ଆର୍ଥିକ ବିକାଶ ଲାଗି କୃଷି, MSME, ପୁଞ୍ଜିନିବେଶ ଓ ରପ୍ତାନି ଭଳି ୪ଟି ଦିଗକୁ ଗ୍ରୋଥ୍ ଇଞ୍ଜିନ୍ ବା ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିବେଚନା କରିଛନ୍ତି ସରକାର। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଘୋଷଣା ହୋଇଥିବା ବେଳେ ଯୁବକଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେବା ନେଇ ହୋଇଛି ବ୍ୟବସ୍ଥା।
ବଜେଟରେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ ଦେବା ସହ ଅର୍ଥମନ୍ତ୍ରୀ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି ।
ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା । ଓଡ଼ିଶା ଉପରେ ଦୁଇଟି କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଲକ୍ଷପତି ଦିଦି ଟାର୍ଗେଟ୍ ୩ କୋଟିକୁ ବଢ଼ା ଯାଇଥିବା ବେଳେ, ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆସିବ ବୋଲି ଘୋଷଣା କରିଛନ୍ତି ସୀତାରମଣ । ତେଣେ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବଜେଟ୍ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜଭୁତ୍ କରିବ ।
ଅନ୍ତରୀଣ ବଜେଟରେ ଅପରିବର୍ତ୍ତିତ ରହିଲା ଟିକସ ହାର । ଆଗାମୀ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ କରଦାତାଙ୍କୁ କୌଣସି ରିହାତି ଦେଇନି ନିର୍ମଳାଙ୍କ ବଜେଟ୍ ।
ଭାରତରେ ପ୍ରାୟ ୨୦ ଲକ୍ଷ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି । ଅଙ୍ଗନବାଡି ଏବଂ ଆଶା କର୍ମୀମାନେ ଦୀର୍ଘ ଦିନ ଧରି ଦରମା ବୃଦ୍ଧି ପାଇଁ ଦାବି କରିଆସୁଛନ୍ତି...
୩ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମନଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ । ସମ୍ମିଳନୀରେ ୧୪ଶହରୁ ୧୫ ଶହ ଚାଟାର୍ଡ ଆକାଉଣ୍ଟାଣ୍ଟ, ACCOUNTING କମ୍ପାନୀ ସେକ୍ରେଟାରୀ ଏବଂ କର୍ପୋରେଟ ଅଫିସିଆଲ୍ ମାନେ ରହିବେ ।