶରେ ସୁନା ଦର ଟପିବ ଲକ୍ଷେ ଟଙ୍କା ! ଏପ୍ରିଲ ମାସରେ ଲକ୍ଷେ ଛୁଇଁବା ନେଇ ଚର୍ଚ୍ଚା । ଦାମ୍ ଦିନକୁ ଦିନ ହୁ ହୁ ହୋଇବଢୁଥିବା ବେଳେ ଚିନ୍ତାରେ ଗ୍ରାହକ, ଆଶଙ୍କାରେ ବ୍ୟବସାୟୀ ।

Gold Price
Gold Price Decrease in Bhubaneswar: ଓଡ଼ିଆ ନବ ବର୍ଷରେ ଶସ୍ତା ହେଲା ସୁନା; ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ଦର...

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷରେ ପୁଣି ଶସ୍ତା ହେଲା ସୁନା । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇଛି । 

Special Story: No More Gold Grabs! Prices Soaring, Expected to Touch 1 Lakh Mark Soon
SpecialStory: ଲକ୍ଷେ ଛୁଇଁବ ସୁନା !

ଆଉ ସୁନାରେ ହାତ ମାରି ହେବନି। ହୁ ହୁ ହୋଇ ବଢିଚାଲିଛି ସୁନା ଦର। ଆଉ କେଇଟା ଦିନ ଭିତରେ ଏହା ଲକ୍ଷେ ଛୁଇଁଯିବ ବୋଲି ଅନୁମାନ କରାଯାଉଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସୁନା ପ୍ରେମୀ !

ସୁନା ବିନା ବାହାଘର !
Gold Price Skyrockets: ଲକ୍ଷେ ମୁହାଁ ସୁନା

ଗହଣା ଦୋକାନ ଯିବାକୁ ଡରିଲେଣି ଗ୍ରାହକ । ସାଧାରଣ ଲୋକଙ୍କୁ ଘାଇଲା କରିଛି ସୁନାର ଆକାଶଛୁଆଁ ଦର । ଖାସ୍ ଏଇଥିପାଇଁ ବିବାହ, ଜନ୍ମଦିନ ଆଦିରେ ସୁନା ଗହଣା ଉପହାର ଦେବାକୁ ପଛୋଉଛନ୍ତି ଲୋକେ ।

ସୁନା ବିନା ବାହାଘର !
Gold price Hike: ଲକ୍ଷେ ମୁହାଁ ସୁନା, ୩ ଦିନରେ ୫ ହଜାର ମହଙ୍ଗା

ଗହଣା ଦୋକାନ ଯିବାକୁ ଡରିଲେଣି ଗ୍ରାହକ । ସାଧାରଣ ଲୋକଙ୍କୁ ଘାଇଲା କରିଛି ସୁନାର ଆକାଶଛୁଆଁ ଦର । ଖାସ୍ ଏଇଥିପାଇଁ ବିବାହ, ଜନ୍ମଦିନ ଆଦିରେ ସୁନା ଗହଣା ଉପହାର ଦେବାକୁ ପଛୋଉଛନ୍ତି ଲୋକେ ।

ହାତ ମାରନା...ସୁନା ଲକ୍ଷେ !
Gold Price: କମିବା ବଦଳରେ ବଢିଲା ସୁନା

ଆଉ ସୁନାରେ ହାତ ମାରି ହେବନି। ହୁ ହୁ ହୋଇ ବଢିଚାଲିଛି ସୁନା ଦର। ଆଉ କେଇଟା ଦିନ ଭିତରେ ଏହା ଲକ୍ଷେ ଛୁଇଁଯିବ ବୋଲି ଅନୁମାନ କରାଯାଉଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସୁନା ପ୍ରେମୀ !

Gold Rate
Gold Price Today: ସୁନାର ସର୍ବକାଳୀନ ରେକର୍ଡ, ୯୫ ହଜାର ଡେଇଁଲା ଦର

୯୫ ହଜାର ଟଙ୍କା ଡେଇଁଲା ସୁନା । ୨୪ କ୍ୟାରେଟ୍ ସୁନା ଦର ୨୦୨୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୪୦୦ ଟଙ୍କା । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୭ ହଜାର ୪୫୦ ଟଙ୍କା ।

SBI
Special Story: SBI ଏଟିଏମ୍ କାର୍ଡ ଥିଲେ GSTଦେବେ

ଆପଣଙ୍କର SBI ଆକାଉଣ୍ଟ ଅଛି କି ? ଆପଣ SBI ଏଟିଏମ୍ ବ୍ୟବହାର କରୁଛନ୍ତି କି ? ଏବେ ATMରୁ ଟଙ୍କା ଉଠାଇଲେ ଦେବାକୁ ପଡିବ GST। ଜାଣନ୍ତୁ କାହିଁକି ।

  • Friday, 11 April 2025
ପୁଣି ମହଙ୍ଗା ହେଲା ସୁନା
Gold Prices: ଦିନ ଆସିବ ସୁନା ଲକ୍ଷେ ଟଙ୍କା ଛୁଇଁବ

ସୁନା ଦରର ଏପରି ସ୍ଥିତିକୁ ନେଇ ଗ୍ରାହକ ମୁଣ୍ଡ ଟିଣ । ତେବେ ଆଗାମୀ ଦିନରେ ସୁନା ଦର ପୁଣି ଉଚ୍ଚ ହେବା ଆଶଙ୍କା ରହିଛି ।

ବିଶ୍ୱ ଦେଖୁଛି ଟ୍ରେଡ୍ ୱାର
China-America Trade War: ଚୀନ ଉପରେ ଆମେରିକା ପକାଇଲା ଟାରିଫ୍ ବମ୍: ୭ ଦୁର୍ଲଭ ଧାତୁର ରପ୍ତାନୀ ବନ୍ଦ କଲା ଚୀନ

ଏମିତି ଉତ୍ତେଜନା ପୂର୍ଣ୍ଣ ସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପ ଆଉ ଏକ ଝଟକା ଦେଇଛନ୍ତି । ସେ କହିଛନ୍ତି, ଖୁବ ଶୀଘ୍ର ଫାର୍ମାସ୍ୟୁଟିକାଲ ପ୍ରଡକ୍ଟ ଉପରେ ବଡ ଧରଣର ଟାରିଫ ଲାଗୁ କରାଯିବ । ସେ ଆହୁରି କହିଛନ୍ତି, ମୋର କାମ ହେଉଛି ଆମେରିକାର ସ୍ୱପ୍ନକୁ ପୂରଣ କରିବା । ଆମେରିକା ନାଗରିକଙ୍କ ସୁରକ୍ଷା ମୋର ଦାୟିତ୍ୱ ।  ଟ୍ରମ୍ପ ଯଦି ଏହି ଫାର୍ମା ଟାରିଫ ଘୋଷଣା କରନ୍ତି ତେବେ ଭାରତ ପାଇଁ ସମସ୍ୟା ସୃଷ୍ଟି ହେବ ।

RBI Slashes Repo Rate
RBI Slashes Repo Rate: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର: ୨୫ ବେସିସ୍ ପଏଣ୍ଟ ରେପୋ ରେଟ୍ ହ୍ରାସ କଲା RBI...

 ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ଚଳିତବର୍ଷ ଦ୍ବିତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ୍ ହେଲା । 

Gold Rate
Gold Price In Bhubaneswar: ପୁଣି କମିଲା ସୁନା-ରୂପା ଦର; ଜାଣନ୍ତୁ ଭୁବନେଶ୍ୱରରେ କେତେ କମିଲା...

ପୁଣି ଶସ୍ତା ହେଲା ସୁନା । ଆଜି ବି କମିଲା ସୁନା ଦର । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୦ ଟଙ୍କା ହ୍ରାସ ପାଇଛି । 

trump
Trade War: ଘାଇଲା ସାରା ବିଶ୍ବ, ସାମାନ୍ୟ ସୁଧୁରିଲା ଭାରତୀୟ ସେୟାର ମାର୍କେଟ୍

ଟ୍ରମ୍ପଙ୍କ ଟାରିଫ ଝଟକାରେ ଗତକାଲି ଧରାଶାୟୀ ଭାରତୀୟ ସେୟାର ମାର୍କେଟରେ ଫେରିଲା ଉତ୍ସାହ । କାଲି ଥିଲା କଳା ସୋମବାର, ହେଲେ ଆଜି ସୁସ୍ଥ ମଙ୍ଗଳବାର । ସୁଧୁରିଲା ସେନସେକ୍ସ, ବଢିଲା ନିଫ୍ଟି । ଆଜି ସେନସେକ୍ସ ୧୦୮୫ ପଏଣ୍ଟ ଏବଂ ନିଫ୍ଟି ୩୫୩ ପଏଣ୍ଟ ସହ ଖୋଲିଥିଲା ମାର୍କେଟ୍ ।

trump
Trade War: ଟ୍ରେଡ୍ ୱାରରେ ଘାଇଲା ସାରା ବିଶ୍ବ, ସାମାନ୍ୟ ସୁଧୁରିଲା ଭାରତୀୟ ସେୟାର ମାର୍କେଟ୍

ବିଶ୍ବ ଅର୍ଥନୀତିରେ ଭୂକଂପ। ମୁକ୍ତ ବାଣିଜ୍ୟ ବା ଫ୍ରି ଟ୍ରେଡରେ ବ୍ଲକ୍ ଲଗାଇଛି ଟ୍ରଂପଙ୍କ ଟାରିଫ୍। ଫଳରେ ପ୍ରଭାବିତ ହୋଇଛି ବିଭିନ୍ନ ଦେଶର ଅର୍ଥନୀତି। ଖୋଦ୍ ଆମେରିକା ମାର୍କେଟ୍ ଖସିଛି। ବଡ଼ ବଡ଼ କମ୍ପାନୀଙ୍କ ସେୟାର ମୂଲ୍ୟ ହ୍ରାସ ପାଇଛି। ତେବେ ଗତକାଲିର କ୍ରାସ ପରେ ଆଜି ସୁଧୁରିଛି ଭାରତୀୟ ସେୟାର ବଜାର। ସେନସେକ୍ସ ଓ ନିଫ୍ଟିରେ ବୃଦ୍ଧି ଦେଖାଦେଇଛି। ତଥାପି ବିଶେଷଜ୍ଞ କହିଛନ୍ତି, ଟ୍ରେଡ୍ ୱାରର ପ୍ରଭାବ ସାରା ବିଶ୍ବର ଅର୍ଥନୀତି ଉପରେ ପଡ଼ିବ।

Stock Market Crashed
Stock Market Crashed: ସେୟାର ମାର୍କଟ୍‌ରେ ରକ୍ତପାତ; ୭୬,୪୦୦ କୋଟି ହରାଇଲେ ଦେଶର ୪ ବିଲିୟନିୟର୍...

କିଏ କହିଲା ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ପୁଣି କିଏ କହିଲା ଦଲାଲ୍ ଷ୍ଟ୍ରିଟ୍ ବ୍ଲଡ୍ ବାଥ୍  । ଦେଶର ଶ୍ରେଷ୍ଠ ଚାରି ବିଲିୟନିୟର୍ - ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସାବିତ୍ରୀ ଜିନ୍ଦଲ ଓ ଶିବ ନାଦରଙ୍କ ଗୋଟିଏ ଦିନରେ ପାଖାପାଖି ୭୬,୪୦୦ କୋଟି ଟଙ୍କା ସ୍ବାହା ହୋଇ ଯାଇଛି। 

Gold Price Drop
Gold Price Today : ଆଜି ବି କମିଲା ସୁନା ଦର; ୫ ଦିନରେ କମିଲାଣି ୩,୩୫୦ ଟଙ୍କା...

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୫୦ ଟଙ୍କା କମିଛି । 

RBI
ବଦଳିଯିବ ପୁରୁଣା ନୋଟ୍, ବଜାରକୁ ଆସିବ ନୂଆ ୫୦୦ ଟଙ୍କିଆ ଓ ୧୦ ଟଙ୍କିଆ

ବଦଳିଯିବ ପୁରୁଣା ନୋଟ୍ । ବଜାରକୁ ନୂଆ ନୋଟ୍ ଆସିବା ନେଇ RBIର ବଡ଼ ଘୋଷଣା । ୫୦୦ ଟଙ୍କିଆ ଓ ୧୦ ଟଙ୍କିଆ ନୋଟର ହେବ ନବକଳେବର । ପୁରୁଣା ନୋଟ୍ ଚାଲିବା ନେଇ ଉଠିଲା ପ୍ରଶ୍ନ ।

Trump Tariff War: Bloodbath in Global Stock Markets Hits India, China, Japan, Korea
ଟ୍ରମ୍ପ୍ ଟାରିଫ୍ ୱାର୍ ପରେ ବିଶ୍ବ ବଜାରରେ ହାହାକାର

ଟ୍ରମ୍ପ୍ ଟାରିଫ୍ ୱାର୍ ପରେ ବିଶ୍ବ ବଜାରରେ ହାହାକାର। ଭାରତ, ଜାପାନ୍, ଚୀନ୍, କୋରିଆ ସେୟାର ବଜାରରେ ନିବେଶକଙ୍କୁ ବଡ଼ ଝଟକା ।

 Indian Stock Market Crashed
Stock Market Crashed: ସେୟାର ମାର୍କେଟ୍ ରକ୍ତପାତ; ଚିନ୍ତାରେ ନିବେଶକ, କଣ କହୁଛନ୍ତି ବିଶେଷଜ୍ଞ ? ଜାଣନ୍ତୁ...

କିଏ କହୁଛି ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ପୁଣି କିଏ କହୁଛି ଦଲାଲ୍ ଷ୍ଟ୍ରିଟ୍ ବ୍ଲଡ୍ ବାଥ୍  । ୧୦ ସେକେଣ୍ଡ୍ ଭିତରେ ନିବେଶକଙ୍କ ୨୦ ଲକ୍ଷ କୋଟି ସ୍ବାହା । ଖାଲି ଭାରତ ନୁହେଁ, ସାରା ବିଶ୍ବ ବଜାରରେ ହାହାକାର ।

ଫୁଲଚାଷ
Orchid Flower: ଆଠଗଡ଼ରେ ଫୁଟୁଛି ଥାଇଲାଣ୍ଡର ଅର୍‌କିଡ୍ ଫୁଲ, ମାସିକ ଲାଭ ୨ ଲକ୍ଷ

ଧାଡି ଧାଡି ହୋଇ ବିଭିନ୍ନ ରଙ୍ଗର ଫୁଲ ଫୁଟିଛି । କିଏ ଗଛ ସଜାଡୁଛନ୍ତି ତ କିଏ ଫୁଲକୁ ତୋଳି ବଜ଼ାରରେ ବିକ୍ରି ଲାଗି ପ୍ୟାକେଟ ବନାଉଛନ୍ତି । ନିଜଠୁ ଅଧିକା ଫୁଲକୁ ଭଲ ପାଉଥିବା ମଣିଷଟିଏ ହେଉଛନ୍ତି ଏହି ଫୁଲଚାଷୀ ସମ୍ବିତା ବୋଷ । ଆଠଗଡ଼ ଅଞ୍ଚଳ ଖମାର ନୂଆଗାଁ ଅଞ୍ଚଳରେ ତିଆରି କରିଛନ୍ତି ଏକ ଫାର୍ମ ହାଉସ ।

Petrol-Diesel
Petrol-Diesel Excise Duty Hike: ବଢିବ କି ପେଟ୍ରୋଲ ଓ ଡିଜେଲ ଦର ?

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨ ଟଙ୍କା ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିଛନ୍ତି । ତେବେ ଏକ୍ସାଇଜ ଡ୍ୟୁଟି ବଢିବା ପରେ ବଢିବ କି ପେଟ୍ରୋଲ ଓ ଡିଜେଲ ଦାମ୍ ? ଜାଣନ୍ତୁ କ'ଣ ନିଷ୍ପତ୍ତି ନେଲେ ସରକାର।

 LPG cylinder prices hike
LPG Cylinder Price: ୫୦ ଟଙ୍କା ବଢ଼ିଲା ଘରୋଇ LPG ସିଲିଣ୍ଡର ଦାମ୍

LPG ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି । ସୂଚନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏଣିକି LPG ସିଲିଣ୍ଡର ୮୦୩ ଟଙ୍କା ବଦଳରେ ୮୫୩ ଟଙ୍କାରେ ମିଳିବ ।

Gold rate slips
Gold Rate Today: ପୁଣି ଶସ୍ତା ହେଲା ସୁନା, ଆଜି ଏତିକି କମିଲା ଦର

ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର । ଆଜି ପୁଣିଥରେ ଶସ୍ତା ହୋଇଛି ସୁନା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୮୦ ଟଙ୍କା ହ୍ରାସ ପାଇବା ସହ ୨୨ କ୍ୟାରେଟ୍ ଦର ମଧ୍ୟ କମିଛି ।

ବିଶ୍ୱ ବଜାରରେ ହାହାକାର
Stock Market Crash: ସେୟାର ବଜାରରେ ଭୂକମ୍ପ, ୧୦ ସେକେଣ୍ଡରେ ଉଡ଼ିଗଲା ୧୯ ଲକ୍ଷ କୋଟି

ଭାରତୀୟ ମାର୍କେଟ ଖୋଲୁଖୋଲୁ ସେନସେକ୍ସରେ ୩ ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଛି । ଏହାର ଅର୍ଥ ଏହା ପ୍ରାୟ ୪.୭୦ ପ୍ରତିଶତ ହ୍ରାସ ପାଇଛି ।